ଅନ୍ତର୍ଜାତୀୟ

‘ମୋତେ ସି ଜିନପିଙ୍ଗ ସହ କଥା ହେବାକୁ ଭଲ ଲାଗୁଛି…’,ଲୁଚିଛପି ଚାଇନା ରାଷ୍ଟ୍ରପତିଙ୍କୁ ଫୋନ କଲେ ଟ୍ରମ୍ପ

ଓ୍ବାଶିଂଟନ,୧୧।୨: ଆମେରିକା ଏବଂ ଚାଇନା ମଧ୍ୟରେ ଏକ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ କୂଟନୈତିକ ସମ୍ପର୍କ ଶେଷ ହୋଇନାହିଁ। ଶପଥ ଗ୍ରହଣ କରିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ...

ଆମେରିକାରେ ଆଉ ଏକ ବିମାନ ଦୁର୍ଘଟଣା, ଜାଣନ୍ତୁ କେତେ ଲୋକଙ୍କର ହୋଇଛି ମୃତ୍ୟୁ

ଓ୍ବାଶିଂଟନ,୧୧।୨: ସୋମବାର (୧୦ ଫେବୃଆରୀ) ଅପରାହ୍ନରେ ଆରିଜୋନାର ସ୍କଟସଡେଲ ବିମାନବନ୍ଦରରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି, ଯେଉଁଥିରେ ଦୁଇଟି ଘରୋଇ ଜେଟ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଅତି କମରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ଏବଂ ଅନେକ ଆହତ...

ମୋଦିଙ୍କୁ ଦେଖି ଆଲିଙ୍ଗନ କଲେ ଫ୍ରାନ୍ସ ରାଷ୍ଟ୍ରପତି: ଡାକିଲେ ଡିନର

ନୂଆଦିଲ୍ଲୀ/ପ୍ୟାରିସ୍‌,୧୧।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନି ଦିନିଆ ଗସ୍ତରେ ଫ୍ରାନ୍ସରେ ପହଞ୍ଚିଛନ୍ତି। ଏଠାରେ ସେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକଁରଙ୍କ ସହ ‘ଏଆଇ ଆକ୍ସନ ସମିଟ୍‌’ରେ ସହ-ଅଧ୍ୟକ୍ଷତା କରିବେ ଏବଂ ତାଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା କରିବେ। ମୋଦି ‘ଏକ୍ସ’...

ଭାରତ ପାଇଁ ଚିନ୍ତାଜନକ

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୧୧ା୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ନିଜ ଦେଶକୁ ଆମଦାନୀ ହେବାକୁ ଥିବା ଷ୍ଟିଲ୍‌ ଓ ଆଲୁମିନିୟମ୍‌ ଉପରେ ୨୫% ଟାରିଫ୍‌ ଲଗାଇବାକୁ ଧମକ ଦେଇଛନ୍ତି। ସେ ଖୁବ୍‌ଶୀଘ୍ର ଏନେଇ ଘୋଷଣା କରିପାରନ୍ତି ବୋଲି କୁହାଯାଉଛି। ଟ୍ରମ୍ପ୍‌ ପ୍ରଶାସନ ତାଙ୍କର ଏହି...

‘ଗଲ୍ଫ ଅଫ୍‌ ମେକ୍ସିକୋ’ ଏବେ ‘ଗଲ୍ଫ ଅଫ୍‌ ଆମେରିକା’: ଟ୍ରମ୍ପ୍‌

ଓ୍ବାଶିଂଟନ୍‌,୧୧ା୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ‘ଗଲ୍ଫ ଅଫ୍‌ ମେକ୍ସିକୋ’ର ନାମ ପରିବର୍ତ୍ତନ କରି ଏହାକୁ ‘ଗଲ୍ଫ ଅଫ୍‌ ଆମେରିକା’ ରଖିଛନ୍ତି। ଟ୍ରମ୍ପ୍‌ ରବିବାର ଏ ସଂକ୍ରାନ୍ତରେ ଏକ ଏକ୍‌ଜିକ୍ୟୁଟିଭ୍‌ ଅର୍ଡରରେ ସ୍ବାକ୍ଷର କରି କହିଛନ୍ତି, ଏହି ନାମକରଣ ଦ୍ୱାରା...

ଏଆଇ ଆକ୍ସନ ସମିଟ୍‌: ଫ୍ରାନ୍ସ ଗସ୍ତରେ ମୋଦି

ପ୍ୟାରିସ୍‌/ନୂଆଦିଲ୍ଲୀ୍‌,୧୧ା୨: ୪ ଦିନିଆ ବିଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଫ୍ରାନ୍ସରେ ପହଞ୍ଚତ୍ଛନ୍ତି। ତାଙ୍କୁ ପ୍ୟାରିସ୍‌ରେ ଭାରତୀୟ ବଂଶୋଦ୍ଭବମାନେ ସ୍ବାଗତ କରିଛନ୍ତି। ଏଆଇ ଆକ୍ସନ ସମିଟ୍‌ରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ବେଲ ମାକ୍‌ରଁଙ୍କ ସହ ମୋଦି ସହଅଧ୍ୟକ୍ଷତା କରିବେ।...

ହାସିନାଙ୍କୁ ଭୟ ଘାରିଲା: ୟୁନୁସ୍‌ ନେଲେ ଏହି ନିଷ୍ପତ୍ତି, ବାଂଲାଦେଶରେ ହଇଚଇ

ଢାକା,୧୦।୨: ବାଂଲାଦେଶରେ ମହମ୍ମଦ ୟୁନୁସ୍‌ଙ୍କ ନେତୃତ୍ୱାଧୀନ ମଧ୍ୟବର୍ତ୍ତୀକାଳୀନ ସରକାର ଶେଖ ହାସିନାଙ୍କ ସମର୍ଥକଙ୍କ ବିରେଧରେ ଦମନ ଚକ୍ର ଆରମ୍ଭ କରିଛନ୍ତି। ବାଂଲାଦେଶ ସୁରକ୍ଷା ଏଜେନ୍ସିଗୁଡ଼ିକ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ନିର୍ଦ୍ଦେଶ ପରେ ‘ଅପରେସନ ଡେଭିଲ ହଣ୍ଟ’ ନାମକ ଏକ ଅପରେଶନ ଆରମ୍ଭ...

ମୋଦିଙ୍କ ଗସ୍ତ ପୂର୍ବରୁ ଟେନ୍‌ସନ୍‌ ବଢାଇଲେ ଟ୍ରମ୍ପ:ଭାରତକୁ ହେବ ବଡ଼ କ୍ଷତି

ନୂଆଦିଲ୍ଲୀ,୧୦।୨: ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଶୁଳ୍କ ସମ୍ପର୍କରେ ଏକ ନୂତନ ଘୋଷଣା କରିଛନ୍ତି। ଏହା ଭାରତ ସମେତ ଅନେକ ଦେଶକୁ ପ୍ରଭାବିତ କରିପାରେ। ଟ୍ରମ୍ପ କହିଛନ୍ତି, ସେ ଆମେରିକାର ସମସ୍ତ ଇସ୍ପାତ ଏବଂ ଆଲୁମିନିୟମ...

ରାଷ୍ଟ୍ରପତି ଟ୍ରମ୍ପଙ୍କ ଏହି ବଡ଼ ନିଷ୍ପତ୍ତି ଯୋଗୁ ଭାରତର ଚିନ୍ତା ବଢ଼ିଲା, ଏବେ ଆମେରିକା…

ନୂଆଦିଲ୍ଲୀ,୧୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାର ଆର୍ଥିକ ନୀତିକୁ ପରିବର୍ତ୍ତନ କରିବାକୁ ସ୍ଥିର କରିଛନ୍ତି। ଯେଉଁଠାରେ ଦେଶର ହିତ ରହିଛି ସେଠାରେ ହିଁ ବ୍ୟବସାୟ କରିବେ ବୋଲି ସ୍ପଷ୍ଟ କରି ସାରିଛନ୍ତି। ଏହି କ୍ରମରେ ଏବେ ଟ୍ରମ୍ପ ଷ୍ଟିଲ୍‌ ଏବଂ...

କ୍ଷେତ ଖୋଳିବାରୁ ମିଳିଲା ୪୯ ମୃତ ଦେହ, ଗୁଳିକରି କରାଯାଇଛି ହତ୍ୟା

କହିରା,୧୦।୨: ଆମେରିକା ଏବଂ ୟୁରୋପରେ, ଲୋକମାନେ ଏକ ଉନ୍ନତ ଜୀବନ ପାଇଁ ନିଜ ଦେଶ ଛାଡି ଚାଲି ଯାଉଛନ୍ତି। କିନ୍ତୁ ସେଠାରେ ସେମାନଙ୍କର ଅସୁବିଧା ଶେଷ ହେଉନାହିଁ। ସେମାନେ ବେଆଇନ ଉପାୟରେ ନିର୍ଯ୍ୟାତନାର ସମ୍ମୁଖୀନ ହୋଇଛନ୍ତି। ଅନେକ ସମୟରେ, ସେମାନଙ୍କୁ...

ମୋଦିଙ୍କ ସହ ସାକ୍ଷାତ୍‌ ପୂର୍ବରୁ ବଡ଼ ଘୋଷଣା କରିବେ ଟ୍ରମ୍ପ, କେତେକ ଦେଶକୁ ଲାଗିବ ଝଟକା

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୦।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବୃଆରୀ ୧୨ ଏବଂ ୧୩ ତାରିଖରେ ଆମେରିକା ଗସ୍ତରେ ଯିବେ। ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ସାକ୍ଷାତ କରିବେ। ଏହି ଦୁଇ ବଡ଼ ନେତାଙ୍କ...

ଟ୍ରମ୍ପ ଟାଓ୍ବାର ଭଳି ଗାଜାରେ ଫ୍ଲାଟ ନିର୍ମାଣ କରି ବିକିବାକୁ ଚାହୁଁଛନ୍ତି ଟ୍ରମ୍ପ? ଏମିତି ବୟାନରେ ରାଗିଲା ହମାସ

ଓ୍ବାଶିଂଟନ,୧୦।୨: ଗାଜା କ’ଣ? ସମଗ୍ର ବିଶ୍ୱ ପାଇଁ ଏହା ଏକ ଭୂମି ଖଣ୍ଡ ହୋଇପାରେ। ଯଦି ଆପଣ ଗାଜାରେ ରହୁଥିବା ପାଲେଷ୍ଟାଇନୀମାନଙ୍କୁ ପଚାରନ୍ତି, ତେବେ ଏହା ସ୍ବାଧୀନତା ସଂଗ୍ରାମର କେନ୍ଦ୍ର। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଗାଜାକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri