ଅନ୍ତର୍ଜାତୀୟ

ସୌରମଣ୍ଡଳ ବାହାରେ ପୃଥିବୀ ପରି ୨ ଗ୍ରହର ମିଳିଲା ସନ୍ଧାନ

ମାଦ୍ରିଦ୍‌,୨୦।୬: ସୌରମଣ୍ଡଳ ବାହାରେ ପୃଥିବୀ ପରି ୨ଟି ଗ୍ରହର ସନ୍ଧାନ ମିଳିଛି। ଦକ୍ଷିଣ ସ୍ପେନ୍‌ର ଅଲମେରିଆ ସ୍ଥିତ କେଲାର ମହାକାଶ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ସୌରମଣ୍ଡଳଠାରୁ ପ୍ରାୟ ୧୨.୫ ଆଲୋକ ବର୍ଷ ଦୂରରେ ଥିବା ଟିଗାଇନ୍‌ ଷ୍ଟାର୍‌ ନିକଟରେ…

ବୃଦ୍ଧା ମା’ଙ୍କ ଆଖି ତାଡିଦେଲେ, ହାତ ଗୋଡ ଭାଙ୍ଗି ମାରିଦେଲେ ବୋହୂ-ପୁଅ

ଦୁବାଇ, ୨୦।୬: ବୃଦ୍ଧା ମା’ଙ୍କୁ ହତ୍ୟା ଅଭିଯୋଗରେ ସାଉଦି ଆରବରେ ଗିରଫ ହୋଇଛନ୍ତି ଜଣେ ଭାରତୀୟ ଦମ୍ପତ୍ତି। ଉକ୍ତ ଦମ୍ପତ୍ତିଙ୍କ ନାଁରେ ସଙ୍ଗୀନ ଅଭିଯୋଗ ରହିଛି। ଝିଅର ଯତ୍ନ ନେଉ ନ ଥିବାରୁ ବୁଦ୍ଧା ମା’ଙ୍କୁ ପିଟାପିଟି କରିବା ସହ ଆଖି…

ଭାରତୀୟଙ୍କ ପାଇଁ ଏଚ୍‌-୧ ବି ଭିଜାକୁ ୧୫ ପ୍ରତିଶତ ସୀମିତ କରିବ ଆମେରିକା: ୧୦ ଲକ୍ଷ କୋଟିର ଆଇଟି ଶିଳ୍ପ ପ୍ରଭାବିତ ହେବା ଆଶଙ୍କା

ନୂଆଦିଲ୍ଲୀ/ ଓ୍ବାଶିଂଟନ, ୨୦।୬: ଆମେରିକା ଏହାର ଭିଜା ନୀତିରେ ପରିବର୍ତ୍ତନ ଆଣିବାକୁ ଚିନ୍ତା କରିଛି। ଏହା ଅର୍ନ୍ତଗତ ଭାରତୀୟଙ୍କୁ ପାଇଁ ଏଚ୍‌-୧ ବି ଭିଜାକୁ ୧୦ରୁ ୧୫ ପ୍ରତିଶତ ମଧ୍ୟରେ ସୀମିତ ରଖିବାକୁ ଆମେରିକା ଯୋଜନା କରିଛି। ଏହାଦ୍ୱାରା ଆମେରିକାରେ ଚାକିରି…

ଖାସୋଗିଙ୍କ ହତ୍ୟାରେ କ୍ରାଉନ୍‌ ପ୍ରିନ୍ସ ସମ୍ପୃକ୍ତ

ଜେନେଭା/ରିୟାଧ,୨୦ା୬ (ଏଏଫ୍‌ପି): ସୌଦି ସାମ୍ବାଦିକ ଜମାଲ ଖାସୋଗିଙ୍କ ହତ୍ୟାକାଣ୍ଡରେ କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ୍‌ ସମ୍ପୃକ୍ତ ବୋଲି ବୁଧବାର ଜାତିସଂଘର ଜଣେ ବିଶେଷଜ୍ଞ ରିପୋର୍ଟ ଦେଇଛନ୍ତି। ଏଥିସହ ବିଦେଶରେ ଥିବା ପ୍ରିନ୍ସଙ୍କ ବ୍ୟକ୍ତିଗତ ସମ୍ପତ୍ତି ଉପରେ କଟକଣା ଜାରି କରିବା…

ବର୍ଷକୁ ୭ କୋଟି ଲୋକ ଦେଶାନ୍ତର ହେଉଛନ୍ତି

ଜେନେଭା,୨୦ା୬(ଆଇଏଏନ୍‌ଏସ୍‌): ହିଂସାକାଣ୍ଡ, ମାଲିମକଦ୍ଦମା, ବିବାଦ ଆଦି ବିଭିନ୍ନ କାରଣରୁ ୨୦୧୮ରେ ସାରା ବିଶ୍ୱରୁ ୭ କୋଟିରୁ ଅଧିକ ଲୋକ ଦେଶାନ୍ତର ହେବାକୁ ବାଧ୍ୟ ହୋଇଛନ୍ତି। ଗତ ୭୦ ବର୍ଷ ମଧ୍ୟରେ ଏହା ସର୍ବାଧିକ ବୋଲି ଜାତିସଂଘର ଶରଣାର୍ଥୀ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟ (ୟୁଏନ୍‌ଏଚ୍‌ସିଆର୍‌)…

୨୨୦ କୋଟି ଲୋକଙ୍କ ପାଖରେ ନାହିଁ ପିଇବା ପାଣି; ୪୨୦ କୋଟିଙ୍କୁ ମିଳୁନି ପରିମଳ ବ୍ୟବସ୍ଥା: ଜାତିସଂଘ

ଜେନେଭା,୧୯।୬: ପୃଥିବୀରେ ଧୀରେଧୀରେ ଜଳ ସଙ୍କଟ ଉଗ୍ରରୂପ ଧାରଣ କରୁଛି। ବିଭିନ୍ନ ଦେଶରେ ୨୨୦ କୋଟି ଲୋକଙ୍କ ପାଖରେ ପିଇବାକୁ ପାଣି ନ ନାହିଁ। ଏନେଇ ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ ହୋଇଛି। ପୃଥିବୀର ୪୨୦ କୋଟି ଲୋକଙ୍କୁ…

ଭାରତ ଏବଂ ପାକିସ୍ତାନ ମଧ୍ୟ ଅଧିକ ମ୍ୟାଚ୍‌ ଆୟୋଜନ ହେଉ: ମେହମୁଦ୍‌ କ୍ୟୁରେସି

ଇସଲମାବାଦ୍‌, ୧୯।୬: ବିଶ୍ୱକପରେ ଭାରତଠାରୁ ପରାସ୍ତ ହେବା ପରେ ପାକିସ୍ତାନରେ ହଡକମ୍ପ ସୃଷ୍ଟି ହୋଇଛି। ଏନେଇ ପ୍ରତିକ୍ରିୟା ଦେଇଛନ୍ତି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସି। ସେ କହିଛନ୍ତି, ଆଗକୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅଧିକରୁ ଅଧିକ ମ୍ୟାଚ୍‌…

ଅଜଣା ବ୍ୟକ୍ତିଙ୍କ ଗୁଳିରେ ୩୮ ନିହତ

ବାମାକୋ,୧୯।୬: କେନ୍ଦ୍ରୀୟ ମାଲିରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଜଣେ ଅଜଣା ବ୍ୟକ୍ତିଙ୍କ ଗୁଳିରେ ୩୮ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ଗଙ୍ଗାଫାନି ଏବଂ ୟୋରୋ ଗାଁରେ ଏହା ଘଟିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ଏଠାକାର ଦୁଇ ଗାଁରେ…

କୋର୍ଟରୁମ୍‌ରେ ଟଳିପଡ଼ିଲେ ମୋର୍ସି

କାଏରୋ,୧୯ା୬(ଆଇଏଏନ୍‌ଏସ୍‌): ଇଜିପ୍ଟର ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ମୋର୍ସି(୬୭) କୋର୍ଟରୁମ୍‌ରେ ଅଚାନକ ଟଳିପଡ଼ିବା ପରେ ଆଖି ବୁଜିଦେଇଛନ୍ତି। ମୋର୍ସିଙ୍କ ପୁତ୍ର ଅହମଦ୍‌ଙ୍କ ସୂଚନା ଅନୁଯାୟୀ, ପିତାଙ୍କୁ ପୂର୍ବ କାଏରୋ ଅଧୀନ ନାସେର ସିଟି ଡିଷ୍ଟ୍ରିକ୍ଟରେ ମୁସଲିମ୍‌ ବ୍ରଦରହୁଡ ଗାଇଡ୍‌ଙ୍କ ନିମନ୍ତେ ଉଦ୍ଦିଷ୍ଟ ସମାଧିସ୍ଥଳରେ…

ବିମାନ ଦୁର୍ଘଟଣା:୨ ପାଇଲଟ ମୃତ

ହାନୋଇ,୧୪ା୬(ଏଏଫ୍‌ପି) ଭିଏତ୍‌ନାମର ଏକ ସାମରିକ ବିମାନ ତାଲିମ ଉଡାଣ କରୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁ ଦୁଇ ପାଇଲଟଙ୍କ ମୃତ୍ୟୁ ଘଟିଛି। ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଭିଏତନାମ୍‌ର ଭଲ ରେକର୍ଡ ଥିଲେ ମଧ୍ୟ ଏଠାରେ ସାମରିକ ବିମାନ ଓ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ…

ବିମାନ ଛାତରେ ଧକ୍କା ହେଲେ ଏୟାରହୋଷ୍ଟେସ୍‌: ୧୦ଯାତ୍ରୀ ଆହତ

ପ୍ରିସ୍ଥିନା,୧୮।୬: ଏକ ଇଣ୍ଟରନ୍ୟାସନାଲ ବିମାନରେ ଯାତ୍ରୀଙ୍କୁ ଭୟଭୀତ ପରିସ୍ଥିତିର ସାମ୍‌ନା କରିବାକୁ ପଡ଼ିଥିଲା। ହଠାତ୍‌ ବିମାନଟି ଦୋହଲିବାରୁ ଗରମ ପାଣି ସର୍ଭ କରୁଥିବା ଏୟାର ହୋଷ୍ଟେସ୍‌ ସିଧା ଛାତ ସହ ଧକ୍କା ହୋଇଥିଲେ। ଫଳରେ ତାଙ୍କ ହାତରେ ଥିବା ସବୁ ଗରମ…

ବଦଳିପାରେ ମାକ୍ସ ୭୩୭ ବୋଇଂ ବିମାନର ନାମ

ନ୍ୟୁୟର୍କ,୧୮।୬: ବିମାନ ନିର୍ମାଣକାରୀ କମ୍ପାନୀ ବୋଇଂ ଏବେ ମାକ୍ସ ୭୩୭ ବିମାନର ନାମ ପରିବର୍ତ୍ତନ କରିପାରେ ବୋଲି କୁହାଯାଉଛି। ଦୁଇଟି ବଡ଼ ଦୁର୍ଘଟଣା ପରେ କେହି ଏହି ବିମାନକୁ କିଣୁ ନ ଥିବାକୁ କମ୍ପାନୀ ଏହାର ନାମ ପରିବର୍ତ୍ତନ କରିବା କଥା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri