ମାଳଦ୍ୱୀପରେ ରହିବେନି ଭାରତୀୟ ସୈନ୍ୟ
ମାଲେ/ବେଜିଂ,୬ା୩: ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ନିଜ ଭାରତ ବିରୋଧୀ ଆଭିମୁଖ୍ୟକୁ ଆହୁରି କଠୋର କରି ସମସ୍ତ ଭାରତୀୟ ସୈନ୍ୟଙ୍କୁ ମେ’ ୧୦ ସୁଦ୍ଧା ଦେଶ ଛାଡ଼ିବାକୁ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି। ଏପରି କି କୌଣସି ଭାରତୀୟ ସାମରିକ କର୍ମୀ...
ବିଦେଶ ଖେଳିବାକୁ ଯାଇ ମହିଳାଙ୍କ ପର୍ସରୁ ଟଙ୍କା ଚୋରି କଲେ ପାକିସ୍ତାନୀ ଖେଳାଳି
ଇସଲାମବାଦ,୫।୩: ଦେବାଳିଆ ପରିସ୍ଥିତିରେ ଜୁଝୁଛି ପାକିସ୍ତାନ। ଅର୍ଥନତିକ ସଙ୍କଟ ପରେ ଏବେ ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଦେଖାଯାଇଛି। କରଜରେ ବୁଡି ରହିଛି ଦେଶ। ଖାଇବାକୁ ପାଉ ନ ଥିବାବେଳେ ଦେଶର ନାଗରିକ ଏବେ ଚୋରି କରିବାକୁ ପଛାଉ ନାହାନ୍ତି। ନିକଟରେ...
ମହିଳାଙ୍କ ଗର୍ଭପାତ ବିଲ୍ ଅନୁମୋଦନ ପରେ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ ପ୍ରଶଂସା
ପ୍ୟାରିସ,୫।୩: ଫ୍ରାନ୍ସ ସଂସଦର ମିଳିତ ଅଧିବେଶନରେ ଜୋରଦାର କରତାଳିରେ ସାଂସଦମାନେ ସମ୍ବିଧାନ ଅନୁଯାୟୀ ମହିଳାଙ୍କ ଗର୍ଭପାତ କରିବାର ଅଧିକାରକୁ ଦର୍ଶାଇ ଏକ ବିଲ୍ ଅନୁମୋଦନ କରିଛନ୍ତି। ଏହି ବିଲ୍ ଆଣି ଫ୍ରାନ୍ସ ବିଶ୍ୱର ପ୍ରଥମ ଦେଶ ହୋଇପାରିଛି । ଗର୍ଭପାତ...
ସେନା ଉପରେ ପାଣି ଭଳି ପଇସା ଖର୍ଚ୍ଚ କରୁଛି ଚାଇନା
ବେଜିଂ,୫।୩: ଚାଇନା ମଙ୍ଗଳବାର ଏହାର ପ୍ରତିରକ୍ଷା ବଜେଟରେ ୭.୨ପ୍ରତିଶତ ବୃଦ୍ଧି ଘୋଷଣା କରିଛି। ପୂର୍ବରୁ ଚାଇନା ୧.୬ ଟ୍ରିଲିୟନ ୟୁଆନ (୨୨୨ବିଲିୟନ ଡ଼ଲାର୍) ସହିତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି। ଆମେରିକା ପ୍ରଥମ ସ୍ଥାନରେ ରହିଛି। ଚାଇନା ପ୍ରତିରକ୍ଷା ବଜେଟରେ...
ମରିୟମ ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରତିକ୍ରିୟା ରଖିଲା ଆମେରିକା
ଓ୍ବାଶିଂଟନ,୫।୩: ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ମରିୟମ ନୱାଜଙ୍କ ଚୟନକୁ ଐତିହାସିକ ବୋଲି ଆମେରିକା ବର୍ଣ୍ଣନା କରିଛି। ଏଥି ସହିତ, ପାକିସ୍ତାନ ରାଜନୀତିରେ ମହିଳାମାନଙ୍କୁ ସଂପୂର୍ଣ୍ଣ ଭାବେ ଯୋଡିବା ପାଇଁ ଆମେ ଇସଲାମାବାଦ ସହ ସହଯୋଗ କରିବାକୁ ପ୍ରସ୍ତୁତ। ସୂଚନାଯୋଗ୍ୟ,...
ପୁଣି ବିଶ୍ୱର ଏକ ନମ୍ବର ଧନୀ ବ୍ୟକ୍ତି ହେଲେ ଜେଫ ବେଜାସ
ଓ୍ବାଶିଂଟନ୍,୫।୩: ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସ ପୁଣି ଥରେ ବିଶ୍ୱର ଏକ ନମ୍ବର ଧନୀ ବ୍ୟକ୍ତି ହୋଇଛନ୍ତି। ଏଲନ ମସ୍କକୁ ଦ୍ୱିତୀୟ ସ୍ଥାନକୁ ଆସିଛନ୍ତି। ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ ଏହା ଜଣାପଡିଛି। ଜେଫ ବେଜୋସଙ୍କର ବର୍ତ୍ତମାନ ୨୦୦ ବିଲିୟନ...
ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି, ଜାଣନ୍ତୁ କ’ଣ କହିଲେ…
ନୂଆଦିଲ୍ଲୀ/ଇସଲାମାବାଦ,୫।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ଶେହବାଜ ସରିଫଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଶେହାବାଜ ସରିଫ ସୋମବାର ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏହି ସମୟରେ ତାଙ୍କୁ ଅଭିନନ୍ଦନ...
ଫସିଗଲେ ମସ୍କ
ଓ୍ବାଶିଂଟନ,୫।୩: କିଛି ଦିନ ପୂର୍ବରୁ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଥିବା ଏଲୋନ ମସ୍କଙ୍କ ନାମ ଦୀର୍ଘ ଦିନ ଧରି ହେଡଲାଇନକୁ ନ ଆସିବା ବେଶିଦିନ ପର୍ଯ୍ୟନ୍ତ ରହି ପାରିଲା ନାହିଁ। ହୁଏତ ସେ ଏପରି କିଛି କରିବେ ଯାହା...
ପାକିସ୍ତାନର ପୋଲ୍ ଖୋଲଦେଲା ଭାରତ: ଧରାପଡିଲା ମିଛ
ମୁମ୍ବାଇ,୫।୩: ମୁମ୍ବାଇର ନାଭା ଶେଭା ବନ୍ଦରରେ ପାକିସ୍ତାନ ଅଭିମୁଖେ ଯାଉଥିବା ଏକ ଜାହାଜକୁ ଭାରତୀୟ ସୁରକ୍ଷା ଏଜେନ୍ସି ଅଟକ ରଖିଛି। ଏହି ଜାହାଜ ଚାଇନାରୁ ପାକିସ୍ତାନ ଯାଉଥିଲା। ଆଣବିକ ଅସ୍ତ୍ରଶସ୍ତ୍ର ଏବଂ ବାଲିଷ୍ଟିକ କ୍ଷେପଣାସ୍ତ୍ର ସହ ଜଡିତ ସାମଗ୍ରୀ ତିଆରି...
ଗର୍ଭପାତ ମହିଳାଙ୍କ ସାମ୍ବିଧାନିକ ଅଧିକାର, ଏହି ବିଲକୁ ମଞ୍ଜୁରୀ ଦେବାରେ ଫ୍ରାନ୍ସ ହେଲା ପ୍ରଥମ ଦେଶ
ପ୍ୟାରିସ,୫।୩: ସୋମବାର ଫ୍ରାନ୍ସ ସଂସଦର ମିଳିତ ଅଧିବେଶନରେ ଫ୍ରାନ୍ସର ଆଇନଜୀବୀମାନେ ସମ୍ବିଧାନରେ ମହିଳାଙ୍କ ଗର୍ଭପାତ କରିବାର ଅଧିକାରକୁ ଦର୍ଶାଇ ଏକ ବିଲ ଅନୁମୋଦନ କରିଛନ୍ତି। ଏହିପରି ଭାବରେ, ଫ୍ରାନ୍ସ ବିଶ୍ୱର ପ୍ରଥମ ଦେଶ ହୋଇପାରିଛି ଯେଉଁଥିରେ ଗର୍ଭପାତକୁ ସାମ୍ବିଧାନିକ ଅଧିକାର...
ସିନେଟ ଅଧ୍ୟକ୍ଷ ପଦ ଦୌଡରେ ସବୁଠାରୁ ଆଗରେ ୟୁସୁଫ ରାଜା ଗିଲାନି
ଇସଲାମାବାଦ,୪।୩: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ସୟଦ ୟୁସୁଫ ରଜା ଗିଲାନିଙ୍କ ବିଷୟରେ ଆଲୋଚନା ତୀବ୍ର ହୋଇଛି। ସେ ସିନେଟର ସଭାପତି ହେବାର ସମ୍ଭାବନା ବଢିଛି। ସିନେଟ ଅଧ୍ୟକ୍ଷ ପଦ ଲାଗି ନିର୍ବାଚନ ପାଇଁ ଗିଲାନି ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି।...
୧୪ ବର୍ଷର ବାଳକ ଗଢ଼ିଲେ ଦେଶ, ନିଜକୁ କହିଲେ ରାଷ୍ଟ୍ରପତି, ତିଆରି କଲେ ଜାତୀୟ ପତାକା
ଜଣେ ୧୪ ବର୍ଷର ବାଳକ ପାଠପଢ଼ା କିମ୍ବା ଖେଳକୁଦରେ ନାଁ କମାଇବା ସାଧାରଣ କଥା। ମାତ୍ର ଏତେ କମ୍ ବୟସରେ ଏକ ବଡ଼ କାମ କରିବା ଏକଥା ଭାବିଲେ ଆଶ୍ଚର୍ଯ୍ୟ ଲାଗେ। ବିଶ୍ୱାସ ନ ହେଲେ ବି ଏହା ସତ।...
Archives


