ଅନ୍ତର୍ଜାତୀୟ

ଜିନପିଙ୍ଗଙ୍କୁ ନେଇ ବଡ଼ ଖୁଲାସା କଲେ ଟ୍ରମ୍ପ, କହିଲେ ମୁଁ କେବେ ବି…

ବେଜିଂ,୬।୧୧: ଗତ ମାସରେ ଦକ୍ଷିଣ କୋରିଆର ବୁସାନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚାଇନାନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସାକ୍ଷାତ ହୋଇଥିଲା। ସେମାନଙ୍କ ସାକ୍ଷାତ ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଧୁରିବାରେ ଲାଗିଛି। ଏହି ସମୟରେ ଟ୍ରମ୍ପଙ୍କ ବିଷୟରେ…

ନ୍ୟୁୟର୍କରେ ଇତିହାସ ରଚିଥିବା ମେୟର ମାମଦାନିଙ୍କର ରହିଛି ଓଡ଼ିଶା ସହ ଏକ ଭିନ୍ନ ସମ୍ପର୍କ

ନ୍ୟୁୟର୍କ/ଭୁବନେଶ୍ୱର,୫।୧୧: ଡେମୋକ୍ରାଟିକ ସୋସିଆଲିଷ୍ଟ ଜୋହରାନ ମାମଦାନି ନିର୍ବାଚନ ଦିନ ଇତିହାସ ରଚିଥିଲେ କାରଣ ସେ ନ୍ୟୁୟର୍କ ସିଟି ମେୟର ପାଇଁ ନିକଟରୁ ଦେଖାଯାଇଥିବା ଲଢ଼େଇରେ ବିଜୟୀ ହୋଇ, ଆମେରିକାର ସବୁଠାରୁ ବଡ଼ ସହର ନେତୃତ୍ୱ ନେବା ପାଇଁ ନିର୍ବାଚିତ ହୋଇଥିବା ପ୍ରଥମ…

ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା ଦେଲେ ଭାରତୀୟ, ବିଶ୍ୱରେ ଚହଳ

ନୂଆଦିଲ୍ଲୀ,୫।୧୧: ଆମେରିକାର ସବୁଠାରୁ ବଡ଼ ଏବଂ ପ୍ରଭାବଶାଳୀ ସହର ନ୍ୟୁୟର୍କରେ ଇତିହାସ ରଚିଛି। ଭାରତୀୟ ବଂଶୋଦ୍ଭବ ଡେମୋକ୍ରାଟିକ ପ୍ରାର୍ଥୀ ଜୋହରାନ ମାମଦାନି ମେୟର ନିର୍ବାଚନରେ ଏକ ବଡ଼ ବିଜୟ ହାସଲ କରିଛନ୍ତି। ଏହି ବିଜୟ ସହିତ, ସେ ଗତ 100 ବର୍ଷ…

ନ୍ୟୁୟର୍କ ମେୟରଙ୍କ ତୁଳନାରେ ଭାରତୀୟ ମେୟର କେତେ ଅଧିକ ଶକ୍ତିଶାଳୀ? ଜାଣନ୍ତୁ କାହାର ଅଧିକ ପାଓ୍ବାର

ନ୍ୟୁୟର୍କ,୫।୧୧: ନ୍ୟୁୟର୍କ ସିଟି ମେୟର ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। 34 ବର୍ଷୀୟ ଭାରତୀୟ-ଆମେରିକୀୟ ଜୋହରାନ ମାମଦାନୀ ନିର୍ବାଚନରେ ବିଜୟୀ ହୋଇଛନ୍ତି ଏବଂ ନ୍ୟୁୟର୍କ ଇତିହାସରେ ପ୍ରଥମ ମୁସଲିମ ଭାବେ ମେୟର ପଦ ଗ୍ରହଣ କରିଛନ୍ତି। ଏଥିରେ ଏକ ପ୍ରଶ୍ନ ଉଠିଥାଏ…

ଭିକ୍ଟ୍ରି ସ୍ପିଚରେ କାହିଁକି ନେହେରୁଙ୍କ କଥା ମନେ ପକାଇଲେ ମାମଦାନି? ଜାଣନ୍ତୁ ଏହାର ବଡ଼ କାରଣ

ଓ୍ବାଶିଂଟନ,୫।୧୧: ନ୍ୟୁୟର୍କ ସହରର ନୂତନ ମେୟର ଜୋହରାନ ମାମଦାନି ବୁଧବାର ତାଙ୍କ ନିର୍ବାଚନ ବିଜୟର ଉତ୍ସବ ପାଳନ କରିବା ସମୟରେ ଜବାହରଲାଲ ନେହେରୁଙ୍କ ପ୍ରସିଦ୍ଧ ୧୯୪୭ ଭାଷଣ ‘ଟ୍ରାଇଷ୍ଟ ୱିଥ ଡେଷ୍ଟିନ’କୁ ଉଦ୍ଧୃତ କରିଥିଲେ। ଭାରତର ସ୍ବାଧୀନତା ଉପରେ ତାଙ୍କ ଭାଷଣରୁ…

ବାଂଲାଦେଶରେ ନିର୍ବାଚନୀ ଶଙ୍ଖନାଦ, ୨୩୭ ଆସନରେ ପ୍ରାର୍ଥୀ ଦେବେ ଖାଲିଦା ଜିଆଙ୍କ BNP

ଢାକା,୫।୧୧: ବାଂଲାଦେଶରେ ବିଦ୍ରୋହ ପରେ ଗୋଟିଏ ବର୍ଷରୁ ଅଧିକ ସମୟ ବିତିଗଲାଣି। ଏହି ସମୟରେ ଦେଶରେ ନିର୍ବାଚନର ଚର୍ଚ୍ଚା ଜୋର ଧରିଛି। ଆସନ୍ତା ବର୍ଷ ଫେବୃଆରୀରେ ବାଂଲାଦେଶରେ ନିର୍ବାଚନ ଅନୁଷ୍ଠିତ ହେବାର ଆଶା କରାଯାଉଛି। ଏହା ଦେଶର ୧୩ତମ ସଂସଦୀୟ ନିର୍ବାଚନ…

କିଏ ସେହି ଭର୍ଜିନିଆର ଉପ ରାଜ୍ୟପାଳ ଗଜାଲା ହାସମି, ହାଇଦ୍ରାବାଦ ସହ ରହିଛି କ’ଣ ସମ୍ପର୍କ? ଜାଣନ୍ତୁ…

ଓ୍ବାଶିଂଟନ,୫।୧୧: ଭାରତୀୟ-ଆମେରିକୀୟ ଡେମୋକ୍ରାଟ ଗଜାଲା ହାସମି ରିପବ୍ଲିକାନ ଜନ ରିଡଙ୍କୁ ପରାସ୍ତ କରି ଭର୍ଜିନିଆର ଲେଫ୍ଟନାଣ୍ଟ ଗଭର୍ଣ୍ଣର ପାଇଁ ନିର୍ବାଚନରେ ବିଜୟୀ ହୋଇଛନ୍ତି। ହାସମି ହେଉଛନ୍ତି ପ୍ରଥମ ମୁସଲମାନ ଏବଂ ପ୍ରଥମ ଦକ୍ଷିଣ ଏସୀୟ ଆମେରିକୀୟ ଯିଏକି ଭର୍ଜିନିଆ ସେନେଟରେ ସେବା…

ଆମେରିକାରେ ବିମାନ ଦୁର୍ଘଟଣାଗ୍ରସ୍ତ, ୩ ଜଣଙ୍କର ମୃତ୍ୟୁ

ଓ୍ବାଶିଂଟନ୍‌,୫।୧୧: ଆମେରିକାର କେଣ୍ଟକି ରାଜ୍ୟର ଲୁଇସଭିଲ ସହରରେ ଉଡ଼ାଣ ଭରିବାର କିଛି ମିନିଟ ପରେ ଏକ UPS ମାଲବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। UPS ଏକ ପାର୍ସଲ କମ୍ପାନୀ। ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିଲା,…

ଆମେରିକାରେ ଇତିହାସ ରଚିଲେ ଭାରତୀୟ ବଂଶୋଦ୍ଭବ: ଜିତିଲେ ମେୟର ନିର୍ବାଚନ

ଓ୍ବାଶିଂଟନ୍‌,୫।୧୧: ଭାରତୀୟ ବଂଶୋଦ୍ଭବ ଜୋହରାନ ମାମଦାନି ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସେ ଏକ ପ୍ରସିଦ୍ଧ ଆମେରିକୀୟ ସହର ନ୍ୟୁୟର୍କର ମେୟର ହୋଇଛନ୍ତି। ମାମଦାନି ହେଉଛନ୍ତି ପ୍ରଥମ ଭାରତୀୟ-ଆମେରିକୀୟ ମୁସଲମାନ ମେୟର। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କୁ…

ହ୍ବାଇଟ ହାଉସ କଲା ବଡ଼ ଖୁଲାସା: ମୋଦି-ଟ୍ରମ୍ପଙ୍କ ମଧ୍ୟରେ…

ନୂଆଦିଲ୍ଲୀ,୫।୧୧: ଆମେରିକା ଏବଂ ଭାରତ ମଧ୍ୟରେ ସମ୍ପର୍କ ପୁଣି ଥରେ ମଜବୁତ ହେଉଥିବା ପରି ମନେ ହେଉଛି। ମଙ୍ଗଳବାର ହ୍ବାଇଟ ହାଉସ କହିଛି ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରମ୍ବାର କଥାବାର୍ତ୍ତା କରୁଛନ୍ତି,…

ଆମେରିକାର ପୂର୍ବତନ ଉପରାଷ୍ଟ୍ରପତି ଡିକ୍‌ ଚେନିଙ୍କ ପରଲୋକ

ଓ୍ବାଶିଂଟନ,୫ା୧୧: ଆମେରିକାର ପୂର୍ବତନ ଉପରାଷ୍ଟ୍ରପତି ଡିକ୍‌ ଚେନିଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ୮୪ ବର୍ଷ ହୋଇଥିଲା। ସେ ନିମୋନିଆ, ହୃଦ୍‌ଘାତ ଆଦି ବିଭିନ୍ନ ରୋଗରେ ପୀଡ଼ିତ ଥିଲେ ବୋଲି ପରିବାର ପକ୍ଷରୁ କୁହାଯାଇଛି। ଡିକ୍‌ ବହୁ ଦଶନ୍ଧି ଧରି…

ସ୍ବାମୀଙ୍କ ମୁହଁ ଫଟୋଶପ୍‌ କରି ଟ୍ରୋଲ୍‌ ହେଲେ ପ୍ରେସ୍‌ ସଚିବ

ଓ୍ବାଶିଂଟନ୍‌,୫ା୧୧:ଆମେରିକା ହ୍ବାଇଟ୍‌ ହାଉସ୍‌ ପ୍ରେସ୍‌ ସଚିବ କାରୋଲିନ୍‌ ଲେଭିଟ୍‌ ତାଙ୍କ ୬୦ ବର୍ଷୀୟ ସ୍ବାମୀଙ୍କ ମୁହଁକୁ ଫଟୋଶପିଙ୍ଗ୍‌ କରି ଅନ୍‌ଲାଇନରେ ଟ୍ରୋଲ୍‌ ହୋଇଛନ୍ତି। କାରୋଲିନ୍‌ ପୋଷ୍ଟ କରିଥିବା ହୋଲୋଓ୍ବିନ୍‌ ଫଟୋଗୁଡ଼ିକରେ ତାଙ୍କ ସ୍ବାମୀ ନିକୋଲାସ୍‌ ରିସିଓଙ୍କ ମୁହଁ ଚିକ୍କଣ ଓ ଯୁବସୁଲଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?