ବ୍ଲକେଜ୍ ହଟାଇବ ରୋବୋଟିକ ଥ୍ରେଡ୍
ଓ୍ବାଶିଂଟନ: ମାସାଚ୍ୟୁସେଟସ ଇନ୍ଷ୍ଟିଚ୍ୟୁଟସ ଅଫ୍ ଟେକନୋଲୋଜି(ଏମ୍ଆଇଟି)ର ଗବେଷକମାନେ ବିକାଶ କରିଛନ୍ତି ଏକ ରୋବୋଟିକ ଥ୍ରେଡ୍। ଏହା ଚୁମ୍ବକୀୟ ଶକ୍ତି ଦ୍ୱାରା ସଞ୍ଚାଳିତ ହୋଇପାରୁଛି। ଏହା ଅତି ସରୁ ଓ କ୍ଷୁଦ୍ର ବ୍ଲଡ୍ ଭେସେଲସ୍ ବା ରକ୍ତ ବାହିକା ମଧ୍ୟରେ ଗତି କରି…
ଟ୍ୟୁମର ସେଲ୍ ନଷ୍ଟ କରିବ ସାଇଟୋଫୋନ୍
ଯନ୍ତ୍ରର ନାଁ ସାଇଟୋଫୋନ୍। ଆମେରିକାର ଅର୍କାନସାସ୍ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏହାକୁ ପ୍ରସ୍ତୁତ କରିଛନ୍ତି। ଶରୀରରେ ଟ୍ୟୁମର ସେଲ୍ ବ୍ୟାପିବାରେ ଏହା ବାଧା ଦେଉଛି। ଏମିତି କି ସେଲ୍କୁ ନଷ୍ଟ କରିପାରୁଛି। ରକ୍ତରେ ଟ୍ୟୁମର ସେଲ୍କୁ ଠାବ କରାଯିବା ପାଇଁ ଏବେ ବ୍ୟବହାର…
ନିଜ ପାଇଁ ବର ଖୋଜୁଛନ୍ତି ଏହି ଯୁବତୀ, ମନପସନ୍ଦର ସାଥୀ ମିଳିଲେ ତାଙ୍କୁ ଦେବେ ୬୫ କୋଟି ଟଙ୍କା
ମନପସନ୍ଦର ଜୀବନସାଥୀଟିଏ ପାଇବାକୁ ସମସ୍ତଙ୍କର ସ୍ବପ୍ନ ଥାଏ। ବିବାହ ପ୍ରସଙ୍ଗରେ ଝିଅ ହେଉ କି ପୁଅ କାହାକୁ ଏଥିରେ ତରବରିଆ ପଦକ୍ଷେପ ନେବା ଉଚିତ୍ ନୁହେଁ। ଏମିତିରେ ରୁଷିଆର ମଡେଲ୍ ଆନ୍ନା ନିଜ ପସନ୍ଦର ପୁଅ ସହ ବିବାହ ରଚିବାକୁ ଆଗ୍ରହ…
ପୁଣି ସୌରମଣ୍ଡଳ ନବଗ୍ରହରେ ସାମିଲ୍ ହେଲା ପ୍ଲୁଟୋ
ଓ୍ବାଶିଂଟନ,୨୯।୮: ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ପୁଣିଥରେ ନବଗ୍ରହ ତାଲିକାରେ ପ୍ଲୁଟୋକୁ ସାମିଲ୍ କରାଯାଇଛି। ପୂର୍ବରୁ ୨୦୦୬ରେ ଏହା ସୌରମଣ୍ଡଳର ଗ୍ରହ ନୁହେଁ ବୋଲି ନାସା କହିଥିଲା। ଫଳରେ ସୌରମଣ୍ଡଳ ଗ୍ରହସଂଖ୍ୟା ୯ ପରିବର୍ତ୍ତେ ୮କୁ ହ୍ରାସ ପାଇଥିଲା।…
ମହାକାଶରେ ଯୁଦ୍ଧ ପାଇଁ ପ୍ରସ୍ତୁତି: ଆମେରିକା ଆରମ୍ଭ କଲା ସ୍ପେସ୍ କମାଣ୍ଡ
ଓ୍ବାଶିଂଟନ, ୨୯।୮: ଆମେରିକା ଏବେ ମହାକାଶରେ ଯୁଦ୍ଧ ପାଇଁ ଅଣ୍ଟା ଭିଡ଼ିଛି। ଗୁରୁବାର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଏବଂ ଉପରାଷ୍ଟ୍ରପତି ମାଇକ୍ ପେନ୍ସ୍ଙ୍କ ଉପସ୍ଥିତିରେ ସ୍ପେସ୍ କମାଣ୍ଡର ଶୁଭାରମ୍ଭ କରାଯାଇଛି। ଏହା ଦ୍ୱାରା ମହାକାଶରେ ଆମେରିକା ସ୍ଥିତି ବେଶ୍ ସୁଦୃଢ଼ ହୋଇପାରିବ…
ପାକିସ୍ତାନର ୟୁଟର୍ଣ୍ଣ: କହିଲା ଭାରତ ପାଇଁ ବନ୍ଦ ହୋଇନି ଆକାଶମାର୍ଗ
ଇସ୍ଲାମାବାଦ,୨୯।୮: ଗୋଟିଏ ଦିନ ପୂର୍ବରୁ ପାକିସ୍ତାନ ଭାରତ ପାଇଁ ତା’ର ଆକାଶ ମାର୍ଗ ବନ୍ଦ କରି ଦେଇଥିବା ସୂଚନା ମିଳିଥିଲା। ହେଲେ ଗୁରୁବାର ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମ୍ମୁଦ କ୍ୟୁରେଶି କହିଛନ୍ତି, ପାକିସ୍ତାନ ଭାରତ ପାଇଁ ତା’ର ଆକାଶମାର୍ଗ ବନ୍ଦ…
ପରମାଣୁ ଆକ୍ରମଣ ଧମକ ପରେ ପାକିସ୍ତାନ ‘ଗଜନବି’ ମିଜାଇଲ୍ର ପରୀକ୍ଷଣ କଲା
ଇସଲାମାବାଦ୍,୨୯।୮: ଭାରତ ଉପରେ ପରମାଣୁ ଆକ୍ରମଣ କରିବାକୁ ଧମକ ଦେବାର ୨ ଦିନ ପରେ ପାକିସ୍ତାନ ଗୁରୁବାର ଏହାର ବାଲାଷ୍ଟିକ୍ ମିଜାଇଲ୍ ‘ଗଜନବି’ର ପରୀକ୍ଷଣ କରିଛି। ମିଜାଇଲ୍ର ପରୀକ୍ଷଣ ସଫଳ ରହିଥିବା ପାକିସ୍ତାନ ସୂଚନା ଦେଇଛି। ଏହି ମିଜାଇଲ୍ର ଲକ୍ଷ୍ୟଭେଦ କ୍ଷମତା…
ଟ୍ରାଫିକ୍ ନିୟମ ଭଙ୍ଗକାରୀଙ୍କୁ ଅଣ୍ଡା, ଟମାଟର ମାଡ଼ କରନ୍ତି ଏହି ବ୍ୟକ୍ତି
ଟ୍ରାଫିକ୍ ନିୟମ ସମସ୍ତଙ୍କ ପାଇଁ ଲାଗୁ ହୋଇଥାଏ। କିନ୍ତୁ କିଛି ଲୋକ ଥାନ୍ତି ଏହାକୁ ମାନନ୍ତି ନାହିଁ। ଟ୍ରାଫିକ୍ ନିୟମ ଭାଙ୍ଗୁଥିବା ଲୋକଙ୍କଠାରୁ ସରକାର ଜରିମାନା ଆଦାୟ କରୁଥିଲେ ମଧ୍ୟ କିଛି ଲୋକ ପୋଲିସକୁ ଚକ୍କମା ଦେବାରେ ସଫଳ ହୋଇଥାନ୍ତି। ସେମାନଙ୍କୁ…
ଜାପାନରେ ୬.୧ ତୀବ୍ରତାର ଭୂକମ୍ପ
ହୋକାଇଡୋ,୨୯।୮: ଜାପାନର ହୋକାଇଡୋରେ ଗୁରୁବାର ସକାଳେ ୬.୧ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଛି। ଏହା ହୋକାଇଡୋର ୧୦ କିଲୋମିଟର ଦୂରରେ ଅନୁଭୂତ ହୋଇଥିବା ସୂଚନା ମିଳିଛି। ଏହି ଭୂକମ୍ପ ପରେ କେହି ମୃତାହତ ହୋଇଥିବା ସୂଚନା ମିଳି ନ ଥିବା…
ବ୍ରାଜିଲ-ଫ୍ରାନ୍ସ ଚା’ କପ୍ରେ ଝଡ଼ ଥମିଲା: ମାକ୍ରଁଙ୍କ ସ୍ତ୍ରୀଙ୍କୁ ନେଇ ଫେସ୍ବୁକ୍ରେ ଦିଆଯାଇଥିବା ମନ୍ତବ୍ୟ ଲାଗି କ୍ଷମା ମାଗିଲେ ବ୍ରାଜିଲ୍ ଜନତା
ପୋର୍ଟ ଭେଲ୍ହୋ,୨୯।୮: କିଛି ଦିନ ଧରି ବ୍ରାଜିଲ-ଫ୍ରାନ୍ସ ଚା’ କପ୍ରେ ଉଠିଥିବା ଝଡ଼ ଏବେ ଥମିଛି। ବ୍ରାଜିଲ ରାଷ୍ଟ୍ରପତି ବୋଲ୍ସୋନାରୋଙ୍କ ଜଣେ ସମର୍ଥକ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ବେଲ ମାକ୍ରଁଙ୍କ ସ୍ତ୍ରୀ ବ୍ରିଜେଟ୍ଙ୍କୁ ନେଇ ଉପହାସ କରିବା ଭଳି ମନ୍ତବ୍ୟ ଦେଇଥିଲେ। ବ୍ୟକ୍ତି…
ବିଶ୍ୱ ଆଣବିକ ପରୀକ୍ଷଣ ନିରୋଧୀ ଦିବସ
ଆଣବିକ ପରୀକ୍ଷଣ କରି ଏବେ ସବୁ ଦେଶ ନିଜର ଶକ୍ତି ପ୍ରଦର୍ଶନ କରିବାରେ ଲାଗିଛନ୍ତି। ଏହା ପୃଥିବୀ ପ୍ରତି କେତେ ଯେ ବିପଦପୂର୍ଣ୍ଣ ତାହା କେହି ବି ଚିନ୍ତା କରୁନାହାନ୍ତି। ପ୍ରଥମେ ଜୁଲାଇ ୧୬, ୧୯୪୫ରେ ଆଣବିକ ପରୀକ୍ଷଣ କରାଯାଇଥିଲା। ଆମେରିକା…
ବ୍ରିଟିଶ ପାର୍ଲାମେଣ୍ଟ ସ୍ଥଗିତ
ଲଣ୍ଡନ,୨୯ା୮(ପି.ଟି.): ୟୁରୋପୀୟ ସଂଘ (ଇୟୁ)ରୁ ବ୍ରିଟେନ ଅଲଗା ହେବାର ଶେଷ ତାରିଖ ଅକ୍ଟୋବର ୩୧ ଥିବାବେଳେ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ଙ୍କ ସୁପାରିସକ୍ରମେ ବୁଧବାର ବ୍ରିଟିଶ ପାର୍ଲାମେଣ୍ଟକୁ ଅକ୍ଟୋବର ୧୪ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ମହାରାଣୀ ଏଲିଜାବେଥ୍ ଦ୍ୱିତୀୟ। ୧୪ରେ ମହାରାଣୀଙ୍କ ଅଭିଭାଷଣ…
Archives


