ଅନ୍ତର୍ଜାତୀୟ

କୌଣସି ମୁହୂର୍ତ୍ତରେ ଆକ୍ରମଣ କରିପାରେ ଭାରତ, ବଡ଼ ବୟାନ ଦେଲେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ,୨୮।୪: ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ସୋମବାର କହିଛନ୍ତି ଯେ ଗତ ସପ୍ତାହରେ କାଶ୍ମୀରରେ ପର୍ଯ୍ୟଟକମାନଙ୍କ ଉପରେ ହୋଇଥିବା ଏକ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ପରେ ପଡ଼ୋଶୀ ଭାରତର ଏକ ସାମରିକ ଅନୁପ୍ରବେଶ ଆସନ୍ନ ହେବାକୁ ଯାଉଛି। ଏହା ଦୁଇ ପରମାଣୁ ଅସ୍ତ୍ରଧାରୀ…

ୟୁରୋପରେ ମହା ବିଦ୍ୟୁତ୍ ବିଭ୍ରାଟ: ପରିବହନ, ଯୋଗାଯୋଗ, ଜରୁରୀ ସେବା ଗୁରୁତର ପ୍ରଭାବିତ

ମାଦ୍ରିଦ/ଲିସବନ,୨୮।୪: ସ୍ପେନ, ପର୍ତ୍ତୁଗାଲ ଏବଂ ଫ୍ରାନ୍ସର କିଛି ଅଂଶରେ ଏକ ବିଶାଳ ବିଦ୍ୟୁତ୍ ବିଭ୍ରାଟ ଯୋଗୁଁ ପରିବହନ, ଯୋଗାଯୋଗ ଏବଂ ଜରୁରୀ ସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏହି ବିଭ୍ରାଟ ସୋମବାର ମଧ୍ୟାହ୍ନ ପ୍ରାୟ ୧୨:୩୦ରେ (ସ୍ଥାନୀୟ ସମୟ) ଆରମ୍ଭ…

ପାକିସ୍ତାନ ସେନାରେ ବିଦ୍ରୋହ? ପହଲଗାମ ଆକ୍ରମଣ ପରେ ଯୁଦ୍ଧ ଆଶଙ୍କାରେ ସାମୂହିକ ଇସ୍ତଫା, ଚିଠି ଭାଇରାଲ

ଇସଲାମାବାଦ,୨୮।୪: ଜମ୍ମୁ ଓ କାଶ୍ମୀରର ପହଲଗାମରେ ୨୨ ଏପ୍ରିଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମରେ ପହଞ୍ଚିଛି। ଏହି ଆକ୍ରମଣରେ ୨୫ ଜଣ ହିନ୍ଦୁ ପର୍ଯ୍ୟଟକ, ଜଣେ ଖ୍ରୀଷ୍ଟିୟାନ ପର୍ଯ୍ୟଟକ ଏବଂ ଜଣେ ସ୍ଥାନୀୟ…

ପାକିସ୍ତାନ ସାହାଯ୍ୟ ମାଗିବା ପରେ Pahalgam Attackକୁ ନେଇ ପ୍ରଥମ ରିଆକ୍ସନ ଦେଲା ଚାଇନା

ବେଜିଂ,୨୮।୪: ପହଲଗାମ ଆକ୍ରମଣ ପରେ ଭାରତ ସିନ୍ଧୁ ନଦୀ ଚୁକ୍ତିନାମାକୁ ସ୍ଥଗିତ ରଖିବା ନେଇ ପାକିସ୍ତାନ ଚିନ୍ତିତ। ଭାରତ ପକ୍ଷରୁ କୌଣସି ପ୍ରକାରର ସାମରିକ କାର୍ଯ୍ୟାନୁଷ୍ଠାନର ସମ୍ଭାବନା ମଧ୍ୟରେ, ପାକିସ୍ତାନ ଅନ୍ୟ ଦେଶଠାରୁ ସାହାଯ୍ୟ ଲୋଡୁଛି। ଏପରି ପରିସ୍ଥିତିରେ ସେ କେତେବେଳେ…

ପାକିସ୍ତାନକୁ ଘାରିଲାଣି ଭୟ: ଚାଇନା ପରେ ଏହି ଦେଶକୁ ମାଗିଲା ସାହାଯ୍ୟ

ଇସଲାମାବାଦ୍‌,୨୮।୪: ପହଲଗାମ ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ତିକ୍ତତା ଚରମସୀମାରେ ପହଞ୍ଚିଛି। ଭାରତର ଆକ୍ରମଣ ଭୟରେ ପାକିସ୍ତାନ ବନ୍ଧୁ ଦେଶ ତୁର୍କୀଠାରୁ ସାହାଯ୍ୟ ଲୋଡ଼ିଛି। ତୁର୍କୀର ଏକ C-130 ସାମରିକ ପରିବହନ ବିମାନ ପାକିସ୍ତାନରେ ପହଞ୍ଚିଛି। ପାକିସ୍ତାନୀ ସେନା ଗୁଳିଗୋଳା ଏବଂ…

ପହଲଗାମ ଆତଙ୍କବାଦୀ ଆକ୍ରମଣର ନିରପେକ୍ଷ, ସ୍ବଚ୍ଛ ତଦନ୍ତରେ ଯୋଗଦେବାକୁ ପାକିସ୍ତାନର ପ୍ରସ୍ତାବ

ଇସ୍‌ଲାମାବାଦ/ଲାହୋର୨୮ା୪: ପାକିସ୍ତାନ ପହଲଗାମ ଆତଙ୍କବାଦୀ ଆକ୍ରମଣର ଯେକୌଣସ ‘ନିରପେକ୍ଷ ଏବଂ ସ୍ବଚ୍ଛ’ ତଦନ୍ତରେ ଯୋଗ ଦେବାକୁ ପ୍ରସ୍ତାବ ଦେଇଛି, ଯେଉଁଥିରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା। ପହଲଗାମରେ ଏହି ଦୁଃଖଦ ଘଟଣାର ଏକ ଚିରସ୍ଥାୟୀ ଦୋଷାରୋପ ଖେଳର ଆଉ ଏକ ଉଦାହରଣ,…

ଭାରତର ବଡ଼ ଆକ୍ସନ GEO News, SAMAA TV ସମେତ ୧୬ ପାକିସ୍ତାନୀ Youtube ଚ୍ୟାନେଲ ବ୍ୟାନ

ନୂଆଦିଲ୍ଲୀ,୨୮।୪: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଗୃହ ମନ୍ତ୍ରଣାଳୟର ସୁପାରିଶ ଉପରେ କାର୍ଯ୍ୟ କରି ଭାରତ ସରକାର ୧୬ଟି ପାକିସ୍ତାନୀ Youtube ଚ୍ୟାନେଲକୁ ନିଷିଦ୍ଧ କରିଛନ୍ତି। ଏହି ଚ୍ୟାନେଲଗୁଡ଼ିକରେ Don news, SAMAA TV ଏବଂ ଜିଓ ନ୍ୟୁଜ GEO…

ଭାରତ ସହ ଯୁଦ୍ଧ ଆଶଙ୍କା କରି ଅସିମ ମୁନିରଙ୍କ ଇସ୍ତଫା ଚେତାବନୀ

ଇସଲମାବାଦ,୨୮ା୪:  ଭାରତ ସହିତ ଯୁଦ୍ଧର ଭୟ ବୃଦ୍ଧି ପାଇବା ଏବଂ କଶ୍ମୀରର ପହଲଗାମରେ ଗତ ସପ୍ତାହର ଆତଙ୍କବାଦୀ ଆକ୍ରମଣ ପରେ ସାମରିକ କର୍ମଚାରୀଙ୍କ ମଧ୍ୟରେ ଇସ୍ତଫା ଏବଂ ପଳାୟନ ସମ୍ପର୍କିତ ଖବର ସାମ୍ନାକୁ ଆସୁଛି। ଇଣ୍ଟର-ସର୍ଭିସେସ୍ ପବ୍ଲିକ୍ ରିଲେସନ୍ସ (ISPR)ର ମହାନିର୍ଦ୍ଦେଶକ…

ଭାରତ ସହ ଯୁଦ୍ଧ ହେଲେ କେତେଦିନ ତିଷ୍ଠି ପାରିବ ପାକିସ୍ତାନ? PAK ଏକ୍ସପର୍ଟ କମର ଚିମା କହିଲେ…

ଇସଲାମାବାଦ,୨୮।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରଠାରୁ ଭାରତର କାର୍ଯ୍ୟାନୁଷ୍ଠାନକୁ ଦେଖି ପାକିସ୍ତାନ ବହୁତ ଚିନ୍ତିତ ଥିବା ପରି ମନେ ହେଉଛି। ବିଶେଷକରି ଭାରତୀୟ ସେନାର ଯୁଦ୍ଧ ଅଭ୍ୟାସ ଏବଂ ଆରବ ସାଗରରେ INS ବିକ୍ରାନ୍ତର ମୁତୟନ ପଡ଼ୋଶୀ ଦେଶରେ ଆତଙ୍କ ସୃଷ୍ଟି…

ଲଣ୍ଡନରେ Pahalgam Attackକୁ ନେଇ ସାମ୍ନା ସାମ୍ନି ହେଲେ ଭାରତ-ପାକ ଜନତା

ଲଣ୍ଡନ,୨୮।୪: ପହଲଗାମ ଆକ୍ରମଣକୁ ନେଇ ଲଣ୍ଡନରେ ପ୍ରତିବାଦ ଜାରି ରହିଛି। Pahalgam Attack ପରେ ‘ଭାରତୀୟ ପ୍ରଚାର’ ବୋଲି କୁହାଯାଉଥିବା ପାକିସ୍ତାନୀ ପ୍ରତିବାଦର ପ୍ରତିବାଦ କରିବା ପାଇଁ ଲଣ୍ଡନରେ ଥିବା ବହୁ ସଂଖ୍ୟକ ଭାରତୀୟ ସମ୍ପ୍ରଦାୟ ଏବଂ ପ୍ରବାସୀ ପ୍ରତିନିଧି ଭାରତୀୟ…

ଭେଙ୍କୁଭରରେ କାର୍‌ ମଡ଼ାଇ ୧୧ ଜଣଙ୍କୁ ହତ୍ୟା

ଭେଙ୍କୁଭର,୨୮ା୪: କାନାଡାର ବ୍ରିଟିଶ୍‌ କଲମ୍ବିଆସ୍ଥିତ ଭେଙ୍କୁଭରରେ ଶନିବାର ଲାପୁ-ଲାପୁ ଷ୍ଟ୍ରିଟ୍‌ ଫେଷ୍ଟିଭାଲ ବେଳେ ଭିଡ଼ ଉପରକୁ ଜଣେ ବ୍ୟକ୍ତି ଦ୍ରୁତଗତିରେ କାର୍‌ ଚଢ଼ାଇ ଦେଇଛନ୍ତି। ଏଥିରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ୩୦ ବର୍ଷୀୟ ଅଭିଯୁକ୍ତଙ୍କୁ ପୋଲିସ…

ୟୁକ୍ରେନ୍‌କୁ ୧୪୯ ଡ୍ରୋନ୍‌ ଛାଡ଼ିଲା ରୁଷିଆ

କିଭ୍‌,୨୮ା୪: ରୁଷିଆ ପକ୍ଷରୁ ରବିବାର ଭୋର ସମୟରେ ୟୁକ୍ରେନ୍‌ ଉପରେ ୧୪୯ ଡ୍ରୋନ୍‌ ଛଡ଼ାଯାଇଛି। ଖେର୍‌ସନ ସହରରେ ହୋଇଥିବା ଏହି ଆକ୍ରମଣରେ ଅନୂ୍ୟନ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକେ ଆହତ ହୋଇଛନ୍ତି। ତେବେ ସେଥିରୁ ୫୭ଟିକୁ ଖସାଇ ଦିଆଯାଇଥିବାବେଳେ ଅନ୍ୟ ୬୭…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri