ଟ୍ରମ୍ପଙ୍କ ପିସିରେ ବେହୋସ ହୋଇଗଲେ ଫାର୍ମା କମ୍ପାନୀ ଅଧିକାରୀ, ଡ଼ରିଗଲେ ହ୍ବାଇଟ ହାଉସ ଅଧିକାରୀ
ଓ୍ବାଶିଂଟନ,୭।୧୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ ହାଉସରେ ମେଦବହୁଳତା ହ୍ରାସକାରୀ ଔଷଧ (GLP-1 ଔଷଧ)କୁ ଶସ୍ତା ଏବଂ ଅଧିକ ସହଜରେ ଉପଲବ୍ଧ କରିବା ପାଇଁ ଏକ ନୂତନ ନୀତି ଘୋଷଣା କରୁଥିଲେ। ଏହି ସମୟରେ, ଔଷଧ କମ୍ପାନୀ ନୋଭୋ...
ଆମେରିକାକୁ ଫେରି ସି ଜିନପିଙ୍ଗଙ୍କ ଏପରି ଫଟୋ ରିଲିଜ କଲେ ଟ୍ରମ୍ପ, ବିଶ୍ୱରେ ଚର୍ଚ୍ଚା
ନୂଆଦିଲ୍ଲୀ,୭ା୧୧: ଦକ୍ଷିଣ କୋରିଆରେ ଅନୁଷ୍ଠିତ ଏସିଆ-ପାସିଫିକ୍ ଅର୍ଥନୈତିକ ସହଯୋଗ (APEC) ଶିଖର ସମ୍ମିଳନୀ ଅବସରରେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଥିଲେ। ଏହି ଦ୍ୱିପାକ୍ଷିକ ବୈଠକର କିଛି ଫଟୋ ହ୍ୱାଇଟ ହାଉସ୍ ପକ୍ଷରୁ ପ୍ରକାଶ...
କାମର ଚାପରେ ଥିଲେ ନର୍ସ, ୧୦ ରୋଗୀଙ୍କୁ କରିଦେଲେ ହତ୍ୟା
ନୂଆଦିଲ୍ଲୀ,୭ା୧୧: ପାଶ୍ଚାତ୍ୟ ଜର୍ମାନୀର ଏକ ଅଦାଲତ ଜଣେ ପାଲିଏଟିଭ୍ କେୟାର ନର୍ସଙ୍କୁ ୧୦ ଜଣ ରୋଗୀଙ୍କୁ ହତ୍ୟା ଏବଂ ଅନ୍ୟ ୨୭ ଜଣଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। କାମର ଚାପି କମ୍ କରିବାକୁ ଯାଇ ନାଇଟ୍...
ଆଫଗାନିସ୍ତାନ-ପାକିସ୍ତାନ ସୀମାରେ ପୁଣି ସଂଘର୍ଷ, ୫ ମୃତ
ନୂଆଦିଲ୍ଲୀ,୭ା୧୧: ଆଫଗାନିସ୍ତାନ ଏବଂ ପାକିସ୍ତାନ ସୀମାରେ ଗୁରୁବାର ହୋଇଥିବା ସୀମାପାର ଗୁଳି ବିନିମୟରେ ୫ ଜଣ ଲୋକଙ୍କର ମୃତ୍ୟୁ ହୋଇଛି ଏବଂ ୬ ଜଣ ଆହତ ହୋଇଛନ୍ତି। ଆଫଗାନିସ୍ତାନ ପଟରୁ ଜଣେ ଡାକ୍ତରୀ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଉଭୟ...
ଭାରତ ଗସ୍ତ ପାଇଁ ଟ୍ରମ୍ପଙ୍କ ସଙ୍କେତ: ବାଣିଜ୍ୟ ବିବାଦ ମଧ୍ୟରେ ମୋଦିଙ୍କୁ କହିଲେ ଏପରି
ନୂଆଦିଲ୍ଲୀ,୭ା୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ “ଜଣେ ମହାନ ବ୍ୟକ୍ତି” ଏବଂ “ବନ୍ଧୁ” ବୋଲି ପ୍ରଶଂସା କରିବା ସହ ଆସନ୍ତା ବର୍ଷ ସେ ଭାରତ ଗସ୍ତ କରିପାରନ୍ତି ବୋଲି ସଙ୍କେତ ଦେଇଛନ୍ତି। ଦୁଇ ଦେଶ...
ଶାନ୍ତି ବାର୍ତ୍ତା ଆରମ୍ଭ ହେଉ ହେଉ ପୁରୁଣା ପ୍ରକୃତି ବାହାର କଲା ପାକିସ୍ତାନ, ଆଫଗାନିସ୍ତାନ ଉପରେ କଲା ଆକ୍ରମଣ
ଇସଲାମାବାଦ,୬।୧୧: ଗୁରୁବାର (୬ ନଭେମ୍ବର, ୨୦୨୫) ଦିନ, ପାକିସ୍ତାନୀ ଏବଂ ଆଫଗାନ ସେନା ଚମନ ସୀମାରେ ପୁଣି ଗୁଳି ବିନିମୟ କରିଥିଲେ। ଆଫଗାନ ଗଣମାଧ୍ୟମ ଦାବି କରିଛି ଯେ ପାକିସ୍ତାନୀ ସେନା ଆଫଗାନ ସେନା ଉପରେ ମୋର୍ଟାର ମାଡ଼ କରିଛି...
ଏସିଆର ସବୁଠୁ ଖୁସି ସହର: ସର୍ଭେରେ ଶୀର୍ଷ ସ୍ଥାନରେ ଭାରତର ଏହି ସହର
ନୂଆଦିଲ୍ଲୀ,୬।୧୧: ଭାରତର ଆର୍ଥିକ ରାଜଧାନୀ ତଥା ସ୍ୱପ୍ନର ସହର ଭାବେ ପରିଚିତ ମୁମ୍ବାଇକୁ ୨୦୨୫ ମସିହା ପାଇଁ ଏସିଆର ସବୁଠୁ ଖୁସି ସହର (Happiest City in Asia) ଭାବେ ଘୋଷଣା କରାଯାଇଛି। ‘ଟାଇମ୍ ଆଉଟ୍’ (Time Out) ପକ୍ଷରୁ...
ଟ୍ରମ୍ପଙ୍କୁ ଝଟକା ବିଶ୍ୱକୁ ମିଳିବ ବଡ଼ ଆଶ୍ୱସ୍ତି? ଟାରିଫ ପଲିସିକୁ ନେଇ ପ୍ରଶ୍ନ ଉଠାଇଲେ ଆମେରିକା ସୁପ୍ରିମକୋର୍ଟ
ଓ୍ବାଶିଂଟନ,୬।୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ଘୋଷଣା ଯୋଗୁ ବିଶ୍ୱ ବାଣିଜ୍ୟରେ ସୃଷ୍ଟି ହୋଇଥିବା ଅସ୍ଥିରତା ମଧ୍ୟରେ, ଆମେରିକା ସୁପ୍ରିମକୋର୍ଟ ଗୁରୁବାର (ନଭେମ୍ବର ୬, ୨୦୨୫) ରେ ତାଙ୍କର ରାୟ ପ୍ରଦାନ କରିବେ ବୋଲି ଆଶା କରାଯାଉଛି। ବୁଧବାରର...
ମେୟର ହେବା ପରେ କ’ଣ ଖାଇଲେ ଜୋହରାମ, ଯାହାକୁ ନେଇ ହେଉଛି ଚର୍ଚ୍ଚା? ଜାଣନ୍ତୁ ଭାରତୀୟ ଖାଦ୍ୟ ସହ ଏହାର କ’ଣ ରହିଛି ସମ୍ପର୍କ
ଓ୍ବାଶିଂଟନ,୬।୧୧: ନ୍ୟୁୟର୍କର ନବନିର୍ବାଚିତ ମେୟର ଜୋହରାନ ମାମଦାନି ତାଙ୍କ ବିଜୟ ପରେ ପ୍ରଥମ ଦିନର ଆରମ୍ଭ ଭାରତୀୟ ମଧ୍ୟାହ୍ନ ଭୋଜନ ସହିତ କରିଥିଲେ। ତାଙ୍କ ସହିତ ଡେମୋକ୍ରାଟିକ ନେତା ଆଲେକଜାଣ୍ଡ୍ରିଆ ଓକାସିଓ-କର୍ଟେଜ ଯୋଗ ଦେଇଥିଲେ। ଭାରତୀୟ-ଆମେରିକୀୟ ନେତା ସୋସିଆଲ ମିଡିଆରେ...
ପାକିସ୍ତାନର ମୁକୁଟ ‘ବିହିନ ସମ୍ରାଟ’ ହେବାକୁ ଯାଉଛନ୍ତି ଅସୀମ ମୁନିର! ଶହବାଜ ସରିଫ ସରକାର କରୁଛନ୍ତି ଏମିତି ପ୍ରସ୍ତୁତି
ଇସଲାମାବାଦ,୬।୧୧: ପାକିସ୍ତାନରେ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିରଙ୍କ ବର୍ଦ୍ଧିତ ଶକ୍ତି ମଧ୍ୟରେ, ଶହବାଜ ସରିଫ ସରକାର ସମ୍ବିଧାନରେ ବଡ଼ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ସରକାର ନିଶ୍ଚିତ କରିଛନ୍ତି ଯେ ଏହା ଖୁବ ଶୀଘ୍ର ସଂସଦରେ ୨୭ତମ...
୧.୬ କୋଟି ଟଙ୍କାର ବିଲ୍ କଲା ହସ୍ପିଟାଲ, ଭୁଲ୍ ଧରିଦେଲା AI, କେବଳ ଦେବାକୁ ପଡ଼ିଲା…
ଓ୍ବାଶିଂଟନ,୬ା୧୧: ଆମେରିକାର ଜଣେ ବ୍ୟକ୍ତି AI ଚାଟ୍ବଟ୍ ବ୍ୟବହାର କରି ୧୦ ମିଲିୟନ ଟଙ୍କାରୁ ଅଧିକ ସଞ୍ଚୟ କରିଛନ୍ତି। ତାଙ୍କ ଭାଇଭଉଣୀ ହୃଦ୍ଘାତ ପରେ ମୃତ୍ୟୁବରଣ କରିଛନ୍ତି। ତାଙ୍କ ମୃତ୍ୟୁପୂର୍ବରୁ ତାଙ୍କୁ ପ୍ରାୟ ୪ ଘଣ୍ଟା ପାଇଁ ଏକ ହସ୍ପିଟାଲର...
ଜିନପିଙ୍ଗଙ୍କୁ ନେଇ ବଡ଼ ଖୁଲାସା କଲେ ଟ୍ରମ୍ପ, କହିଲେ ମୁଁ କେବେ ବି…
ବେଜିଂ,୬।୧୧: ଗତ ମାସରେ ଦକ୍ଷିଣ କୋରିଆର ବୁସାନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚାଇନାନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସାକ୍ଷାତ ହୋଇଥିଲା। ସେମାନଙ୍କ ସାକ୍ଷାତ ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଧୁରିବାରେ ଲାଗିଛି। ଏହି ସମୟରେ ଟ୍ରମ୍ପଙ୍କ...
Archives


