ଅନ୍ତର୍ଜାତୀୟ

ଜେଲ୍‌ରେ କେମିତି ଅଛନ୍ତି ଇମ୍ରାନ ଖାନ: ପ୍ରଶାସନ ଦେଲା ବଡ଼ ଅପ୍‌ଡେଟ୍‌

ଇସଲାମାବାଦ୍‌,୨୭।୧୧: ପୂର୍ବତନ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ପ୍ରତିଷ୍ଠାତା ଇମ୍ରାନ ଖାନ ଏବେ ଆଦିଆଲା ଜେଲରେ ଅଛନ୍ତି। ଜେଲ୍‌ରେ ତାଙ୍କ ମୃତ୍ୟୁକୁ ନେଇ ଗୁଜବ ଉଠିଛି। ଏସବୁ ମଧ୍ୟରେ ରାଉଲପିଣ୍ଡିର ଆଦିଆଲା ଜେଲ ପ୍ରଶାସନ ସ୍ପଷ୍ଟ କରିଛି, ପିଟିଆଇ ପ୍ରତିଷ୍ଠାତା...

ଇଣ୍ଡୋନେସିଆରେ ଭୟଙ୍କର ଭୂକମ୍ପ, ଭୟରେ ଲୋକେ ଘର ବାହାରକୁ ଦୌଡ଼ିଲେ

ଜାକର୍ତ୍ତା,୨୭।୧୧: ଗୁରୁବାର ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପରେ ଏକ ଶକ୍ତିଶାଳୀ ୬.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ଆଚେ ପ୍ରଦେଶ ନିକଟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ଇଣ୍ଡୋନେସିଆର ପାଣିପାଗ, ଜଳବାୟୁ ଏବଂ ଭୂଭୌତିକ ବିଜ୍ଞାନ ଏଜେନ୍ସି (BMKG) ଅନୁଯାୟୀ, ଭୂମିକମ୍ପର...

ମହିଳାଙ୍କ ପାଇଁ ଐତିହାସିକ ପଦକ୍ଷେପ ନେଲେ ମେଲୋନି

ରୋମ,୨୭।୧୧: ଇଟାଲୀର ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି ମହିଳାଙ୍କ ସୁରକ୍ଷା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଆଇନ ପ୍ରଣୟନ କରିଛନ୍ତି। ଇଟାଲୀୟ ସଦନ ମଙ୍ଗଳବାର ଏହି ଆଇନକୁ ମଞ୍ଜୁର କରିଛି, ଯେଉଁଥିରେ ଜଣେ ମହିଳାଙ୍କ ହତ୍ୟାକୁ ଆଜୀବନ କାରାଦଣ୍ଡରେ ଦଣ୍ଡନୀୟ ଅପରାଧ ବୋଲି କୁହାଯାଇପାରେ।...

ହଂକଂର ବହୁତଳ ଆପାର୍ଟମେଣ୍ଟରେ ଭୀଷଣ ଅଗ୍ନିକାଣ୍ଡ, ଅନେକ ମୃତ

ହଂକଂ,୨୬।୧୧: ହଂକଂର ତାଇ ପୋ ଜିଲା ଅନ୍ତର୍ଗତ ଏକ ବହୁତଳ ଆପାର୍ଟମେଣ୍ଟ କମ୍ପ୍ଲେକ୍ସରେ ବ୍ୟାପିଥିବା ଭୀଷଣ ଅଗ୍ନିକାଣ୍ଡରେ ଅତିକମରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ସହରର ଅଗ୍ନିଶମ ସେବା ବିଭାଗ ବୁଧବାର ଏହି ସୂଚନା ଦେଇଛି। ଅଧିକାରୀମାନେ ସୂଚନା ଦେଇଛନ୍ତି...

ଜେଲରେ ଇମ୍ରାନ ଖାନଙ୍କ ମୃତ୍ୟୁ ଗୁଜବ ଭାଇରାଲ; ଏକାନ୍ତ କାରାବାସ ଖବର ମଧ୍ୟରେ…

ନୂଆଦିଲ୍ଲୀ,୨୬ା୧୧: ବର୍ତ୍ତମାନ ରାୱଲପିଣ୍ଡି ଜେଲରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମୃତ୍ୟୁର ଅପୁଷ୍ଟ ଦାବିକୁ ନେଇ ସୋସିଆଲ ମିଡିଆରେ ବ୍ୟାପକ ଗୁଜବ ସୃଷ୍ଟି ହୋଇଛି। ପ୍ରଥମେ ‘ଆଫଗାନ ଟାଇମ୍ସ’ ନାମକ ଏକ ହ୍ୟାଣ୍ଡେଲ ସୂତ୍ରରୁ ଖବର ଦେଇଥିଲା...

ପ୍ରତି ୧୦ମିନିଟ୍‌ରେ ଜଣେ ମହିଳାଙ୍କୁ ପରିବାର ଲୋକେ ହତ୍ୟା କରୁଛନ୍ତି

ନ୍ୟୁୟର୍କ,୨୬ା୧୧(ପି.ଟି.): ବିଶ୍ୱରେ ପ୍ରତି ୧୦ ମିନିଟ୍‌ରେ ଜଣେ ମହିଳା କିମ୍ବା ଯୁବତୀଙ୍କୁ ତାଙ୍କ ପାର୍ଟନର ଅଥବା ପରିବାର ସଦସ୍ୟ ହତ୍ୟା କରୁଥିବା ଜାତିସଂଘର ନୂତନ ତଥ୍ୟରୁ ଜଣାପଡ଼ିଛି। ଅର୍ଥାତ୍‌ ପ୍ରତିଦିନ ହାରାହାରି ୧୩୭ ଜଣ ମହିଳା ବା ବାଳିକାଙ୍କୁ ପରିବାର...

“ଅରୁଣାଚଳ ଭାରତର ଅବିଚ୍ଛେଦ୍ୟ ଅଙ୍ଗ”: ଚାଇନାର ଦାବି ପରେ କଡ଼ା ଜବାବ ଦେଲା ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୫।୧୧: ଚାଇନାର ବୈଦେଶିକ ମନ୍ତ୍ରଣାଳୟ ପୁଣି ଥରେ ଅରୁଣାଚଳ ପ୍ରଦେଶକୁ ନେଇ ବିବାଦୀୟ ମନ୍ତବ୍ୟ ଦେବା ପରେ ଭାରତ ଏହାର ଦୃଢ଼ ପ୍ରତିବାଦ କରିଛି। ଜଣେ ଭାରତୀୟ ମହିଳା ଯାତ୍ରୀଙ୍କୁ ଚାଇନାର ଶାଂଘାଇ ବିମାନ ବନ୍ଦରରେ ୧୮ ଘଣ୍ଟାରୁ ଅଧିକ...

“ଅରୁଣାଚଳ ଆମର ଅଞ୍ଚଳ”: ଭାରତୀୟ ମହିଳାଙ୍କ ଅଭିଯୋଗକୁ ଖଣ୍ଡନ କଲା ଚାଇନା

ନୂଆଦିଲ୍ଲୀ,୨୫।୧୧: ଅରୁଣାଚଳ ପ୍ରଦେଶର ଜଣେ ଭାରତୀୟ ମହିଳାଙ୍କୁ ସାଂଘାଇ ବିମାନବନ୍ଦରରେ ହଇରାଣ କରାଯାଇଥିବା ଅଭିଯୋଗକୁ ଚାଇନା ମଙ୍ଗଳବାର ଖାରଜ କରିଛି। ଏହା ସହିତ ଚାଇନା ବିଦେଶ ମନ୍ତ୍ରାଳୟ ଅରୁଣାଚଳ ପ୍ରଦେଶକୁ “ଜାଙ୍ଗନାନ୍” ବୋଲି କହି ଏହାକୁ ପୁଣି ଥରେ ନିଜର...

ଏତେ ବଡ଼ ଧନୀ ହୋଇ ବି ଘରେ ବାସନ ମାଜନ୍ତି ବିଲ୍‌ ଗେଟ୍ସ,, ଏହା ପଛରେ ରହିଛି ବଡ଼ କାରଣ, ଜାଣିଲେ…

ସାଧାରଣତଃ ଧନୀ ଲୋକମାନେ ନିଜ କାମ ନ କରି ଘରେ ଚାକର ବାକର ରଖି କାମ କରାଇଥାନ୍ତି। ଏପରିକି ଘର ଝାଡୁ କରିବାଠାରୁ ଆରମ୍ଭ କରି ବାସନ ମାଜିବା ପର୍ଯ୍ୟନ୍ତ ଲୋକ ଖଞ୍ଜା ହୋଇଥାନ୍ତି। ମାତ୍ର ଆପଣଙ୍କ ମଧ୍ୟରୁ ଅଧିକାଂଶ...

ଭାରତ ଆସିବାକୁ ପୁଣି ମନା କଲେ ନେତାନ୍ୟାହୁ, ଜାଣନ୍ତୁ ଏହାର ବଡ଼ କାରଣ

ନୂଆଦିଲ୍ଲୀ/ଜେରୁଜେଲମ,୨୫।୧୧: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଭାରତ ଗସ୍ତ ଚଳିତ ବର୍ଷ ଶେଷ ଆଡ଼କୁ ହେବାର ଥିଲା, କିନ୍ତୁ ଦିଲ୍ଲୀରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ଯୋଜନାକୁ ପୁଣି ଥରେ ଏହାକୁ ପଛକୁ ଠେଲି ଦେଇଛି। ପ୍ରାୟ ୧୦ ବର୍ଷ...

ଭୂକମ୍ପର ଫାଟ ଏତେ ଭୟଙ୍କର, ୧ଲକ୍ଷ ପରମାଣୁ ବୋମା ଫାଟିଲା ଭଳି ଉଠିଲା ଜ୍ୱାଳାମୁଖୀ, ଶୋଇଥିବା ଅବସ୍ଥାରେ କଙ୍ଗାଳ ପାଲଟିଲେ ଲୋକେ

ଅଦିଶ ଅବାବା,୨୫॥୧୧: ପ୍ରକୃତିର କ୍ରୋଧର ବିପଦ ଏବେ ବି ଲୋକଙ୍କୁ ଥରହର କରାଏ। ଆଫ୍ରିକାର ଇଥିଓପିଆରେ ହାଇଲ ଗୁବ୍ବି ଜ୍ୱାଳାମୁଖୀ ୧୨,୦୦୦ ବର୍ଷ ପରେ ହଠାତ ବିସ୍ଫୋରଣ ହୋଇଥିଲା। ଏହି ଜ୍ୱାଳାମୁଖୀରୁ ଉତ୍ତପ୍ତ ପାଉଁଶର ଏକ ଖଣ୍ଡ ଗୁଜରାଟ ଏବଂ...

ଜହ୍ଲାଦ ପାଲଟିଲା ପାକିସ୍ତାନ! ଶୋଇଥିବା ପିଲାଙ୍କ ଉପରେ ଏମିତି କଲା ଆକ୍ରମଣ ୯ ଶିଶୁଙ୍କ ସମେତ ୧୦ ମୃତ

କାବୁଲ,୨୫।୧୧: ପାକିସ୍ତାନ ଦ୍ୱାରା ଆଫଗାନିସ୍ତାନରେ ପୁଣି ବୋମା ମାଡ଼ କରାଯାଇଛି। ବିମାନ ଆକ୍ରମଣ ପାଇଁ ପାକିସ୍ତାନ ଏମିତି ସମୟ ବାଛିଥିଲା ଯେତେବେଳେ ଲୋକମାନେ ଘରେ ଶୋବାକୁ ଯାଇଥିଲେ। ଆଫଗାନିସ୍ତାନ ମୁଖପାତ୍ର ଜାବିହୁଲ୍ଲାହ କହିଛନ୍ତି ଯେ ପାକିସ୍ତାନୀ ବିମାନ ଆକ୍ରମଣ ପ୍ରାୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri