ଅନ୍ତର୍ଜାତୀୟ

ଟ୍ରମ୍ପଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟକ୍ତିଗତ ସମ୍ପର୍କ ‘ଏବେ ନାହିଁ’, ବିଶ୍ୱ ନେତାଙ୍କୁ ଚେତାବନୀ

ନ୍ୟୁୟର୍କ/ୱାଶିଂଟନ,୫।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବ୍ୟକ୍ତିଗତ ସମ୍ପର୍କ ବହୁତ ଭଲ ଥିଲା, କିନ୍ତୁ “ଏବେ ତାହା ନାହିଁ,” ବୋଲି ଆମେରିକାର ପୂର୍ବତନ ଜାତୀୟ ସୁରକ୍ଷା ଉପଦେଷ୍ଟା ଜନ ବୋଲ୍ଟନ କହିଛନ୍ତି। ସେ ଚେତାବନୀ…

SCOରୁ ଶେହବାଜ-ମୁନିର ଫେରିବା ପରେ ଚାଇନା ନେଲା ଏମିତି ନିଷ୍ପତ୍ତି, ଟେନସନରେ ଭାରତ

ବେଜିଂ,୪।୯: ଚାଇନା ଏବଂ ପାକିସ୍ତାନ ସୁରକ୍ଷା ଏବଂ ପ୍ରତିରକ୍ଷା ସହଯୋଗକୁ ଆହୁରି ମଜବୁତ କରିବାକୁ ଏବଂ ଆତଙ୍କବାଦକୁ ଦୂର କରିବା ପାଇଁ ମିଳିତ ଭାବରେ କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସୂଚନା ଗୁରୁବାର (ସେପ୍ଟେମ୍ବର ୪)ରେ ଚାଇନା ସରକାରୀ ଏଜେନ୍ସି…

ରିପୋର୍ଟରଙ୍କୁ ନୂଆ ଚାକରି ଖୋଜିବାକୁ କାହିଁକି କହିଲେ ଟ୍ରମ୍ପ? ଜାଣନ୍ତୁ ଏହା ପଛର ବଡ଼ କାରଣ

ଓ୍ବାଶିଂଟନ,୪।୯: ରୁଷିଆ ବିଷୟରେ ପଚରାଯାଇଥିବା ଏକ ପ୍ରଶ୍ନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରାଗିଗଲେ। ଏହା ପରେ ସେ ପ୍ରଶ୍ନ ପଚାରୁଥିବା ସାମ୍ବାଦିକଙ୍କୁ ନୂଆ ଚାକିରି ଖୋଜିବାକୁ କହିଲେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ ହାଉସରେ ପୋଲାଣ୍ଡର ରାଷ୍ଟ୍ରପତି କାରୋଲ…

ସରିଫ ପରିବାର ସହ ମୁନିର କରୁଛନ୍ତି ଏମିତି ପ୍ଲାନ ଇମ୍ରାନଙ୍କ ଭାଗରେ ଲାଗିବ ‘ତାଲା’!

ଇସଲାମାବାଦ,୪।୯: ପାକିସ୍ତାନର ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଏକ ଗୁପ୍ତ ରଣନୀତି ଉପରେ ଆଲୋଚନା କରୁଛନ୍ତି ଯାହାର ଲକ୍ଷ୍ୟ ୨୦୩୦ ପର୍ଯ୍ୟନ୍ତ ଦେଶର କ୍ଷମତା ଉପରେ ସେମାନଙ୍କର ପ୍ରଭାବ ବଜାୟ ରଖିବା।…

ଭୟରେ ଥରିଲେଣି ଟ୍ରମ୍ପ! ଭାରତ ଉପରେ ଲଗାଇଥିବା ଟାରିଫକୁ ନେଇ କୋର୍ଟଙ୍କ ସାମ୍ନାରେ କରୁଛନ୍ତି ବାହାନା

ଓ୍ବାଶିଂଟନ,୪।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୁପ୍ରିମକୋର୍ଟରେ ଫେଡେରାଲ କୋର୍ଟର ନିଷ୍ପତ୍ତିକୁ ଗୁରୁବାର (ସେପ୍ଟେମ୍ବର ୪, ୨୦୨୫) ରେ ଚ୍ୟାଲେଞ୍ଜ କରିଥିଲେ, ଯେଉଁଥିରେ କୁହାଯାଇଥିଲା ଯେ ଆମେରିକାର ରାଷ୍ଟ୍ରପତିଙ୍କ ବିଦେଶୀ ଆମଦାନୀ ଉପରେ ଶୁଳ୍କ ଲଗାଇବାର ଅଧିକାର ନାହିଁ। ଏଠାରେ ଟ୍ରମ୍ପ…

ପ୍ରତିଥର ବୈଠକ ପରେ କାହିଁକି ସଫା କରାଯାଏ କିମ ଜଙ୍ଗ ଉନଙ୍କ ଚୌକି? ଏହା ପଛର କାହାଣୀ ସ୍ବତନ୍ତ୍ର

ପୋଙ୍ଗୟାଙ୍ଗ,୪।୯: ଉତ୍ତର କୋରିଆର ଏକଛତ୍ରବାଦୀ କିମ ଜୋଙ୍ଗ ଉନ ବର୍ତ୍ତମାନ ଚାଇନା ଗସ୍ତରେ ଅଛନ୍ତି। କିମ ଚାଇନାର ବେଜିଂରେ ସାମରିକ ପରେଡରେ ମଧ୍ୟ ଯୋଗ ଦେଇଥିଲେ। ବେଜିଂ ଗସ୍ତ ସମୟରେ ସେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଥିଲେ। ଏହି ସାକ୍ଷାତର…

ଅପରେଶନ ସିନ୍ଦୂରରେ ନଷ୍ଟ ହୋଇଥିବା ଏୟାରବେସକୁ ପୁଣିଥରେ ସଜାଡିଲାଣି ପାକିସ୍ତାନ, ସାମ୍ନାକୁ ଆସିଲା ଫଟୋ

ଇସଲାମାବାଦ,୪।୯: ଭାରତୀୟ ବାୟୁସେନା ଅପରେଶନ ସିନ୍ଦୂର ସମୟରେ ପାକିସ୍ତାନକୁ ଉଚିତ ଜବାବ ଦେଇଥିଲା। ବାୟୁସେନା ପାକିସ୍ତାନୀ ସେନାର ଅନେକ ଏୟାରବେସକୁ ଟାର୍ଗେଟ କରିଥିଲା। ଏଥିରେ ନୁରଖାନ ଏୟାରବେସ ମଧ୍ୟ ଅନ୍ତର୍ଭୁକ୍ତ। ପାକିସ୍ତାନ ଏହି ଏୟାରବେସକୁ ପୁଣି ଥରେ ପ୍ରସ୍ତୁତ କରିବା ଆରମ୍ଭ…

ମାଲାମାଲ ଆମେରିକା: ସୃଷ୍ଟି କଲା ନୂଆ ରେକର୍ଡ

ଓ୍ବାଶିଂଟନ୍‌,୪।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍‌ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଥାଇପାରେ, କିନ୍ତୁ ଆମେରିକା ଏଥିରୁ ବିପୁଳ ଲାଭ କରୁଛି। ଅଗଷ୍ଟ ମାସରେ, ଆମେରିକା ଟାରିଫ୍‌ରୁ ରାଜସ୍ବ ବୃଦ୍ଧି ପାଇ ୩୧ ବିଲିୟନ ଡଲାର ହୋଇଛି, ଯାହା ୨୦୨୫ରେ…

ପୁଅ ଥାଉ ଥାଉ ଝିଅକୁ କାହିଁକି ଉତ୍ତରାଧିକାରୀ ପାଇଁ ବାଛିଲେ ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ

ବେଜିଂ,୪।୯: ବେଜିଂ ଗସ୍ତରେ ଥିବା କିମ ଜୋଙ୍ଗ ଉନଙ୍କ ଝିଅ କିମ ଜୋ ଆହ ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ୧୫ ବର୍ଷୀୟା କିମ ଜୋ ଆହଙ୍କୁ ଉତ୍ତର କୋରିଆର ଏକଛତ୍ରବାଦୀଙ୍କ ଉତ୍ତରାଧିକାରୀ ବୋଲି ବିବେଚନା କରାଯାଏ। କିମ ଜୁ ଆହଙ୍କୁ…

ଅମର ହେବାକୁ ଯୋଜନା କରୁଛନ୍ତି ପୁଟିନ୍‌-ଜିନପିଙ୍ଗ, ହଟ୍ ମାଇକ୍‌ରେ ଧରାପଡ଼ିଲା ଆଲୋଚନା

ବେଜିଂ,୩।୯: ବୁଧବାର ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଓ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଉତ୍ତର କୋରିଆର କିମ୍‌ ଜୋଙ୍ଗ୍‌-ଉନ୍‌ ସହ ବେଜିଂରେ ଦ୍ୱିତୀୟ ବିଶ୍ୱଯୁଦ୍ଧର ୮୦ତମ ବାର୍ଷିକୀ ଅବସରରେ ସାମରିକ ପରେଡ୍‌ ଦେଖିବାକୁ ଯାଉଥିବା ବେଳେ ଏକ ହଟ୍ ମାଇକ୍‌ରେ…

ଭାରତ ଟାରିଫ୍‌ରେ ଆମକୁ ହତ୍ୟା କରୁଛି: ପୁଣି ଧମକାଇଲେ ଟ୍ରମ୍ପ

ନୂଆଦିଲ୍ଲୀ,୩।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ ଭାରତକୁ ବାରମ୍ବାର ବାଣିଜ୍ୟ ଚୁକ୍ତି ପାଇଁ ଧମକାଇବା ନୀତି ଉପରେ ଜୋର ଦେଉଛନ୍ତି। ସେ ଭାରତକୁ ବିଶ୍ୱର “ସବୁଠାରୁ ଅଧିକ ଟାରିଫ୍‌ଯୁକ୍ତ ଦେଶ” କହିଛନ୍ତି ଏବଂ ନୂଆଦିଲ୍ଲୀ କୌଣସି ଟାରିଫ୍‌ ଲାଗୁ ନ କରିବାର…

ବୁଡ଼ିବା ପରିସ୍ଥିତିରେ ଆମେରିକା: ମାନ୍ଦାବସ୍ଥାର ଦ୍ୱାରଦେଶରେ ବିଶ୍ୱକୁ ‘ଦାଦାଗିରି’ ଦେଖାଉଥିବା ୟୁଏସ୍‌

ଓ୍ବାଶିଂଟନ୍‌,୩।୯: ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଫେରିବା ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲଗାତାର ଏପରି ନିଷ୍ପତ୍ତି ନେଉଛନ୍ତି,ଯାହା ବିଶ୍ୱ ଅର୍ଥନୀତିରେ ଏକ ବଡ଼ ହଇଚଇ ସୃଷ୍ଟି କରିଛି। ‘ଆମେରିକୀୟ ପ୍ରଥମ’ ସ୍ଲୋଗାନ ଦେବାର ଟ୍ରମ୍ପଙ୍କ ପଦକ୍ଷେପ ଏବେ ବିପରୀତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri