ପାକିସ୍ତାନୀ ଫିଲ୍ମ, ୱେବ ସିରିଜ ଉପରେ ପ୍ରତିବନ୍ଧକ ଲଗାଇଲେ ଭାରତ ସରକାର
ନୂଆଦିଲ୍ଲୀ,୮।୫: ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପରେ, ଭାରତ ସରକାର ସମସ୍ତ ଅନଲାଇନ୍ ଷ୍ଟ୍ରିମିଂ ପ୍ଲାଟଫର୍ମ, ଓଟିଟି ସେବା ଏବଂ ଡିଜିଟାଲ୍ ମଧ୍ୟସ୍ଥତାକାରୀମାନଙ୍କୁ ପାକିସ୍ତାନ ଫିଲ୍ମ, ୱେବ ସିରିଜ ଆଦି ଷ୍ଟ୍ରିମିଂ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ…
ପାକିସ୍ତାନକୁ ଘାଇଲା କଲା ଭାରତର ଦେଶୀ ‘ଆତ୍ମଘାତୀ ଡ୍ରୋନ’, ଶତ୍ରୁଙ୍କୁ ନିଶାନା କରିବାରେ ଏକ୍ସପର୍ଟ
ନୂଆଦିଲ୍ଲୀ,୮।୫: ପାକିସ୍ତାନରେ ଆତଙ୍କବାଦୀ ଶିବିର ଧ୍ୱଂସ କରିବା ପାଇଁ ଭାରତର ପସନ୍ଦଯୋଗ୍ୟ ଅସ୍ତ୍ର ସ୍କାଲ୍ପ କ୍ରୁଜ ମିସାଇଲ ଏବଂ ହାମର ବୋମା ସହିତ, ଭାରତୀୟ ସେନା ମଧ୍ୟ ଦେଶୀୟ ନିର୍ମିତ ‘ସ୍କାଇଷ୍ଟ୍ରାଇକର’ ଆତ୍ମଘାତୀ ଡ୍ରୋନକୁ ସଠିକ ଆକ୍ରମଣ ପାଇଁ ମୁତୟନ କରିଥିଲା…
ହାତ ଛାଡିଲା ଚାଇନା! ଭୋ ଭୋ ହୋଇ କାନ୍ଦିଲେ ଶେହବାଜଙ୍କ ଏମପି, କହିଲେ ଭାରତଠୁ ଆମକୁ ବଞ୍ଚାଅ…
ଇସଲାମବାଦ,୮।୫: ଆତଙ୍କବାଦୀ ଆଡ୍ଡା ଉପରେ ଭାରତ ଦ୍ୱାରା କରାଯାଇଥିବା ବିମାନ ଆକ୍ରମଣ ପରେ ପାକିସ୍ତାନରେ ଭୟର ବାତାବରଣ ରହିଛି। ପାକିସ୍ତାନ ଭୟ କରୁଛି ଯେ ଭାରତ ପୁଣି ଥରେ ଆଟାକ୍ କରିପାରେ। ଏହି ସମୟରେ, ପିଏମଏଲଏନ (ପାକିସ୍ତାନ ମୁସଲିମ ଲିଗ-ଏନ) ଏମପି…
India Pakistan War: ଘନେଇଲା ଯୁଦ୍ଧ ଆଶଙ୍କା, ଜାଣନ୍ତୁ କିଏ କରିବ ଯୁଦ୍ଧ ଘୋଷଣା?
ନୂଆଦିଲ୍ଲୀ,୮।୫: ପାକିସ୍ତାନ ବିରୋଧରେ ଭାରତ ଅପରେଶନ ସିନ୍ଦୂର ଆରମ୍ଭ କରିବା ପରେ, ଦୁଇ ଦେଶ ମଧ୍ୟରେ ପରିସ୍ଥିତି କ୍ରମାଗତ ଭାବରେ ଖରାପ ହେବାରେ ଲାଗିଛି। ଖବର ଆସୁଛି ଯେ ଅପରେଶନ ସିନ୍ଦୂର ପରେ, ପାକିସ୍ତାନ ଭାରତର 15ଟି ସହରରେ ଅବସ୍ଥିତ ସାମରିକ…
ଭାରତର ସୁଦର୍ଶନ ଚକ୍ର ବନାମ ଇସ୍ରାଏଲର ଆଇରନ ଡୋମ: କିଏ ଅଧିକ ଭୟଙ୍କର?
ନୂଆଦିଲ୍ଲୀ,୮।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ଜାରି ରହିଛି। ମେ ୭ରେ ଭାରତ ପାକିସ୍ତାନ ବିରୁଦ୍ଧରେ ଅପରେଶନ ସିନ୍ଦୂର ଆରମ୍ଭ କରି ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଛି। ଏହା ପରେ, ସମସ୍ତେ ଭାରତର ବାୟୁ ପ୍ରତିରକ୍ଷା…
Drone Attack: ଭାରତର ଜୋରଦାର ଆକ୍ରମଣ, PSL ମ୍ୟାଚ୍ ପୂର୍ବରୁ ରାୱଲପିଣ୍ଡି କ୍ରିକେଟ୍ ଷ୍ଟାଡିୟମ କ୍ଷତିଗ୍ରସ୍ତ
ନୂଆଦିଲ୍ଲୀ,୮।୫: ସୋସିଆଲ ମିଡିଆରେ ଭାଇରାଲ ରିପୋର୍ଟ ଅନୁଯାୟୀ, ଗୁରୁବାର ରାୱାଲପିଣ୍ଡି କ୍ରିକେଟ ଷ୍ଟାଡିୟମ ନିକଟରେ ଏକ ଡ୍ରୋନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣା ପେଶାୱାର ଜାଲମି ଏବଂ କରାଚୀ କିଙ୍ଗସ ମଧ୍ୟରେ ନିର୍ଦ୍ଧାରିତ ପାକିସ୍ତାନ ସୁପର ଲିଗ (ପିଏସଏଲ) ମ୍ୟାଚ ଆରମ୍ଭ…
ଘରେ ପଶି ମାରିଲା ଭାରତ, ପାକିସ୍ତାନର ମିଲିଟାରୀ ବେସ୍ରେ ବଡ଼ ଷ୍ଟ୍ରାଇକ୍
ନୂଆଦିଲ୍ଲୀ,୮।୫: ଆଜି ସକାଳୁ ସକାଳୁ ପାକିସ୍ତାନର ଲାହୋରରେ ଏକ ବଡ଼ ଡ୍ରୋନ ଆକ୍ରମଣ ହୋଇଛି। ଏହି ଆକ୍ରମଣ ପାକିସ୍ତାନ ସେନାର ବାୟୁ ପ୍ରତିରକ୍ଷା ୟୁନିଟ ଉପରେ ହୋଇଥିଲା। ଏହି ଆକ୍ରମଣରେ ପାକିସ୍ତାନ ସେନାର ଚାରି ଜଣ ସୈନିକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ…
ପାକିସ୍ତାନ ଟାର୍ଗେଟ୍ରେ ଭାରତର ଏହି ୧୫ ସହର, କେଉଁ ମୁହୂର୍ତ୍ତରେ ବି କରିପାରେ ଆକ୍ରମଣ
ନୂଆଦିଲ୍ଲୀ,୮ା୫: ଭାରତର ୧୫ଟି ସହରକୁ ପାକିସ୍ତାନ ଟାର୍ଗେଟ୍ କରିଛି। ଏନେଇ ଗୁରୁବାର ସ୍ପଷ୍ଟ କରିଛି ପ୍ରତିରକ୍ଷା ମନ୍ତ୍ରଣାଳୟ। ଉତ୍ତର ଓ ପଶ୍ଚିମ ପ୍ରାନ୍ତରରେ ଥିବା ସହରକୁ ଶତ୍ରୁଦେଶ ଟାର୍ଗେଟ କରିଛି। ଏଥିମଧ୍ୟରେ ଅବନ୍ତିପୁର, ଶ୍ରୀନଗର, ଜମ୍ମୁ, ପଠାନକୋଟ, ଅମୃତସର, କପୁରତାଲା, ଜଳନ୍ଧର,…
ଦୋହଲିଗଲା ପାକିସ୍ତାନ, ଆଉ ଏକ ବଡ଼ ମାଷ୍ଟରମାଇଣ୍ଡର ମୃତ୍ୟୁ!
