ଅନ୍ତର୍ଜାତୀୟ

ସେନା ଉପରେ ପାଣି ଭଳି ପଇସା ଖର୍ଚ୍ଚ କରୁଛି ଚାଇନା

ବେଜିଂ,୫।୩: ଚାଇନା ମଙ୍ଗଳବାର ଏହାର ପ୍ରତିରକ୍ଷା ବଜେଟରେ ୭.୨ପ୍ରତିଶତ ବୃଦ୍ଧି ଘୋଷଣା କରିଛି। ପୂର୍ବରୁ ଚାଇନା ୧.୬ ଟ୍ରିଲିୟନ ୟୁଆନ (୨୨୨ବିଲିୟନ ଡ଼ଲାର୍‌) ସହିତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି। ଆମେରିକା ପ୍ରଥମ ସ୍ଥାନରେ ରହିଛି। ଚାଇନା ପ୍ରତିରକ୍ଷା ବଜେଟରେ ଏହି…

ମରିୟମ ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରତିକ୍ରିୟା ରଖିଲା ଆମେରିକା

ଓ୍ବାଶିଂଟନ,୫।୩: ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ମରିୟମ ନୱାଜଙ୍କ ଚୟନକୁ ଐତିହାସିକ ବୋଲି ଆମେରିକା ବର୍ଣ୍ଣନା କରିଛି। ଏଥି ସହିତ, ପାକିସ୍ତାନ ରାଜନୀତିରେ ମହିଳାମାନଙ୍କୁ ସଂପୂର୍ଣ୍ଣ ଭାବେ ଯୋଡିବା ପାଇଁ ଆମେ ଇସଲାମାବାଦ ସହ ସହଯୋଗ କରିବାକୁ ପ୍ରସ୍ତୁତ। ସୂଚନାଯୋଗ୍ୟ, ମରିୟମ…

ପୁଣି ବିଶ୍ୱର ଏକ ନମ୍ବର ଧନୀ ବ୍ୟକ୍ତି ହେଲେ ଜେଫ ବେଜାସ

ଓ୍ବାଶିଂଟନ୍‌,୫।୩: ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସ ପୁଣି ଥରେ ବିଶ୍ୱର ଏକ ନମ୍ବର ଧନୀ ବ୍ୟକ୍ତି ହୋଇଛନ୍ତି। ଏଲନ ମସ୍କକୁ ଦ୍ୱିତୀୟ ସ୍ଥାନକୁ ଆସିଛନ୍ତି। ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ ଏହା ଜଣାପଡିଛି। ଜେଫ ବେଜୋସଙ୍କର ବର୍ତ୍ତମାନ ୨୦୦ ବିଲିୟନ ଡଲାର…

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି, ଜାଣନ୍ତୁ କ’ଣ କହିଲେ…

ନୂଆଦିଲ୍ଲୀ/ଇସଲାମାବାଦ,୫।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ଶେହବାଜ ସରିଫଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଶେହାବାଜ ସରିଫ ସୋମବାର ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏହି ସମୟରେ ତାଙ୍କୁ ଅଭିନନ୍ଦନ ଜଣାଇ…

ଫସିଗଲେ ମସ୍କ

ଓ୍ବାଶିଂଟନ,୫।୩: କିଛି ଦିନ ପୂର୍ବରୁ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଥିବା ଏଲୋନ ମସ୍କଙ୍କ ନାମ ଦୀର୍ଘ ଦିନ ଧରି ହେଡଲାଇନକୁ ନ ଆସିବା ବେଶିଦିନ ପର୍ଯ୍ୟନ୍ତ ରହି ପାରିଲା ନାହିଁ। ହୁଏତ ସେ ଏପରି କିଛି କରିବେ ଯାହା ତାଙ୍କ…

ପାକିସ୍ତାନର ପୋଲ୍‌ ଖୋଲଦେଲା ଭାରତ: ଧରାପଡିଲା ମିଛ

ମୁମ୍ବାଇ,୫।୩: ମୁମ୍ବାଇର ନାଭା ଶେଭା ବନ୍ଦରରେ ପାକିସ୍ତାନ ଅଭିମୁଖେ ଯାଉଥିବା ଏକ ଜାହାଜକୁ ଭାରତୀୟ ସୁରକ୍ଷା ଏଜେନ୍ସି ଅଟକ ରଖିଛି। ଏହି ଜାହାଜ ଚାଇନାରୁ ପାକିସ୍ତାନ ଯାଉଥିଲା। ଆଣବିକ ଅସ୍ତ୍ରଶସ୍ତ୍ର ଏବଂ ବାଲିଷ୍ଟିକ କ୍ଷେପଣାସ୍ତ୍ର ସହ ଜଡିତ ସାମଗ୍ରୀ ତିଆରି ସନ୍ଦେହରେ…

ଗର୍ଭପାତ ମହିଳାଙ୍କ ସାମ୍ବିଧାନିକ ଅଧିକାର, ଏହି ବିଲକୁ ମଞ୍ଜୁରୀ ଦେବାରେ ଫ୍ରାନ୍ସ ହେଲା ପ୍ରଥମ ଦେଶ

ପ୍ୟାରିସ,୫।୩: ସୋମବାର ଫ୍ରାନ୍ସ ସଂସଦର ମିଳିତ ଅଧିବେଶନରେ ଫ୍ରାନ୍ସର ଆଇନଜୀବୀମାନେ ସମ୍ବିଧାନରେ ମହିଳାଙ୍କ ଗର୍ଭପାତ କରିବାର ଅଧିକାରକୁ ଦର୍ଶାଇ ଏକ ବିଲ ଅନୁମୋଦନ କରିଛନ୍ତି। ଏହିପରି ଭାବରେ, ଫ୍ରାନ୍ସ ବିଶ୍ୱର ପ୍ରଥମ ଦେଶ ହୋଇପାରିଛି ଯେଉଁଥିରେ ଗର୍ଭପାତକୁ ସାମ୍ବିଧାନିକ ଅଧିକାର ଅନ୍ତର୍ଭୁକ୍ତ…

ସିନେଟ ଅଧ୍ୟକ୍ଷ ପଦ ଦୌଡରେ ସବୁଠାରୁ ଆଗରେ ୟୁସୁଫ ରାଜା ଗିଲାନି

ଇସଲାମାବାଦ,୪।୩: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ସୟଦ ୟୁସୁଫ ରଜା ଗିଲାନିଙ୍କ ବିଷୟରେ ଆଲୋଚନା ତୀବ୍ର ହୋଇଛି। ସେ ସିନେଟର ସଭାପତି ହେବାର ସମ୍ଭାବନା ବଢିଛି। ସିନେଟ ଅଧ୍ୟକ୍ଷ ପଦ ଲାଗି ନିର୍ବାଚନ ପାଇଁ ଗିଲାନି ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସୂଚନାଯୋଗ୍ୟ…

୧୪ ବର୍ଷର ବାଳକ ଗଢ଼ିଲେ ଦେଶ, ନିଜକୁ କହିଲେ ରାଷ୍ଟ୍ରପତି, ତିଆରି କଲେ ଜାତୀୟ ପତାକା

ଜଣେ ୧୪ ବର୍ଷର ବାଳକ ପାଠପଢ଼ା କିମ୍ବା ଖେଳକୁଦରେ ନାଁ କମାଇବା ସାଧାରଣ କଥା। ମାତ୍ର ଏତେ କମ୍‌ ବୟସରେ ଏକ ବଡ଼ କାମ କରିବା ଏକଥା ଭାବିଲେ ଆଶ୍ଚର୍ଯ୍ୟ ଲାଗେ। ବିଶ୍ୱାସ ନ ହେଲେ ବି ଏହା ସତ। ଜଣେ…

ଆବୁ ଧାବିର ହିନ୍ଦୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଅସମ୍ଭବ ଭିଡ, ପ୍ରଥମ ଦିନ ଦର୍ଶନ କଲେ ୬୫ ହଜାର ଲୋକ

ଆବୁଧାବି,୪।୩: ସଂଯୁକ୍ତ ଆରବ ଏମିରେଟ୍ସର ଆବୁଧାବିର ହିନ୍ଦୁ ମନ୍ଦିର ସାଧାରଣ ଲୋକଙ୍କ ପାଇଁ ଖୋଲିଛି। ପ୍ରଥମ ଥର ପାଇଁ ଏକ ମୁସଲମାନ ଦେଶରେ ହିନ୍ଦୁ ଭକ୍ତଙ୍କ ଭିଡ ଜମା ହୋଇଛି। ବିଏପିଏସର ଅଫିସିଆଲ ୱେବସାଇଟ ଅନୁଯାୟୀ, ପ୍ରଥମ ଦିନରେ ୬୫,୦୦୦ରୁ ଅଧିକ…

ଏବେ ମୋତେ ମା କିଏ ଡାକିବ, ମୃତ ଯାଆଁଳା ଶିଶୁଙ୍କୁ କୋଳରେ ଧରି କାନ୍ଦୁଛନ୍ତି ମହିଳା

ଜେରୁଜେଲମ୍‌,୪ା୩: ଇସ୍ରାଏଲ-ହମାସ୍‌ ଯୁଦ୍ଧ ଅନେକ ନିରୀହ ଲୋକଙ୍କ ଜୀବନ ଯାଇଛି। କିଏ ଜାଣେ କେତେ ପରିବାର ସେମାନଙ୍କ ପ୍ରିୟଜନଙ୍କଠାରୁ ଅଲଗା ହୋଇଛନ୍ତି। ରାନିଆ ଅବୁ ଅଞ୍ଜାଙ୍କ ସହ ମଧ୍ୟ ସେମିତି ଏକ ଘଟଣା ଘଟିଛି। ରବିବାର ଗାଜାରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍‌ ଦ୍ୱାରା…

ବିଷ ଓଗାଳିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ଇସଲାମାବାଦ,୪ା୩: ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ହେବା ମାତ୍ରେ ଶେହବାଜ ତାଙ୍କର ପ୍ରକୃତ ରଙ୍ଗ ଦେଖାଇବା ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ହେବା ମାତ୍ରେ ଶେହବାଜ ଭାରତ ବିରୋଧରେ ବିଷ ଓଗାଳିଛନ୍ତି। ତାଙ୍କର ପ୍ରଥମ ଠିକଣାରେ ସେ କଶ୍ମୀର ପ୍ରସଙ୍ଗ ଉଠାଇଥିଲେ। ଶେହବାଜ ପାକିସ୍ତାନୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri