ହିନ୍ଦୀରେ ଭାରତକୁ ବଡ଼ ଅପିଲ କଲେ ଚାଇନା ମହିଳା, ଅନ୍ୟ ଜଣେ କହିଲେ…
ବେଜିଂ,୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ୭ ବର୍ଷ ପରେ ଚାଇନା ପହଞ୍ଚିଛନ୍ତି। ଏଠାରେ ପ୍ରଧାନମନ୍ତ୍ରୀ ମୋଦି ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟି ଅନେକ ପ୍ରସଙ୍ଗରେ ଆଲୋଚନା କରିଥିଲେ।…
ମୋଦି-ସି ଜିନପିଙ୍ଗଙ୍କ ମଧ୍ୟରେ କେମେଷ୍ଟ୍ରି ଦେଖି ରାଗିଗଲେ ଟ୍ରମ୍ପଙ୍କ ପରାମର୍ଶଦାତା ନାଭାରୋ? ଭାରତ ବିରୁଦ୍ଧରେ କହିଲେ…
ଓ୍ବାଶିଂଟନ,୧।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଲଗାଯାଇଥିବା ଅବାଧ ଶୁଳ୍କ ଯୋଗୁ ଆର୍ଥିକ ଅସ୍ଥିରତା ପୂର୍ବରୁ ଭାରତ ଏବଂ ଚାଇନା ଏକାଠି ହୋଇଥିଲେ। SCO ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିଆନଜିନ ପହଞ୍ଚିଥିଲେ, ଚାଇନା ରାଷ୍ଟ୍ରପତି ସି…
ଗୋଟିଏ ମଞ୍ଚରେ ୩ ମହାଶକ୍ତି: ରଣନୈତିକ ଯୋଗାଯୋଗକୁ ସୁଦୃଢ଼ କରି ପାରସ୍ପରିକ ଆସ୍ଥାକୁ…
ବେଜିଂ,୧ା୯: ଚାଇନାର ତିଆଞ୍ଜିନ୍ରେ SCO ସମ୍ମିଳନୀ ଆରମ୍ଭ ହୋଇଛି। ଏହି ମହାସମ୍ମିଳନୀରେ ଏକାଠି ହୋଇଛନ୍ତି ୩ ମହାଶକ୍ତି। ଗୋଟିଏ ମଞ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଏକାଠି ହୋଇଛନ୍ତି।…
ଭାରତୀୟ ଆପ୍ରବାସନ ବୃଦ୍ଧି ବିରୋଧରେ ଅଷ୍ଟ୍ରେଲିଆରେ ବିକ୍ଷୋଭ
କାନ୍ବେରା,୧।୯ପି.ଟି.): ଅଷ୍ଟ୍ରେଲିଆରେ ଭାରତୀୟଙ୍କ ଆପ୍ରବାସନ ବଢ଼ୁଥିବାରୁ ଏହା ବିରୋଧରେ ବିଭିନ୍ନ ସହରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ତେବେ ଅଷ୍ଟ୍ରେଲିଆ ସରକାର ଏଭଳି ବିକ୍ଷୋଭ ଅଭିଯାନକୁ ନିନ୍ଦା କରିଛନ୍ତି। ବର୍ଣ୍ଣବୈଷମ୍ୟ ଓ ଜାତୀୟତାବାଦ ଉପରେ ଆଧାରିତ ଅତି ଦକ୍ଷିଣପନ୍ଥୀ କାର୍ଯ୍ୟକଳାପର ଦେଶରେ କୌଣସି ସ୍ଥାନ…
ସୀମାରେ ଶାନ୍ତି ବୀମା ନୀତି ସଦୃଶ
ତିଆଞ୍ଜିନ୍,୧।୯: ଭାରତ ଓ ଚାଇନା ସୀମାରେ ଶାନ୍ତି ତଥା ସ୍ଥିରତା ବଜାୟ ରଖିବା ଦ୍ୱିପାକ୍ଷିକ ସମ୍ପର୍କ ପାଇଁ ଏକ ବୀମା ନୀତି ସଦୃଶ ବୋଲି ରବିବାର ନୂଆଦିଲ୍ଲୀ ପକ୍ଷରୁ ବେଜିଂକୁ କୁହାଯାଇଛି। ତିଆଞ୍ଜିନ୍ରେ ସାଂଘାଇ ସହଯୋଗ ସଙ୍ଗଠନ (ଏସ୍ସିଓ) ସମ୍ମିଳନୀ ପରିପ୍ରେକ୍ଷୀରେ…
ଭୟଙ୍କର ଭୂକମ୍ପରେ ଥରିଲା ଆଫଗାନିସ୍ତାନ, ୨୦ ମୃତ ଅନେକ ଆହତ
କାବୁଲ,୧।୯: ରବିବାର ରାତିରେ ହୋଇଥିବା ଭୟଙ୍କର ଭୂମିକମ୍ପରେ ଆଫଗାନିସ୍ତାନରେ ଅନେକ କ୍ଷୟକ୍ଷତି ହୋଇଛି। ରାତି ୧୨:୪୭ ରେ ହୋଇଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୩ ମାପ କରାଯାଇଥିଲା। ଏହାର କେନ୍ଦ୍ରସ୍ଥଳ ଜଲାଲାବାଦ ସହରରୁ ପ୍ରାୟ ୨୭ କିଲୋମିଟର ଦୂରରେ,…
ଗୁଗଲ୍ ଉପରେ ଆଟାକ୍ କଲେ ହ୍ୟାକର୍, ୨.୫ ବିଲିୟନ Gmail ୟୁଜରଙ୍କୁ ପାସୱାର୍ଡ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ,୩୧।୮: ଗୁଗଲ୍ ବିଶ୍ୱବ୍ୟାପୀ ୨.୫ ବିଲିୟନ୍ ଜିମେଲ୍ ବ୍ୟବହାରକାରୀଙ୍କୁ ଜରୁରୀ ସତର୍କତା ଜାରି କରି ପାସୱାର୍ଡ୍ ପରିବର୍ତ୍ତନ ଓ ଦୁଇଥର-ଯାଞ୍ଚ (୨SV) ସକ୍ରିୟ କରିବାକୁ ନିର୍ଦ୍ଦେଶ ଦେଇଛି। ଏହି ସତର୍କତା ହ୍ୟାକର୍ ଗ୍ରୁପ୍ ‘ଶାଇନିହଣ୍ଟର୍ସ୍’ ଦ୍ୱାରା ବୃଦ୍ଧି ପାଇଥିବା ଫିଶିଙ୍ଗ ଆକ୍ରମଣକୁ…
ମୋଦି-ଜିନପିଙ୍ଗ ବୈଠକରେ ପାକିସ୍ତାନ ସୀମାପାର ଆତଙ୍କବାଦୀ ଉପରେ ଚର୍ଚ୍ଚା, ଭାରତକୁ ସମର୍ଥନ କଲା ଚାଇନା
ନୂଆଦିଲ୍ଲୀ,୩୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ବୈଠକରେ ପାକିସ୍ତାନର ସୀମାପାର ଆତଙ୍କବାଦ ବିଷୟରେ ଚର୍ଚ୍ଚା ହୋଇଛି। ବୈଦେଶିକ ମନ୍ତ୍ରଣାଳୟ ସୂଚନା ଦେଇଛି ଯେ ଚାଇନା ଆତଙ୍କବାଦ ବିରୋଧରେ ଭାରତକୁ ସମର୍ଥନ ପ୍ରକାଶ କରିଛି। ଅମେରିକାର ଟ୍ରମ୍ପ୍…
ଚାଇନା ପ୍ରେମରେ ପଡ଼ିଲେଣି ମୋଦି! ନିଜ ମନ ପସନ୍ଦର କାର ଦେଇଦେଲେ ଜିନପିଙ୍ଗ, ପୁଟିନ ରୁଷିଆରୁ ଆଣିଛନ୍ତି…
ବେଜିଂ,୩୧।୮: ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀ ସମୟରେ ଚାଇନାର ତିଆନଜିନ ସହରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚାଇନା ସରକାର ଦୁଇ ଦିନ ପାଇଁ ଏକ ସ୍ବତନ୍ତ୍ର କାର ଦେଇଥିଲେ। ଏହି କାରଟି ହେଉଛି ‘ହଙ୍ଗକି ଏଲ-୫’, ଯାହାକୁ ଚାଇନାରେ…
‘କିମ ଜୋଙ୍ଗ କାହିଁକି ପୁଟିନ ବି ଲାଜେଇ ଯିବେ’, ଟ୍ରମ୍ପଙ୍କ କ୍ୟାବିନେଟ ବୈଠକରେ ଏମିତି କ’ଣ ହେଲା ଯେ…
ଓ୍ବାଶିଂଟନ,୩୧।୮: ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା, ଯାହା ଖୁବ ଚର୍ଚ୍ଚାରେ ରହିଛି। ଏହି ବୈଠକ ତିନି ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା, କିନ୍ତୁ ସରକାରୀ କାମ ଅପେକ୍ଷା ଏଥିରେ ଟ୍ରମ୍ପଙ୍କ ପ୍ରଶଂସା ଅଧିକ…
ଭାରତ ଉପରେ କଟକଣା ବଢାଇବେ ଟ୍ରମ୍ପ, ୟୁରୋପୀୟ ଦେଶ ଉପରେ ପକାଉଛନ୍ତି ଚାପ
ନୂଆଦିଲ୍ଲୀ,୩୧।୮: ଯୁକ୍ରେନ୍ ଯୁଦ୍ଧ ପୃଷ୍ଠଭୂମିରେ ଅମେରିକାର ଟ୍ରମ୍ପ ପ୍ରଶାସନ ଭାରତକୁ ରୁଷୀୟ ତେଲ କିଣିବାରୁ ରୁଷିଆକୁ ଯୁଦ୍ଧ ଯନ୍ତ୍ରରେ “ଇନ୍ଧନ” ଯୋଗାଉଥିବା ଅଭିଯୋଗ କରିଛି। ସୂତ୍ର ଅନୁଯାୟୀ, ହ୍ୱାଇଟ୍ ହାଉସ୍ ୟୁରୋପିୟ ଦେଶମାନଙ୍କୁ ଭାରତ ଉପରେ ଅମେରିକା ଲାଗୁ କରିଥିବା ସମାନ…
କୂଟନୀତିର ନୂଆ ଖେଳ ନା ଆମେରିକାକୁ ବାର୍ତ୍ତା? ଜାଣନ୍ତୁ ମୋଦିଙ୍କୁ ନେଇ କ’ଣ ଲେଖୁଛି ଚାଇନା ମିଡିଆ
ବେଜିଂ,୩୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଇନାର ତିଆନଜିନ ସହରରେ ପହଞ୍ଚିଛନ୍ତି। ସେ ୩୧ ଅଗଷ୍ଟରୁ ୧ ସେପ୍ଟେମ୍ବର ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀରେ ଯୋଗଦେବେ। ଏହି ଗସ୍ତ ଏପରି ସମୟରେ ହେଉଛି ଯେତେବେଳେ…
Archives