ନୂଆଦିଲ୍ଲୀ, ୮।୫: ଭାରତୀୟ ବାୟୁସେନା ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ଆତଙ୍କବାଦୀ ଶିବିର ଉପରେ ଏକ ବଡ଼ ଆକ୍ରମଣ କରିଛି, ଯାହାର ନାମ ଦିଆଯାଇଛି ‘ଅପରେସନ ସିନ୍ଦୂର’। ଏହି ଆକ୍ରମଣରେ ୧୯୯୯ ମସିହାରେ ଇଣ୍ଡିଆନ ଏୟାରଲାଇନ୍ସ ବିମାନ IC-814…
ପାକିସ୍ତାନ ପରେ ବାଂଲାଦେଶ ସୀମାରେ ବଡ଼ ହଲଚଲ, ସେନା ନେଲା ବଡ଼ ଆକ୍ସନ
ନୂଆଦିଲ୍ଲୀ,୮।୫: ଏପଟେ, ପହଲଗାମ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ଏକ ବଡ଼ ଜବାବ ଦେଇଛି। ଅନ୍ୟପକ୍ଷରେ, ପାକିସ୍ତାନ ସହିତ ଡେଇଁପଡ଼ିଥିବା ବାଂଲାଦେଶକୁ ମଧ୍ୟ ଏକ ଛୋଟ ଇଞ୍ଜେକ୍ସନ ଦିଆଯାଇଛି। ପ୍ରକୃତରେ, ବୁଧବାର ଭାରତ ୧୨୩ ଜଣ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ଫେରାଇ ଦେଇଥିଲା।…
Operation Sindoor: ଧରାପଡୁଛି ପାକିସ୍ତାନର ମିଛ, ପ୍ରଶ୍ନ ପଚାରିବାରୁ ହଡବଡେଇ ଗଲେ ପାକ୍ ପ୍ରତିରକ୍ଷା ମନ୍ତ୍ରୀ
ଇସଲାମାବାଦ/ନୂଆଦିଲ୍ଲୀ,୮।୫: ଭାରତର ୫ଟି ରାଫେଲ ବିମାନ ଖସାଇ ଦେଇଥିବା ମିଛ ପ୍ରଚାର କରୁଥିବା ପାକିସ୍ତାନର ପର୍ଦ୍ଦାଫାସ ହୋଇଛି। ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫଙ୍କ ବୟାନ ମାଧ୍ୟମରେ ଶହବାଜ ସରିଫ ସରକାରଙ୍କ ମିଛ ସାରା ବିଶ୍ୱ ସମ୍ମୁଖରେ ପ୍ରକାଶ ପାଇଲା। ଯେତେବେଳେ…
ପାକିସ୍ତାନର ଛାତି ଉପରେ ବଡ଼ ଆଟାକ୍, ଲାହୋର ପରେ କରାଚିରେ ଭୟଙ୍କର ବିସ୍ଫୋରଣ
ନୂଆଦିଲ୍ଲୀ/ଇସଲାମବାଦ, ୮।୫: ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଏବେ ଶୀର୍ଷରେ ପହଞ୍ଚିଛି। ବୁଧବାର ଭୋର ଭାରତୀୟ ସେନା ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ଥିବା ଆତଙ୍କବାଦୀ ଅବସ୍ଥାନଗୁଡ଼ିକ ଉପରେ ମିସାଇଲ ଓ ଡ୍ରୋନ ଆକ୍ରମଣ କରିଛି। ଏହି…
Archives


