ଅନ୍ତର୍ଜାତୀୟ

ପ୍ରଭାବିତ ହେବ ଶ୍ରୀଲଙ୍କା ପର୍ଯ୍ୟଟନ ଶିଳ୍ପ

କଲମ୍ବୋ,୨୨ା୪(ପି.ଟି./ ଆଇଏଏନ୍‌ଏସ୍‌): ଶ୍ରୀଲଙ୍କାରେ ରବିବାର ଇଷ୍ଟର ପାଳନ ବେଳେ ଆତଙ୍କବାଦୀ ଆକ୍ରମଣ ଦେଶର ପର୍ଯ୍ୟଟନ ଶିଳ୍ପ ଉପରେ ପ୍ରଶ୍ନଚିହ୍ନ ଲଗାଇଦେଇଛି। ଗ୍ରୀଷ୍ମ ଅବକାଶ ସମୟରେ ଶ୍ରୀଲଙ୍କାର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରକୁ ବିଶ୍ୱର ଅନେକ ଦେଶରୁ ପର୍ଯ୍ୟଟକମାନଙ୍କ ଭିଡ଼ ଲାଗିରହିଥାଏ। ହେଲେ ଏହି…

ସଂଘର୍ଷରେ ଗଲାଣି ୨୨୦ ଜୀବନ

ବେଙ୍ଘାଜି,୨୨ା୪: ଲିବ୍ୟାରେ ରାଜନୈତିକ ସଙ୍କଟ ସୃଷ୍ଟି ହୋଇଛି। ଜାତିସଂଘ ସମର୍ଥତ୍ତ ସରକାରଙ୍କୁ କ୍ଷମତାଚ୍ୟୁତ କରି ରାଜଧାନୀ ତ୍ରିପୋଲିକୁ କବ୍‌ଜା କରିବା ଲାଗି ସରକାରୀ ସୈନ୍ୟବାହିନୀ ଓ ବିଦ୍ରୋହୀଙ୍କ ମଧ୍ୟରେ ଦୁଇ ସପ୍ତାହ ଧରି ସଂଘର୍ଷ ଲାଗି ରହିଛି। ଏଥିରେ ୨୨୦ ଜଣଙ୍କ…

ଆଇଏସ୍‌ ଆକ୍ରମଣରେ ୫୦ ସିରିଆ ସୈନ୍ୟ ମୃତ

ଦାମାସ୍‌କସ୍‌,୨୧।୪: ଆଇଏସ୍‌ ଆତଙ୍କବାଦୀଙ୍କ ଆକ୍ରମଣରେ ୫୦ ଜଣ ସିରିଆ ସୈନ୍ୟଙ୍କ ମୃତ୍ୟୁ ଘଟିଛି। ଏନେଇ ମାନବାଧିକାର ପର୍ଯ୍ୟବେଷକଙ୍କ ଦ୍ୱାରା ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି। ଆଇଏସ୍‌ ତଥା ଅଲ୍‌ କାଏଦା ଆତଙ୍କବାଦୀଙ୍କ ଆକ୍ରମଣରେ ସୈନ୍ୟମାନଙ୍କର ଗତ ଏକ ସପ୍ତାହ ମଧ୍ୟରେ ମୃତ୍ୟୁ ଘଟିଥିବା…

ଇଷ୍ଟର ଉତ୍ସବରେ ରକ୍ତର ଛିଟା: କଲମ୍ବୋର ଚର୍ଚ୍ଚ ଏବଂ ହୋଟେଲରେ ବୋମା ବିସ୍ଫୋରଣ

କଲମ୍ବୋ,୨୧।୪: ଶ୍ରୀଲଙ୍କାରେ ଇଷ୍ଟର ଉତ୍ସବରେ ଖୁସି ଓ ଆନନ୍ଦର ବାତାବରଣରେ ପଡ଼ିଛି ରକ୍ତର ଛିଟା। ରବିବାର ଏଠାକାର ୫ ଚର୍ଚ୍ଚ ଏବଂ ୩ଟି ହୋଟେଲରେ ସିରିଜ୍‌ ବୋମା ବିସ୍ଫୋରଣ ହୋଇଥିବା କୁହାଯାଉଛି। ରାଜଧାନୀ କଲମ୍ବୋ ସମେତ ୮ଟି ସ୍ଥାନରେ ଏଭଳି ହୋଇଥିବା…

ୟୁଏଇରେ ହିନ୍ଦୁ ମନ୍ଦିରର ଶିଳାନ୍ୟାସ

ଆବୁ ଧାବି,୨୧।୪: ୟୁନାଇଟେଡ ଆରବ ଏମିରେଟ୍‌ସ (ୟୁଏଇ)ର ରାଜଧାନୀ ଆବୁ ଧାବିରେ ପ୍ରଥମ ହିନ୍ଦୁ ମନ୍ଦିରର ଶିଳାନ୍ୟାସ ହୋଇଛି। ସ୍ବାମୀନାରାୟଣନ ସଂସ୍ଥାର ମହନ୍ତ ସ୍ବାମୀ ମହାରାଜ ଉପସ୍ଥିତ ରହି ଉତ୍ସବରେ ଅଧ୍ୟକ୍ଷତା କରିଥିଲେ। ଏଥିରେ ସାରା ବିଶ୍ୱରୁ ମନ୍ଦିର ନିର୍ମାଣକାରୀ ସାମାଜିକ…

ଦୁବାଇ ଏୟାରପୋର୍ଟରେ ଭାରତୀୟ ମହିଳାଙ୍କ ସନ୍ତାନ ଜନ୍ମ

ଦୁବାଇ,୨୧ା୪(ପି.ଟି): ଦୁବାଇ ଏୟାରପୋର୍ଟରେ ଜଣେ ଭାରତୀୟ ମହିଳା ଏକ ଶିଶୁ ଜନ୍ମ କରିଛନ୍ତି । ଏଥିରେ ଜଣେ ମହିଳା ଇନ୍ସପେକ୍ଟର ସହାୟତା କରିଥିଲେ। ଆସନ୍ନ ପ୍ରସବା ମହିଳାଙ୍କୁୁ ତୁରନ୍ତ ଏୟାରପୋର୍ଟର ଇନ୍ସପେକ୍ସନ୍‌ ରୁମ୍‌କୁ ନେଇଯାଇଥିଲେ ମହିଳା ଇନ୍ସପେକ୍ଟର କର୍ପୋରାଲ ହନାନ୍‌ ହୁସେନ…

ଅଜ୍ଞାତ ବନ୍ଧୁକଧାରୀଙ୍କ ଗୁଳିରେ ୧୩ ମୃତ

ମିନାଟିଟଲାନ୍‌,୨୧ା୪(ଏଏଫ୍‌ପି): ମେକ୍ସିକୋର ଭେରାକ୍ରୁଜ୍‌ରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଗୁଳିମାଡରେ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ସାଧାରଣ ନିରାପତ୍ତା ସେକ୍ରେଟେରିଏଟ୍‌ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବନ୍ଧୁକଧାରୀମାନେ ମିନାଟିଟଲାନ୍‌ସ୍ଥିତ ପରିବାର ପୁନର୍ମିଳନ କେନ୍ଦ୍ରକୁ ଆସି ସ୍ଥାନୀୟ ବାର୍‌ର ମାଲିକ ‘ଏଲ୍‌ ବେକି’ଙ୍କୁ ଦେଖିବାକୁ ଚାହିଁଥିଲେ।…

ଦୃଷ୍ଟି ବାଧିତ ନାବିକ ପ୍ରଶାନ୍ତ ମହାସାଗର ଯାତ୍ରା କରି କଲେ ରେକର୍ଡ

ଟୋକିଓ,୨୦।୪: ଇଛା ଶକ୍ତି ସମ୍ମୁଖରେ ସମସ୍ତ ପ୍ରତିବନ୍ଧକ ହାର ମାନିଥାଏ। ଏଭଳି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଜାପାନର ଜଣେ ଦୃଷ୍ଟି ବାଧିତ ନାବିକ। ସେ ପ୍ରଶାନ୍ତ ମହାସାଗରରେ ଯାତ୍ରା କରି ରେକର୍ଡ କରିଛନ୍ତି। ପୂର୍ବାୁ ୬ମାସ ତଳେ ସେ ଏଭଳି…

ପୁଣି ଜୀବିତ ହୋଇ ପାରିବ ଡେଡ୍‌ ବ୍ରେନ୍‌ କୋଷିକା

ଓ୍ବାଶିଂଟନ,୨୦।୪: ଚିକିତ୍ସା ବିଜ୍ଞାନମାନେ ଏକ ନୂତନ ଜ୍ଞାନକୌଶଳ ବିକଶିତ କରିଛନ୍ତି। ଏହାଦ୍ୱାରା ଡେଡ୍‌ ବ୍ରେନ୍‌ କୋଷିକାକୁ ପୁଣି ଜୀବିତ କରାଯାଇପାରିବ। ଗବେଷକମାନେ ୪ ଘଣ୍ଟା ତଳେ ମୃତ୍ୟୁ ଘଟିଥିବା ଏକ ଘୁଷୁରିର ବ୍ରେନ୍‌ କୋଷିକାକୁ ଏକ ବିଶେଷ ପ୍ରକାର ରାସାୟନିକ ପଦାର୍ଥ…

ୟୁଏଇରେ ହିନ୍ଦୁ ମନ୍ଦିରର ଶିଳାନ୍ୟାସ

ଆବୁ ଧାବି,୨୦।୪: ୟୁଏଇର ଆବୁ ଧାବିରେ ପ୍ରଥମ ହିନ୍ଦୁ ମନ୍ଦିରର ଶିଳାନ୍ୟାସ ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଉକ୍ତ କାର୍ଯ୍ୟକ୍ରମରେ ସ୍ବାମୀନାରାୟଣ ସଂସ୍ଥାର ମହନ୍ତ ସ୍ବାମୀ ମହାରାଜ ଉପସ୍ଥିତ ରହିବେ। ଏଥିରେ ସାରା ବିଶ୍ୱରୁ ମନ୍ଦିର ନିର୍ମାଣକାରୀ ସାମାଜିକ ଓ ଆଧ୍ୟାତ୍ମିକ…

ଭୋପାଳ ଗ୍ୟାସ୍‌ ଲିକ୍‌ ବିଂଶ ଶତାବ୍ଦୀର ଏକ ଦୁଃଖଦ ଘଟଣା: ଜାତିସଂଘ

ଓ୍ବାଶିଂଟନ,୨୦।୪: ମଧ୍ୟପ୍ରଦେଶର ଭୋପାଳରେ ଘଟିଥିବା ୟୁନିୟନ୍‌ କାର୍ବାଇଡ୍‌ ପ୍ଲାଣ୍ଟ୍‌ରୁ ଲିକ୍‌ ହୋଇଥିବା ମିଥାଇଲ୍‌ ଆଇସୋସିଆନେଟ୍‌ ଗ୍ୟାସ୍‌ ବିଂଶ ଶତାବ୍ଦୀର ଏକ ପ୍ରମୁଖ ଦୁଃଖଦ ଘଟଣା ବୋଲି ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ ହୋଇଛି। ୧୯୮୪ ଡିସେମ୍ବର ୨-୩ତାରିଖ ରାତିରେ…

୫ଶହ ଭାରତୀୟଙ୍କୁ ଲିବିୟା ଛାଡିବାକୁ କହିଲେ ସୁଷମା

ତ୍ରିପୋଲି,୨୦।୪: ଲିବିୟାରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବା ପୂର୍ବରୁ ଦେଶ ଛାଡିବାକୁ ପ୍ରାୟ ୫ଶହ ଭାରତୀୟଙ୍କୁ କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ। ଲିବିୟାରେ ବର୍ତ୍ତମାନ ପରିସ୍ଥିତି ଖରାପ ରହିବା ସହ ଏବେ ଏଠାରେ ୨ଶହରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?