ସକାଳୁ ସକାଳୁ ଶକ୍ତିଶାଳୀ ଭୂକମ୍ପ: ସୁନାମୀ ଚେତାବନୀ ଜାରି
ନୂଆଦିଲ୍ଲୀ,୫।୪: ନ୍ୟୁ ବ୍ରିଟେନ ଦ୍ୱୀପର ଉପକୂଳରେ ଶନିବାର ସକାଳୁ ୬.୯ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ପାପୁଆ ନ୍ୟୁ ଗିନି ପାଇଁ ସୁନାମି ଚେତାବନୀ ଜାରି କରାଯାଇଛି। ଏହି ଶକ୍ତିଶାଳୀ ଭୂମିକମ୍ପର କେନ୍ଦ୍ରସ୍ଥଳ ୧୦ କିଲୋମିଟର ଗଭୀରତାରେ ଥିଲା…
ଚାଇନାର ପ୍ରହାରରେ ଆମେରିକୀୟ ଶେୟାର ବଜାରରେ ହାହାକାର
ଓ୍ବାଶିଂଟନ୍,୪।୪: ବିଶ୍ୱର ଦୁଇଟି ବୃହତ୍ ଅର୍ଥନୀତି ପରସ୍ପର ସହିତ ଟାରିଫ୍ ଓ୍ବାର୍ ଆରମ୍ଭ କରିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଇନାରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ୩୪ ପ୍ରତିଶତ ପାରସ୍ପରିକ ଶୁଳ୍କ ଲଗାଇବାକୁ ଘୋଷଣା କରିବାର ଦିନକ ପରେ ବେଜିଂ…
ଭୂକମ୍ପ ଝଟ୍କାରେ ଥରିଲା ନେପାଳ, ଭାରତରେ ବି…
କାଠମାଣ୍ଡୁ/ଲକ୍ଷ୍ନୌ,୪।୪:ନେପାଳରେ ଶୁକ୍ରବାର ରାତି ୭ଟା ୫୨ ମିନିଟ୍ ସମୟରେ ୫.୦ ତୀବ୍ରତାର ଭୂକମ୍ପ ହୋଇଛି। ଏହାର କମ୍ପନ ଉତ୍ତର ଭାରତର ବିଭିନ୍ନ ଭାଗରେ ଅନୁଭୂତ ହୋଇଛି। ୨୦ କିଲୋମିଟର ଗଭୀରରେ ଭୂକମ୍ପର କେନ୍ଦ୍ରବିନ୍ଦୁ ଥିବା ନ୍ୟାଶନାଲ ସେଣ୍ଟର ଫର୍ ସିସ୍ମୋଲୋଜି ପକ୍ଷରୁ…
ଟ୍ରମ୍ପଙ୍କୁ କଡ଼ା ଜବାବ ଦେଲା ଚାଇନା,ଆମେରୀକୀୟ ସାମଗ୍ରୀ ଉପରେ ଲଗାଇଲା ୩୪% ଟାରିଫ୍
ନୂଆଦିଲ୍ଲୀ,୪।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ଘୋଷଣା ବିଶ୍ୱରେ ହଇଚଇ ସୃଷ୍ଟି କରିଛି। ବିଶ୍ୱର ଅନେକ ଦେଶ ଏହାକୁ ବିରୋଧ କରୁଛନ୍ତି। ଟ୍ରମ୍ପଙ୍କ ଟାରିଫ୍ ଦ୍ୱାରା ଚାଇନା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। କାରଣ ଟ୍ରମ୍ପ ଚାଇନା ଉପରେ ୩୪ ପ୍ରତିଶତ…
ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ୟୁନୁସଙ୍କୁ କ’ଣ କହିଲେ ମୋଦି, ଜାଣନ୍ତୁ
ବ୍ୟାଙ୍କକ,୪।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ପରାମର୍ଶଦାତା ମହମ୍ମଦ ୟୁନୁସ ପରସ୍ପରଙ୍କୁ ଭେଟିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ମୋଦି ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର…
ୟୁନୁସଙ୍କୁ ଚେତାଇ ଦେଲେ ମୋଦି: ପରିବେଶକୁ ବିଗାଡ଼ିବା କାର୍ଯ୍ୟ କରନାହିଁ, ନଚେତ୍…
ବ୍ୟାଙ୍କକ,୪।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି BIMSTEC ଶିଖର ସମ୍ମିଳନୀ ଅବସରରେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ ମହମ୍ମଦ ୟୁନୁସଙ୍କୁ ଭେଟିଛନ୍ତି। ବାଂଲାଦେଶରେ ବିଦ୍ରୋହ ପରେ ଏହା ଦୁଇ ଦେଶର ଶୀର୍ଷ ନେତୃତ୍ୱ ମଧ୍ୟରେ ପ୍ରଥମ ବୈଠକ ଥିଲା। ପ୍ରଧାନମନ୍ତ୍ରୀ ମୋଦି ଏବଂ ୟୁନୁସଙ୍କ…
ଟ୍ରେଡ ଓ୍ବାର ମଧ୍ୟରେ ଭାରତକୁ ମିଳିଲା ପୁଟିନଙ୍କ ସହଯୋଗ
ନୂଆଦିଲ୍ଲୀ/ମସ୍କୋ,୪।୪: ଆମେରିକା ଦ୍ୱାରା ଶୁଳ୍କ ବୃଦ୍ଧି ମଧ୍ୟରେ, ଭାରତକୁ ତା’ର ବନ୍ଧୁ ରୁଷିଆର ସମର୍ଥନ ମିଳିଛି। ରୁଷିଆ ରାଷ୍ଟ୍ରପତି ପୁଟିନ ଭାରତକୁ ନିବେଶ ପାଇଁ ସର୍ବୋତ୍ତମ ଦେଶ ଭାବରେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ଭାରତୀୟ ଅର୍ଥନୀତିରେ ନିବେଶ ଲାଭଦାୟକ…
ଟ୍ରମ୍ପ ଦେଖାଇଲେ ଗୋଲ୍ଡ କାର୍ଡ, ଜାଣନ୍ତୁ ଆମେରିକାର ନାଗରିକତା ପାଇଁ କେତେ ଖର୍ଚ୍ଚ କରିବାକୁ ପଡିବ
ଓ୍ବାଶିଂଟନ,୪।୪: ରାଷ୍ଟ୍ରପତି ହେବା ପରେ, ଡୋନାଲ୍ଡ ଟ୍ରମ୍ପ ନିରନ୍ତର ପ୍ରବାସନ ନିୟମରେ ବଡ଼ ପରିବର୍ତ୍ତନ ଆଣିଛନ୍ତି। ତଥାପି, କିଛି ଦିନ ପୂର୍ବରୁ ଟ୍ରମ୍ପ ଘୋଷଣା କରିଥିଲେ ଯେ ଆମେରିକା ଆସି ଦେଶର କଲ୍ୟାଣ ପାଇଁ କାମ କରିବାକୁ ଚାହୁଁଥିବା ଧନୀ ପ୍ରବାସୀମାନଙ୍କ…
ସୋସିଆଲ ମିଡିଆରେ ହଜାର ହଜାର ଫଲୋୟର୍ସ ଥିବା ନର୍ସଙ୍କର ହେଲା ମୃତ୍ୟୁ, କିଛି ସମୟ ପୂର୍ବରୁ ହୋଇଥିଲେ ମା’, ଜାଣନ୍ତୁ ମୃତ୍ୟୁର କାରଣ
ନୂଆଦିଲ୍ଲୀ,୪।୪: ନର୍ସିଂ ଇନଫ୍ଲ୍ୟୁଏନ୍ସର ହେଲି ଓକୁଲା ତାଙ୍କର ପ୍ରଥମ ସନ୍ତାନକୁ ଜନ୍ମ ଦେବା ପରେ ଜଟିଳତା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛିି। ସ୍ବାମୀ ମାଥ୍ୟୁ ଓକୁଲା ସୋସିଆଲ ମିଡିଆରେ ଏହି ସୂଚନା ଶେୟାର କରିଛନ୍ତି। ଓକୁଲା ଜଣେ ସାଧାରଣ ଚିକିତ୍ସା…
ରାଜନୀତିରେ ହଇଚଇ: ବାଂଲାଦେଶର ପୂରଣ ହେଲା ଇଚ୍ଛା, ମୋଦିଙ୍କୁ ଭେଟିଲେ ମହମ୍ମଦ ୟୁନୁସ, ଜାଣନ୍ତୁ…
ବ୍ୟାଙ୍କକ,୪।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକରେ BIMSTEC ଶିଖର ସମ୍ମିଳନୀ ସମୟରେ ବାଂଲାଦେଶର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କୁ ଭେଟିଥିଲେ। ଶେଖ ହାସିନାଙ୍କ ବିଦ୍ରୋହ ପରେ ଏହା ପ୍ରଧାନମନ୍ତ୍ରୀ ମୋଦି ଏବଂ ମହମ୍ମଦ ୟୁନୁସଙ୍କ ମଧ୍ୟରେ ପ୍ରଥମ…
ଗାଜା ଉପରେ ପୁଣି ଇସ୍ରାଏଲର ବିମାନ ଆକ୍ରମଣ, ମହିଳା ଶିଶୁ ସମେତ ୩୩ ନିହତ
ଜେରୁଜେଲମ,୪।୪: ଗୁରୁବାର ଇସ୍ରାଏଲୀ ଯୁଦ୍ଧ ବିମାନ ଗାଜା ଷ୍ଟ୍ରିପରେ ପ୍ରବଳ ବୋମାମାଡ଼ କରିଥିଲା, ଯେଉଁଥିରେ ଅତି କମରେ ୧୦୦ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଆକ୍ରମଣରେ ଉତ୍ତର ଗାଜାର ଏକ ସ୍କୁଲକୁ ମଧ୍ୟ ଟାର୍ଗେଟ କରାଯାଇଥିଲା, ଯେଉଁଥିରେ ସେଠାରେ ଆଶ୍ରୟ ନେଇଥିବା…
ମଣିଷ ନ ଥାଇ ଟିକସ
ଓ୍ବାଶିଂଟନ,୪ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବୁଧବାର ଭାରତ ସମେତ ଅନେକ ଦେଶ ଉପରେ ରେସିପ୍ରୋକଲ ଟାରିଫ୍ ବା ଟିକସ ଲଗାଇଛନ୍ତି। ତେବେ ଟ୍ରମ୍ପ୍ ଆଣ୍ଟାର୍କଟିକା ନିକଟ ମେନ୍ଲାଣ୍ଡ ଅଷ୍ଟ୍ରେଲିଆର ହର୍ଡ ଆଣ୍ଡ୍ ମାକ୍ଡୋନାଲ୍ଡ ଦ୍ୱୀପରେ ମଧ୍ୟ ୧୦% ଟାରିଫ୍ ଲଗାଇଛନ୍ତି,…
Archives


