ଅନ୍ତର୍ଜାତୀୟ

କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ପ୍ରସ୍ତାବ

ଓ୍ବାଶିଂଟନ,୨୩ା୭(ପି.ଟି.): କଶ୍ମୀର ପ୍ରସଙ୍ଗରେ ଭାରତ ଓ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସୋମବାର ପ୍ରସ୍ତାବ ଦେଇଛନ୍ତି। ହ୍ବାଇଟ୍‌ ହାଉସ୍‌ରେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ସହ ଆଲୋଚନା ବେଳେ ଟ୍ରମ୍ପ୍‌ ଏହା କହିଛନ୍ତି। ଯଦି ଦୁଇ…

ଜେଲ୍‌ରେ ଶରିଫଙ୍କୁ ମିଳୁନି ଏସି,ଟିଭି ସୁବିଧା: ଇମ୍ରାନ

ଓ୍ବାଶିଂଟନ,୨୨।୭: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଏବେ ଆମେରିକା ଗସ୍ତରେ ଅଛନ୍ତି। ସେଠାରେ ସେ ବିଭିନ୍ନ ବିଷୟକୁ ନେଇ ଆଲୋଚନା କରିବା ସମୟରେ କହିଛନ୍ତି, ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କୁ ଜେଲ୍‌ରେ କୌଣସି ପ୍ରକାର ଭିଆଇପି ସୁବିଧା ମିଳୁନାହିଁ। ସେ…

ଇରାନରେ ୧୭ ସିଆଇଏ ଗୁପ୍ତଚରଙ୍କୁ ମୃତ୍ୟୁ ଦଣ୍ଡାଦେଶ

ତେହେରାନ୍‌,୨୨।୭: ଇରାନରେ ଆମେରିକାର ସେଣ୍ଟ୍ରାଲ୍‌ ଇଣ୍ଟେଲିଜେନ୍ସ ଏଜେନ୍ସି(ସିଆଇଏ)ର ୧୭ ଗୁପ୍ତଚରଙ୍କୁ ମୃତ୍ୟୁ ଦଣ୍ଡାଦେଶ ହୋଇଛି। ଏନେଇ ଇରାନ ଗଣମାଧ୍ୟମ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି। ୩ ମାସର ବିଚାର ପରେ ଏହି ଦଣ୍ଡାଦେଶ କରାଯାଇଥିବା କୁହାଯାଉଛି। ତିନି ଦିନ ତଳେ ବ୍ରିଟେନ୍‌ର…

 ୨ ଶହ କିମି ଚାଲି ଚାଲି ଅଢ଼େଇ ଦିନ ପରେ ମାଲିକଙ୍କ ପାଖକୁ ଫେରିଲା କୁକୁର

ମସ୍କୋ,୨୨।୭: କୁକୁର ମଣିଷର ଅତି ବିଶ୍ୱସ୍ତ ପ୍ରାଣୀ ବୋଲି କୁହାଯାଇଥାଏ। ହୁଏତ ମାଲିକ କୁକୁରକୁ ଭୁଲି ପାରେ ମାତ୍ର କୁକୁର ମାଲିକଙ୍କୁ ଭୁଲି ପାରେନା। ଏପରି ଏକ ଉଦାହରଣ ରୁଷିଆରେ ଘଟିଛି। ୬ ମାସର ମାରୁ ନାମକ କୁକୁରକୁ ମାଲିକ ଅନ୍ୟ…

ନାସାର ଚନ୍ଦ୍ର ମିଶନ ଆର୍ଟିମିସ୍‌: ପ୍ରଥମେ ଯିବେ ମହିଳା; ଖର୍ଚ୍ଚ ହେବ ୩୦ ଶହ କୋଟି ଡଲାର

ଓ୍ବାଶିଂଟନ,୨୨।୭: ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ଏହାର ଚନ୍ଦ୍ର ମିଶନ ଆର୍ଟିମିସ୍‌ ସମ୍ପର୍କରେ ଘୋଷଣା କରାଯାଇଛି। ୨୦୨୪ରେ ଏହି ମିଶନ ହେବାର ସମ୍ଭାବନା ରହିଛି। ଏଥିରେ ମହିଳାଙ୍କୁ ପଠାଯିବାର ଯୋଜନା କରାଯାଇଛି। ଏଥିପାଇଁ ୩୦ ଶହ କୋଟି ଡଲାର…

ଆଇଏମ୍‌ଏଫ୍‌ ପରିଚାଳନା ନିର୍ଦ୍ଦେଶକ ପଦବୀ: ଦୌଡ଼ରେ ରଘୁରାମ ରାଜନ ଆଗରେ

ଲଣ୍ଡନ,୨୨।୭: ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌)ର ପରିଚାଳନା ନିର୍ଦ୍ଦେଶକ ପଦବୀରେ ନିଯୁକ୍ତ ହେବା ଆଶା ଉଜ୍ବଳ ହୋଇଛି। ଏହି ପଦବୀ ଦୌଡ଼ରେ ରଘୁରାମ ଆଗରେ ଥିବା ବ୍ରିଟେନ୍‌ର ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ସବୁଜ…

ଚାକିରି ନାଁରେ ଠକେଇ: ୟୁଏଇରେ ଫସିଛନ୍ତି ୯ ଭାରତୀୟ

ଦୁବାଇ,୨୨ା୭(ପି.ଟି.): ସୋସିଆଲ୍‌ ମିଡିଆରେ ଜାଲ୍‌ ନିଯୁକ୍ତି ଅଫର ପାଇ ୯ ଭାରତୀୟ ୟୁଏଇରେ ଫସିଛନ୍ତି। ଏମାନେ କେରଳରୁ ଯାଇ ଅଲ୍‌ ଆଇନ୍‌ ଓ ଅଜମାନ୍‌ରେ ଅଟକି ରହିଛନ୍ତି। ସେମାନେ ହ୍ବାଟ୍ସଆପ୍‌ ଜରିଆରେ ଶାଫିକ୍‌ ନାମକ ଜଣେ ଏଜେଣ୍ଟ ସଂସ୍ପର୍ଶରେ ଆସିଥିଲେ। ସେମାନେ…

ହଂକଂରେ ସରକାର ବିରୋଧୀ ବିଶାଳ ର଼୍ୟାଲି

ହଂକଂ,୨୨ା୭(ଏଏଫ୍‌ପି): ହଂକଂରେ ସରକାର ବିରୋଧୀ ଆନ୍ଦୋଳନ ଥମିବା ନାଁ ଧରୁନାହିଁ। ରବିବାର ହଜାର ହଜାର ଲୋକ ସରକାର ବିରୋଧୀ ସ୍ଲୋଗାନ ଦେଇ ଶୋଭାଯାତ୍ରାରେ ବାହାରିଥିଲେ। ଚାଇନା ଶାସନ ବିରୋଧରେ ବର୍ଷ ବର୍ଷ ଧରି ରହିଥିବା ପୁଞ୍ଜୀଭୂତ ଅସନ୍ତୋଷକୁ ସେମାନେ ପ୍ରକାଶ କରିଛନ୍ତି।…

ଡାକ୍ତରଖାନା ବାହାରେ ମହିଳା ଆତଙ୍କବାଦୀଙ୍କ ଆତ୍ମଘାତୀ ବିସ୍ଫୋରଣ: ୯ ମୃତ, ୩୦ ଆହତ

ଇସଲମାବାଦ, ୨୧।୭: ପାକିସ୍ତାନରେ ଡାକ୍ତରଖାନା ବାହାରେ ରବିବାର ଜଣେ ମହିଳା ଆତ୍ମଘାତୀ ଆତଙ୍କବାଦୀ ବିସ୍ଫୋରଣରେ ୯ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୦ ଆହତ ହୋଇଛନ୍ତି। ତେହରିକ-ଇ-ତାଲିବାନ-ପାକିସ୍ତାନ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି। ଡେରା ଇସ୍ମାଇଲ ଖାନରେ ଏଭଳି ଆକ୍ରମଣ ଘଟିବାର…

ଆମେରିକାରେ ହିନ୍ଦୁ ପୂଜାରୀଙ୍କ ଉପରକୁ ଆକ୍ରମଣ

ନ୍ୟୁୟର୍କ, ୨୧।୭: ନ୍ୟୁୟର୍କର ଫ୍ଲୋରା ପାର୍କରେ ଜଣେ ହିନ୍ଦୁ ପୂଜାରୀଙ୍କ ଉପରେ ଆକ୍ରମଣ ହୋଇଛି। ସ୍ବାମୀ ହରିଶ ଚନ୍ଦ୍ର ପୁରୀ(୫୨) ଶିମ ମନ୍ଦିରରେ ପୂଜା ସାରି ଫେରୁଥିବାବେଳେ ଜଣେ ବ୍ୟକ୍ତି ପଛରୁ ତାଙ୍କୁ ଆକମଣ କରିଥିଲେ। ପୋଲିସ ଘଟଣାରେ ସର୍ଜୟୋ ଗୌବିଓ…

ଆମେରିକାରେ ଇମ୍ରାନଙ୍କୁ ସ୍ବାଗତ କରିବାକୁ କେହି ଆସିଲେନି: ମେଟ୍ରୋ ଟ୍ରେନରେ କଲେ ଯାତ୍ରା

ଓ୍ବାଶିଂଟନ୍‌, ୨୧।୭: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ତିନିଦିବସୀୟ ଆମେରିକା ଗସ୍ତରେ ଯାଇଛନ୍ତି। ସେଠାରେ ପହଞ୍ଚିବା ପରେ ତାଙ୍କ ହଟହଟା ହେବାକୁ ପଡିଛି। ଆମେରିକାର କୌଣସି ବରିଷ୍ଠ ଅଧିକାରୀ ତାଙ୍କୁ ସ୍ବାଗତ କରିବାକୁ ବିମାନବନ୍ଦର ଆସି ନ ଥିଲେ। ଶେଷରେ ତାଙ୍କ…

ଆମେରିକାରେ ଗ୍ରୀଷ୍ମ ପ୍ରବାହ: ୧୫୦ ନିୟୁତ ଲୋକେ ପ୍ରଭାବିତ

ଓ୍ବାଶିଂଟନ,୨୧।୭: ଆମେରିକାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାଦ୍ୱାରା ୧୫୦ ନିୟୁତରୁ ଅଧିକ ଲୋକ ବ୍ୟତିବ୍ୟସ୍ତ ହେଉଥିବା କୁହାଯାଉଛି। ନ୍ୟୁୟର୍କ, ଫିଲାଡେଲଫିହା ତଥା ଓ୍ବାଶିଂଟନରେ ତାପମାତ୍ରା ୩୮ ଡିଗ୍ରୀ ହୋଇଛି। ଇତିମଧ୍ୟରେ ଏଠାରେ ୬ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ଏଠାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri