ଅନ୍ତର୍ଜାତୀୟ

ରୁଷିଆ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା

ମସ୍କୋ,୧୬ା୧: ରୁଷିଆ ପ୍ରଧାନମନ୍ତ୍ରୀ ଡିମିଟ୍ରି ମେଡ୍‌ଭେଡେଭ୍‌ ବୁଧବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ରାଷ୍ଟ୍ରପତି ଭ୍ଲାଡିମିର୍‌ ପୁଟିନଙ୍କୁ ଦେଇଥିଲେ। ପୁଟିନ ମେଡ୍‌ଭେଡେଭ୍‌ଙ୍କୁ ତାଙ୍କ ସେବା ପାଇଁ ଧନ୍ୟବାଦ ଜଣାଇଛନ୍ତି। ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁଯାୟୀ ମେଡ୍‌ଭେଡେଭଙ୍କୁ ରାଷ୍ଟ୍ରପତୀୟ…

ଆମେରିକା, ୟୁରୋପକୁ ରୁହାନିଙ୍କ ଧମକ: ଆଗକୁ ଭୟାବହ ପରିଣତି

ତେହେରାନ,୧୬ା୧: ୨୦୧୫ ଇରାନ ଆଣବିକ ଚୁକ୍ତିରୁ ଆମେରିକା ଓହରିଯିବା ଏକ ବଡ଼ ବିପଦ। ମଧ୍ୟପ୍ରାଚ୍ୟରେ ଆମେରିକା ଓ ୟୁରୋପୀୟ ଦେଶଗୁଡ଼ିକର ସୈନ୍ୟ ମୁତୟନର ପରିଣାମ ଭୟଙ୍କର ହେବ ବୋଲି ବୁଧବାର ଇରାନ ରାଷ୍ଟ୍ରପତି ହାସନ ରୁହାନି ଧମକ ଦେଇଛନ୍ତି। ଦେଶର ସରକାରୀ…

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଇରାନ ବହିର୍ବ୍ୟାପାରମନ୍ତ୍ରୀ: ଗଲ୍ଫରେ ଉତ୍ତେଜନା ହ୍ରାସକରୁ ଭାରତ

ନୂଆଦିଲ୍ଲୀ,୧୬ା୧(ପି.ଟି.): ଗଲ୍ଫ (ଉପସାରଗରୀୟ ଅଞ୍ଚଳ)ରେ ଲାଗିରହିଥିବା ଉତ୍ତେଜନାକୁ ହ୍ରାସ କରିବାରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରେ। ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚତ୍ଥିବାବେଳେ ତେହେରାନ ପକ୍ଷରୁ ପ୍ରଥମଥର ପାଇଁ ନୂଆଦିଲ୍ଲୀର ଭୂମିକା ଉପରେ ଏପରି ଗୁରୁତ୍ୱ ଦିଆଯାଇଛି।…

ୟୁକ୍ରେନ୍‌ ଯାତ୍ରୀବାହୀ ବିମାନରେ ମାଡ଼ ହୋଇଥିଲା ୨ଟି ଇରାନୀ କ୍ଷେପଣାସ୍ତ୍ର

ଓ୍ବାଶିଂଟନ,୧୫।୧: ଇରାନ ପକ୍ଷରୁ ଇରାକ୍‌ରେ ଥିବା ଆମେରିକା ଏୟାର ବେସ୍‌ ଉପରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା। ଏହି ସମୟରେ ଭୁଲ୍‌ ବଶତଃ ତେହେରାନ୍‌ରୁ ୟୁକ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀବାହୀ ବିମାନ ଉପରେ ଇରାନୀ କ୍ଷେପଣାସ୍ତ୍ର ମାଡ଼ ହୋଇଥିଲା। ଫଳରେ ବିମାନରେ ଥିବା…

ପ୍ରଥମ ଧାଡ଼ି ପଢ଼ି ବହି ବିଷୟରେ ସମ୍ପୂର୍ଣ୍ଣ କହି ଦିଅନ୍ତି…

ଓ୍ବାଶିଂଟନ, ୧୫।୧: କୁହାଯାଏ ବଣ ମଲ୍ଲୀର ବାସରେ ଚଉଦିଗ ସୁବାସିତ ହୋଇଯାଇଥାଏ। ସେହିପରି ପ୍ରତିଭା ଦିନେ ନା ଦିନେ ଲୋକଲୋଚନକୁ ଆସିପାରିଥାଏ। ଆମେରିକାର ଜଣେ ୧୪ ବର୍ଷ ବୟସ୍କ ବାଳକ ମୋଣ୍ଟି ଲର୍ଡଙ୍କ ପାଖରେ ଏପରି ପ୍ରତିଭା ରହିଛି। ପୁସ୍ତକର ପ୍ରଥମ…

ୟୁକ୍ରେନ ବିମାନ ଦୁର୍ଘଟଣା: ଇରାନରେ ୩୦ ଗିରଫ

ତେହେରାନ,୧୫ା୧(ପି.ଟି.): ୟୁକ୍ରେନ ବିମାନ ଦୁର୍ଘଟଣାକୁ ନେଇ ଇରାନରେ ସରକାର ବିରୋଧୀ ବିକ୍ଷୋଭ ତେଜିବା ପରେ ମଙ୍ଗଳବାର ୩୦ ଜଣଙ୍କୁ ଗିରଫ କରାଯାଇଛି। ଗତ ୮ ତାରିଖରେ ଶତ୍ରୁପକ୍ଷର ବିମାନ ଭାବି ୟୁକ୍ରେନର ବୋଇଂ ୭୩୭କୁ ଇରାନ ପକ୍ଷରୁ ଭୁଲ୍‌ବଶତଃ ମିଶାଇଲ ମାଡ଼…

ପାଞ୍ଚଦିନରେ ୫ ହଜାର ଓଟଙ୍କୁ ଗୁଳିକରି ହତ୍ୟା

ସିଡ୍‌ନୀ,୧୫-୧:ଦକ୍ଷିଣ ଅଷ୍ଟ୍ରେଲିଆର ମରୁଡ଼ି ଗ୍ରସ୍ତ ଅଞ୍ଚଳରେ ୫ ଦିନରେ ୫ ହଜାର ଓଟଙ୍କୁ ହତ୍ୟା କରାଯାଇଛି। ସ୍ଥାନୀୟ ଆଦିମ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରୁଥିବାରୁ ଏହି ଓଟଗୁଡ଼ିକୁ ଗୁଳିକରି ହତ୍ୟା କରାଯାଇଥିବା ମଙ୍ଗଳବାର ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି। ଦକ୍ଷିଣ…

ବୈଜ୍ଞାନିକ ତିଆରି କଲେ ନିଆରା ମେଶିନ: ଏକ ସପ୍ତାହ ପର୍ଯ୍ୟନ୍ତ ବାହାରେ ଜୀବନ୍ତ ରହିପାରିବ ଲିଭର

ଲଣ୍ଡନ,୧୪।୧: ମଣିଷର କୌଣସି ଅଙ୍ଗକୁ ଡୋନରଙ୍କ ଶରୀରରୁ ବାହାର କରିବା ପରେ ୬ରୁ ୧୨ ଘଣ୍ଟା ମଧ୍ୟରେ ଟ୍ରାନ୍ସପ୍ଲାଣ୍ଟ କରିଦିଆଯାଇଥିବା କୁହାଯାଏ। ବିଶେଷଜ୍ଞଙ୍କ ମତରେ ଲିଭର ବାହାର କରିବାର ୬ ଘଣ୍ଟା ଭିତରେ ଓ କିଡ୍‌ନୀ ବାହାର କରିବାର ୧୨ ଘଣ୍ଟା…

୨୭୨୦ ଫୁଟ ଉଚ୍ଚା ବିଲ୍ଡିଂରେ ହେଲା ବଜ୍ରପାତ: ଫଟୋ ଉଠାଇ ପ୍ରଶଂସା ସାଉଁଟିଲେ ଫଟୋଗ୍ରାଫର

ଦୁବାଇ,୧୪।୧: ଦୁବାଇରେ ୧୯୯୬ ପରେ ଚଳିତ ବର୍ଷ ପ୍ରବଳ ବର୍ଷା ହୋଇଛି। ବର୍ଷାରେ ବିମାନ ବନ୍ଦର ରନ୍‌ ଓ୍ବେ ବୁଡ଼ିଯିବାରୁ କେତେକ ବିମାନ ଉଡ଼ାଣକୁ ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଥିଲା। ଏହି ବର୍ଷା ଯୋଗୁ ଲୋକେ ହନ୍ତସନ୍ତ ହୋଇଥିବାବେଳେ ଯୁବ ଫଟୋଗ୍ରାଫର…

ମାଟି ତଳୁ ମିଳିଲା ଦ୍ୱିତୀୟ ବିଶ୍ୱ ଯୁଦ୍ଧ ବୋମା: ଭୟରେ ରାସ୍ତାରେ ଦୌଡ଼ିଲେ ଲୋକେ

ବର୍ଲିନ୍‌,୧୪।୧: ଦ୍ୱିତୀୟ ବିଶ୍ୱ ଯୁଦ୍ଧ ଶେଷ ହେବାକୁ ଇତିମଧ୍ୟରେ ୭୫ ବର୍ଷ ବିତିଛି। ତେବେ ଜର୍ମାନୀର ହାର୍ଡମୁଣ୍ଡ ସହରରେ ଲୋକେ ଏବେ ବି ଭୟରେ ଜୀବନ ବିତାଉଛନ୍ତି। ବିଭିନ୍ନ ସମୟରେ ସହରର ମାଟି ତଳୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବ୍ୟବହାର ହୋଇପାରି…

ପାକିସ୍ତାନୀ ଡ୍ରାଇଭରଙ୍କ ମଣିଷ ପଣିଆ: ଫେରାଇଲେ ଭାରତୀୟ ଯୁବତୀଙ୍କ ପର୍ସ

ଦୁବାଇ,୧୪।୧: କୁହାଯାଏ ମଣିଷ ପଣିଆ ହିଁ ସବୁଠାରୁ ବଡ଼ ଗୁଣ। ଏହାର ସଦ୍ୟତମ ଉଦାହରଣ ପାଲଟିଛନ୍ତି ଦୁବାଇର ଜଣେ ପାକିସ୍ତାନୀ ଡ୍ରାଇଭର। କାର୍‌ରେ ବୁଲିଥିବା ରୈଶେଲ ରୋଜ୍‌ ନାମକ ଭାରତୀୟ ଯୁବତୀ ତାଙ୍କ ପର୍ସ ଭୁଲ୍‌ ବଶତଃ ଛାଡ଼ି ଦେଇଥିଲେ। ରୈଶଲଙ୍କ…

ଶ୍ମଶାନ ଜମି ପାଇଁ କୋର୍ଟରେ ୨୮ ବର୍ଷ ଲଢ଼େଇ ପରେ ପାକିସ୍ତାନୀ ହିନ୍ଦୁଙ୍କୁ ମିଳିଲା ଅଧିକାର

ଇସଲାମାବାଦ୍‌,୧୪।୧: ପାକିସ୍ତାନରେ ଶ୍ମଶାନ ଜମିକୁ ନେଇ କୋର୍ଟରେ ଦୀର୍ଘ ୨୮ ବର୍ଷ ଧରି ହିନ୍ଦୁମାନେ ଲଢ଼େଇ ଜାରି ରଖିଥିଲେ। ଏବେ କୋର୍ଟ ହିନ୍ଦୁମାନଙ୍କ ସପକ୍ଷରେ ରାୟ ଦେଇଛନ୍ତି। ଖାଇବର ପସ୍ତୁନଖ୍ବା ପ୍ରଦେଶର ଡେରା ଇସମାଇଲ୍‌ ଖାଁ ଅଞ୍ଚଳରେ ଥିବା ଶ୍ମଶାନ ଜମି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?