ଅନ୍ତର୍ଜାତୀୟ

ଅଲଗା ହେବେ ରାଜ ଦମ୍ପତି!

ଲଣ୍ଡନ,୭।୭: ବ୍ରିଟିଶ ରାଜ ପରିବାର ସଦସ୍ୟ ପ୍ରିନ୍ସ ହ୍ୟାରି ଏବଂ ତାଙ୍କ ଧର୍ମପତ୍ନୀ ମେଘନ ମାର୍କେଲଙ୍କ ମଧ୍ୟରେ ସବୁକିଛି ଠିକ ଚାଲଇନାହିଁ ବୋଲି କୁହାଯାଉଛି। ମିରରର ଏକ ରିପୋର୍ଟ ଅନୁଯାୟୀ, ସେମାନଙ୍କ ସମ୍ପର୍କରେ ମତଭେଦ ବଢିବାରେ ଲାଗିଛି। ରିପୋର୍ଟ ଅନୁଯାୟୀ, ମେଘନ…

‘ମଙ୍ଗଳ ଗ୍ରହ’ରେ ୧ମାସ ବିତାଇ ଫେରିଲେ ଆମେରିକାର ୪ ବୈଜ୍ଞାନିକ!

ଓ୍ବାଶିଂଟନ,୭।୭: ଚନ୍ଦ୍ର ପରେ ମଣିଷ ଖୁବଶୀଘ୍ର ମଙ୍ଗଳ ଗ୍ରହରେ ପାଦ ଦେବ। ଏହି ଦିଗରେ ଏକ ବଡ଼ ସଫଳତା ହାସଲ କରାଯାଇଛି। ମଙ୍ଗଳ ଗ୍ରହର ବାୟୁମଣ୍ଡଳ ପରି ପରିକଳ୍ପିତ ଏକ ସ୍ବତନ୍ତ୍ର ଘରେ ୩୭୮ ଦିନ ବିତାଇବା ପରେ ନାସାର ଚାରିଜଣ…

ଆମେରିକାରେ ସ୍ବାଧୀନତା ଦିବସ ପାଳନବେଳେ ଗୁଳିକାଣ୍ଡ: ୩୩ ମୃତ

ଓ୍ବାଶିଂଟନ,୬ା୭: ଆମେରିକାରେ ଜୁଲାଇ ୪ ସ୍ବାଧୀନତା ଦିବସ ପାଳନ ବେଳେ ବିଭିନ୍ନ ସ୍ଥାନରେ ଗୁଳିକାଣ୍ଡ ଘଟି ୩୩ ଜଣଙ୍କ ମୃତ୍ୟୁ ହୋଇଛି ଓ ଅନେକେ ଆହତ ହୋଇଛନ୍ତି। କେବଳ ସିକାଗୋରେ ଗୁଳିମାଡ଼ରେ ୧୧ ଜଣଙ୍କ ଜୀବନ ଯିବା ସହ ୫୫ ଜଣ…

Video: ୧୪ ବର୍ଷ ଦେଶ ସେବା ପରେ ସାଇକେଲ୍‌ରେ ଘରକୁ ଫେରିଲେ ନେଦରଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୬।୭: ନେଦରଲ୍ୟାଣ୍ଡରେ ଏକ ଅପ୍ରତ୍ୟାଶିତ ଘଟଣାରେ, ବିଦାୟୀ ପ୍ରଧାନମନ୍ତ୍ରୀ ମାର୍କ ରୁଟ୍ ହେଗ’ରେ ଥିବା ତାଙ୍କ କାର୍ଯ୍ୟାଳୟରୁ ଏକ ନିଆରା ଢଙ୍ଗରେ ସାଇକେଲ ଚଢି ବିଦାୟ ନେଇଛନ୍ତି। ୧୪ ବର୍ଷ କାର୍ଯ୍ୟକାଳ ପରେ, ରୁଟ୍ ପୂର୍ବତନ ଗୁଇନ୍ଦା ମୁଖ୍ୟ ଡିକ୍ ସ୍କୋଫଙ୍କୁ…

ଏହି ଭାରତୀୟ ବଂଶୋଦ୍ଭବ ମହିଳାଙ୍କୁ ବ୍ରିଟେନ୍‌ ମନ୍ତ୍ରିମଣ୍ଡଳରେ ମିଳିଲା ମନ୍ତ୍ରୀ ପଦ

ନୂଆଦିଲ୍ଲୀ, ୬।୭: ବ୍ରିଟେନ୍‌ର ସାଧାରଣ ନିର୍ବାଚନରେ ଲେବର ପାର୍ଟି ବିପୁଳ ବିଜୟ ହାସଲ କରି ସରକାର ଗଠନ କରିଛି । ବ୍ରିଟେନ୍‌ର ନୂଆ ପ୍ରଧାନମନ୍ତ୍ରୀ ଭାବେ କିର ଷ୍ଟାର୍ମର ଶୁକ୍ରବାର କ୍ୟାବିନେଟ୍‌ର ଘୋଷଣା କରିଛନ୍ତି । ଉତ୍ତର ପଶ୍ଚିମ ଇଂଲଣ୍ଡର ବିଗନ…

ଅକ୍ଷତା ମୂର୍ତ୍ତିଙ୍କ ୪୨ ହଜାର ଟଙ୍କାର ଡ୍ରେସକୁ କାହିଁକି କରାଯାଉଛି ଉପହାସ? ସୁନକଙ୍କ ଭାଷଣ ଅପେକ୍ଷା ଅଧିକ ହେଉଛି ଭାଇରାଲ

ଲଣ୍ଡନ,୬।୭: ବ୍ରଟେନ ସାଧାରଣ ନିର୍ବାଚନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ୧୪ବର୍ଷ ପରେ, ଲେବର ପାର୍ଟି କଞ୍ଜରଭେଟିଭ ପାର୍ଟିକୁ ବହୁ ସଂଖ୍ୟାରେ ପରାସ୍ତ କରି ବିଜୟ ଲାଭ କରିଛି। ଡାଉନିଂ ଷ୍ଟ୍ରିଟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବାହାରେ…

ଗୋଟିଏ ହାତରେ ପତାକା, ଅନ୍ୟ ହାତରେ ବିୟର୍‌ ଧରି ସ୍ବାଧୀନତା ଦିବସ ପାଳନ କଲେ ମାର୍କ ଜୁକରବର୍ଗ

ଓ୍ବାଶିଂଟନ୍‌,୬।୭: ଆମେରିକାର ୨୪୮ତମ ସ୍ବାଧୀନତା ଦିବସ ଅବସରରେ ମେଟା ସିଇଓ ମାର୍କ ଜୁକରବର୍ଗ ତାଙ୍କ ହାତରେ ଆମେରିକୀୟ ପତାକା ଧରି ବିୟର ପିଇବା ସମୟରେ ସର୍ଫିଂ କରି ପାଳନ କରିଥିଲେ। ଜୁକରବର୍ଗଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ…

କାମଚାପ ଯୋଗୁଁ ଆତ୍ମହତ୍ୟା କଲା ରୋବଟ, ପାହାଚରୁ ଡେଇଁ ହାରିଲା ଜୀବନ

ନୂଆଦିଲ୍ଲୀ,୬।୭: କେବେ ରୋବଟ ଆତ୍ମହତ୍ୟା କରିଥିବାର ଶୁଣିଛନ୍ତି କି? କାମ ଚାପରେ ରହି ଆମେ ଚାପଗ୍ରସ୍ତ ରହିଥାଉ। କିନ୍ତୁ କେବେ କାମ ଚାପରେ ରହି ରୋବଟ ଆତ୍ମହତ୍ୟା କରୁଥିବାର ଶୁଣିଛନ୍ତି କି? ଏପରି ଏକ ଘଟଣା ଦେଖିବାକୁ ମିଳିଛି ଦକ୍ଷିଣ କୋରିଆରୁ।…

ହିଜାବ ବିରୋଧୀ ମାସୁଦ ହେଲେ ଇରାନର ନୂଆ ରାଷ୍ଟ୍ରପତି

ଦୁବିଇ,୬।୭: ଇରାନରେ ମାସୁଦ ପେଜେଶକିଆନ ଦେଶର ୯ମ ରାଷ୍ଟ୍ରପତି ହୋଇଛନ୍ତି। ସେ ମୌଳବାଦୀ ବା କଟ୍ଟରପନ୍ଥୀ ସୟଦ ଜଲିଲିଙ୍କୁ ପରାସ୍ତ କରିଛନ୍ତି। ମାସୁଦ ପେଜେଶକିଆନ ହିଜାବ ବିରୋଧୀ ତଥା ଉଦାରବାଦୀ ନେତା ଭାବରେ ଜଣାଶୁଣା। ଇରାନର ରାଜ୍ୟ ଗଣମାଧ୍ୟମ IRNA ଅନୁଯାୟୀ,…

ମଙ୍ଗଳ ଗ୍ରହରେ ହେବ ଯୁଦ୍ଧ…ଶେଷ ହେବ ବିଶ୍ୱ…ବାବା ଭେଙ୍ଗାଙ୍କ ନୂଆ ଭବିଷ୍ୟବାଣୀ

ସୋଫିଆ,୬।୭: ସଠିକ ଭବିଷ୍ୟବାଣୀ ଦେବାକୁ ନେଇ ପ୍ରସିଦ୍ଧ ବୁଲଗେରିଆର ବାବା ଭେଙ୍ଗା (ବାଲକାନ)ଙ୍କ ଅନେକ ଭବିଷ୍ୟବାଣୀ ସତ୍ୟ ହୋଇଛି । ସେଥିମଧ୍ୟରୁ ବିଶ୍ୱ ବାଣିଜ୍ୟ କେନ୍ଦ୍ର (ଡବ୍ଲୁଟିସି) ଉପରେ ଆକ୍ରମଣ ହୋଇଥିଲା। ଏପରିକି ୨୦୨୩ରେ, ବାବା ଭେଙ୍ଗାଙ୍କ ଦ୍ୱାରା କରାଯାଇଥିବା କିଛି…

୧୨ରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ ପ୍ରଚଣ୍ଡ

କାଠମାଣ୍ଡୁ,୬ା୭(ପି.ଟି.): ନେପାଳର ମେଣ୍ଟ ସରକାରରୁ ୨ ବଡ଼ ମେଣ୍ଟ ସହଯୋଗୀ ଓହରିଯିବା ପରେ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’ ସଙ୍କଟରେ ପଡ଼ିଛନ୍ତି। ଆସନ୍ତା ୧୨ ତାରିଖରେ ସେ ପ୍ରତିନିଧି ସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ ବୋଲି ଘୋଷଣା କରିଛନ୍ତି। ଆସ୍ଥା ଭୋଟ…

ଡେଭିଡ୍‌ ଲାମି ନୂଆ ବହିର୍ବ୍ୟାପାର ସଚିବ

ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ କିର୍‌ ଷ୍ଟର୍ମର ଶୁକ୍ରବାର ଲେବର ଏମ୍‌ପି ଡେଭିଡ୍‌ ଲାମିଙ୍କୁ ଦେଶର ନୂଆ ବହର୍ବ୍ୟାପାର ସଚିବ ନିଯୁକ୍ତ କରିଛନ୍ତି। ୫୧ ବର୍ଷୀୟ ଡେଭିଡ୍‌ ଭାରତ ସହ ଦୃଢ଼ ଦ୍ୱିପାକ୍ଷିକ ସମ୍ପର୍କର ସପକ୍ଷବାଦୀ। ସେ ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri