ଅନ୍ତର୍ଜାତୀୟ

ଚିନ୍ତାରେ ପାକିସ୍ତାନ! ଏବେ ମନେ ପଡୁଛି ଭାରତ, କହିଲା ଭାରତ ଆମର ଶତ୍ରୁ ହୋଇପାରେ ହେଲେ…

ଇସଲାମାବାଦ,୧୭।୧୦: ଚାରି ଦିନର ରକ୍ତପାତ ଏବଂ ସୀମାପାର ଆକ୍ରମଣ ପରେ, ଶେଷରେ ପାକିସ୍ତାନ ଏବଂ ତାଲିବାନ ମଧ୍ୟରେ ଏକ ଯୁଦ୍ଧବିରତି ହୋଇଛି। ବୁଧବାର (୧୫ ଅକ୍ଟୋବର, ୨୦୨୫) ସା ୬ଟାରେ କାର୍ଯ୍ୟକାରୀ ହୋଇଥିବା ଏହି ଯୁଦ୍ଧବିରତି ଅସ୍ଥାୟୀ ଆଶ୍ୱସ୍ତି ପ୍ରଦାନ କରିଛି,…

ଭାରତ ଉପରେ ସବୁ ଦୋଷ ଲଦିଲା ପାକିସ୍ତାନ: ଶେହବାଜ କହିଲେ, ଭାରତ କଥାରେ ପଡ଼ି…

ଇସଲାମାବାଦ୍‌,୧୭।୧୦: ତାଲିବାନ ପାକିସ୍ତାନ ପାଇଁ ଏକ କଣ୍ଟା ପାଲଟିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଅସୁବିଧାରେ ପଡ଼ିଛନ୍ତି। ଭାରତ ସମ୍ମୁଖରେ ନିଜକୁ ଦେଖାଇବାକୁ ବିଫଳ ହୋଇଥିବା ପାକିସ୍ତାନ ଏବେ ଆଫଗାନିସ୍ତାନ ଆଗରେ ଆଣ୍ଠୁମାଡ଼ି ବସିଛି। ତାଲିବାନର ନିରନ୍ତର ଆକ୍ରମଣ ପରେ, ଶରିଫ…

ଭୟଙ୍କର ଭୂକମ୍ପରେ ଥରି ଉଠିଲା ଫିଲିପାଇନ୍ସ, ଘରୁ ବାହାରକୁ ଦୌଡିଲେ ଲୋକେ

ମାନିଲା,୧୭।୧୦: ଫିଲିପାଇନ୍ସରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଶୁକ୍ରବାର (ଅକ୍ଟୋବର ୧୭, ୨୦୨୫) ମିଣ୍ଡାନାଓ ଅଞ୍ଚଳରେ ୬.୧ ତୀବ୍ରତାର ଭୂମିକମ୍ପ ରେକର୍ଡ କରାଯାଇଛି, ଯାହା ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓସାଇନ୍ସ (GFZ) ଦ୍ୱାରା ନିଶ୍ଚିତ କରାଯାଇଛି। ଗୋଟିଏ ସପ୍ତାହ…

ଅଢେଇ ଘଣ୍ଟା ପୁଟିନଙ୍କ ସହ ଫୋନରେ ଗପିଲେ ଟ୍ରମ୍ପ: ଆଉ ତା’ପରେ ଘଟିଗଲା..

ଓ୍ବାଶିଂଟନ୍‌,୧୭।୧୦: ରୁଷିଆ-ୟୁକ୍ରେନ ବିବାଦ ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭ୍ଲାଦିମିର ପୁଟିନ ପୁଣି ଥରେ ଆଲୋଚନା କରିଛନ୍ତି। ହମାସକୁ ଧମକ ଦେବା ପରେ, ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କୁ ସିଧାସଳଖ ଫୋନ କରିଥିଲେ। ଫୋନ କଥାବାର୍ତ୍ତା…

ଟ୍ରମ୍ପଙ୍କ ପୁଟିନ ପ୍ରେମ! ଜେଲନସ୍କିଙ୍କୁ ଭେଟିବା ପୂର୍ବରୁ ପୁଟିନଙ୍କ ସହ କଥା ହେବେ ଟ୍ରମ୍ପ, ଏହା କେମିତିକା ଖେଳ ଜାଣନ୍ତୁ

ଓ୍ବାଶିଂଟନ,୧୬।୧୦: ସମଗ୍ର ବିଶ୍ୱ ଆମେରିକା ରାଷ୍ଟ୍ରପତିଙ୍କ ମନରେ କ’ଣ ଚାଲିଛି ତାହା ବୁଝିବାକୁ ଚେଷ୍ଟା କରୁଛି, ବିଶେଷକରି ୟୁରୋପୀୟ ଦେଶଗୁଡ଼ିକ… କାରଣ ରୁଷିଆ-ୟୁକ୍ରେନ ବିବାଦ ଉପରେ ତାଙ୍କର ନିରନ୍ତର ପରିବର୍ତ୍ତନ ଅନେକ ପ୍ରଶ୍ନ ସୃଷ୍ଟି କରୁଛି। ଗୋଟିଏ ପଟେ, ସେ ରୁଷିଆକୁ…

ତାଲିବାନ ଭୟରେ ଟ୍ରମ୍ପ ଶରଣରେ ପଶିଲା ପାକିସ୍ତାନ, ଭାରତ ବିରୋଧରେ କଲା ଅଭିଯୋଗ

ନୂଆଦିଲ୍ଲୀ,୧୬ା୧୦: ଆଫଗାନିସ୍ତାନର ତାଲିବାନ ସହ ଅସ୍ଥାୟୀ ଶାନ୍ତି ଚୁକ୍ତି ଉପରେ ଚିନ୍ତିତ ପାକିସ୍ତାନ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହାୟତା ମାଗିଛି। ଗତ ସପ୍ତାହରେ ସୀମାନ୍ତରେ ସଂଘର୍ଷ ଓ ପାକିସ୍ତାନୀୟ ବାୟୁସେନା ଆକ୍ରମଣରେ ଉଭୟକୁ ପ୍ରାୟ ଡଜନ୍‌ ଲୋକ ପ୍ରାଣ ହରାଇଛନ୍ତି।…

ୟୁନୁସଙ୍କୁ ବଡ଼ ଚେତାବନୀ ଦେଲେ ପୂର୍ବତନ ପ୍ରଧାନମନ୍ତ୍ରୀ

ଢାକା,୧୬।୧୦: ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ନେତୃତ୍ୱାଧୀନ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କୁ ସାମରିକ ବାହିନୀ ସହିତ କୌଣସି ସଂଘର୍ଷ ଏଡାଇବାକୁ ପରାମର୍ଶ ଦେଇଛି। ଜିଆ ୟୁନୁସଙ୍କୁ ଚେତାବନୀ ଦେଇଛନ୍ତି ଯେ…

କପିଲ ଶର୍ମାଙ୍କ କାଫେ ଉପରେ ଆକ୍ରମଣ, ଏଥିପାଇଁ ନିଜକୁ ଦାୟୀ କଲା ଲରେନ୍ସ ଗ୍ୟାଙ୍ଗ

ଓଟାଓ୍ବା,୧୬।୧୦: ପ୍ରସିଦ୍ଧ ହାସ୍ୟ ଅଭିନେତା କପିଲ ଶର୍ମାଙ୍କ କାନାଡାସ୍ଥିତ କ୍ୟାପ୍ସ କାଫେକୁ ପୁଣିଥରେ ଟାର୍ଗେଟ କରାଯାଇଛି। ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ଏହି ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିଛି। ଏହା ଉଲ୍ଲେଖନୀୟ ଯେ ନିକଟ ଅତୀତରେ କପିଲ ଶର୍ମାଙ୍କ କାନାଡିଆନ…

‘ଯଦି ରୁଷିଆର ତୈଳ କ୍ରୟ ଉପରେ କଟକଣା ଲଗାଯାଏ, ତା’ ହେଲେ’, ଆମେରିକାକୁ କଡ଼ା ଜବାବ ଦେଲା ଚାଇନା

ବେଜିଂ,୧୬।୧୦: ରୁଷିଆରୁ ତେଲ କିଣିବା ପାଇଁ ଚାଇନା ଉପରେ ଆମେରିକାର ଚାପ ମଧ୍ୟରେ, ଚାଇନା ଏହାର ତୈଳ ଆମଦାନୀକୁ ସମ୍ପୂର୍ଣ୍ଣ ବୈଧ ଏବଂ ଆଇନଗତ ଘୋଷଣା କରିଛି ଏବଂ ଯଦି ବେଜିଂର ସ୍ବାର୍ଥ କ୍ଷତିଗ୍ରସ୍ତ ହୁଏ ତେବେ କଠୋର ପ୍ରତିଶୋଧମୂଳକ ପଦକ୍ଷେପ…

‘ପାକିସ୍ତାନଠାରୁ ଲାଞ୍ଚ ନେଇ ଭାରତ ସହ ସମ୍ପର୍କ ବିଗାଡିଲେ ଟ୍ରମ୍ପ’, ଏମିତି ବୟାନ ଦେଇ ଚମକାଇ ଦେଲେ ପୂର୍ବତନ ରାଷ୍ଟ୍ରଦୂତ

ଓ୍ବାଶିଂଟନ,୧୬।୧୦: ପୂର୍ବତନ ଆମେରିକା ରାଷ୍ଟ୍ରପତି ବାରାକ ଓବାମାଙ୍କ ଚିଫ ଅଫ ଷ୍ଟାଫ ଏବଂ ଜାପାନରେ ପୂର୍ବତନ ଆମେରିକୀୟ ରାଷ୍ଟ୍ରଦୂତ ରାହମ ଇମାନୁଏଲ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସେ ଗୁରୁବାର (ଅକ୍ଟୋବର ୧୬) କହିଛନ୍ତି ଯେ ଟ୍ରମ୍ପ ଭାରତ-ଆମେରିକା…

ଭାରତକୁ ନେଇ ବଡ଼ କଥା କହିଦେଲା ରୁଷିଆ: ଆମେରିକାକୁ ଲାଗିଲା ଝଟ୍‌କା

ମସ୍କୋ,୧୬।୧୦: ଭାରତ ଆଉ ରୁଷିଆଠାରୁ ତେଲ କିଣିବ ନାହିଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଦାବି କରିଛନ୍ତି। ମସ୍କୋ ଏହି ମାମଲାରେ ପ୍ରତିକ୍ରିୟା ଦେଇଛି। ଭାରତରେ ଅବସ୍ଥାପିତ ରୁଷିଆ ରାଷ୍ଟ୍ରଦୂତ ଡେନିସ ଆଲିପୋଭ କହିଛନ୍ତି, ଭାରତର ଅର୍ଥନୀତିକୁ ରୁଷିଆ ତେଲ…

ଆମେରିକା ପରେ ଭାରତକୁ ଝଟ୍‌କା ଦେଲା ବ୍ରିଟେନ୍‌: ଲାଗିଲା ବ୍ୟାନ୍‌

ନୂଆଦିଲ୍ଲୀ,୧୬।୧୦: ବ୍ରିଟେନ ରୁଷିଆ ବିରୋଧରେ ଏହାର ଆର୍ଥିକ ପଦକ୍ଷେପକୁ ଆହୁରି କଠୋର କରି ଏକ ବଡ଼ ନିଷ୍ପତ୍ତି ନେଇଛି। ଏଥର କେବଳ ରୁଷିଆ ନୁହେଁ ବରଂ ଭାରତ ଏବଂ ଚାଇନାର କିଛି ତୈଳ କମ୍ପାନୀ ମଧ୍ୟ ଟାର୍ଗେଟରେ ଅଛନ୍ତି। ୟୁକ୍ରେନରେ ଚାଲିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?