ନୀରବ ମୋଦିଙ୍କ ଜାମିନ୍ ଆବେଦନ ପୁଣି ଖାରଜ
ଲଣ୍ଡନ, ୨୫।୭: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ପୁଣି ଏକ ଝଟକା ଲାଗିଛି। ଗୁରୁବାର ଲଣ୍ଡନର ଏକ ଅଦାଲତ ତାଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି। ମାମଲାର ଆଗାମୀ ଶୁଣାଣି ଅଗଷ୍ଟ ୨୨ ପର୍ଯ୍ୟନ୍ତ ଘୁଞ୍ଚାଇଦିଆଯାଇଛି। କ୍ରମାଗତ ୩...
ପାକିସ୍ତାନ ବସ୍ ଡ୍ରାଇଭର୍ଙ୍କ ପୁଅ ହେଲେ ବ୍ରିଟେନର ଅର୍ଥମନ୍ତ୍ରୀ
ଲଣ୍ଡନ,୨୫ା୭: ନୂତନ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ ପୂର୍ବତନ ଗୃହମନ୍ତ୍ରୀ ସାଜିଦ ଜାଭିଦଙ୍କୁ ଦେଶର ଅର୍ଥମନ୍ତ୍ରୀ କରିବାକୁ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ପଦ ଲାଗି ଦାବିଦାର ଥିବା ଜାଭିଦଙ୍କୁ କଞ୍ଜରଭେଟିଭ ପାର୍ଟି ଏମ୍ପିଙ୍କ ସମର୍ଥନ ନ ମିଳିବାରୁ ବୋରିସ ବାଜି...
ପାଣିତଳେ ବିଶ୍ୱର ପ୍ରଥମ ସେନା ମ୍ୟୁଜିୟମ: ମାଛଙ୍କ ସହ ଦେଖିବାକୁ ମିଳିବ ସେନା ଉପକରଣ
ଅମନ,୨୫।୭: ଜୋର୍ଡାନର ଅକାବାରେ ବିଶ୍ୱର ପ୍ରଥମ ସେନା ମ୍ୟୁଜିୟମ ଖୋଲାଯାଇଛି। ୧୯ଟି ମିଲିଟାରୀ ହାଡଓ୍ବୟାର ଅବଶେଷକୁ ନେଇ ଏହି ମ୍ୟୁଜିୟମ ତିଆରି କରାଯାଇଛି। ଗତ ବୁଧବାର ଏହାକୁ ପ୍ରଥମ କରି ଖୋଲାଯାଇଛି। ଏହା ରେଡ ସିର ୮ ଫୁଟ ଗଭୀରତାରେ...
ଚାଇନାରେ ଭୂସ୍ଖଳନ: ୧୬ ମୃତ; ୩୦ ନିଖୋଜ
ବେଜିଂ,୨୫।୭: ପ୍ରବଳ ବର୍ଷା ଯୋଗୁ ଦକ୍ଷିଣ ଚାଇନାରେ ଭୂସ୍ଖଳନ ଘଟିଛି। ଗୁରୁବାର ଘଟିଥିବା ଏହି ଘଟଣାରେ ୧୬ ଜଣଙ୍କ ମୃତ୍ୟୁ ହେବା ସହିତ ୩୦ରୁ ଅଧିକ ନିଖୋଜ ଥିବା କୁହାଯାଉଛି। ନିଖୋଜମାନେ ମାଟି ତଳେ ଚାପି ହୋଇ ରହିଥିବା ଆଶଙ୍କା...
ରିମୋର୍ଟରେ ନିୟନ୍ତ୍ରିତ ହେଉଛି କୁକୁର: କମ୍ପନରୁ ବୁଝୁଛି ଇଶାରା
ଜେରୁଜେଲମ୍,୨୫।୭: ଇସ୍ରାଏଲ୍ରେ କୁକୁରକୁ ରିମୋର୍ଟ ସହାୟତାରେ ନିୟନ୍ତ୍ରିତ କରାଯିବା ଜ୍ଞାନକୌଶଳ ବାହାର କରାଯାଇଛି। ଏହାକୁ ବେନ୍-ଗୁରିୟନ୍ ବିଶ୍ୱବିଦ୍ୟାଳୟର ଗବେଷକ ତିଆରି କରିଛନ୍ତି। ଏହାର ଉପଯୋଗ କରି ତାଲିମ୍ ପ୍ରାପ୍ତ ଏକ କୁକୁର ପିଠିରେ ଯନ୍ତ୍ରାଶଂ ବାନ୍ଧି ଦିଆଯାଉଛି। ଏହାପରେ ରିମୋର୍ଟ...
ଚେତାବନୀକୁ ବେଖାତିର: ଏକଛତ୍ରବାଦୀ ଶାସକ କିମ୍ ପୁଣି କଲେ କ୍ଷେପଣାସ୍ତ୍ର ପରୀକ୍ଷଣ
ସିଓଲ୍,୨୫।୭: ଅନ୍ତର୍ଜାତୀୟ ଚେତାବନୀକୁ ବେଖାତିର କରିଛି ଉତ୍ତର କୋରିଆ। ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନ୍ ଗୁରୁବାର ପୁଣି ୨ଟି ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ରର ପରୀକ୍ଷଣ କରିଛନ୍ତି। ଏହା ଆକାଶ ମାର୍ଗରେ ୪୩୦ କିଲୋମିଟର ଅତିକ୍ରମ କରିଥିବା କୁହାଯାଉଛି। ଗତ...
କାବୁଲ ବିସ୍ଫୋରଣ: ୫ ମୃତ ୧୦ ଆହତ
କାବୁଲ,୨୫।୭: ଆଫଗାନିସ୍ତାନର କାବୁଲରେ ଗୁରୁବାର ହୋଇଥିବା ୩ଟି ବିସ୍ଫୋରଣରେ ପ୍ରାୟ ୫ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହେବା ସହ ୧୦ ଆହତ ହୋଇଥିବା ସୂଚନା ମିଳିଛି। ପଜଓ୍ବକ ଆଫଗାନ ନ୍ୟୁଜର ସୂଚନା ଅନୁଯାୟୀ, ପ୍ରଥମ ବିସ୍ଫୋରଣଟି ଏକ ଯାତ୍ରୀବାହୀ...
ବ୍ରିଟେନର ସ୍ବରାଷ୍ଟ ମନ୍ତ୍ରୀ ହେଲେ ଭାରତୀୟ ମୂଳର ପ୍ରୀତି ପଟେଲ
ଲଣ୍ଡନ, ୨୫।୭: ବ୍ରିଟେନର ଗୃହମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି ଭାରତୀୟ ମୂଳର ପ୍ରୀତି ପଟେଲ। ବୁଧବାର ନୂଆ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ତାଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି। ପ୍ରୀତି କଞ୍ଜରଭେଟିଭ୍ ଦଳର ନେତୃତ୍ୱ ନେଇ ‘ବ୍ୟାକ୍ ବୋରିଶ୍’ ଅଭିଯାନର ପ୍ରମୁଖ...
୪୪ ବର୍ଷରେ ବନ୍ୟ ପ୍ରାଣୀଙ୍କ ସଂଖ୍ୟା କମିଛି ୬୦ ପ୍ରତିଶତ: ପ୍ରତିଦିନ ଶହେ ହାତୀଙ୍କ ମୃତ୍ୟୁ ଘଟୁଛି
ଓ୍ବାଶିଂଟନ,୨୫।୭: ପୃଥିବୀରେ ଜନସଂଖ୍ୟା ବଢ଼ିବାରେ ଲାଗିଛି। ଏହାର ନକାରାତ୍ମକ ପ୍ରଭାବ ଜଙ୍ଗଲ ପରିସୀମା ଉପରେ ପଡ଼ିବାରେ ଲାଗିଛି। ଜଙ୍ଗଲ ଅଭାବ ଯୋଗୁ ବନ୍ୟ ପ୍ରାଣୀଙ୍କ ସଂଖ୍ୟା କମିବାରେ ଲାଗିଛି। ଡବ୍ଲ୍ୟୁଡବ୍ଲ୍ୟୁଏଫ୍ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ୧୯୭୦ଠାରୁ ୨୯୧୪...
ସାଜିଦ୍ ଜାଭିଦ୍ ହେବେ ବ୍ରିଟେନ୍ ଅର୍ଥମନ୍ତ୍ରୀ
ଲଣ୍ଡନ,୨୫ା୭(ପି.ଟି.): ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ ପୂର୍ବତନ ଗୃହମନ୍ତ୍ରୀ ସାଜିଦ୍ ଜାଭିଦ୍ଙ୍କୁ ଦେଶର ଅର୍ଥମନ୍ତ୍ରୀ କରିବାକୁ ଘୋଷଣା କରିଛନ୍ତି। ଫିଲିପ୍ ହାମୋଣ୍ଡ୍ଙ୍କ ସ୍ଥାନରେ ଜାଭିଦ୍ଙ୍କୁ ଏହି ନୂତନ ଦାୟିତ୍ୱ ଦିଆଯିବ ବୋଲି ବୁଧବାର ଏକ ସରକାରୀ ବିବୃତିରେ ପ୍ରକାଶ କରାଯାଇଛି।...
ତିନି ତଲାକ୍ ଦେଲେ ମାଲେସିଆ ପୂର୍ବତନ ରାଜା
କୁଆଲାଲମ୍ପୁର,୨୫ା୭(ପି.ଟି.): ମାଲେସିଆର ପୂର୍ବତନ ରାଜା ସୁଲତାନ୍ ମହମ୍ମଦ ପଞ୍ଚମ କିଛିମାସ ତଳେ ବିବାହ କରିଥିବା ରୁଷୀୟ ସୁନ୍ଦରୀ ତଥା ପୂର୍ବତନ ରାଣୀ ରିହାନା ଓଜାନା ଗୋର୍ବାତେଙ୍କୋଙ୍କୁ ତିନି ତଲାକ୍ ଦେଇଥିବା ଜଣାପଡ଼ିଛି। ତାଙ୍କର ଏଭଳି ନିଷ୍ପତ୍ତି ମୁସଲମାନବହୁଳ ଦେଶଗୁଡ଼ିକର ରାଜତନ୍ତ୍ର...
ହାଫିଜ୍ଙ୍କ ରିମାଣ୍ଡ ଅବଧି ୧୪ ଦିନ ବଢ଼ିଲା
ଲାହୋର,୨୫ା୭(ପି.ଟି.): ବମ୍ବେ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଜମାତ୍-ଉଦ୍-ଦାଓ୍ବା (ଜେୟୁଡି) ମୁଖ୍ୟ ହାଫିଜ୍ ସୟିଦ୍ଙ୍କ ରିମାଣ୍ଡ ଅବଧି ୧୪ ଦିନ ବୃଦ୍ଧି କରାଯାଇଛି। ଆତଙ୍କବାଦ ପାଇଁ ପାଣ୍ଠି ଯୋଗାଣ ମାମଲାରେ ଗତ ୧୭ ତାରିଖରେ ହାଫିଜ୍ଙ୍କୁ ଗିରଫ କରାଯାଇଥିଲା। ପାକିସ୍ତାନର ଗୁଜରାନଓ୍ବାଲାସ୍ଥିତ...
Archives


