VIDEO: ଶେଷ ଭିଡିଓରେ ଗର୍ବରେ ହସୁଥିବା ନଜର ଆସିଲେ ଓ୍ବିଙ୍ଗ କମାଣ୍ଡର, ତେଜସ ଦୁର୍ଘଟଣାରେ ହୋଇଛନ୍ତି ଶହୀଦ
ଦୁବଇ,୨୨।୧୧: ଶୁକ୍ରବାର ଦୁବାଇରେ ଏକ ଏୟାର ଶୋ’ ସମୟରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ଭାରତର ସ୍ବଦେଶୀ ଭାବରେ ବିକଶିତ ତେଜସ ଲଢୁଆ ବିମାନ ପ୍ରଦର୍ଶନୀ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁଃଖଦ ଦୁର୍ଘଟଣାରେ ୱିଙ୍ଗ କମାଣ୍ଡର ନମାଂଶ...
ବିଶ୍ୱର ପ୍ରଥମ ଭାସମାନ ଦ୍ୱୀପ ତିଆରି କରୁଛି ଚାଇନା, ପରମାଣୁ ଆକ୍ରମଣରୁ ମିଳିବ ତ୍ରାହି
ବେଜିଂ,୨୨ା୧୧: ଚାଇନା ଏକ କୃତ୍ରିମ ଦ୍ୱୀପ ଡିଜାଇନ କରୁଛି, ଯାହା ପରମାଣୁ ଆକ୍ରମଣରୁ ରକ୍ଷା କରିବ। ଏହା ଏକ ଭାସମାନ ପ୍ଲାଟଫର୍ମ। ଯାହା କୌଣସି ନୂତନ ଉପାଦାନ ଆବଶ୍ୟକ ନ କରି ୪ ମାସ ପର୍ଯ୍ୟନ୍ତ ୨୩୮ ଜଣଙ୍କୁ ଆରାମରେ...
ଟ୍ରମ୍ପଙ୍କୁ ଜୋରଦାର୍ ଝଟ୍କା ଦେଲେ ଜେଲେନସ୍କି: ଆମେରିକା ଦେଲା ଅଲ୍ଟିମେଟମ୍
କିଭ୍,୨୨।୧୧:ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି। ଶନିବାର ୟୁକ୍ରେନୀୟ ରାଷ୍ଟ୍ରପତି ଟ୍ରମ୍ପଙ୍କ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି, ଆମେ ଆମ ଦେଶ ସହ ବିଶ୍ୱାସଘାତକତା କରିପାରିବୁ ନାହିଁ। ଟ୍ରମ୍ପ...
ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବେନି ଟ୍ରମ୍ପ, ପୁଟିନ୍: ସାମିଲ ହେବେ ମୋଦି
ନୂଆଦିଲ୍ଲୀ,୨୨।୧୧: ଆଜି ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଆରମ୍ଭ ହେବାକୁ ଯାଉଛି ଜି-୨୦ ଶିଖର ସମ୍ମିଳନୀ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସନ୍ଧ୍ୟାରେ ଏଠାରେ ପହଞ୍ଚିଛନ୍ତି ଏବଂ ଜି-୨୦ନେତାମାନଙ୍କ ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଏହି ଅବସର ଐତିହାସିକ କାରଣ ଏହା...
ଭାରତୀୟ କମ୍ପାନୀ ଉପରେ ଆମେରିକା କଟକଣା
ନ୍ୟୁୟର୍କ/ଓ୍ବାଶିଂଟନ,୨୨ା୧୧: ଇରାନର ପେଟ୍ରୋଲିୟମ୍ ଏବଂ ପେଟ୍ରୋଲିୟମ୍ ଉତ୍ପାଦ ବିକ୍ରି ସହ ସମ୍ପୃକ୍ତ ଭାରତୀୟ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କ ଉପରେ ଆମେରିକାର ଡୋନାଲ୍ଡ ଟ୍ରମ୍ପ୍ ପ୍ରଶାସନ କଟକଣା ଲଗାଇଛି। ଉକ୍ତ ବ୍ୟବସାୟରୁ ଉପାର୍ଜିତ ଅର୍ଥ ଇରାନ ସହ ଜଡ଼ିତ ଆଞ୍ଚଳିକ ଆତଙ୍କବାଦୀମାନଙ୍କ...
ଦୁବଇ ଏୟାର ଶୋ’ରେ ବଡ଼ ଦୁର୍ଘଟଣା, ଜଳିଗଲା ଫାଇଟର ଜେଟ ତେଜସ, ସାମ୍ନାକୁ ଆସିଲା ଛାତିଥରା ଭିଡିଓ
ଦୁବଇ,୨୧।୧୧: ଶୁକ୍ରବାର (୨୧ ନଭେମ୍ବର, ୨୦୨୫) ଦୁବାଇ ଏୟାର ଶୋ’ରେ ପ୍ରଦର୍ଶନ ସମୟରେ ଏକ ଭାରତୀୟ ତେଜସ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପାଇଲଟ ବାହାରକୁ ବାହାରିଥିଲେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଭିଡିଓରେ ଦେଖାଯାଉଛି ଯେ...
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ, ୧୫ ମୃତ ଅନେକେ ଆହତ
ଇସଲାମାବାଦ,୨୧।୧୧: ପାକିସ୍ତାନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ଏକ ଶକ୍ତିଶାଳୀ ବିସ୍ଫୋରଣରେ ଅତି କମରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି। ରିପୋର୍ଟ ଅନୁଯାୟୀ ଶୁକ୍ରବାର ସକାଳେ ପଞ୍ଜାବ ପ୍ରଦେଶର ଏକ ରାସାୟନିକ କାରଖାନାରେ ଏକ ବଡ଼ ଦୁର୍ଘଟଣା...
ଟ୍ରମ୍ପଙ୍କ କଥାରେ ପଡ଼ି ମଝି ସମୁଦ୍ରରେ ପହଞ୍ଚିଲାଣି ପାକିସ୍ତାନ! କରୁଛି ଏମିତି କାମ ବିଶ୍ୱ ଆଶ୍ଚର୍ଯ୍ୟ
ଇସଲାମାବାଦ,୨୧।୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ‘ବେବି ଡ୍ରିଲ’ ଆମେରିକାରେ ପ୍ରସିଦ୍ଧ ହୋଇଥିଲା, କିନ୍ତୁ ତାଙ୍କର ସାମ୍ପ୍ରତିକ ବକ୍ତବ୍ୟ ପାକିସ୍ତାନରେ ଏକ ନୂତନ ବିତର୍କ ସୃଷ୍ଟି କରିଛି। ଟ୍ରମ୍ପ ଦାବି କରିଛନ୍ତି ଯେ ପାକିସ୍ତାନରେ ବିପୁଳ ସମୁଦ୍ର ତୈଳ ସଂରକ୍ଷଣ...
ଭିଏତନାମରେ ପ୍ରବଳ ବର୍ଷା ଫଳରେ ଭୟଙ୍କର ବନ୍ୟା, ଗଲାଣି ୪୧ ଜଣଙ୍କ ଜୀବନ, ରେସକ୍ୟୁ ଜାରି
ହାନୋଇ,୨୧।୧୧: ଭିଏତନାମ ବର୍ତ୍ତମାନ ପ୍ରକୃତିର ପ୍ରକୋପ ଦେଖି ଚାଲିଛି। ପ୍ରବଳ ବର୍ଷା ଯୋଗୁଁ କେନ୍ଦ୍ରୀୟ ଭିଏତନାମରେ ବନ୍ୟା ଏବଂ ଭୂସ୍ଖଳନ ହୋଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟ ଏପର୍ଯ୍ୟନ୍ତ୪୧ଜଣଙ୍କ ଜୀବନ ନେଇଛି, ଯେତେବେଳେ ହଜାର ହଜାର ଘର ବୁଡ଼ି ଯାଇଛି। ପ୍ରଭାବିତ...
VIDEO: କଳ୍ପନା ବାହାରେ, ଦେଖନ୍ତୁ ହମାସର ସିକ୍ରେଟ ସୁଡ଼ଙ୍ଗ, ୭ କିଲୋମିଟର ଲମ୍ବା , ୨୫ ମିଟର ଗଭିର, ୮୦ଟି କୋଠରୀ
ଜେରୁଜେଲମ,୨୧।୧୧: ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF) ସମ୍ପ୍ରତି ଏକ ଗୁପ୍ତ ସୁଡ଼ଙ୍ଗ ଆବିଷ୍କାର କରିଛି। ଗାଜା ଷ୍ଟ୍ରିପର ଏହି ଗୁପ୍ତ ସ୍ଥାନକୁ ହମାସର ଶୀର୍ଷ କମାଣ୍ଡରମାନେ ବ୍ୟବହାର କରୁଥିଲେ। ଏହା ସେହି ସ୍ଥାନ ଯେଉଁଠାରେ ହମାସର ଯୋଦ୍ଧାମାନେ ସେମାନଙ୍କର ଲେଫ୍ଟନାଣ୍ଟ...
ୟୁନୁସଙ୍କୁ ଚ୍ୟାଲେଞ୍ଜ କରି ହାସିନାଙ୍କ ପୁଅ କଲେ ମୋଦିଙ୍କ ଏମିତି ପ୍ରଶଂସା, କହିଲେ ସେ ମୋ ମା’ଙ୍କୁ ଛୁଇଁ ବି ପାରିବେନି
ଢାକା,୨୧।୧୧: ମାନବତା ବିରୋଧୀ ଅପରାଧ ମାମଲାରେ ଆନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ ଦ୍ୱାରା ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଟ୍ରିବ୍ୟୁନାଲର ନିଷ୍ପତ୍ତି ପରେ, ଶେଖ ହାସିନାଙ୍କ ପୁଅ ସଜୀବ ୱାଜେଦ ମଧ୍ୟ ମହମ୍ମଦ ୟୁନୁସଙ୍କ ବିରୋଧରେ ଗମ୍ଭୀର...
ମେକ୍ସିକୋର ଫାତିମା ବସ୍ଚ୍ ମିସ୍ ୟୁନିଭର୍ସ ୨୦୨୫
ନୂଆଦିଲ୍ଲୀ,୨୧।୧୧: ଥାଇଲ୍ୟାଣ୍ଡର ନନ୍ଥବୁରିରେ ଆୟୋଜିତ ହୋଇଥିବା ୭୪ତମ ମିସ୍ ୟୁନିଭର୍ସ ୨୦୨୫ ପ୍ରତିଯୋଗିତାରେ ମେକ୍ସିକୋର ପ୍ରତିନିଧି ଫାତିମା ବସ୍ଚ୍ ବିଜୟୀ ହୋଇଛନ୍ତି। ବିଶ୍ୱର ୧୨୦ରୁ ଅଧିକ ଦେଶର ସୁନ୍ଦରୀମାନଙ୍କୁ ପଛରେ ପକାଇ ୨୪ ବର୍ଷୀୟ ଫାତିମା ଏହି ମର୍ଯ୍ୟାଦାଜନକ ମୁକୁଟ...
Archives


