ଅନ୍ତର୍ଜାତୀୟ

ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ ବବ୍‌ଙ୍କ ପରଲୋକ

ସିଡ୍‌ନୀ,୧୬ା୫(ଏଏଫ୍‌ପି):ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ ବବ୍‌ ହକ୍‌ଙ୍କର ଗୁରୁବାର ପରଲୋକ ହୋଇଯାଇଛି। ତାଙ୍କୁ ୮୯ ବର୍ଷ ହୋଇଥିଲା। ସେ ୧୯୮୩ରୁ ୧୯୯୧ ପର୍ଯ୍ୟନ୍ତ ଲେବର ପାର୍ଟିର ନେତା ଥିଲେ ଏବଂ ୪ ଥର ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଥିଲେ। ଲେବର ପାର୍ଟି ପ୍ରଧାନମନ୍ତ୍ରୀ ଭାବେ…

ଆମେରିକାରେ ସାଇବର ଆକ୍ରମଣ ଆଶଙ୍କା: ଜରୁରୀ କାଳୀନ ପରିସ୍ଥିତି ଜାରି କଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୧୬।୫: ଆମେରିକାରରେ ସାଇବର ଆକ୍ରମଣ ଆଶଙ୍କା ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜରୁରୀ କାଳୀନ ପରିସ୍ଥିତି ଜାରି କରିଛନ୍ତି। ଆମେରିକା ଯୋଗାଯୋଗ ବ୍ୟବସ୍ଥାକୁ ହ୍ୟାକ୍‌ କରାଯିବାର ଉଦ୍ୟମ ହେଉଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ହ୍ବାଇଟ୍‌ ହାଉସ୍‌…

ଜହ୍ନମାମୁର କଳଙ୍କ ପାଇଁ ଓଲିଭାଇନ୍‌ ଏବଂ କ୍ୟାଲସିୟମ୍‌ ଦାୟୀ

ବେଜିଂ,୧୬।୫: ଜହ୍ନରେ ଦେଖାଯାଉଥିବା କଳା କଳା ଅଂଶକୁ କେହି କେହି କଳଙ୍କ ବୋଲି କହିଥାନ୍ତି। ତେବେ ଏହା କିପରି ସୃଷ୍ଟି ହୋଇଛି ତାହାର ଉତ୍ତର ଏବେ ଚାଇନାର ମହାକାଶ ବିଜ୍ଞାନୀ ଜାଣିପାରିଛନ୍ତି। ଏସବୁ ଅଂଶ ଚନ୍ଦ୍ର ପୃଷ୍ଠର ଶୀତଳ ସ୍ଥାନ। ଏଠାରେ…

୩୩ ବର୍ଷ ତଳେ ବିମାନ ବନ୍ଦରରେ ହଜିଥିବା ୧୦ଦିନର ଶିଶୁପୁତ୍ର ଯୁବକ ହୋଇ ଘରକୁ ଫେରିଲେ

ଲଣ୍ଡନ,୧୬।୫: କଥାରେ ଅଛି ରଖେ ହରି ମାରେ କିଏ। ଏହା ଷ୍ଟିଭ୍‌ ହାଇଇସ୍‌ଙ୍କ କ୍ଷେତ୍ରରେ ସତ୍ୟ ପ୍ରମାଣିତ ହୋଇଛି। ଷ୍ଟିଭ୍‌ଙ୍କ କାହାଣୀ ଫିଲ୍ମ ପରି। ତାଙ୍କୁ ୧୦ ଦିନ ହୋଇଥିବାବେଳେ ସେ ୧୯୮୬ରେ ଗେଟ୍‌ଓ୍ବିକ୍‌ ବିମାନ ବନ୍ଦରର ମହିଳା ଶୌଚାଳୟରେ କମ୍ବଳ…

୯୦ ପାକିସ୍ତାନୀ କନିଆଙ୍କ ଭିଜାରେ ରୋକ ଲଗାଇଲା ଚାଇନା

ବେଜିଂ,୧୬ା୫: ଚାଇନା ୯୦ ପାକିସ୍ତାନୀ କନିଆଙ୍କ ଭିଜାରେ ରୋକ ଲଗାଇଛି। ପାକିସ୍ତାନୀରୁ କନିଆ ଚାଇନା ଆଣି ସେଠାରେ ସେମାନଙ୍କୁ ଦେହବେପାରରେ ଲଗାଯାଉଥିବା ଅଭିଯୋଗ ହେବା ପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଭିଜା ପାଇଁ ଆସିଥିବା ୧୪୨ଟି ଆବେଦନକୁ ଯାଞ୍ଚ୍‌ କରାଯାଇ…

ଆଇଏସ୍‌ ଖୋରାସନ୍‌ ଉପରେ ଜାତିସଂଘର କଟକଣା

ଆଇଏସ୍‌ ଖୋରାସନ୍‌ ଉପରେ ଜାତିସଂଘର କଟକଣା ଜାତିସଂଘ,୧୬ା୫ : ଜାତିସଂଘ ପକ୍ଷରୁ ଆଇଏସ୍‌ର ଦକ୍ଷିଣ ଏସିଆ ଆତଙ୍କବାଦୀ ଶାଖା ‘ଆଇଏସ୍‌ ଖୋରାସନ୍‌’ ଉପରେ କଟକଣା ଲଗାଯାଇଛି। ପାକିସ୍ତାନର ଜଣେ ପୂର୍ବତନ କମାଣ୍ଡର ୨୦୧୫ରେ ଏହାକୁ ଗଠନ କରିଥିଲେ। ଅଲ୍‌ କାଏଦା ସହ…

ମେକ୍ସିକୋରେ ଘରୁ ନ ବାହାରିବାକୁ ଲୋକଙ୍କୁ ଚେତାବନୀ

ମେକ୍ସିକୋ ସିଟି,୧୫।୫: ମେକ୍ସିକୋରେ ପରିବେଶୀୟ ଜରୁରୀ କାଳୀନ ପରିସ୍ଥିତି ଘୋଷଣା ହୋଇଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଲୋକଙ୍କୁ ଘରୁ ବାହାରକୁ ନ ବାହାରିବାକୁ କୁହାଯାଇଛି। ପରିବେଶ ବିଭାଗ ପକ୍ଷରୁ ଏନେଇ ବୁଧବାର ସୂଚନା ଜାରି କରାଯାଇଛି। ସ୍ଥାନୀୟ ଜଙ୍ଗଲରୁ…

୨୩ଥର ମାଉଣ୍ଟ ଏଭରେଷ୍ଟ ଚଢି ବିଶ୍ୱ ରେକର୍ଡ ହାସଲ କଲେ ଏହି ବ୍ୟକ୍ତି

କାଠମାଣ୍ଡୁ, ୧୫।୫: ୨୩ଥର ମାଉଣ୍ଟ ଏଭରେଷ୍ଟ ଚଢି ବିଶ୍ୱ ରେକର୍ଡ ହାସଲ କରିଛନ୍ତି ନେପାଳର ୪୯ବର୍ଷୀୟ କାମି ରୀତା ଶେରପ୍ପା। ବୁଧବାର ସକାଳ ୭.୫୦ରେ ଏଭରେଷ୍ଟର ଶୀର୍ଷରେ ପହଞ୍ଚି ସେ ଏହି ଉପଲବ୍ଧି ହାସଲ କରିଛନ୍ତି। ଏକ ବର୍ଷ ଅର୍ଥାତ୍‌ ମେ…

ଶ୍ରୀଲଙ୍କାରେ ୩ ଉଗ୍ରପନ୍ଥୀ ଗୋଷ୍ଠୀ ନିଷିଦ୍ଧ

କଲମ୍ବୋ,୧୫।୫(ପି.ଟି): ଶ୍ରୀଲଙ୍କା ସରକାର ନ୍ୟାଶନାଲ ଥୋହିଦ୍‌ ଜମାତ୍‌ (ଏନ୍‌ଟିଜେ) ସମେତ ଦୁଇଟି ଇସ୍‌ଲାମିକ୍‌ ଚରମପନ୍ଥୀ ଗୋଷ୍ଠୀକୁ ନିଷିଦ୍ଧ ଘୋଷଣା କରିଛନ୍ତି। ଏପ୍ରିଲ ୨୧ ଇଷ୍ଟର ପର୍ବରେ ଏନ୍‌ଟିଜେ ଦ୍ୱାରା ଆତଙ୍କବାଦୀ ଆକ୍ରମଣ ଫଳରେ ୨୫୦ରୁ ଊର୍ଦ୍ଧ୍ୱ ଲୋକ ନିହତ ହୋଇଥିଲେ। ରାଷ୍ଟ୍ରପତି…

ପାପୁଆ ନ୍ୟୁ ଗିନିରେ ଭୂକମ୍ପ

କାନ୍‌ବେରା,୧୫ା୫(ଏପି): ମଙ୍ଗଳବାର ସନ୍ଧ୍ୟାରେ ପାପୁଆ ନ୍ୟୁ ଗିନିରେ ଶକ୍ତିଶାଳୀ ଭୂକମ୍ପ ସୃଷ୍ଟି ହେବା ଫଳରେ ସୁନାମି ସତର୍କତା ଜାରି କରାଯାଇଛି। ଆମେରିକାର ଜିଓଲୋଜିକାଲ ସର୍ଭେ (ୟୁଏସ୍‌ଜିଏସ୍‌)ର ସୂଚନା ଅନୁଯାୟୀ, ରିକ୍ଟର ସ୍କେଲ୍‌ରେ ଭୂକମ୍ପର ମାତ୍ରା ୭.୫। ଏହାର କେନ୍ଦ୍ରସ୍ଥଳ କୋକୋପୋଠାରୁ ଉତ୍ତର-ପୂର୍ବକୁ…

ପାଠ ପଢ଼ିବା ପାଇଁ ଜିଦ୍‌ କରିବାରୁ ପତ୍ନୀଙ୍କ ଆଙ୍ଗୁଳି କାଟିଲେ ସ୍ବାମୀ

ଢ଼ାକା,୧୪।୫: ବାଂଲାଦେଶର ରାଜଧାନୀ ଢ଼ାକାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ସ୍ନାତକ କରିବା ପାଇଁ ଜିଦ୍‌ କରିବାରୁ ତାଙ୍କୁ ଏଭଳି ଦଣ୍ଡ ଦେଇଛନ୍ତି, ଯାହାକୁ ଶୁଣିଲେ ଆପଣ ଚକିତ ହୋଇଯିବେ। ପତ୍ନୀ ଜଣଙ୍କ ସ୍ନାତକ…

ଚାଇନାକୁ ଟ୍ରମ୍ପଙ୍କ ଚେତାବନୀ: ସାଲିସ ନ କଲେ ପରିଣାମ ଭୋଗିବ

ନୂଆଦିଲ୍ଲୀ,୧୩।୫: ଆମେରିକା ଏବଂ ଚାଇନା ମଧ୍ୟରେ ଲାଗି ରହିଥିବା ବାଣିଜ୍ୟ ଯୁଦ୍ଧ ଥମୁନାହିଁ। ଏପରିସ୍ଥିତିରେ  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନାକୁ ଚେତାବନୀ ଦେଇଛନ୍ତି। ବାଣିଜ୍ୟ ନେଇ ଆମେରିକା ସହ ସାଲିସ କରିବାକୁ ଟ୍ରମ୍ପ କହିଛନ୍ତି। ଏଭଳି ନ କଲେ ପରିଣାମ ଭୟାବହ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri