ଅନ୍ତର୍ଜାତୀୟ

ଗେଣ୍ଡା ପାଇଁ ଅଟକିଲା ୨୬ ଟ୍ରେନ୍‌: ହଇରାଣ ହେଲେ ୧୨ ହଜାର ଯାତ୍ରୀ

ଟୋକିଓ,୨୪।୬: ଜାପାନର ଟ୍ରେନ୍‌ ସେବା ଅତି ଉଚ୍ଚକୋଟୀର। ଏଠାରେ ହୁଏତ ବିମାନ ଉଡ଼ାଣରେ ବିଳମ୍ବ ହୋଇପାରେ ମାତ୍ର ସମସ୍ତ ଟ୍ରେନ୍‌ର ଆସିବା ଏବଂ ଛାଡିବା ସମୟ ସବୁବେଳେ ଠିକ ଥାଏ। ଟ୍ରେନ୍‌ ସମୟ ଅନୁସାରେ ଲୋକେ ନିଜର ଘଣ୍ଟା ସମୟ ଯାଞ୍ଚ୍‌…

ପୁଣି ଥରିଲା ଇଣ୍ଡୋନେସିଆ

ଜାକର୍ତ୍ତା,୨୪।୬: ଇଣ୍ଡୋନେସିଆରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୫ ଥିଲା ବୋଲି ଆମେରିକା ଭୂବିଜ୍ଞାନ ସର୍ଭେ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଭୂକମ୍ପର କେନ୍ଦ୍ର ଭୂଗର୍ଭର ୨୨୦ କିମି ତଳେ ଥିବା ଅନୁମାନ କରାଯାଉଛି। ଇଷ୍ଟ୍‌ ଟିମୋରରେ…

ଆମେରିକା ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ପୂର୍ବତନ ସେନା ଅଧିକାରୀ

ଓ୍ବାଶିଂଟନ,୨୪।୬: ଆସନ୍ତା ୨୦୨୦ରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ହେବାର ଅଛି। ଏବେ ଏହି ଦୌଡ଼ରେ ଜଣେ ପୂର୍ବତନ ସେନା ଅଧିକାରୀ ସାମିଲ ହୋଇଥିବା କୁହାଯାଉଛି। ଡେମୋକ୍ରାଟିକ୍‌ ଦଳର ଭୋଟ ବଢାଇବାକୁ ପୂର୍ବ ଆମେରିକା ପ୍ରତିନିଧି ତଥା ସେନା ଅଧିକାରୀ ଜୋ ସେଷ୍ଟକ…

ସେନା ହସ୍ପିଟାଲରେ ବିସ୍ଫୋରଣ: ୧୦ ଆହତ

ଇସଲାମାବାଦ,୨୪।୬: ପାକିସ୍ତାନର ରାଓ୍ବଲପିଣ୍ଡିରେ ଥିବା ସେନା ହସ୍ପିଟାଲରେ ରବିବାର ଏକ ବଡ ଧରଣର ବିସ୍ଫୋରଣ ହୋଇଛି। ଯେଉଁଥିରେ ୧୦ ଜଣ ଆହତ ହୋଇଥିବା ସୂଚନା ମିଳିଛି। ହେଲେ ଏହି ବିସ୍ଫୋରଣର କଭରେଜ କରିବାକୁ ଗଣମାଧ୍ୟମକୁ ବାରଣ କରିଛି ସେନା। ତେବେ ବିସ୍ଫୋରଣର…

ପାକ୍‌ ସେନାମୁଖ୍ୟଙ୍କ ସଫେଇ: ଆତଙ୍କବାଦ ଦମନ ପାଇଁ ଉଦ୍ୟମ କରୁଛୁ

ଲଣ୍ଡନ,୨୪ା୬: ଆତଙ୍କବାଦ ବିରୋଧରେ ପାକିସ୍ତାନକୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହେବ ବୋଲି ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସ (ଏଫ୍‌ଏଟିଏଫ୍‌)ର ଚେତାବନୀ ପରେ ଇସ୍‌ଲାମାବାଦ ନରମିଛି। ପାକ୍‌ ମାଟିରୁ ଆତଙ୍କବାଦର ମୂଳୋତ୍ପାଟନ ଲାଗି ଯଥାସାଧ୍ୟ ଉଦ୍ୟମ କରାଯାଉଛି ଓ ସମସ୍ତ ତାକତକୁ ଲଗାଯାଇଛି…

ଅଶାନ୍ତ ଇଥିଓପିଆ: ସେନାଧ୍ୟକ୍ଷଙ୍କୁ ହତ୍ୟାକଲେ ଅଙ୍ଗରକ୍ଷୀ

ଅଡିସ୍‌ ଅବାବା,୨୪ା୬ (ପି.ଟି./ଏ.ଏଫ୍‌.ପି): ଆଫ୍ରିକୀୟ ରାଷ୍ଟ୍ର ଇଥିଓପିଆରେ ସାମରିକ ବିଦ୍ରୋହ ଦେଖାଦେଇଛି। ଉତ୍ତର ପ୍ରାନ୍ତର ଅମ୍‌ହାରା ରାଜ୍ୟରେ ଚାଲିଥିବା କ୍ଷମତା ଦଖଲ ଉଦ୍ୟମକୁ ପଣ୍ଡ କରିବା ପାଇଁ ସେନା ମୁଖ୍ୟ ସିୟରେ ମେକୋନେନ୍‌ ପ୍ରୟାସ ଚଳାଇଥିବାବେଳେ ତାଙ୍କ ଅଙ୍ଗରକ୍ଷୀ ତାଙ୍କୁ ଗୁଳିକରି…

ଭିନ୍ନକ୍ଷମ କଇଁଛ ପାଇଁ ସ୍ବତନ୍ତ୍ର ହ୍ବିଲ୍‌ ଚେୟାର୍‌

ଲୁସିୟାନା, ୨୩।୬:ସାଧାରଣତଃ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ହ୍ବିଲ୍‌ ଚେୟାର୍‌ ନିର୍ମାଣ କରାଯାଉଥିବା ଦେଖାଯାଏ। କିନ୍ତୁ ଲୁସିୟାନା ଷ୍ଟେଟ ୟୁନିଭରସିଟିର ଛାତ୍ର ଏବଂ ଡାକ୍ତରମାନେ ମିଶି ଏକ ଭିନ୍ନକ୍ଷମ କଇଁଛ ପାଇଁ ହ୍ବିଲ୍‌ ଚେୟାର୍‌ ନିର୍ମାଣ କରିଛନ୍ତି। ୧୫ ବର୍ଷ ବୟସ୍କ ଉକ୍ତ…

୨୦୮ କୋଟି ଟଙ୍କା ଲଟେରି ଜିତିଲେ ଜଣେ ବ୍ୟକ୍ତି: କୋର୍ଟ କହିଲେ, ପୂର୍ବତନ ସ୍ତ୍ରୀଙ୍କୁ ୫୦ପ୍ରତିଶତ ଦିଅ

ନ୍ୟୁୟର୍କ, ୨୩।୬: ଆମେରିକାର ମିଶିଗାନରେ ଜଣେ ବ୍ୟକ୍ତି ୨୦୮ କୋଟି ଟଙ୍କା ଲଟେରି ଜିତିଛନ୍ତି। ରିଚ୍‌ ଜ୍ୟାଲୋସ୍କୋ ନାମକ ଏହି ବ୍ୟକ୍ତି ଜଣଙ୍କ ଖୁସିରେ ଆତ୍ମହରା ଥିବାବେଳେ କୋର୍ଟ ତାଙ୍କ ଖୁସିରେ ପାଣି ପକାଇଦେଇଛନ୍ତି। ଜିତିଥିବା ରାଶିର ଅଧା ଅଂଶକୁ ରିଚ୍‌…

ଇରାନ୍‌ ଉପରେ ଆମେରିକାର ସାଇବର ଆଟାକ୍‌: କ୍ଷେପଣାସ୍ତ୍ର ଆକ୍ରମଣ ପାଇଁ ବ୍ୟବହୃତ କମ୍ପ୍ୟୁଟର ଅକାମୀ

ଓ୍ବାଶିଂଟନ,୨୩।୬: ଆମେରିକା ଇରାନ୍‌ ଉପରେ ସାଇବର ଆଟାକ୍‌ କରିଥିବା କୁହାଯାଉଛି। ଏହାଦ୍ୱାରା କ୍ଷେପଣାସ୍ତ୍ର ଆକ୍ରମଣ ପାଇଁ ବ୍ୟବହୃତ ହେଉଥିବା କମ୍ପ୍ୟୁଟର ଅକାମୀ ହୋଇପଡ଼ିଛି। ଏହା ସହିତ ଇରାନ୍‌ର ଗୁପ୍ତଚର ସଂସ୍ଥା ଉପରେ ମଧ୍ୟ ଆମେରିକା ସାଇବର ଆଟାକ୍‌ କରିଥିବା କୁହାଯାଉଛି। ତେବେ…

ଭାରତୀୟ ପନିପରିବା ଓ ଫଳ ଉପରେ ନେପାଳର କଟକଣା: ଲ୍ୟାବ୍‌ ଟେଷ୍ଟ ପରେ ପ୍ରବେଶ ପାଇଁ ମିଳିବ ଅନୁମତି

କାଠମାଣ୍ଡୁ,୨୩।୬: ନେପାଳରେ ଭାରତୀୟ ପନିପରିବା ଓ ଫଳ ଉପରେ କଟକଣା ଲାଗୁ ହୋଇଛି। ଲ୍ୟାବ୍‌ ଟେଷ୍ଟ ପରେ ପନିପରିବା ଓ ଫଳକୁ ନେପାଳରେ ଏଣ୍ଟ୍ରି ଅନୁମତି ମିଳିବ। ଭାରତୀୟ ପନିପରିବା ଓ ଫଳରେ ବିଭିନ୍ନ ରସାୟନିକ ପଦାର୍ଥ ଥିବା ଅଭିଯୋଗ ହେବା…

ଗ୍ଲୋବାଲ୍‌ ଓ୍ବାର୍ମିଂ ଯୋଗୁ ଜନବସତି ମୁହାଁ ହେଲେଣି କୁମ୍ଭୀର

ସିଡ୍‌ନୀ,୨୩।୬: ଗ୍ଲୋବଲ୍‌ ଓ୍ବାର୍ମିଂ ଯୋଗୁ ଏବେ କୁମ୍ଭୀରଙ୍କ ଆକ୍ରମଣ ବୃଦ୍ଧି ପାଇବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଧୀରେ ଧୀରେ ଜଳସ୍ତର କମିଯାଉଥିବାରୁ ଓ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବାରୁ ଏବେ ଏମାନେ ଏମିତି ଅଞ୍ଚଳକୁ ପସନ୍ଦ କରୁଛନ୍ତି ଯେଉଁ ଅଞ୍ଚଳକୁ…

କାଲିଫର୍ନିଆରେ ୫.୬ ତ୍ରୀବତାର ଭୂକମ୍ପ

ୟୁରେକା,୨୩।୬: କାଲିଫର୍ନିଆରେ ଶନିବାର ସନ୍ଧ୍ୟା ପ୍ରାୟ ୮ଟା ୧୩ରେ ଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଥିଲା ୫.୬। ଆମେରିକା ଜିଓଲଜିକାଲ ସର୍ଭେର ରିପୋର୍ଟ ଅନୁଯାୟୀ, ଏହି ଭୂକମ୍ପ ୟୁରେକା ଅଞ୍ଚଳରେ ହୋଇଛି। ଏହାଦ୍ୱାରା ସୁନାମି ଆସିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?