ଅନ୍ତର୍ଜାତୀୟ

ନୂଆ କାର୍‌ କିଣିବାକୁ ଯାଉଛନ୍ତି ଡୋନାଲ୍ଡ ଟ୍ରମ୍ପ, ସୋସିଆଲ ମିଡିଆରେ ଶେୟାର କରି କହିଲେ…

ଓ୍ବାଶିଂଟନ୍‌,୧୧।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଘୋଷଣା କରିଛନ୍ତି ଯେ ସେ ଏକ ନୂତନ ଟେସଲା କାର୍‌ କିଣିବାକୁ ଯୋଜନା କରୁଛନ୍ତି, ଯାହାକୁ ସେ ବୁଧବାର ସକାଳେ କିଣିବେ। ଟ୍ରମ୍ପ ଏଲନ ମସ୍କଙ୍କ ସମର୍ଥନରେ ଟେସଲା କାର୍‌ କିଣିବା...

ଏହି ଦେଶକୁ କୁହାଯାଏ ମିନି ଇଣ୍ଡିଆ: ଜାଣନ୍ତୁ ଏ ବିଷୟରେ ରୋଚକ ତଥ୍ୟ

ପୋର୍ଟ ଲୁଇସ୍‌,୧୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମରିସସରେ ପହଞ୍ଚିଛନ୍ତି। ଏଠାରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ମରିସସ ପ୍ରଧାନମନ୍ତ୍ରୀ ନବୀନଚନ୍ଦ୍ର ରାମଗୁଲାମ ନିଜେ ପ୍ରଧାନମନ୍ତ୍ରୀଙ୍କୁ ବିମାନବନ୍ଦରରେ ସ୍ବାଗତ କରିଥିଲେ। ପ୍ରଧାନମନ୍ତ୍ରୀ ସେଠାରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରିବା ପାଇଁ...

ନେପାଳ ସଡ଼କରେ ଯୋଗୀ ଆଦିତ୍ୟନାଥଙ୍କ ପୋଷ୍ଟର ଧରି କାହିଁକି ବୁଲିଲେ ଲୋକେ, ଜାଣନ୍ତୁ ଏହା ପଛର ବିବାଦ

କାଠମାଣ୍ଡୁ,୧୧।୩: ନେପାଳରେ ଏକ ବଡ଼ ରାଜନୈତିକ ଅସ୍ଥିରତା ମଧ୍ୟରେ, ପୂର୍ବତନ ରାଜା ଜ୍ଞାନେନ୍ଦ୍ର କାଠମାଣ୍ଡୁରେ ଏକ ଦୃଢ଼ ପ୍ରତ୍ୟାବର୍ତ୍ତନ କରିଛନ୍ତି। ରବିବାର ଯେତେବେଳେ ଜ୍ଞାନେନ୍ଦ୍ର ପୋଖରାରୁ କାଠମାଣ୍ଡୁ ବିମାନବନ୍ଦରରେ ପହଞ୍ଚିଲେ, ତାଙ୍କୁ ସ୍ବାଗତ କରିବା ପାଇଁ ୧୦ହଜାରରୁ ଅଧିକ ନେପାଳୀ...

ପୂର୍ବତନ ରାଷ୍ଟ୍ରପତିଙ୍କୁ ବିମାନବନ୍ଦରରୁ ଗିରଫ କଲା ପୋଲିସ

ମାନିଲା,୧୧।୩: ଫିଲିପାଇନ୍ସର ପୂର୍ବତନ ରାଷ୍ଟ୍ରପତି ରୋଡ୍ରିଗୋ ଡୁଟେର୍ଟେଙ୍କୁ ଗିରଫ କରାଯାଇଛି। ମାନବତା ବିରୋଧୀ ଅପରାଧ ମାମଲାରେ ଦୁତେର୍ତ୍ତେଙ୍କୁ ଗିରଫ କରାଯାଇଛି। ଅନ୍ତର୍ଜାତୀୟ ଅପରାଧ ଅଦାଲତ (ICC) ଗିରଫ ନିର୍ଦ୍ଦେଶ ଦେବା ପରେ ଫିଲିପାଇନ୍ସ ପୋଲିସ ମଙ୍ଗଳବାର ପୂର୍ବତନ ରାଷ୍ଟ୍ରପତି ରୋଡ୍ରିଗୋ...

ପାକିସ୍ତାନକୁ ଲାଗିଲା ବଡ଼ ଝଟକା, ରାଷ୍ଟ୍ରଦୂତଙ୍କୁ ପ୍ରବେଶ ଅନୁମତି ଦେଲା ନାହିଁ ଆମେରିକା

ଓ୍ବାଶିଂଟନ,୧୧।୩: ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ନେବା ପରଠାରୁ, ଡୋନାଲ୍ଡ ଟ୍ରମ୍ପ ପ୍ରବାସ ନିୟମ ଉପରେ ବହୁତ କଠୋର ଆଭିମୁଖ୍ୟ ଗ୍ରହଣ କରୁଛନ୍ତି। ଏହି ସମୟରେ, ତୁର୍କମେନିସ୍ତାନରେ ପାକିସ୍ତାନର ରାଷ୍ଟ୍ରଦୂତଙ୍କୁ ଆମେରିକାରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇନଥିଲା ଏବଂ ତାଙ୍କୁ...

‘ମିନି ଇଣ୍ଡିଆ’ରେ ମୋଦିଙ୍କୁ ଭବ୍ୟ ସ୍ବାଗତ, ମରିସସର ପ୍ରଧାନମନ୍ତ୍ରୀଙ୍କ ସମେତ ଉପସ୍ଥିତ ଥିଲେ ସମସ୍ତ ମନ୍ତ୍ରୀ

ବୋର୍ଟ ଲାଉସି,୧୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମରିସସରେ ପହଞ୍ଚିଛନ୍ତି। ସେଠରେ ତାଙ୍କୁ ବିମାନବନ୍ଦରରେ ଭବ୍ୟ ସ୍ବାଗତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଗସ୍ତର ଉଦ୍ଦେଶ୍ୟ ହେଉଛି ଭାରତ ଏବଂ ମରିସସ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା ଏବଂ...

X ଉପରେ ସାଇବର ଆଟାକ୍‌ ପଛରେ ଅଛି ଏହି ଦେଶ! ଏଲନ ମସ୍କଙ୍କ ବଡ଼ ଦାବି

ଓ୍ବାଶିଂଟନ,୧୧।୩: ସାରା ବିଶ୍ୱରେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ସର୍ଭର ହୋଇଯାଛି। ଫଳରେ ୟୁଜର୍ସମାନେ ନାହିଁ ନ ଥିବା ଅସୁବିଧାର ସାମ୍ନା କରୁଛନ୍ତି। ଆମେରିକାର DOGE ବିଭାଗର ମୁଖ୍ୟ ଏଲନ ମସ୍କ ଦାବି,ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (ଟୱିଟର)...

ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ପୁଣି ଡାଉନ୍‌, ପୋଷ୍ଟ ଆକ୍ସେସ କରିପାରୁନାହାଁନ୍ତି ହଜାର ହଜାର ଉପଭୋକ୍ତା

ନୂଆଦିଲ୍ଲୀ,୧୦।୩: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ପୁଣିଥରେ ବନ୍ଦ ହୋଇଯାଇଛି, ହଜାର ହଜାର ଉପଭୋକ୍ତା ପୋଷ୍ଟ ଆକ୍ସେସ କରିପାରୁନାହାଁନ୍ତି। ସୋମବାର ଏକ୍ସ ଦୁଇଥର ଡାଉନ୍‌ ହୋଇଛି। ପ୍ରଥମ ଥର ପାଇଁ ଅପରାହ୍ନ ପ୍ରାୟ ୩ଟା ଆଉ ଏବେ ଦ୍ୱିତୀୟ ଥର...

ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରି ଏତିକି କୋଟି କ୍ଷତି ସହିଲା ପାକିସ୍ତାନ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୩: ରବିବାର ଚାମ୍ପୟନ୍ସ ଟ୍ରଫିର ଫାଇନାଲ ମ୍ୟାଚ ନ୍ୟୁଜିଲାଣ୍ଡ ଏବଂ ଭାରତ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ୪ ଉଇକେଟ୍‌ରେ ପରାସ୍ତ କରି ଟ୍ରଫି ହାତେଇଛି। ଭାରତର ଏହି ବିଜୟ ପାକିସ୍ତାନକୁ ଗଭୀର ଆଘାତ ଦେଇଛି। ଏହି...

ଭାରତ ପାଇଁ ଖୁସି ଖବର! Mark Carney କାନାଡ଼ାର ନୂଆ ପ୍ରଧାନମନ୍ତ୍ରୀ

ଓଟାଓ୍ବା,୧୦।୩: ବ୍ୟାଙ୍କ ଅଫ କାନାଡା ଏବଂ ବ୍ୟାଙ୍କ ଅଫ ଇଂଲଣ୍ଡର ପୂର୍ବତନ ଗଭର୍ଣ୍ଣର ମାର୍କ କାର୍ନିଙ୍କୁ କାନାଡାର ନୂତନ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ କରାଯାଇଛି। ସେ ଜଷ୍ଟିନ ଟ୍ରୁଡୋଙ୍କ ସ୍ଥାନ ନେବେ। ୫୯ ବର୍ଷୀୟ କାର୍ନି ୮୫.୯ ପ୍ରତିଶତ ଭୋଟ...

ନ୍ୟୁୟର୍କର ଲଙ୍ଗ୍‌ ଆଇଲାଣ୍ଡରେ ଲାଗିଲା ନିଆଁ: ଜରୁରୀ ସ୍ଥିତି ଜାରି

ନ୍ୟୁୟର୍କ,୯।୩: ଆମେରିକାର ନ୍ୟୁୟର୍କ ଅନ୍ତର୍ଗତ ଲଙ୍ଗ୍‌ ଆଇଲାଣ୍ଡରେ ନିଆଁ ଯୋଗୁ ଧୂଆଁର ଘନ ଆସ୍ତରଣ ଅଞ୍ଚଳକୁ ଆଚ୍ଛାଦିତ କରି ରଖିଛି। ଫଳରେ ନ୍ୟୁୟର୍କ ଗଭର୍ନର କାଥି ହୋଚୁଲ୍‌ ସେଠାରେ ଜରୁରୀ ସ୍ଥିତି ଘୋଷଣା କରିଛନ୍ତି। ନିଆଁ ଭୟରେ ପ୍ରମୁଖ ରାଜପଥଗୁଡ଼ିକୁ...

କୋଭିଡ୍‌ ଲୁଚାଇଥିଲା ଚାଇନା: ୨୪ ବିଲିୟନ ଡଲାର ଜରିମାନା କଲେ ବିଚାରପତି

ଓ୍ବାଶିଂଟନ,୯।୩: କୋଭିଡ୍‌-୧୯ ମହାମାରୀକୁ ଲୁଚାଇବା ଏବଂ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ)କୁ ଗଚ୍ଛିତ କରି ରଖିବାର ମନୋମୁଖୀ କାର୍ଯ୍ୟ ପାଇଁ ଚାଇନା ସରକାର ଦାୟୀ ବୋଲି ଆମେରିକା ମିସୌରୀ ରାଜ୍ୟର ଜଣେ ବିଚାରପତି କହିଛନ୍ତି। ୨୦୧୯ରେ ଚାଇନାରୁ ଉତ୍ପନ୍ନ ଏହି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri