ଥରିଲା ଜାପାନ ଓ ଦକ୍ଷିଣ ଫିଲିପାଇନ୍ସ୍
ଟୋକିଓ,୧୩।୭: ଜାପାନ ଏବଂ ଦକ୍ଷିଣ ଫିଲିପାଇନ୍ସ୍ରେ ଶନିବାର ଭୂକମ୍ପ ଅନୁଭୁତ ହୋଇଛି। ଜାପାନରେ ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ଥିବାବେଳେ ଦକ୍ଷିଣ ଫିଲିପାଇନ୍ସ୍ରେ ହୋଇଥିବା ଭୂକମ୍ପର ତୀବ୍ରତା ୫.୮ ଥିବା ଆମେରିକା ଭୂବିଜ୍ଞାନ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।…
ପୃଥିବୀର ସବୁଠାରୁ ଉଚ୍ଚା ଗଛ: କୁତବ୍ ମିନାରଠାରୁ ବି ଅଧିକ
ସ୍କାରାମେଣ୍ଟୋ,୧୩।୭: ପୃଥିବୀର ସବୁଠାରୁ ଉଚ୍ଚା ଗଛ କାର୍ଲିଫର୍ନିଆ ରେଡ୍ ଉଡ୍ ଜାତୀୟ ଉଦ୍ୟାନରେ ରହିଛି। ଏହାର ଉଚ୍ଚତା ୧୧୫.୮୫ ମିଟର। ଏହି ଗଛ ସମ୍ପର୍କରେ ୨୦୦୬ରେ ଜଣାପଡ଼ିଥିଲା। ଏହାର ଉଚ୍ଚତା ଦିଲ୍ଲୀର କୁତବ୍ ମିନାରଠାରୁ ମଧ୍ୟ ଅଧିକ। ସେହିପରି ଏହା ଆମେରିକା…
ପାକିସ୍ତାନ କୋର୍ଟକୁ ଜଣାଇଲେ ହଫିଜ୍: ୨୬/୧୧ ଆକ୍ରମଣରେ ସମ୍ପୃକ୍ତ ନୁହେଁ
ଇସଲାମାବାଦ,୧୩ା୭: ଜମାତ୍-ଉଦ୍-ଦାଓ୍ବା (ଜେୟୁଡି)ର ମୁଖ୍ୟ ହଫିଜ୍ ସୟିଦ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ନୁହଁନ୍ତି ବୋଲି ଶୁକ୍ରବାର ଲାହୋର ହାଇକୋର୍ଟଙ୍କୁ ଜଣାଇଛନ୍ତି। ଆତଙ୍କବାଦୀ ସଂଗଠନକୁ ପାଣ୍ଠି ଯୋଗାଣ ନେଇ ଦାଏର ମାମଲାକୁ ହଫିଜ୍ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ହଫିଜ୍ ସମେତ…
ପତଳା ହେବାର ସୁଯୋଗ ଉଠାଇ ଜେଲ୍ର ବନ୍ଦୀଶାଳାରୁ ଖସିପଳାଇଲେ କଏଦୀ
ସୁକ୍ରେ,୧୨।୭: ବଲିଭିଆରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ପୋଲିସ ଚୋରି ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରି ଜେଲ୍କୁ ପଠାଇଥିଲା। ଆଉ ସେଠାରେ ସେ ପତଳା ହେବାର ସୁଯୋଗ ଉଠାଇ ଜେଲ୍ର ବନ୍ଦୀଶାଳାରୁ ଫେରାର ହୋଇଯାଇଥିବା ଘଟଣା ସମସ୍ତଙ୍କୁ…
ମରିୟମଙ୍କ ସାକ୍ଷାତ୍କାରକୁ ଜବରଦସ୍ତ ବନ୍ଦ କରି ଦିଆଗଲା
ଇସଲାମାବାଦ,୧୨।୭: ପାକିସ୍ତାନ ମିଡିଆ ସେନସରଶିପ୍କୁ ନେଇ ଏକ ନୂଆ ଘଟଣା ସାମ୍ନାକୁ ଆସିଛି। ପାକିସ୍ତାନ ମୁସଲିମ ଲିଗ-ନଓ୍ବାଜ(ପିଏମ୍ଏଲ୍-ଏନ୍)ନେତା ମିରିୟମ ନଓ୍ବାଜଙ୍କ ସାକ୍ଷାତ୍କାରକୁ ପାକିସ୍ତାନ ନ୍ୟୁଜ ଚ୍ୟାନେଲ ବ୍ରଡକାଷ୍ଟ ସମୟରେ ଜୋର ଜବରଦସ୍ତ ବନ୍ଦ କରି ଦେଇଥିବା ସୂଚନା ମିଳିଛି। ହମ୍ ନ୍ୟୁଜରେ…
ରାସ୍ତାରେ ବର୍ଷିଲା ଟଙ୍କା
ଓ୍ବାଶିଂଟନ, ୧୨।୭: ଆମେରିକାର ନର୍ଥ ଆଟଲାଣ୍ଟାର ଇଣ୍ଟରଷ୍ଟେଟ୍ ହାଇଓ୍ବେ ନମ୍ବର ୨୮୫ରେ ଡଲାର ବର୍ଷା ହେଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଲୋକମାନେ ଉକ୍ତ ଟଙ୍କାକୁ ଗୋଟାଉ ଥିବାର ଭିଡିଓରେ ଦେଖାଯାଇଛି। ସୂଚନାଯୋଗ୍ୟ, ଏକ କମ୍ପାନୀ ପକ୍ଷରୁ ଟ୍ରକରେ…
ମାଲିକଙ୍କୁ ଖାଇଗଲେ କୁକୁର
ଡଲାସ, ୧୨।୭:ଟେକ୍ସାସ୍ର ୫୭ ବର୍ଷୀୟ ଫ୍ରେଡି ମାକ୍ଙ୍କୁ ତାଙ୍କର ୧୮ଟି ପୋଷାକୁକୁର ଖାଇଦେଇଛନ୍ତି। କିଛି ମାସ ହେଲା ମାକ୍ ନିଖୋଜ ଥିଲେ। ଡିଏନ୍ଏ ପରୀକ୍ଷାରୁ ତାଙ୍କୁ କୁକୁର ଖାଇଦେଇଥିବା ଜଣାପଡିଥିଲା। ଏପରିକି ସେମାନେ ମାଲିକ ପିନ୍ଧିଥିବା ପୋଷାକକୁ ମଧ୍ୟ ଖାଇଦେଇଥିଲେ ବୋଲି…
ମଝିଆକାଶରେ ବିମାନ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି
ଆଟ୍ଲାଣ୍ଟା,୧୧।୭: ଡେଲ୍ଟା ଏୟାରଲାଇନ୍ସ ବିମାନ ୧୪୨୪ ଆଟ୍ଲାଣ୍ଟାରୁ ବାଲ୍ଟିମୋରକୁ ଉଡାଣ କରିଥିଲା। ହେଲେ ମଝିଆକାଶରେ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ବିମାନ କାର୍ଯ୍ୟକ୍ଷମ ହୋଇପାରି ନ ଥିଲା। ଇଞ୍ଜିନରେ ନିଆଁ ଲାଗିଯାଇଥିବା ବେଳେ ବିମାନ ଭିତରେ ତାପମାତ୍ରା ବୃଦ୍ଧି ପାଇବା ସହ…
ମସ୍କୋ ଥର୍ମାଲ ପାଓ୍ବାର ଷ୍ଟେଶନରେ ଭୟାବହ ଅଗ୍ନିକାଣ୍ଡ: ୫୦ ମିଟର ଉଚ୍ଚକୁ ଉଠିଲା ନିଆଁ
ମସ୍କୋ,୧୧।୭: ରୁଷ ରାଜଧାନୀ ମସ୍କୋର ମିଟିଶ୍ଚି ନିକଟରେ ଥିବା ଥର୍ମାଲ ପାଓ୍ବାର ପ୍ଲାଣ୍ଟରେ ଗୁରୁବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ସମୟରେ ଏହି ନିଆଁ ଏତେ ଭୟଙ୍କର ଥିଲା ଯେ, ୫୦ ମିଟର ଉଚ୍ଚ ଉପରକୁ ଏହାର ଧଁାସ ଉଠିଥିଲା। ଏହି…
ଶୋଇବା ପାଇଁ ଏଠାରେ ଲୋକେ ଭଡାରେ ନିଅନ୍ତି କାର୍
ଟୋକିଓ,୧୧।୭: ଅନେକ ଦେଶରେ ଲୋକେ ଯାତ୍ରା କରିବା ପାଇଁ କାର୍ ଭଡାରେ ନେଇଥାଆନ୍ତି। ହେଲେ ଜାପାନରେ ଅଧିକାଂଶ ଲୋକେ କାର୍ ଭଡାରେ ନେଇ ରାସ୍ତା କଡରେ ପାର୍କିଂ କରି କାର୍ର ଏସି ଅନ୍ କରି ସେଠାରେ ଦୁଇ ତିନି ଘଣ୍ଟା ଶୋଇ…
ବ୍ରିଟିଶ ତେଲ ଟ୍ୟାଙ୍କରକୁ ଅପହରଣ ଉଦ୍ୟମ କରି ଅଡୁଆରେ ଇରାନ
ଦୁବାଇ,୧୧।୭: ତେଲ ଟ୍ୟାଙ୍କରକୁ ନେଇ ବ୍ରିଟେନ ଓ ଇରାନ ମଧ୍ୟରେ ଲାଗି ରହିଥିବା ବିବାଦ ମଧ୍ୟରେ ଏବେ ଇରାନ ଅଡୁଆରେ ପଡିଯାଇଛି। ବୁଧବାର ପର୍ସିୟାନ ଗଲ୍ଫ ଏରିଆରେ ଇରାନ ଏକ ବ୍ରିଟିଶ ତେଲ ଟ୍ୟାଙ୍କରକୁ ନିଜ କବ୍ଜାକୁ ଆଣିବାକୁ ଚେଷ୍ଟା କରିଥିଲା।…
ମାଲବାହୀ ଟ୍ରେନ୍କୁ ଧକ୍କା ଦେଲା ପାସେଞ୍ଜର୍ ଟ୍ରେନ୍: ୧୧ ମୃତ, ୬୦ ଆହତ
ଲାହୋର,୧୧।୭: ପାକିସ୍ତାନର ପୂର୍ବ ପଞ୍ଜାବ ପ୍ରଦେଶରେ ଏକ ମାଲବାହୀ ଟ୍ରେନ୍ ଏବଂ ପାସେଞ୍ଜର ଟ୍ରେନ୍ ମଧ୍ୟରେ ଧକ୍କାରେ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୬୦ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ସାଦିକାବାଦ୍ ତହସିଲ୍ରେ ଥିବା ବହ୍ଲାର ଷ୍ଟେଶନର ଲୁପ୍ ଲାଇନ୍ରେ…
Archives


