ଅନ୍ତର୍ଜାତୀୟ

ଭାରତକୁ ନାଲି ଆଖି ଦେଖାଇଲେ ୟୁନୁସ ସରକାର, କହିଦେଲେ ଏମିତି, ଯାହାକୁ ଶୁଣି…

ଢାକା,୧୨।୯: ବାଂଲାଦେଶର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ କ୍ଷମତାକୁ ଆସିବା ଦିନଠାରୁ ବାଂଲାଦେଶରେ ଭାରତ ବିରୋଧୀ କାର୍ଯ୍ୟକଳାପ ତୀବ୍ର ହୋଇଛି। ବୁଧବାର ପୁଣି ଥରେ ୟୁନୁସ କହିଛନ୍ତି ଯେ ବାଂଲାଦେଶ ଏହାର ପଡୋଶୀ ଦେଶ ଭାରତ ଏବଂ ଅନ୍ୟାନ୍ୟ ଦେଶ ସହିତ…

୯/୧୧କୁ ୨୩ ବର୍ଷ: ହାତ ମିଳାଇଲେ ଟ୍ରମ୍ପ୍‌, ହାରିସ୍‌

ଓ୍ବାଶିଂଟନ୍‌,୧୨ା୯: ୨୦୦୧ ସେପ୍ଟେମ୍ବର ୧୧ରେ ଆମେରିକାସ୍ଥିତ ବିଶ୍ୱ ବାଣିଜ୍ୟ ସଙ୍ଗଠନ (ଡବ୍ଲ୍ୟୁଟିଓ)କୁ ଅଲ୍‌-କାଏଦା ଆତଙ୍କବାଦୀମାନେ ଟାର୍ଗେଟ କରିଥିଲେ। ପୂର୍ବ ଉପକୂଳରୁ କାଲିଫର୍ନିଆ ଅଭିମୁଖେ ଯାତ୍ରା କରୁଥିବା ୪ କମର୍ସିଆଲ ଫ୍ଲାଇଟ୍‌କୁ ହାଇଜାକ୍‌ କରି ଆମତ୍ଘାତୀ ଆକ୍ରମଣ କରିଥିଲେ। ଏଥିରେ ପ୍ରାୟ ୩,୦୦୦…

ଚାଇନା ଦଖଲରେ ଭାରତର ୪,୦୦୦ ବର୍ଗ କିମି: ରାହୁଲ

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୧୨ା୯: ନରେନ୍ଦ୍ର ମୋଦି ସରକାର ଚାଇନା ସଂଘର୍ଷର ସଫଳ ମୁକାବିଲା କରିପାରି ନାହାନ୍ତି। ଏଥିଯୋଗୁ ପଡ଼ୋଶୀ ଦେଶର ପିପୁଲ୍ସ ଲିବରେଶନ୍‌ ଆର୍ମି (ପିଏଲ୍‌ଏ) ୪,୦୦୦ ବର୍ଗ କି.ମି. ଭାରତୀୟ ଭୂଖଣ୍ଡକୁ ମାଡ଼ିବସିଛି। ଏହା ଏକ ବିପର୍ଯ୍ୟୟ ବୋଲି ଆମେରିକା ଗସ୍ତରେ ଥିବା…

ମହାକାଶରେ ୫୯ତମ ଜନ୍ମଦିନ ପାଳିବେ ସୁନୀତା

ଓ୍ବାଶିଂଟନ୍‌,୧୨ା୯: ନାସା ଆଷ୍ଟ୍ରୋନଟ୍‌ ସୁନୀତା ଓ୍ବିଲିୟମ୍ସ ସେପ୍ଟେମ୍ବର ୧୯ରେ ଇଣ୍ଟରନ୍ୟାଶନାଲ ସ୍ପେସ୍‌ ଷ୍ଟେଶନ୍‌ (ଆଇଏସ୍‌ଏସ୍‌)ରେ ନିଜ ୫୯ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି। ମହାକାଶରେ ଏହା ହେବ ତାଙ୍କର ଦ୍ୱିତୀୟ ଜନ୍ମଦିନ ପାଳନ। ଗତ ଜୁନ୍‌ ୬ରେ ମହାକାଶଯାତ୍ରୀ ବେରି ଓ୍ବିଲ୍‌ମୋରଙ୍କ…

ନୂଆ ଆଇନ୍ ଆଣିବେ ସରକାର: ପିଲାଙ୍କ ପାଇଁ ବନ୍ଦ ହେବ ସୋସିଆଲ ମିଡିଆ

କାନ୍‌ବେରା, ୧୦।୯: ଅଷ୍ଟ୍ରେଲିଆରେ ପିଲାମାନଙ୍କୁ ସୋସିଆଲ ମିଡିଆରୁ ଦୂରରେ ରଖିବା ପଇଁ ଖୁବ୍‌ଶୀଘ୍ର ଆଇନ କାର୍ଯ୍ୟକାରୀ ହେବ। ଏନେଇ ସରକାର ଚିନ୍ତା କରୁଛନ୍ତି ବୋଲି ମଙ୍ଗଳବାର ପ୍ରଧାନମନ୍ତ୍ରୀ ଆନ୍ଥୋନି ଅଲ୍‌ବାନିଜ କହିଛନ୍ତି। ଏହି ଆଇନ ଅନ୍ତର୍ଗତ ଫେସ୍‌ବୁକ, ଇନ୍‌ଷ୍ଟାଗ୍ରାମ, ଟିକ୍‌ଟକ୍‌ ପରି ସୋସିଆଲ…

ପ୍ରତି ପାଞ୍ଚ ମିନିଟରେ ଭାରତର ବିଶ୍ୱସ୍ତତା ପରୀକ୍ଷା କରିପାରିବୁ ନାହିଁ: କାହିଁକି ଏମିତି କହିଲେ ଆମେରିକାର ପୂର୍ବତନ ବୈଦେଶିକ ମନ୍ତ୍ରୀ

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୧୦।୯: ଗତ ଦୁଇ ମାସ ମଧ୍ୟରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନ ଏବଂ ରୁଷିଆ ଗସ୍ତ କରିଛନ୍ତି। ରୁଷିଆ ଗସ୍ତ ପରେ ଆମେରିକା ସହ ସମ୍ପର୍କ ଖରାପ ହେବାର ଆଲୋଚନା ହୋଇଥିଲା। ତେବେ ବର୍ତ୍ତମାନ ଆମେରିକାର ପୂର୍ବତନ ବୈଦେଶିକ ସଚିବ…

ଫସିଗଲେ ରାହୁଲ! ଭାଜପା କହିଲା ତୁମକୁ କୋର୍ଟ ପର୍ଯ୍ୟନ୍ତ ଘୋଷାଡିବୁ

ନୂଆଦିଲ୍ଲୀ,୧୦।୯: ତିନି ଦିନିଆ ଆମେରିକା ଗସ୍ତରେ ଆସିଥିବା ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ଭାଜପା ଏବଂ ଆରଏସଏସ ଉପରେ ଖୁବ୍‌ ବର୍ଷିଛନ୍ତି। ଅନେକ କାର୍ଯ୍ୟକ୍ରମରେ ରାହୁଲ ମୋଦି ସରକାରଙ୍କ ତ୍ରୁଟି ତାଲିକାଭୁକ୍ତ କରିଥିବା ଦେଖିବାକୁ ମିଳିଛି। ଏହି ସମୟରେ ରାହୁଲ ଶିଖମାନଙ୍କ…

ଆମେରିକାରେ ଥାଇ ଏମିତି କ’ଣ କହିଦେଲେ ରାହୁଲ ଗାନ୍ଧୀ: ଭାରତରେ ବଢିଲାଣି ରାଜନୈତିକ ତାତି

ଓ୍ବାଶିଂଟନ୍‌,୧୦।୯: କଂଗ୍ରେସ ନେତା ତଥା ବିରୋଧୀଦଳର ନେତା ରାହୁଲ ଗାନ୍ଧୀ ତାଙ୍କ ଆମେରିକୀୟ ଗସ୍ତ ସମୟରେ କ୍ରମାଗତ ଭାବରେ ଭାଜପା ଏବଂ ନରେନ୍ଦ୍ର ମୋଦି ସରକାରଙ୍କ ଉପରେ ଟାର୍ଗେଟ୍‌ କରୁଛନ୍ତି। ଏବେ ସେ ପୁଣି ଥରେ ଭାଜପାକୁ ନେଇ ଏକ ବଡ଼…

କିଏ ସେହି ରହସ୍ୟମୟ ଯୁବତୀ, ଯାହାଙ୍କ ସହିତ ଏୟାରପୋର୍ଟରେ ନଜର ଆସିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧୦।୯: ଲୋକ ସଭାରେ ବିରୋଧୀ ଦଳର ନେତା ତଥା କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ଆଜିକାଲି ଆମେରିକା ଗସ୍ତରେ ଅଛନ୍ତି। ତାଙ୍କର ଅନେକ ଫଟୋ ସେଠାରୁ ଭାଇରାଲ ହୋଇଛି। କେତେକ ଫଟୋ ସ୍ବାଗତ ବେଳର ହୋଇଥିବାବେଳେ ଅନେକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ସହିତ…

ପୁରୁଷ କର୍ମଚାରୀଙ୍କ ସହ ଜବରଦସ୍ତି ଯୌନ ସମ୍ପର୍କ ରଖୁଥିଲେ ମହିଳା ସିନେଟର, ଇଚ୍ଛା ପୂରଣ ନ ହେବାରୁ…

ଓ୍ବାଶିଂଟନ,୧୦।୯: ଆମେରିକା କାଲିଫର୍ନିଆର ମହିଳା ସିନେଟର ମେରି ଆଲଭାରାଡୋ-ଗିଲଙ୍କ ନାମରେ ତାଙ୍କର ଜଣେ ପୂର୍ବତନ କର୍ମଚାରୀ ଅଭିଯୋଗ କରିଛନ୍ତି। ତାଙ୍କୁ ସେ ‘ଯୌନ ଦାସ’ ଭାବରେ ବ୍ୟବହାର କରୁଥିବା ଗିଲଙ୍କ ପୂର୍ବତନ ମୁଖ୍ୟ କର୍ମଚାରୀ ଗୁରୁତର ଅଭିଯୋଗ କରିଛନ୍ତି। ପୀଡିତ ସିନେଟରଙ୍କ…

ମୁଁ ମୋଦିଙ୍କୁ ପସନ୍ଦ କରେ, ଆମେରିକାରେ ଚମକାଇବା ଭଳି ବୟାନ ଦେଲେ ରାହୁଲ

ଟେକ୍ସାସ,୧୦।୯: କଂଗ୍ରେସ ଏମପି ତଥା ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଆମେରିକା ଗସ୍ତ ସମୟରେ ପୁଣିଥରେ ଭାଜପା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ପର୍କରେ ସେ ଏକ ବଡ଼ ବିବୃତ୍ତି ଦେଇଛନ୍ତି।…

ସିରିଆରେ ଇସ୍ରାଏଲର ମିଶାଇଲ ମାଡ଼, ୧୮ ମୃତ

ଡାମାସ୍‌କସ୍‌, ୧୦।୯: ଇସ୍ରାଏଲ ସୋମବାର ସିରିଆରେ ମିଶାଇଲ ମାଡ଼ କରିବାରୁ ୧୮ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉତ୍ତର ପଶ୍ଚିମ ସିରିଆର ମସ୍ୟାଫ୍‌ ସହରର ଏକ ରିସର୍ଚ୍ଚ ସେଣ୍ଟରକୁ ଟାର୍ଗେଟ କରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri