କୁଳଭୂଷଣଙ୍କ ଉପରେ ଦିଆଯାଇଥିବା ରାୟକୁ ସ୍ବାଗତ କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ
ଇସଲମାବାଦ, ୧୮।୭: ବହୁପ୍ରତୀକ୍ଷିତ କୁଳଭୂଷଣ ଯାଦବ ମାମଲାରେ ଭାରତର ବିଜୟ ହୋଇଛି। ଇଣ୍ଟରନ୍ୟାସନାଲ କୋର୍ଟ ଅଫ ଜଷ୍ଟିସ (ଆଇସିଜେ) ଭାରତ ସପକ୍ଷରେ ରାୟ ଦେଇଛନ୍ତି। ଅବସରପ୍ରାପ୍ତ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ନାମରେ ଗୁଇନ୍ଦାଗିରି ଏବଂ ଆତଙ୍କବାଦ ଆଦି ଅଭିଯୋଗ ଆଣି…
୫୦ ବର୍ଷ ପରେ ମିଳିଲା ବୋତଲରେ ବନ୍ଦ ଥିବା ଚିଠି
କାନବେରା,୧୮।୭: ପରସ୍ପର ମଧ୍ୟରେ ଚିଠି ଦିଆନିଆ ସାଧାରଣ କଥା। ମାତ୍ର ୫୦ ବର୍ଷ ପରେ ବୋତଲରେ ବନ୍ଦଥିବା ଚିଠି ମିଳିବା ଶୁଣିଲେ ଯେ କେହି ଚକିତ ହେବେ। ତେବେ ଝାୟା ଇଲିଅଟ୍ ନାମକ ଜଣେ ୯ ବର୍ଷ ବାଳକକୁ ଏଭଳି ଏକ…
ଭାରତକୁ ମିସାଇଲ ସିଷ୍ଟମ୍ ଯୋଗାଇବ ଇସ୍ରାଏଲ: ୫୦ ନିୟୁତ ଡଲାର ଚୁକ୍ତି ସ୍ବାକ୍ଷର
ଜେରୁଜେଲମ୍,୧୮ା୭(ପି.ଟି.): ଇସ୍ରାଏଲ୍ ଏରୋସ୍ପେସ୍ ଇଣ୍ଡଷ୍ଟ୍ରିଜ୍ (ଆଇଏଆଇ) ଭାରତୀୟ ଏବଂ ମାଜାଗନ ଡକ୍ ସିପ୍ବିଲ୍ଡର୍ସଙ୍କୁ ମଧ୍ୟମ ଦୂରଗାମୀ ଭୂପୃଷ୍ଠରୁ ଆକାଶକୁ ଟାର୍ଗେଟ କରାଯାଇପାରୁଥିବା ମିସାଇଲ ସିଷ୍ଟମ୍ (ଏମ୍ଆର୍ଏସ୍ଏଏମ୍) ଯୋଗାଇଦେବ। ଏଥିପାଇଁ ୫୦ ନିୟୁତ ଡଲାର ମୂଲ୍ୟର ଚୁକ୍ତିନାମା ସ୍ବାକ୍ଷର ହୋଇଛି। ଏହି ରାଜିନାମା…
ଟ୍ରମ୍ପଙ୍କ ଜାତିଆଣ ମନ୍ତବ୍ୟକୁ ବିରୋଧ
ଓ୍ବାଶିଂଟନ, ୧୮ା୭ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଜାତିଆଣ ମନ୍ତବ୍ୟକୁ ନେଇ ବିବାଦ ଦେଖାଦେଇଛି। ଟ୍ରମ୍ପ ରବିବାର ଟୁଇଟ୍ କରି ୪ ମହିଳା ଡେମୋକ୍ରାଟ୍ ସଦସ୍ୟାଙ୍କୁ ନିଜ ଦେଶକୁ ଚାଲିଯିବା ଲାଗି କହିବା ସହ ଆକ୍ଷେପ କରିଥିଲେ। ଏହାକୁ ଗୃହର…
କୁଲଭୂଷଣଙ୍କୁ ଫାଶୀ ଦେଇପାରିବନି ପାକିସ୍ତାନ
ନୂଆଦିଲ୍ଲୀ,୧୭।୭: ବହୁପ୍ରତୀକ୍ଷିତ କୁଳଭୂଷଣ ଯାଦବ ମାମଲାରେ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍ ଜଷ୍ଟିସ୍ (ଆଇସିଜେ) ବୁଧବାର ଶୁଣାଣି କରିଛନ୍ତି। ଏହି ଶୁଣାଣି ଭାରତ ସପକ୍ଷରେ ଯାଇଛି। ଆଇସିଜେ କୁଳଭୂଷଣଙ୍କ ଫାଶୀ ଦଣ୍ଡାଦେଶ ଉପରେ ରୋକ ଲଗାଇଛନ୍ତି। ଏଥିସହ ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣଙ୍କୁ…
ଏଲନ୍ ମସ୍କଙ୍କ ଟିନି ବ୍ରେନ୍
ସାନ୍ ଫ୍ରାନ୍ସିସ୍କୋ: ପାରାଲିସିସ୍ରେ ପୀଡ଼ିିତ ଓ ମସ୍ତିଷ୍କ ସମସ୍ୟାରେ ରହିଥିବା ବ୍ୟକ୍ତିଙ୍କ ଜୀବନ ଧାରାରେ ଉନ୍ନତି ଆଣିବା ଲାଗି ଏଲନ୍ ମସ୍କଙ୍କ ଷ୍ଟ୍ରାର୍ଟଅପ୍ ନ୍ୟୁରଲିଙ୍କ୍ ଏକ ଚିପ୍ ବିକାଶ କରିଛିି। ଏହାକୁ ଏକ ଟିନି ବ୍ରେନ୍ ବି କୁହାଯାଉଛି। ଏହା ଦୀର୍ଘସ୍ଥାୟୀ…
ମହାକାଶରେ ପ୍ରଥମେ ଚାଷ ହେବ ଲାଲ୍ ଲଙ୍କା: ନାସା
ଓ୍ବାଶିଂଟନ,୧୭।୭: ମହାକାଶରେ ପ୍ରଥମେ ଲାଲ୍ ଲଙ୍କା ଚାଷ କରାଯିବ ବୋଲି ନାସା ପକ୍ଷରୁ କୁହାଯାଇଛି। ଲାଲ୍ ଲଙ୍କା ଗଛ ପ୍ରତିକୂଳ ସ୍ଥିତିରେ ସହଜରେ ଜୀବନ ଧାରଣ କରିବାକୁ ସକ୍ଷମ ହୋଇପାରିଥାଏ। ସେହିପରି ଏହା ସହଜରେ ପରାଗ ସଙ୍ଗମ କରିପାରିଥାଏ। ତେଣୁ ଲାଲ୍…
କରତାରପୁର କରିଡର: ଭାରତ-ପାକିସ୍ତାନ ମଧ୍ୟରେ କଥାବାର୍ତ୍ତାକୁ ସ୍ବାଗତ କଲା ଆମେରିକା
ଓ୍ବାଶିଂଟନ, ୧୭।୭: କରତାରପୁର କରିଡରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ବିବାଦର ସମାଧାନ ହୋଇଛି। ଉଭୟ ଦେଶ ମଧ୍ୟରେ ହୋଇଥିବା ଚୁକ୍ତି ମୁତାବକ ଭାରତର ୮୦ ପ୍ରତିଶତ ପ୍ରସ୍ତାବକୁ ପାକିସ୍ତାନ ଗ୍ରହଣ କରିଛି। ଉଭୟ ଦେଶ ମଧ୍ୟରେ…
ହାଫିଜ୍ ସଇଦ୍ଙ୍କୁ ଗିରଫ କଲା ପାକିସ୍ତାନ
ନୂଆଦିଲ୍ଲୀ/ଇସଲାମାବାଦ୍,୧୭।୭: ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ୍ ତଥା ବିଶ୍ୱଆତଙ୍କବାଦୀ ହାଫିଜ୍ ସଇଦ୍ଙ୍କୁ ପାକିସ୍ତାନ ଗିରଫ କରିଛି। ପାକିସ୍ତାନର ପଞ୍ଜାବ ପ୍ରଦେଶର ଆତଙ୍କବାଦୀ ନିରୋଧୀ ବିଭାଗର ଏକ ସ୍ବତନ୍ତ୍ର ଦଳ ହାଫିଜ୍ଙ୍କୁ ଲାହୋରରେ ଗିରଫ କରିଛି। ସେ ଲାହୋରରୁ ଗୁଞ୍ଜରାଓ୍ବଲା ଯାଉଥିଲେ। ଗିରଫ…
କୁଳଭୂଷଣ ଯାଦବ ମାମଲା: ଆଇସିଜେ ରାୟ ଆଜି
ନୂଆଦିଲ୍ଲୀ/ହେଗ୍, ୧୭ା୭(ପି.ଟି.) :କୁଳଭୂଷଣ ଯାଦବ ମାମଲାର ଚୂଡାନ୍ତ ରାୟ ଅନ୍ତର୍ଜାତୀୟ ନ୍ୟାୟାଳୟ (ଆଇସିଜେ)ରେ ବୁଧବାର ହେବାକୁ ଯାଉଛି। ମାମଲାର ରାୟ ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ପ୍ରଭାବିତ କରିବ ବୋଲି କୁହାଯାଉଛି। ଭାରତର ପୂର୍ବତନ ନୌସେନାଧିକାରୀ କୁଳଭୂଷଣଙ୍କୁ ଅପହରଣ…
ଆଫଗାନିସ୍ତାନରେ ବନ୍ଦ ହେଲା ରେଡିଓ ଷ୍ଟେଶନ
କାବୁଲ,୧୬।୭: ପୂର୍ବ ଆଫଗାନିସ୍ତାନର ଘଜନି ସହରରେ ଥିବା ସାମା ରେଡିଓ ଷ୍ଟେଶନ ଏବେ ବନ୍ଦ ହୋଇଯାଇଥିବା ସୂଚନା ଦେଇଛନ୍ତି ଷ୍ଟେଶନର ନିର୍ଦ୍ଦେଶକ ରମେଜ ଆଜମି। ସେ କହିଛନ୍ତି ତାଲିବାନ ପକ୍ଷରୁ ବାରମ୍ବାର ତାଙ୍କୁ ଫୋନ୍ ଓ ଚିଠି ମାଧ୍ୟମରେ ଧମକ ମିଳିବାରୁ…
ପୁଣି ଥରିଲା ଇଣ୍ଡୋନେସିଆ: ଗତ ୩ ଦିନରେ ୩ ଥର ଭୂକମ୍ପ
ଜାକର୍ତ୍ତା,୧୬।୭: ଇଣ୍ଡୋନେସିଆର ବାଲିରେ ମଙ୍ଗଳବାର ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୭ ଥିଲା ବୋଲି ଆମେରିକା ଭୂବିଜ୍ଞାନ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ସକାଳ ୮ଟା ୧୮ରେ ଭୂକମ୍ପ ଅନୁଭୁତ ହୋଇଥିଲା। ଭୂକମ୍ପର କେନ୍ଦ୍ର ବାଲିର ଦକ୍ଷିଣ-ପଶ୍ଚିମରେ…
Archives


