ଅନ୍ତର୍ଜାତୀୟ

ବନ୍ଧୁକ ରଖିବା ଅପରାଧରେ ବାଇଡେନ୍‌ଙ୍କ ପୁଅ ଦୋଷୀ

ଓ୍ବାଶିଂଟନ,୧୨ା୬:ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପୁଅ ହଣ୍ଟର ବାଇଡେନ୍‌ ବେଆଇନ ଭାବେ ବନ୍ଧୁକ ରଖିବା ମାମଲାରେ ମଙ୍ଗଳବାର ଦୋଷୀସାବ୍ୟସ୍ତ ହୋଇଛନ୍ତି। ଓ୍ବିଲମିଙ୍ଗଟନ୍‌ ଫେଡେରାଲ କୋର୍ଟର ଜୁରୀ ତାଙ୍କୁ ସମସ୍ତ ୩ ଅଭିଯୋଗରେ ଦୋଷୀସାବ୍ୟସ୍ତ କରିଥିବାରୁ ସେ ୨୫ ବର୍ଷ ଜେଲଦଣ୍ଡର ସମ୍ମୁଖୀନ…

ବୋଟ୍‌ ବୁଡ଼ି ୪୯ ଶରଣାର୍ଥୀ ମୃତ

କାଇରୋ,୧୧ା୬ : ଶରଣାର୍ଥୀମାନଙ୍କୁ ନେଇ ଯାଉଥିବା ଏକ ବୋଟ୍‌ ୟେମେନ ଉପକୂଳରେ ବୁଡ଼ିଯିବାରୁ ୪୯ ଜଣଙ୍କ ମୃତ୍ୟୁ ଘଟିବା ସହ ୧୪୦ ଜଣ ନିଖୋଜ ହୋଇଯାଇଛନ୍ତି। ଜାତିସଂଘର ଅନ୍ତର୍ଜାତୀୟ ଦେଶାନ୍ତର ଗମନ ସଂଗଠନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସୋମାଲିଆର ଉତ୍ତର…

ବିମାନ ଦୁର୍ଘଟଣାରେ ମାଲାଓ୍ବିର ଉପରାଷ୍ଟ୍ରପତିଙ୍କ ସମେତ ୯ ଜଣଙ୍କ ମୃତ୍ୟୁ

ଲିଲୋଙ୍ଗଓ୍ବେ (ମାଲାଓ୍ବି),୧୧ା୬ : ବିମାନ ଦୁର୍ଘଟଣାରେ ମାଲାଓ୍ବି ଉପରାଷ୍ଟ୍ରପତି ସୌଲୋସ୍‌ ଚିଲିମାଙ୍କ ସମେତ ୯ ଜଣଙ୍କ ମୃତ୍ୟୁ ଘଟିଛି। ମାଲାଓ୍ବିର ଉପରାଷ୍ଟ୍ରପତି ସୌଲୋସ୍‌ଙ୍କୁ ନେଇ ଯାଉଥିବା ଏକ ସାମରିକ ବିମାନ ନିଖୋଜ ହୋଇଯାଇଥିଲା। ସୋମବାର ଏହା ଅବତରଣ କରିବାର ଥିଲା। ତେବେ…

ଉପ ରାଷ୍ଟ୍ରପତିଙ୍କୁ ନେଇ ଯାଉଥିବା ବିମାନ ନିଖୋଜ

ବ୍ଲାଣ୍ଟାୟର,୧୧।୬: ସୋମବାର ମାଲାଓ୍ବିର ଉପରାଷ୍ଟ୍ରପତି ଏବଂ ଅନ୍ୟ ୯ଜଣଙ୍କୁ ନେଇ ଏକ ସାମରିକ ବିମାନ ନିଖୋଜ ହୋଇଯାଇଛି। ବିମାନର ସନ୍ଧାନ ଜାରି ରହିଛି। ମାଲାଓ୍ବି ରାଷ୍ଟ୍ରପତି ଲାଜରସ ଚକୱେରାଙ୍କ କାର୍ଯ୍ୟାଳୟ କହିଛି ଯେ ଉପରାଷ୍ଟ୍ରପତି ସାଉଲୋସ ଚିଲିମା ଏବଂ ଅନ୍ୟମାନଙ୍କୁ ନେଇ…

ମାଲାଓ୍ବି ଉପରାଷ୍ଟ୍ରପତି ଥିବା ବିମାନ ନିଖୋଜ

ଲିଲୋଙ୍ଗଓ୍ବେ (ମାଲାଓ୍ବି),୧୦ା୬: ମାଲାଓ୍ବିର ଉପରାଷ୍ଟ୍ରପତି ସୌଲୋସ୍‌ ଚିଲିମାଙ୍କୁ ନେଇ ଯାଉଥିବା ଏକ ସାମରିକ ବିମାନ ନିଖୋଜ ହୋଇଯାଇଥିବା ରିପୋର୍ଟ ପ୍ରକାଶ ପାଇଛି। ସୋମବାର ଏହା ଅବତରଣ କରିବାର ଥିଲା। ତେବେ ରାଡାର ପରଦାରେ ଦୃଶ୍ୟ ହୋଇ ନ ଥିଲା। ବିମାନ ଚଳାଚଳ…

ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ହେବାପରେ ଏମିତି କହିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ଇସଲାମାବାଦ୍‌,୧୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବା ନେଇ ସମସ୍ତ ଦେଶ ଅଭିନନ୍ଦନ ବାର୍ତ୍ତା ପଠାଉଛନ୍ତି। ଏହି ସମୟରେ ପଡୋଶୀ ଦେଶ ପାକିସ୍ତାନ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅଭିନନ୍ଦନ ଜଣାଇଛି। ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶାହାବାଜ…

ସାମ୍ନାକୁ ଆସିଲେ ପୁଟିନ୍‌ଙ୍କ ଉତ୍ତରାଧିକାରୀ, ଜାଣନ୍ତୁ କିଏ ?

ନୂଆଦିଲ୍ଲୀ, ୧୦ା୬: ସାରା ବିଶ଼୍ବରେ ଋଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଚର୍ଚ୍ଚାର ବିଷୟ ପାଲଟିଥାନ୍ତି। ପୁଟିନ୍‌ଙ୍କ ପରେ କିଏ ତାଙ୍କର ଉତ୍ତରାଧିକାରୀ ହେବ ସେ ନେଇ ଆଲୋଚନା ମଧ୍ୟ ହୁଏ। କିନ୍ତୁ ପୁତିନ୍‌ଙ୍କର ଝିଅ ଥିବା କେହି ହୁଏତ ଜାଣନ୍ତି ନାହିଁ…

ବେଲୁନରେ ଲିଫଲେଟ ଭର୍ତ୍ତି କରି ପଠାଉଛି ଉତ୍ତର କୋରିଆ, ଚେତାବନୀ ଜାରି କଲା ଦକ୍ଷିଣ କୋରିଆ

ସିଓଲ,୧୦।୬: ଉତ୍ତର କୋରିଆ ଏବଂ ଦକ୍ଷିଣ କୋରିଆ ମଧ୍ୟରେ ବିବାଦ ବହୁତ ପୁରୁଣା । ପୂର୍ବରୁ ଉଭୟ ଦେଶ ପରସ୍ପରକୁ କ୍ଷେପଣାସ୍ତ୍ର ଦ୍ୱାରା ଆକ୍ରମଣ କରୁଥିଲେ କିନ୍ତୁ ବର୍ତ୍ତମାନ ଉଭୟ ଦେଶ ଅଳିଆ ବା ଲିଫଲେଟ ଭର୍ତ୍ତି ବେଲୁନ ଦେଇ ପରସ୍ପରକୁ…

ମୋଦିଙ୍କୁ ଡରାଇଦେଲେ ବିଦେଶୀ ମିଡିଆ: ସରକାର ତିଷ୍ଠିବା ନେଇ ଆଶଙ୍କା ପ୍ରକଟ

ନୂଆଦିଲ୍ଲୀ,୧୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ତୃତୀୟ ଥର ପାଇଁ ଶପଥ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହ ୭୨ ମନ୍ତ୍ରୀ ମଧ୍ୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ତେବେ ମନ୍ତ୍ରୀଙ୍କ କାର୍ଯ୍ୟଭାର ଏପର୍ଯ୍ୟନ୍ତ ବିଭାଜିତ ହୋଇନାହିଁ। ୨୦୨୪ ସାଧାରଣ ନିର୍ବାଚନରେ…

ମହିଳାଙ୍କୁ ଗୋଟା ଗିଳିଦେଲା ଅଜଗର, ୩ଦିନ ପରେ ବାହାରିଲା ମୃତଦେହ

ନୂଆଦିଲ୍ଲୀ, ୯ା୬: ନିଖୋଜ ଥିବା ଜଣେ ଇଣ୍ଡୋନେସିଆର ମହିଳାଙ୍କ ମୃତଦେହ ୩ ଦିନ ପରେ ଉଦ୍ଧାର ହୋଇଛି । ଏହି ମହିଳାଙ୍କୁ ଏକ ୧୬ ଫୁଟ୍‌ର ଅଜଗର ଗିଳିଦେଇଥିବା ଜଣାପଡ଼ିବା ପରେ ତା ପେଟରୁ ମହିଳାଙ୍କ ମୃତଦେହ ମିଳିଛି । ଏନେଇ…

କଶ୍ମୀରକୁ ନେଇ ପାକିସ୍ତାନ-ଚଇନା ଭାଇ ଭାଇ, ଭାରତ ବିରୋଧରେ…

ନୂଆଦିଲ୍ଲୀ, ୯ା୬: ପାକିସ୍ତାନ ସହିତ ଏବେ ଚଇନା ହାତ ମିଶାଇ ଭାରତ ବିରୋଧୀ କାର୍ଯ୍ୟପାଇଁ ପ୍ରସ୍ତୁତ ହେଉଛି। ଦକ୍ଷିଣ ଏସିଆରେ ଶନିବାର ଦୁଇ ଦେଶ କଶ୍ମୀରକୁ ନେଇ ଥିବା ସମସ୍ୟାର ଏକତରଫା ସମାଧାନକୁ ବିରୋଧ କରିବା ନେଇ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।…

ହମାସ କବଳରୁ ୪ ବନ୍ଧକଙ୍କୁ ଉଦ୍ଧାର କଲା ଇସ୍ରାଏଲୀ ସେନା

ଜେରୁଜେଲମ୍‌, ୯।୬: ଗାଜାରେ ଇସ୍ରାଏଲୀ ସେନା ହମାସ କବଜାରେ ଥିବା ୪ ଜଣ ବନ୍ଧକଙ୍କୁ ଉଦ୍ଧାର କରିଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ(ଆଇଡିଏଫ୍‌), ଇସ୍ରାଏଲ ସିକ୍ୟୁରିଟି ଅଥୋରିଟି(ଆଇଏସ୍‌ଏ) ଏବଂ ପୋଲିସ ପକ୍ଷରୁ ମିଳିତ ଅପରେଶନ କରାଯାଇ ମଧ୍ୟଗାଜାସ୍ଥିତ ନୁସିରାତ ଅଞ୍ଚଳର ୨ଟି ପୃଥକ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri