ଅନ୍ତର୍ଜାତୀୟ

ସରକାରଙ୍କ ବିରୋଧରେ ପ୍ରଦର୍ଶନ: ଏକ ମାସରେ ୩୧୯ ମୃତ; ୧୫ ହଜାରରୁ ଅଧିକ ଆହତ

ବାଗଦାଦ୍‌,୧୧।୧୧: ସରକାରଙ୍କୁ କ୍ଷମତା ଚ୍ୟୁତ କରିବା ପାଇଁ ଇରାକ୍‌ରେ ଗତ ଏକମାସ ଧରି ଲୋକମାନେ ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି। ଇତିମଧ୍ୟରେ ସୁରକ୍ଷାକର୍ମୀଙ୍କ ସହିତ ହାତାହାତି ହୋଇ ୩୧୯ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି ଏଥିରେ ୧୫ ହଜାରରୁ ଅଧିକ…

ଯୁଦ୍ଧ ସଂଗ୍ରହାଳୟରେ ପାକିସ୍ତାନ ଲଗାଇଲା ଅଭିନନ୍ଦନଙ୍କ ପୁତ୍ତଳିକା

ଇସ୍‌ଲାମାବାଦ,୧୧।୧୧: ଗତ ଅଗଷ୍ଟରେ କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ଆଉ ଏବେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ କୋର୍ଟ ଦେଇଥିବା ରାୟ ପରେ ପାକିସ୍ତାନ ପୁଣି ଥରେ ହଡବଡେଇ ଯାଇଛି। ଏବେ ସେ ତା’ର ଯୁଦ୍ଧ ସଂଗ୍ରହାଳୟରେ ଭାରତୀୟ ବାୟୁସେନାର…

ସିଦ୍ଧୁଙ୍କୁ ଖୋଜିଲେ ଇମ୍ରାନ୍‌: ଭିଡିଓ ଭାଇରାଲ

ଇସ୍‌ଲାମାବାଦ,୧୦।୧୧: କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବଜୋତ ସିଂ ସିଦ୍ଧୁ ଶନିବାର କରତାରପୁର କରିଡର ଉଦ୍‌ଘାଟନ ଦିବସରେ ଯୋଗ ଦେଇଥିଲେ। ସେହି ସମୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉକ୍ତ ଭିଡିଓରେ ପାକିସ୍ତାନ ପ୍ରଧାନମନ୍ତ୍ରୀ…

ଏମିତି ଦେଶ ଯେଉଁଠି ଏପରି କଲେ ହୁଏ ମୃତ୍ୟୁ…

ପଶ୍ଚିମ ଆଫ୍ରିକାର ରହିଛି ଏକ ଛୋଟ ଦେଶ ବେନିନ୍‌। ଏଠାରୁ ହଁି କଳାଯାଦୁର ଆରମ୍ଭ ହୋଇଥିଲା ବୋଲି ଲୋକେ କୁହନ୍ତି । ଏଠାରେ ବାସ କରନ୍ତି ଇଗୁନଗୁନ ଜନଜାତି । ଇଗୁନଗୁନ ଜନଜାତିର କୌଣସି ବ୍ୟକ୍ତି ଯଦି କାହାକୁ ଛୁଇଁଦିଅନ୍ତି ତେବେ…

କାର୍ଯ୍ୟକ୍ଷେତ୍ରରେ ଚଷମା ପିନ୍ଧିପାରିବେନି ମହିଳା

ଜାପାନରେ ଏକ ଅଜବ ନିୟମ ଲାଗୁ ହୋଇଛି। ଏଠାରେ କର୍ମକ୍ଷେତ୍ରରେ ମହିଳାମାନେ ଚଷମା ପିନ୍ଧିପାରିବେନି। କେତେକ ବେସରକାରୀ କମ୍ପାନୀ ଏଭଳି ନିୟମ ଲାଗୁ କରିଛନ୍ତି। ଏହା ପଛରେ ଏକ ଅଦ୍ଭୁତ କାରଣ ରହିଛି। ଚଷମା ଲଗାଇ ଅଫିସ୍‌ ଆସୁଥିବା ମହିଳାଙ୍କ ପାଇଁ…

ବିମାନ ଆକ୍ରମଣରେ ତାଲିବାନ୍‌ କମାଣ୍ଡର ମୃତ

ଲୋଗାର,୧୦।୧୧: ଆଫଗାନିସ୍ତାନର ସେଣ୍ଟ୍ରାଲ ଲୋଗାର ଅଞ୍ଚଳରେ ରବିବାର ଆଫଗାନ ସେନାଙ୍କ ଦ୍ୱାରା କରାଯାଇଥିବା ବିମାନ ଆକ୍ରମଣରେ ତାଲିବାନ କମାଣ୍ଡରଙ୍କ ମୃତ୍ୟୁ ହୋଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ମୃତ କମାଣ୍ଡର ଓ୍ବଇସୁଦ୍ଦିନ ବୋଲି ଚିହ୍ନଟ ହୋଇଥିବା ବେଳେ ୩…

ଅଜବ ଢଙ୍ଗରେ ଗର୍ଲଫ୍ରେଣ୍ଡ୍‌କୁ ପ୍ରପୋଜ କଲେ ଏହି ଯୁବକ

ନିଆରା ଢଙ୍ଗରେ ପ୍ରେମିକମାନେ ନିଜ ପ୍ରେମିକାଙ୍କୁ ପ୍ରପୋଜ୍‌ କରିଥିବାର ଦେଖିଥିବେ, କିନ୍ତୁ ଇଂଲଣ୍ଡର ଜଣେ ଯୁବକ ଛାତିରେ ଟାଟୁ କରି ନିଜ ଗର୍ଲଫ୍ରେଣ୍ଡକୁ ପ୍ରମୋଜ୍‌ କରିଛନ୍ତି। ଯୁବକ ଜଣଙ୍କ ଛାତିରେ ତୁମେ ମୋତେ ବିବାହ କରିବ କି? ହଁ କି ନାଁ…

କଷ୍ଟକର ଗଣିତ ବୁଝିବାରେ ବାଳିକା ବି ଆଗୁଆ

ଓ୍ବାଶିଂଟନ,୧୦।୧୧: କଷ୍ଟକର ଗଣିତ ବୁଝିବାରେ ବାଳକମାନେ ଆଗୁଆ ରହିଥାନ୍ତି ବୋଲି ପୂର୍ବରୁ ହୋଇଥିବା ଏକ ଗବେଷଣାରେ ଉଲ୍ଲେଖ ହୋଇଥିଲା। ତେବେ ଏଥିରେ ବାଳିକା ମଧ୍ୟ ପଛୁଆ ନାହାଁନ୍ତି। ଏନେଇ ଆମେରିକା କାର୍ନିଙ୍ଗ୍‌ ମେଲାନ୍‌ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ…

ବଢୁଛି ବିଶ୍ୱ ତାପନ: କମୁଛି ପେଙ୍ଗୁଇନ୍‌ ସଂଖ୍ୟା

ବୋଷ୍ଟନ୍‌,୧୦।୧୧: ବିଶ୍ୱ ତାପମାନ ଧୀରେଧୀରେ ବଢିବାରେ ଲାଗିଛି। ଏହାର ପ୍ରଭାବରେ ଆଣ୍ଟାର୍କଟିକାରେ ଥିବା ହିମ ପାହାଡ଼ ତରଳିବାରେ ଲାଗିଛି। ଏହା ଯୋଗୁ ଜଳବାୟୁ ପରିବର୍ତ୍ତନ ହେବାରେ ଲାଗିଛି। ଏଭଳି ସ୍ଥିତି ଜାରି ରହିଲେ ଆସନ୍ତା ୨୧୦୦ ସୁଦ୍ଧା ଏଠାରେ ବାସ କରୁଥିବା…

ଲଣ୍ଡନ ଯିବେ ଶରିଫ

ଇସ୍‌ଲାମାବାଦ,୧୦।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ ଉନ୍ନତ ଚିକିତ୍ସା ଲାଗି ସୋମବାର ଲଣ୍ଡନ ଗସ୍ତ କରିବେ ବୋଲି ସୂଚନା ମିଳିଛି। କିଛିଦିନ ହେବ ଅସୁସ୍ଥ ଥିବା ଶରିଫ ଲାହୋରର ସର୍ଭିସେସ୍‌ ହସ୍ପିଟାଲରେ ଦୁଇ ସପ୍ତାହ ଚିକିତ୍ସିତ ହୋଇ ପରେ ନିଜ…

ସୋମବାର ସୂର୍ଯ୍ୟକୁ ଅତିକ୍ରମ କରିବ ବୁଧ: ଭାରତରେ ହେବ ନାହିଁ ଦୃଶ୍ୟମାନ

ଓ୍ବାଶିଂଟନ,୧୦।୧୧: ସୋମବାର ଏକ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ। ଏହି ଦିନ ବୁଧ ଗ୍ରହ ସୂର୍ଯ୍ୟ ସମ୍ମୁଖରେ ନିଜ କକ୍ଷ ପଥରେ ଗତି କରିବ। ଫଳରେ ସୂର୍ଯ୍ୟ ଉପରେ ଏକ ବଡ଼ କଳାଜାଇ ଗତି କରୁଥିବାର ଦେଖାଯିବ। ଏହା ଗ୍ରୀନିଚ୍‌ ମିନ୍‌…

ଉଚ୍ଚ ରକ୍ତଚାପ ଏବଂ ଡାଇବେଟିସ୍‌ରୁ ଦୂରେଇ ରହିବା ଲାଗି ସକାଳୁ କରନ୍ତୁନି ଏପରି …

ସକାଳେ ଉଠି ସ୍ମାର୍ଟଫୋନ୍‌ ବ୍ୟବହାର କରିବା ଦ୍ୱାରା ମାନସିକ ସ୍ଥିତି ଉପରେ ଖରାପ ପ୍ରଭାବ ପଡ଼ିଥାଏ । ଅନେକ ସକାଳେ ଉଠି ଇ-ମେଲ୍‌ କିମ୍ବା ମେସେଜ୍‌ ଚେକ୍‌ କରନ୍ତି। ମାତ୍ର ଏପରି ନ କରିବାକୁ ଟରୋଣ୍ଟୋ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?