ଅନ୍ତର୍ଜାତୀୟ

ଦୁର୍ନୀତି ମାମଲାରେ ଜର୍ଦ୍ଦାରୀ ଗିରଫ

ଲାହୋର,୨ା୭ (ପି.ଟି.): ଏକ ଦୁର୍ନୀତି ମାମଲାରେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀଙ୍କୁ ଦୁର୍ନୀତି ବିରୋଧୀ ଶାଖା ପକ୍ଷରୁ ସୋମବାର ଗିରଫ କରାଯାଇଛି। ଜର୍ଦ୍ଦାରୀ ବହୁ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାରେ ଏବେ ନ୍ୟାଶନାଲ ଆକାଉଣ୍ଟିବିଲିଟି ବ୍ୟୁରୋ (ଏନ୍‌ଏବି)…

୮ ମାସର ପିଲାର ନାଁ ରଖିଲେ ଗୁଗୁଲ: ମିଳିଲା ଓ୍ବାର୍ଲଡ ଷ୍ଟ୍ରଙ୍ଗେଷ୍ଟ ନେମ ଆଓ୍ବାର୍ଡ

ଜାକର୍ତ୍ତା,୧।୭: ପିଲାଙ୍କ ନାମକରଣକୁ ନେଇ ପିତାମାତା ସବୁବେଳେ ଭିନ୍ନ କିଛି ଚିନ୍ତା କରିଥାଆନ୍ତି। ହେଲେ ଇଣ୍ଡୋନେସିଆର ଜଣେ ଦମ୍ପତି ନିଜ ୮ ମାସର ପିଲାର ନାଁ ରଖିଛନ୍ତି ଗୁଗୁଲ। ଆଉ ଏହାକୁ ନେଇ ପିଲାଟିକୁ ଏବେ ମିଳିଛି ଓ୍ବାର୍ଲଡ ଷ୍ଟ୍ରଙ୍ଗେଷ୍ଟ ନେମ…

ଭାରତୀୟ କଏଦିଙ୍କ ତାଲିକା ହସ୍ତାନ୍ତର କଲା ପାକିସ୍ତାନ

ଇସଲାମାବାଦ,୧।୭: ପାକିସ୍ତାନ ଜେଲରେ ବନ୍ଦିଥିବା ପ୍ରାୟ ୨୬୧ ଜଣ କଏଦିଙ୍କର ଏକ ତାଲିକା ପାକିସ୍ତାନ ଇସଲାମାବାଦରେ ଥିବା ଭାରତୀୟ ହାଇକମିଶନଙ୍କୁ ହସ୍ତାନ୍ତର କରିଛି। ଏମାନଙ୍କ ମଧ୍ୟରୁ ୫୨ ସାଧାରଣ ନାଗରିକ ହୋଇଥିବା ବେଳେ ୨୦୯ ମତ୍ସଜୀବି ଅଛନ୍ତି। ସୂଚନାଯୋଗ୍ୟ, ୨୦୦୮ରେ ହୋଇଥିବା…

କାବୁଲରେ ଶକ୍ତିଶାଳୀ ବିସ୍ଫୋରଣ:୩୪ ମୃତ, ୬୮ ଆହତ

କାବୁଲ, ୧।୭: ଆଫଗାନିସ୍ତାନର କାବୁଲରେ ସୋମବାର ସକାଳୁ ଏକ ଶକ୍ତିଶାଳୀ ବିସ୍ଫୋରଣ ଘଟିଛି। ଏଥିରେ ୩୪ଜଣଙ୍କ ମୃତ୍ୟୁ ହୋଇଥିଲାବେଳେ ୬୮ ଜଣ ଆହତ ହୋଇଛନ୍ତି। ଏକ ନିର୍ମାଣାଧୀନ କୋଠାରେ ଆତଙ୍କବାଦୀମାନେ ପ୍ରବେଶ କରି ବିସ୍ଫୋରଣ କରିଥିଲେ। କୋଠା ପାଖରେ ଖେଳ ଷ୍ଟାଡିୟମ,…

ମଙ୍ଗଳବାର ସୂର୍ଯ୍ୟ ପରାଗ: ଭାରତକୁ ହେବନି ଦୃଶ୍ୟମାନ

ଓ୍ବାଶିଂଟନ,୧।୭: ମଙ୍ଗଳବାର ଦକ୍ଷିଣ ପାସିଫିକ୍‌ ଏବଂ ଦକ୍ଷିଣ ଆମେରିକାର କେତେକ ଅଞ୍ଚଳରେ ସୂର୍ଯ୍ୟ ପରାଗ ହେବ। ତେବେ ଏହା ଭାରତକୁ ଦୃଶ୍ୟମାନ ହେବନି। ଭାରତୀୟ ସମୟ ରାତ୍ର ୧୦ଟା ୨୫ରୁ ଏହା ଆରମ୍ଭ ହୋଇ ରାତ୍ର ୧୦ଟା ୨୯ରେ ସର୍ବମୋକ୍ଷ ହେବ…

ଲୋକଙ୍କ ପାଇଁ ବାସସ୍ଥାନ ଅଭାବ: ଜିମ୍ବାଓ୍ବେ ବିକ୍ରି କରିବ ୩୦ ହଜାର ହାତୀ

ହରାରେ,୧।୭: ଜିମ୍ବାଓ୍ବେରେ ଲୋକଙ୍କ ପାଇଁ ବାସସ୍ଥାନର ଅଭାବ ଦେଖାଦେଇଛି। ଏଥିପାଇଁ ୩୦ ହଜାର ହାତୀ ବିକ୍ରି କରିବାକୁ ଦେଶର ସରକାର ଘୋଷଣା କରିଛନ୍ତି। ପୂର୍ବରୁ ଗତ ମେ ମାସରେ ଏହା ଚାଇନା ଏବଂ ଦୁବାଇକୁ ୯୭ଟି ହାତୀ ବିକ୍ରି କରିଥିଲା। ଏଥିରେ…

ଉଡାଣ ସମୟରେ ହ୍ୟାଙ୍ଗରରେ ପିଟିହେଲା ବିମାନ: ୧୦ ମୃତ

ହଷ୍ଟନ,୧।୭: ଆମେରିକାର ଟେକ୍ସାସରେ ରବିବାର ଉଡାଣ ଭରିବା ସମୟରେ ଏକ ଘରୋଇ ବିମାନ ହ୍ୟାଙ୍ଗରରେ ପିଟିହେବା ଫଳରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ଆଡିସନ୍‌ ମ୍ୟୁନସିପାଲ ଏୟାରପୋର୍ଟରେ ବିଚକ୍ରାପ୍ଟ କିଙ୍ଗ ଏୟାର ୩୫୦ ଉଡାଣ ଭରିବା ସମୟରେ…

କମ୍‌ଲା ହାରିସ୍‌ ଅନ୍‌ଲାଇନରେ ବର୍ଣ୍ଣବୈଷମ୍ୟର ଶିକାର

ଓ୍ବାଶିଂଟନ,୧ା୭(ପି.ଟି.): ଆଗାମୀ ୨୦୨୦ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲାଗି ଡେମୋକ୍ରାଟ ପ୍ରାର୍ଥୀ ଦୌଡ଼ରେ ଥିବା ଭାରତୀୟ ବଂଶୋଦ୍ଭବ ସିନେଟର କମଲା ହାରିସ୍‌ ତାଙ୍କ ପରିଚୟ ପାଇଁ ଅନ୍‌ଲାଇନ୍‌ରେ ବର୍ଣ୍ଣବୈଷମ୍ୟର ଶିକାର ହୋଇଛନ୍ତି। ସେ ଜଣେ ଆମେରିକୀୟ ଅଣଶ୍ୱେତାଙ୍ଗ ନୁହନ୍ତି ବୋଲି ଗଣମାଧ୍ୟମରେ…

କାନ୍ଦାହାର ବିସ୍ଫୋରଣ: ୮ ମୃତ

କାନ୍ଦାହାର,୩୦।୬: ଆଫଗାନିସ୍ତାନର କାନ୍ଦାହାର ଅଞ୍ଚଳରେ ଥିବା ମାରୁଫ ଜିଲାରେ ରବିବାର ବିସ୍ଫୋରଣ ଘଟି ଅତିକମ୍‌ରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଟୋଲୋ ନ୍ୟୁଜର ସୂଚନା ମୁତାବକ ତାଲିବାନ ଦ୍ୱାରା ଆତ୍ମଘାତୀ ବିସ୍ଫୋଣର କରାଯାଇଥିଲା। ଏଥିରେ କେତେଜଣ ସୁରକ୍ଷାକର୍ମୀ ଆହତ…

ଗୁଗୁଲ ମ୍ୟାପ ଦେଖି କାଦୁଅରେ ଫସିଗଲେ ଶହେ ଗାଡି

ଓ୍ବାଶିଂଟନ,୩୦।୬: ଗୁଗୁଲ ସବୁବେଳେ ସଠିକ୍‌ ତଥ୍ୟ ଦେଇଥାଏ ବୋଲି ଲୋକଙ୍କର ବିଶ୍ୱାସ ରହିଛି। ହେଲେ ଆମେରିକାର କିଛି ଲୋକ ଏହା ଉପରେ ବିଶ୍ୱାସ କରି ଏବେ ଫସି ଯାଇଛନ୍ତି। ସୂଚନା ଅନୁଯାୟୀ, ଆମେରିକାର କଲରାଡୋରେ ଥିବା ଡେନଓ୍ବର ବିମାନ ବନ୍ଦରକୁ ଯାଉଥିବା…

ପ୍ରଥମ ଆମେରିକା ରାଷ୍ଟ୍ରପତି ଭାବେ ଉତ୍ତର କୋରିଆରେ ପାଦ ଦେଲେ ଟ୍ରମ୍ପ୍‌

ସିିଓଲ,୩୦।୬: ପ୍ରଥମ ଆମେରିକା ରାଷ୍ଟ୍ରପତି ଭାବେ ଡୋନାଲ୍ଡ୍‌ ଟ୍ରମ୍ପ୍‌ ଉତ୍ତର କୋରିଆ ମାଟିରେ ପାଦ ଦେଇଛନ୍ତି। ଉତ୍ତର କୋରିଆ ସୁପ୍ରିମ୍‌ ଲିଡର କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ସହିତ ଟ୍ରମ୍ପ୍‌ ସାକ୍ଷାତ୍‌ କରିଛନ୍ତି। ପରମାଣୁ ନିରସ୍ତ୍ରୀକରଣ ନେଇ ଦୁଇ ନେତା ଏହାପୂର୍ବରୁ ଆଲୋଚନା…

ପ୍ରବଳ ଗରମ ସହି ନ ପାରି ବିନା ପୋଷାକ ସ୍କୁଟି ଚଳାଇଲେ ଜର୍ମାନୀ ନାଗରିକ: ଭିଡ଼ିଓ ଭାଇରାଲ

ବର୍ଲିନ୍‌,୩୦।୬: ପ୍ରବଳ ଗରମ ସହି ନ ପାରି ଜଣେ ନର୍ମାନୀ ନାଗରିକ ରାସ୍ତାରେ ବିନା ପୋଷାକରେ ସ୍କୁଟି ଚଳାଉଥିବା ଭିଡ଼ିଓ ଏବେ ବିଭିନ୍ନ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ବାଟରେ ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅଟକାଇଥିଲେ ମଧ୍ୟ ତାଙ୍କୁ କିଛି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri