ଅନ୍ତର୍ଜାତୀୟ

ଭୁଲ୍‌ରେ ବିମାନର ଇର୍ମଜେନ୍ସି ଡୋର୍‌ ଖୋଲିଲେ ଯାତ୍ରୀ

ଇସଲାମାବାଦ୍‌,୯।୬: ପାକିସ୍ତାନ ଏୟାର ଲାଇନ୍ସର ଜଣେ ଯାତ୍ରୀଙ୍କ ଯୋଗୁ ବିମାନ ଉଡାଣରେ ୭ ଘଣ୍ଟା ବିଳମ୍ବ ହୋଇଛି। ବ୍ରିଟେନ୍‌ର ମାଞ୍ଚେଷ୍ଟରରୁ ଇସଲାମାବାଦ୍‌ ଉଡାଣ କରୁଥିବା ବିମାନ ପିକେ-୭୦୨ର ଜଣେ ଯାତ୍ରୀ ଭୁଲରେ ଏହାର ଇର୍ମଜେନ୍ସି ଡୋର ଖୋଲି ଦେଇଥିଲେ। ବିମାନଟି ଏହି…

ପାକିସ୍ତାନରେ ୧୩ ବର୍ଷର ହିନ୍ଦୁ ଯୁବତୀଙ୍କୁ ମଦ ପିଆଇ ବଳାତ୍କାର

ଇସଲାମାବାଦ,୯।୬: ପାକିସ୍ତାନର ସିନ୍ଧ ଅଞ୍ଚଳରେ ଜଣେ ୧୩ ବର୍ଷ ବୟସ ଯୁବତୀଙ୍କୁ ଜୋର ଜବରଦସ୍ତ ମଦ ପିଆଇ ବଳାତ୍କାର କରିଥିବା ଅଭିଯୋଗ ସାମ୍ନାକୁ ଆସିଛି। ଡନ୍‌ ନ୍ୟୁଜର ସୂଚନା ମୁତାବକ, ଯୁବତୀ ଜଣକ ଗତ ୭ ତାରିଖରେ ବଜାରକୁ ଯାଇଥିବା ସମୟରେ…

ଇଷ୍ଟର ଆତଙ୍କବାଦୀ ଆକ୍ରମଣ ପରେ ପ୍ରଥମ ଥର ଶ୍ରୀଲଙ୍କା ଗସ୍ତରେ ମୋଦି

କଲମ୍ବୋ,୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ମାଳଦ୍ୱୀପରୁ ଫେରି ଶ୍ରୀଲଙ୍କା ଗସ୍ତ କରିଛନ୍ତି। ଶ୍ରୀଲଙ୍କାରେ ଇଷ୍ଟର ସନ୍‌ଡେ’ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ପ୍ରଥମ ବିଦେଶୀ ନେତା ଭାବେ ମୋଦି ଶ୍ରୀଲଙ୍କା ଗସ୍ତ କରିଛନ୍ତି। ସୂଚନାଯୋଗ୍ୟ, ଗତ ଏପ୍ରିଲ ୨୧ରେ ଶ୍ରୀଲଙ୍କାରେ…

ଚନ୍ଦ୍ରକୁ ମଙ୍ଗଳର ଅଂଶ କହି ଟ୍ରମ୍ପ ହଟହଟା

ସାନ୍‌ ଫ୍ରାନ୍ସିସ୍କୋ,୯ା୬(ଆଇଏଏନ୍‌ଏସ୍‌): ମହାକାଶ ଓ ବ୍ରହ୍ମାଣ୍ଡ ସମ୍ପର୍କରେ ନିଜର ଅଜ୍ଞତାକୁ ପ୍ରକାଶ କରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସମସ୍ତଙ୍କୁ ବିସ୍ମିତ କରିଛନ୍ତି। ଚନ୍ଦ୍ର ମଙ୍ଗଳ ଗ୍ରହର ଅଂଶବିଶେଷ ବୋଲି କହି ସେ ଅନ୍ୟମାନଙ୍କୁ ହସର ଖୋରାକ ଯୋଗାଇଛନ୍ତି। ଏକ ଟୁଇଟ୍‌ରେ…

ଏଲିଜାବେଥ୍‌ ଦ୍ୱିତୀୟଙ୍କ ଜୟନ୍ତୀ

ଲଣ୍ଡନ, ୯।୬: କୁଇନ୍‌ ଏଲିଜାବେଥ୍‌ ଦ୍ୱିତୀୟଙ୍କ ୯୩ତମ ଜୟନ୍ତୀ ସରକାରୀ ଭାବେ ଶନିବାର ପାଳିତ ହୋଇଛି। ରାଣୀଙ୍କୁ ସମ୍ମାନ ପ୍ରଦର୍ଶନ ନିମନ୍ତେ ଓ୍ବେଷ୍ଟମିନ୍‌ଷ୍ଟରଠାରେ ଅଶ୍ୱାରୋହୀ ସୈନ୍ୟଙ୍କ ଏକ ରଙ୍ଗାରଙ୍ଗ ପରେଡ୍‌ ଏବଂ ପାରମ୍ପରିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ୧୪୦୦ ସୈନ୍ୟ…

ଜୟଶଙ୍କର ଶ୍ରେଷ୍ଠ କୂଟନୀତିଜ୍ଞ

ଓ୍ବାଶିଂଟନ,୯ା୬(ପି.ଟି.): ଭାରତର ନୂଆ ବହିର୍ବ୍ୟାପାର ମନ୍ତ୍ରୀ ଭାବେ ଏସ୍‌. ଜୟଶଙ୍କରଙ୍କ ନିଯୁକ୍ତିକୁ ଆମେରିକାର କେତେଜଣ ପୂର୍ବତନ କୂଟନୀତିଜ୍ଞ ତଥା ବିଦେଶ ନୀତି ବିଶେଷଜ୍ଞ ପ୍ରଶଂସା କରିଛନ୍ତି। ଜୟଶଙ୍କର ବିଶ୍ୱର ଜଣେ ଶ୍ରେଷ୍ଠ କୂଟନୀତିଜ୍ଞ ବୋଲି ସେମାନେ ମତ ଦେଇଛନ୍ତି। ତାଙ୍କ ସମୟରେ…

ଭାରତକୁ ସଶସ୍ତ୍ର ଡ୍ରୋନ ବିକିବ ଆମେରିକା

ଓ୍ବାଶିଂଟନ,୯ା୬(ପି.ଟି.): ଭାରତକୁ ଆମେରିକା ସଶସ୍ତ୍ର ଡ୍ରୋନ ବିକ୍ରି କରିବାକୁ ଯାଉଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଡ୍ରୋନ ବିକ୍ରି ପ୍ରସ୍ତାବକୁ ଅନୁମୋଦନ କରିଛି। ଏଥିସହିତ ଭାରତର ସାମରିକ ସାମର୍ଥ୍ୟ ବୃଦ୍ଧିରେ ସହାୟକ ହେବା ଲାଗି ସମନ୍ବିତ ମିସାଇଲ ଡିଫେନ୍ସ ସିଷ୍ଟମ ଯୋଗାଇଦେବାକୁ…

ମାଲଦ୍ୱୀପରେ ମୋଦି: ସର୍ବୋଚ୍ଚ ସମ୍ମାନରେ ହେବେ ସମ୍ମାନିତ

ମାଲେ,୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କେରଳର କୋଚିରୁ ମାଲଦ୍ୱୀପ ଗସ୍ତ କରିଛନ୍ତି। ଦ୍ୱିତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ପଦ ପାଇବା ପରେ ମୋଦିଙ୍କର ଏହା ପ୍ରଥମ ବିଦେଶ ଗସ୍ତ। ଶନିବାର ସେ କେରଳର ମାଲି ବିମାନ ବନ୍ଦରରୁ ମାଲଦ୍ୱୀପ ଅଭିମୁଖେ…

ସୌରମଣ୍ଡଳ ବାହାରେ ଥିବା ଚନ୍ଦ୍ରମାରେ ଏଲିଏନ୍‌ ରହିଥିବା ସମ୍ଭାବନା !

ଲଣ୍ଡନ,୮।୬: ସୌରମଣ୍ଡଳ ବାହାରେ ଥିବା ଚନ୍ଦ୍ରମାରେ ଏଲିଏନ୍‌ ରହିଥିବାର ସମ୍ଭାବନା ରହିଛି। ଏନେଇ ମହାକାଶ ବିଜ୍ଞାନୀ ଯୁକ୍ତି ବାଢ଼ିଛନ୍ତି। ଏସବୁ ଚନ୍ଦ୍ରମାରେ ଥିବା ତରଳ ଜଳ ଏଠାରେ ଜୀବନସତ୍ତାର ସମ୍ଭାବନାକୁ ଦୃଢ଼ୀଭୁତ କରିଛି। ବ୍ରିଟେନ୍‌ର ଲିଙ୍କନ ବିଶ୍ୱବିଦ୍ୟାଳୟର ଗବେଷକଙ୍କ ଅନୁସାରେ ଏପର୍ଯ୍ୟନ୍ତ…

ସୁନ୍ଦରୀ ମହିଳାଙ୍କୁ ଦେଖି ଗାଡି ଅଟକାଇଲେ ଟ୍ରାଫିକ ପୋଲିସ: ଚାଲାଣ କାଟି ଲେଖିଲେ ‘ଆଇ ଲଭ୍‌ ୟୁ’

ଉରୁଗୁୟେ,୮।୬: ଟ୍ରାଫିକ୍‌ ନିୟମ ଭାଙ୍ଗିଲେ ସାଧାରଣତଃ ଚାଲାଣ କଟାଯାଇଥାଏ। କେବେ କେବେ ଦ୍ରୁତ ଗତିରେ ଗାଡି ଚଳାଇବା, ସିଟ୍‌ ବେଲ୍ଟ ନ ବାନ୍ଧିବା, ନିଶାସକ୍ତ ଅବସ୍ଥାରେ ଡ୍ରାଇଭିଂ କରିବା, ଟ୍ରାଫିକ୍‌ ଅଟକାଇଥିବା ବେଳେ ନିୟମ ଭାଙ୍ଗି ଆଗକୁ ମାଡିଯିବା ଆଦି କ୍ଷେତ୍ରରେ…

ଭାରତ ସହ କଥାହେବାକୁ ବ୍ୟଗ୍ର ହେଉଛି ପାକିସ୍ତାନ: ମୋଦିଙ୍କୁ ଚିଠି ଲେଖିଲେ ଇମ୍ରାନ

ଇସଲାମାବାଦ,୮।୬: ସୁଧୁରିନି ପାକିସ୍ତାନ। ଗୋଟିଏ ପଟେ ସୀମାରେ ଲଗାତାର ଭାବେ ପାକିସ୍ତାନ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରୁଥିବା ବେଳେ ଅନ୍ୟପଟେ ଭାରତ ସହ ଆଲୋଚନା ପାଇଁ ସେଠାକାର ସରକାର ଉଦ୍ୟମ ଚଳାଇଛନ୍ତି। ଏହି କ୍ରମରେ ପୁଣି ଥରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ…

ବିଶ୍ୱ ମହାସାଗର ଦିବସ: ପ୍ରଦୂଷଣ ଯୋଗୁ ପ୍ରତିବର୍ଷ ୧୦ ଲକ୍ଷ ପକ୍ଷୀ ଏବଂ ଏକ ଲକ୍ଷ ସାମୁଦ୍ରିକ ଜୀବଙ୍କ ମୃତ୍ୟୁ ଘଟୁଛି

ଓ୍ବାଶିଂଟନ,୮।୬: ବୃଦ୍ଧି ପାଉଥିବା ପ୍ରଦୂଷଣର ପ୍ରଭାବ ମହାସାଗର ଉପରେ ପଡ଼ିବାରେ ଲାଗିଛି। ଏଥିଯୋଗୁ ପ୍ରତିବର୍ଷ ୧୦ ଲକ୍ଷ ପକ୍ଷୀ ଏବଂ ଏକ ଲକ୍ଷ ସାମୁଦ୍ରିକ ଜୀବଙ୍କ ମୃତ୍ୟୁ ଘଟୁଛି। ଏନେଇ ଜାତିସଂଘ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ ପ୍ରକାଶ ପାଇଛି। ୨୦୫୦ସୁଦ୍ଧା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri