ଅନ୍ତର୍ଜାତୀୟ

ଡାନିଏଲ ନୋବୋଆ କିଏ, ଯାହାଙ୍କୁ ଇକ୍ୱେଡରର ନୂଆ ରାଷ୍ଟ୍ରପତି ଭାବେ କରାଗଲା ନିର୍ବାଚନ

କ୍ୱିଟୋ,୧୪।୪: ଇକ୍ୱେଡରରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ, ଇକ୍ୱେଡରର ଜାତୀୟ ନିର୍ବାଚନ ପରିଷଦ ରବିବାର ରାଷ୍ଟ୍ରପତି ଡାନିଏଲ ନୋବୋଆଙ୍କୁ ଦେଶର ରାଷ୍ଟ୍ରପତି ଦୌଡ଼ର ବିଜୟୀ ପ୍ରାର୍ଥୀ ଭାବେ ଘୋଷଣା କରିଛି, କାରଣ ସେ ଭୋଟ ଗଣତି ସମୟରେ ବାମପନ୍ଥୀ…

କିଏ ସେହି ୧୭ ବର୍ଷର ଯୁବକ, ଯିଏ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ହତ୍ୟା କରିବାକୁ କରିଥିଲେ ଯୋଜନା

ଓ୍ବାଶିଂଟନ,୧୪।୪: ଆମେରିକାର ୱିସ୍କିନସନ ରାଜ୍ୟରେ ରହୁଥିବା ମାତ୍ର ୧୭ ବର୍ଷ ବୟସ୍କ ନିକିତା କାସ୍ପଙ୍କୁ ଗିରଫ କରାଯାଇଛି। ତାଙ୍କ ଉପରେ ଅଭିଯୋଗ ରହିଛି କି ସେ ତାଙ୍କ ପିତାମାତାଙ୍କୁ ଏଇଥିପାଇଁ ହତ୍ୟା କରିଥିଲେ ଯେ, ପରେ ସେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ…

ୟୁକ୍ରେନ ଉପରେ ଚଳିତ ବର୍ଷର ସବୁଠାରୁ ବଡ଼ ଆକ୍ରମଣ କଲା ରୁଷିଆ

କ୍ୱିଭ,୧୪।୪: ରୁଷିଆ ପୁଣିଥରେ ୟୁକ୍ରେନ ଉପରେ ଏକ ବଡ଼ ଆକ୍ରମଣ କରିଛି। ରବିବାର ୟୁକ୍ରେନର ସୁମି ସହରରେ ଚର୍ଚ୍ଚ ପ୍ରାର୍ଥନା ସମୟରେ ରୁଷୀୟ କ୍ଷେପଣାସ୍ତ୍ରଗୁଡ଼ିକ ଧ୍ୱଂସଲୀଳା ସୃଷ୍ଟି କରିଥିଲା। ଏହି ଆକ୍ରମଣରେ ୩୪ ଜଣ ପ୍ରାଣ ହରାଇଥିଲେ, ସେମାନଙ୍କ ମଧ୍ୟରେ ଦୁଇଜଣ…

ଟାରିଫକୁ ନେଇ ଟ୍ରମ୍ପ ନେଲେ ୟୁ ଟର୍ଣ୍ଣ, ଚାଇନା କହିଲା ବାଘ ବେକରେ ଲାଗିଛି ଘଣ୍ଟି…ସେ ଖୋଲିପାରିବ ଯିଏ ୟାକୁ ବାନ୍ଧିଛି

ବେଜିଂ,୧୪।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଟାରିଫ ଉପରେ ୟୁ-ଟର୍ଣ୍ଣ ନେଇଛନ୍ତି। ସେ କହିଥିଲେ ଯେ ଅନୁଚିତ ବାଣିଜ୍ୟ ସନ୍ତୁଳନ ପାଇଁ କୌଣସି ଦେଶକୁ ଛାଡ ଦିଆଯାଇନାହିଁ। ଶୁକ୍ରବାର କୌଣସି ଶୁଳ୍କ ଛାଡ଼ ଘୋଷଣା କରାଯାଇ ନାହିଁ। ଆମେରିକାର…

ପଳାଅ ନ ହେଲେ ଜେଲ

ଓ୍ବାଶିଂଟନ୍‌,୧୪ା୪: ଆମେରିକାରେ ବିନା ପଞ୍ଜୀକରଣରେ ୩୦ ଦିନରୁ ଅଧିକ ସମୟ ଧରି ବସବାସ କରୁଥିବା ବିଦେଶୀ ନାଗରିକଙ୍କୁ ଟ୍ରମ୍ପ୍‌ ପ୍ରଶାସନର ନୂଆ ଛାଟ। ଏଣିକି ଏଭଳି ବିଦେଶୀମାନେ ଆମେରିକା ଛାଡ଼ି ପଳାଇବେ ନଚେତ୍‌ ସେମାନଙ୍କୁ ଜେଲ ଯିବାକୁ ପଡ଼ିବ ବୋଲି ଦେଶର…

Mehul Choksi Arrested: ଗିରଫ ହେଲେ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସି, ବେଲଜିୟମରୁ ଆସିବେ ଭାରତ!

ବ୍ରୁସେଲ୍ସ,୧୪।୪: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଋଣ ଠକେଇ ମାମଲାରେ ଅଭିଯୁକ୍ତ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କୁ ବେଲଜିୟମରେ ପୋଲିସ ଗିରଫ କରିଛି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ଆବେଦନରେ ୬୫ ବର୍ଷୀୟ ଚୋକସିଙ୍କୁ ଶୁକ୍ରବାର (୧୧ ଏପ୍ରିଲ, ୨୦୨୫) ଗିରଫ…

ପୁଣି ‘ଧୋକା’ ଦେଲା ଶ୍ରୀଲଙ୍କା, ଭାରତକୁ ଲାଗିବ ଅରବ ଟଙ୍କାର ଚୁନା, ଏହି ଦେଶ ସହ କଲା ସିକ୍ରେଟ ଡିଲ୍‌!

କଲମ୍ବୋ,୧୩।୪: ଆମର ଦକ୍ଷିଣ ପଡ଼ୋଶୀ ଶ୍ରୀଲଙ୍କା ଏକ ଛୋଟ ଦେଶ। କିନ୍ତୁ, ସମୁଦ୍ର ମଧ୍ୟଭାଗରେ ଅବସ୍ଥିତ ହୋଇଥିବାରୁ, ଏହାର ମୂଲ୍ୟ ସର୍ବଦା ଅଧିକ ରହିଥାଏ। ଏହା ମଧ୍ୟ ଏହାର ଶକ୍ତି। ଭାରତ ଏହି ଦେଶକୁ ହୃଦୟରୁ ଭଲ ପାଏ। ଭାରତ ଏହି…

ୟୁକ୍ରେନ ଉପରେ ରୁଷିଆର ଭୟଙ୍କର ଆକ୍ରମଣ: ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ମାଡ଼ରେ ୨୧ ମୃତ, ବ୍ୟାପକ କ୍ଷୟକ୍ଷତି…

କ୍ୱିଭ,୧୩।୪: ରୁଷିଆ-ୟୁକ୍ରେନ ଯୁଦ୍ଧ ପୁଣି ଥରେ ଭୟଙ୍କର ହେବାକୁ ଯାଉଛି। ରୁଷ ୟୁକ୍ରେନର ସୁମିରେ ଏକ ଭୟଙ୍କର ବାଲିଷ୍ଟିକ କ୍ଷେପଣାସ୍ତ୍ର ମାଡ଼ କରିଛି। ଫଳରେ ସୁମିରେ ବ୍ୟାପକ ଧ୍ୱଂସ ଘଟିଛିି। ଏହି ଆକ୍ରମଣରେ ଅତି କମରେ ୨୧ ଜଣଙ୍କର ମୃତ୍ୟୁ ହୋଇଥିବା…

Myanmar Earthquake: ପୁଣିଥରେ ମ୍ୟାନମାରରେ ଜୋରଦାର ଭୂକମ୍ପ, ଭୟରେ ଲୋକେ ଘର ବାହାରକୁ ଦୌଡିଲେ

ନାପିଦାଉ,୧୩।୪: ରବିବାର ପ୍ରତ୍ୟୁଷରେ ଭାରତର ପଡ଼ୋଶୀ ଦେଶ ମ୍ୟାନମାରରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୧ ତୀବ୍ରତା ମାପ କରାଯାଇଛି। ମାର୍ଚ୍ଚ ୨୮, ୨୦୨୫ରେ ଏଠାରେ ହୋଇଥିବା ଭୂମିକମ୍ପ ସମଗ୍ର ଦେଶରେ ବିନାଶ…

ଗୋଟିଏ ଘଣ୍ଟାରେ ୨ଥର ଥରିଲା ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ରହିଛି…

ତାଜିକିସ୍ତାନ,୧୩ା୪: ରବିବାର ତାଜିକିସ୍ତାନରେ ଗୋଟିଏ ଘଣ୍ଟା ମଧ୍ୟରେ ୨ଟି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଯାହା ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ପ୍ରଥମ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ରେକର୍ଡ କରାଯାଇଥିଲା, ଯାହାକୁ ବହୁତ ଶକ୍ତିଶାଳୀ ବୋଲି କୁହାଯାଉଛି।…

ଟ୍ରମ୍ପ୍‌ଙ୍କ ଟାରିଫ୍‌ ବିଶ୍ୱ ବାଣିଜ୍ୟକୁ ୩% ସଙ୍କୁଚିତ କରିପାରେ

ଜାତିସଂଘ,୧୩।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଅନେକ ଦେଶ ଉପରେ ପାରସ୍ପରିକ ଶୁଳ୍କ ଲଗାଇବାକୁ ନିଷ୍ପତ୍ତି ନେଇଥିବାରୁ ଏହା ବିଶ୍ୱ ବାଣିଜ୍ୟକୁ ୩ ପ୍ରତିଶତ ସଂକୁଚିତ କରିପାରେ। ଏଥିସହିତ ଆମେରିକା ଏବଂ ଚାଇନା ଭଳି ବଜାରଗୁଡ଼ିକ ଆମେରିକା, କାନାଡ଼ା ଓ ବ୍ରାଜିଲକୁ…

ଭାରତୀୟ ଫାର୍ମା କମ୍ପାନୀର ଓ୍ବେୟାର ହାଉସ ଉପରେ ମିଶାଇଲ ମାଡ଼ କଲା ରୁଷିଆ

କ୍ୱିଭ,୧୨।୪: ୟୁକ୍ରେନର ରାଜଧାନୀ କ୍ୱିଭରେ ରୁଷିଆର ସଦ୍ୟତମ ଆକ୍ରମଣରେ ଏକ ଭାରତୀୟ ଔଷଧ କମ୍ପାନୀର ଗୋଦାମ ଧ୍ୱଂସ ହୋଇଯାଇଛି। ଶନିବାର (୧୨ ଏପ୍ରିଲ, ୨୦୨୫) ଭାରତରେ ଥିବା ୟୁକ୍ରେନର ଦୂତାବାସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଦୂତାବାସ କହିଛି ଯେ ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri