ଅନ୍ତର୍ଜାତୀୟ

ସୀମାରେ ଶାନ୍ତି ବୀମା ନୀତି ସଦୃଶ

ତିଆଞ୍ଜିନ୍‌,୧।୯: ଭାରତ ଓ ଚାଇନା ସୀମାରେ ଶାନ୍ତି ତଥା ସ୍ଥିରତା ବଜାୟ ରଖିବା ଦ୍ୱିପାକ୍ଷିକ ସମ୍ପର୍କ ପାଇଁ ଏକ ବୀମା ନୀତି ସଦୃଶ ବୋଲି ରବିବାର ନୂଆଦିଲ୍ଲୀ ପକ୍ଷରୁ ବେଜିଂକୁ କୁହାଯାଇଛି। ତିଆଞ୍ଜିନ୍‌ରେ ସାଂଘାଇ ସହଯୋଗ ସଙ୍ଗଠନ (ଏସ୍‌ସିଓ) ସମ୍ମିଳନୀ ପରିପ୍ରେକ୍ଷୀରେ…

ଭୟଙ୍କର ଭୂକମ୍ପରେ ଥରିଲା ଆଫଗାନିସ୍ତାନ, ୨୦ ମୃତ ଅନେକ ଆହତ

କାବୁଲ,୧।୯: ରବିବାର ରାତିରେ ହୋଇଥିବା ଭୟଙ୍କର ଭୂମିକମ୍ପରେ ଆଫଗାନିସ୍ତାନରେ ଅନେକ କ୍ଷୟକ୍ଷତି ହୋଇଛି। ରାତି ୧୨:୪୭ ରେ ହୋଇଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୩ ମାପ କରାଯାଇଥିଲା। ଏହାର କେନ୍ଦ୍ରସ୍ଥଳ ଜଲାଲାବାଦ ସହରରୁ ପ୍ରାୟ ୨୭ କିଲୋମିଟର ଦୂରରେ,…

ଗୁଗଲ୍ ଉପରେ ଆଟାକ୍ କଲେ ହ୍ୟାକର୍‌, ୨.୫ ବିଲିୟନ Gmail ୟୁଜରଙ୍କୁ ପାସୱାର୍ଡ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୩୧।୮: ଗୁଗଲ୍‌ ବିଶ୍ୱବ୍ୟାପୀ ୨.୫ ବିଲିୟନ୍‌ ଜିମେଲ୍‌ ବ୍ୟବହାରକାରୀଙ୍କୁ ଜରୁରୀ ସତର୍କତା ଜାରି କରି ପାସୱାର୍ଡ୍‌ ପରିବର୍ତ୍ତନ ଓ ଦୁଇଥର-ଯାଞ୍ଚ (୨SV) ସକ୍ରିୟ କରିବାକୁ ନିର୍ଦ୍ଦେଶ ଦେଇଛି। ଏହି ସତର୍କତା ହ୍ୟାକର୍‌ ଗ୍ରୁପ୍‌ ‘ଶାଇନିହଣ୍ଟର୍ସ୍‌’ ଦ୍ୱାରା ବୃଦ୍ଧି ପାଇଥିବା ଫିଶିଙ୍ଗ ଆକ୍ରମଣକୁ…

ମୋଦି-ଜିନପିଙ୍ଗ ବୈଠକରେ ପାକିସ୍ତାନ ସୀମାପାର ଆତଙ୍କବାଦୀ ଉପରେ ଚର୍ଚ୍ଚା, ଭାରତକୁ ସମର୍ଥନ କଲା ଚାଇନା

ନୂଆଦିଲ୍ଲୀ,୩୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ବୈଠକରେ ପାକିସ୍ତାନର ସୀମାପାର ଆତଙ୍କବାଦ ବିଷୟରେ ଚର୍ଚ୍ଚା ହୋଇଛି। ବୈଦେଶିକ ମନ୍ତ୍ରଣାଳୟ ସୂଚନା ଦେଇଛି ଯେ ଚାଇନା ଆତଙ୍କବାଦ ବିରୋଧରେ ଭାରତକୁ ସମର୍ଥନ ପ୍ରକାଶ କରିଛି। ଅମେରିକାର ଟ୍ରମ୍ପ୍‌…

ଚାଇନା ପ୍ରେମରେ ପଡ଼ିଲେଣି ମୋଦି! ନିଜ ମନ ପସନ୍ଦର କାର ଦେଇଦେଲେ ଜିନପିଙ୍ଗ, ପୁଟିନ ରୁଷିଆରୁ ଆଣିଛନ୍ତି…

ବେଜିଂ,୩୧।୮: ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀ ସମୟରେ ଚାଇନାର ତିଆନଜିନ ସହରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚାଇନା ସରକାର ଦୁଇ ଦିନ ପାଇଁ ଏକ ସ୍ବତନ୍ତ୍ର କାର ଦେଇଥିଲେ। ଏହି କାରଟି ହେଉଛି ‘ହଙ୍ଗକି ଏଲ-୫’, ଯାହାକୁ ଚାଇନାରେ…

‘କିମ ଜୋଙ୍ଗ କାହିଁକି ପୁଟିନ ବି ଲାଜେଇ ଯିବେ’, ଟ୍ରମ୍ପଙ୍କ କ୍ୟାବିନେଟ ବୈଠକରେ ଏମିତି କ’ଣ ହେଲା ଯେ…

ଓ୍ବାଶିଂଟନ,୩୧।୮: ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା, ଯାହା ଖୁବ ଚର୍ଚ୍ଚାରେ ରହିଛି। ଏହି ବୈଠକ ତିନି ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା, କିନ୍ତୁ ସରକାରୀ କାମ ଅପେକ୍ଷା ଏଥିରେ ଟ୍ରମ୍ପଙ୍କ ପ୍ରଶଂସା ଅଧିକ…

ଭାରତ ଉପରେ କଟକଣା ବଢାଇବେ ଟ୍ରମ୍ପ, ୟୁରୋପୀୟ ଦେଶ ଉପରେ ପକାଉଛନ୍ତି ଚାପ

ନୂଆଦିଲ୍ଲୀ,୩୧।୮: ଯୁକ୍ରେନ୍‌ ଯୁଦ୍ଧ ପୃଷ୍ଠଭୂମିରେ ଅମେରିକାର ଟ୍ରମ୍ପ ପ୍ରଶାସନ ଭାରତକୁ ରୁଷୀୟ ତେଲ କିଣିବାରୁ ରୁଷିଆକୁ ଯୁଦ୍ଧ ଯନ୍ତ୍ରରେ “ଇନ୍ଧନ” ଯୋଗାଉଥିବା ଅଭିଯୋଗ କରିଛି। ସୂତ୍ର ଅନୁଯାୟୀ, ହ୍ୱାଇଟ୍‌ ହାଉସ୍‌ ୟୁରୋପିୟ ଦେଶମାନଙ୍କୁ ଭାରତ ଉପରେ ଅମେରିକା ଲାଗୁ କରିଥିବା ସମାନ…

କୂଟନୀତିର ନୂଆ ଖେଳ ନା ଆମେରିକାକୁ ବାର୍ତ୍ତା? ଜାଣନ୍ତୁ ମୋଦିଙ୍କୁ ନେଇ କ’ଣ ଲେଖୁଛି ଚାଇନା ମିଡିଆ

ବେଜିଂ,୩୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଇନାର ତିଆନଜିନ ସହରରେ ପହଞ୍ଚିଛନ୍ତି। ସେ ୩୧ ଅଗଷ୍ଟରୁ ୧ ସେପ୍ଟେମ୍ବର ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀରେ ଯୋଗଦେବେ। ଏହି ଗସ୍ତ ଏପରି ସମୟରେ ହେଉଛି ଯେତେବେଳେ…

ଡୋନାଲ୍ଡ ଟ୍ରମ୍ପ ନୁହେଁ, ମେଲାନିଆଙ୍କୁ ମିଳିବ ନୋବେଲ ଶାନ୍ତି ପୁରସ୍କାର? ଜାଣନ୍ତୁ କେମିତି ଚର୍ଚ୍ଚାକୁ ଆସିଲେ ଫାଷ୍ଟ ଲେଡି

ଓ୍ବାଶିଂଟନ,୩୧।୮: ଏବେ ପ୍ରଶ୍ନ ଉଠିଛି କ’ଣ ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ ନେଲସନ ମାଣ୍ଡେଲା ଏବଂ ମଲାଲା ୟୁସୁଫଜାଇଙ୍କ ପରି ନୋବେଲ ପୁରସ୍କାର ବିଜେତାଙ୍କ ମଧ୍ୟରେ ସାମିଲ ହୋଇପାରିବେ? କାରଣ ଡୋନାଲ୍ଡ ଟ୍ରମ୍ପଙ୍କ ନିକଟତମ ରିପବ୍ଲିକାନ ନେତାମାନଙ୍କ ମଧ୍ୟରୁ ଜଣେ…

ଅର୍ଥମନ୍ତ୍ରୀଙ୍କ ଘରୁ ଲୁଟ୍‌, ପରେ ଚାଇନା ଗସ୍ତ ବାତିଲ କଲେ ରାଷ୍ଟ୍ରପତି

ଜାକର୍ତ୍ତା,୩୧ା୮: ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତା ଏବଂ ଅନ୍ୟାନ୍ୟ ଅନେକ ସହରରେ ଏକ ସପ୍ତାହ ଧରି ଚାଲିଥିବା ପ୍ରତିବାଦ ଏବେ ହିଂସାତ୍ମକ ରୂପ ନେଇଛି। ଶହ ଶହ ବିକ୍ଷୋଭକାରୀ ଦକ୍ଷିଣ ଟାଙ୍ଗେରାଙ୍ଗରେ ଅର୍ଥମନ୍ତ୍ରୀ ମୁଲ୍ୟାନି ଇନ୍ଦ୍ରାବତୀଙ୍କ ସମେତ ଅନେକ ଏମ୍‌ପିଙ୍କ ଘର ଲୁଟି…

ଏହି ଶବ୍ଦ ଜରିଆରେ ଚାଇନାକୁ ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ ଆମ ସମ୍ପର୍କ…

ନୂଆଦିଲ୍ଲୀ/ବେଜିଂ,୩୧ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭ ବର୍ଷ ପରେ ପ୍ରଥମ ଥର ପାଇଁ ଚାଇନା ଗସ୍ତରେ ଯାଇଥିବା ବେଳେ ରବିବାର ସକାଳେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ଏଠାରେ ସେ ଏସ୍‌ସିଓ ବୈଠକରେ ଅଂଶଗ୍ରହଣ କରିବାକୁ…

ଏକାଠି ହେଲେ ମୋଦି-ପୁଟିନ-ଜିନପିଙ୍ଗ, ଟ୍ରମ୍ପଙ୍କୁ ବଡ଼ ଚ୍ୟାଲେଞ୍ଜ!

ତିଆନଜେନ,୩୧।୮: ସାଂଘାଇ ସହଯୋଗ ସଂଗଠନ (SCO)ର 25ତମ ଶିଖର ସମ୍ମିଳନୀ ଚାଇନାର ତିଆନଜିନରେ ଅନୁଷ୍ଠିତ ହେବାକୁ ଯାଉଛି। କିନ୍ତୁ ଏହି ଶିଖର ସମ୍ମିଳନୀ କେବଳ 25ତମ ବୈଠକ ନୁହେଁ, ବରଂ ଏହି ଶିଖର ସମ୍ମିଳନୀ ଆମେରିକାର ଏକଚାଟିଆତା ଏବଂ ଚାପ ବିରୁଦ୍ଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?