ଅନ୍ତର୍ଜାତୀୟ

ଉପଯୁକ୍ତ ଜୀବନସାଥୀ ଖୋଜିବାକୁ ଚାଇନାରେ ଚାଲିଲା ସ୍ବତନ୍ତ୍ର ଲଭ୍‌ ଟ୍ରେନ୍‌

ବେଜିଂ,୩୧।୮: ଚାଇନାରେ ଆମେ ଦୁଇ ଆମର ଏକ ନୀତି ଏବେ ଚାଇନା ବାସୀଙ୍କୁ ଅଡୁଆରେ ପକାଇଛି। କାରଣ ଏଠାରେ ଏବେ ଅନେକ ଯୁବତୀ ଯୁବକ ଅବିବାହିତ ରହି ଯାଉଛନ୍ତି। ଏଥିପାଇଁ ଏବେ ସେଠାରେ ପ୍ରଚଳିତ ହୋଇଛି ଲଭ୍‌ ଟ୍ରେନ୍‌। ଆଉ...

କାହିଁକି ଶୌଚାଳୟରେ ହେଲା ବିବାହ

ବିବାହ ଜୀବନର ଟର୍ଣ୍ଣିଂ ପଏଣ୍ଟ ବୋଲି କୁହାଯାଏ। କାରଣ ବିବାହ ପରେ ଉଭୟ ବରକନ୍ୟା ଆଉ ଏକ ନୂଆ ଜୀବନ ଆରମ୍ଭ କରିଥାଆନ୍ତି। ତେଣୁ କେତେକେ ବିବାହର ମୁହୂର୍ତ୍ତକୁ ଅଭୁଲା କରିବା ଲାଗି ଚେଷ୍ଟା କରିଥାଆନ୍ତି। ଏଥିପାଇଁ କିଏ ବଡ...

ଆମେରିକା-ତାଲିବାନ ଶାନ୍ତି ଆଲୋଚନା: ଆତଙ୍କବାଦୀ ଆକ୍ରମଣରେ ୧୦ ପୋଲିସ କର୍ମୀ ନିହତ

କାବୁଲ୍‌,୩୧।୮: ଆମେରିକା-ତାଲିବାନ ଶାନ୍ତି ଆଲୋଚନା ଶେଷ ପର୍ଯ୍ୟାୟରେ ଥିବାବେଳେ ଶନିବାର ଆତଙ୍କବାଦୀ ଆକ୍ରମଣରେ ୧୦ ପୋଲିସ କର୍ମୀ ନିହତ ହୋଇଛନ୍ତି। ତାଲିବାନ୍‌ ଆତଙ୍କବାଦୀ ଉତ୍ତର ଆଫଗାନିସ୍ତାନର କୁଣ୍ଡୁଜ୍‌ ସହର ଉପରେ ଆକ୍ରମଣ କରିଛନ୍ତି। ଶୁକ୍ରବାର ରାତିରୁ ଏଠାରେ ଆତଙ୍କବାଦୀ ଏବଂ...

ଡରିଲାଣି ପାକିସ୍ତାନ: ସର୍ତ୍ତ ରଖି କଥା ହେବାକୁ ଦେଉଛି ପ୍ରସ୍ତାବ

ଇସ୍‌ଲାମାବାଦ,୩୧।୮: ଭାରତକୁ ପରମାଣୁ ଯୁଦ୍ଧ ଧମକ ଦେଉଥିବା ପାକିସ୍ତାନ ଏବେ ଡରି ଯାଇଥିବା ଆଲୋଚନା ହେଉଛି। କାରଣ ସେ ଏବେ ଭାରତ ସହ ସର୍ତ୍ତମୂଳକ କଥା ହେବାକୁ ପ୍ରସ୍ତାବ ଦେଇଛି। ଶୁକ୍ରବାର ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସି...

ଇମ୍ରାନଙ୍କ ପରେ ଏବେ ପାକିସ୍ତାନ ସେନାମୁଖ୍ୟ ଦେଲେ ଭାରତକୁ ଚେତାବନୀ

ଇସ୍‌ଲାମାବାଦ,୩୧।୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇ ଦିଆଯିବା ପରେ ପାକିସ୍ତାନ ଏକ ପ୍ରକାର ରକ୍ତ ଚାଉଳ ଚୋବାଉଛି। ଯଦିଓ ଭାରତର ଏହା ଆଭ୍ୟନ୍ତରୀଣ ମାମଲା ତଥାପି ଏହାକୁ ନେଇ ପାକିସ୍ତାନ ବିଶ୍ୱର ଅନେକ ଦେଶଙ୍କ ମଧ୍ୟସ୍ଥତା ମଧ୍ୟ ଲୋଡି ସାରିଲାଣି।...

ରାଓ୍ବଲପିଣ୍ଡି ହସ୍ପିଟାଲରେ ଗୁଳିକାଣ୍ଡ

ରାଓ୍ବଲପିଣ୍ଡି,୩୧।୮: ପାକିସ୍ତାନ ରାଓ୍ବଲପିଣ୍ଡିରେ ଥିବା ଜିଲା ମୁଖ୍ୟ ଚିକିତ୍ସାଳୟରେ ଶନିବାର ହୋଇଥିବା ଗୁଳିକାଣ୍ଡରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ୨ ହେଲେ ଲାର୍ସାବ ଓ ହବିଦ୍‌। ହସ୍ପିଟାଲ ଭିତରେ ଲାର୍ସାବ ତାଙ୍କର ଚେକ୍‌ ଅପ୍‌ କରିବାକୁ...

ଚିନ୍ତାରେ ଇମ୍ରାନ୍‌: ତୃତୀୟ ଥର ଲାଗି ବଢିଲା ଅଟା ଦାମ୍‌

ଇସ୍‌ଲାମାବାଦ,୩୧।୮: ଭାରତକୁ ପରମାଣୁ ଯୁଦ୍ଧର ଧମକ ଦେଉଥିବା ପାକିସ୍ତାନ ଏ ପର୍ଯ୍ୟନ୍ତ ରୁଟି ସଙ୍କଟରୁ ବାହାରି ପାରୁନାହିଁ। ଏବେ ତୃତୀୟ ଥର ଲାଗି ଅଟାର ଦାମ ବୃଦ୍ଧି ଇମ୍ରାନ୍‌ ସରକାରଙ୍କୁ ଚିନ୍ତାରେ ପକାଇ ଦେଇଛି। ଏବେ ସେଠାରେ ସାଧାରଣ ଅଟାର...

ହିଂସ୍ର ହେଉଛି ହଂକଂ

ହଂକଂ,୩୧ା୮(ଆଇଏଏନ୍‌ଏସ୍‌): ହଂକଂରେ ବେଆଇନ ଭାବେ ଶୋଭାଯାତ୍ରା କରିବା ଅଭିଯୋଗରେ ଡେମୋସିଷ୍ଟୋ ପାର୍ଟି ନେତା ଜୋଶୁଆ ଓ୍ବୋଙ୍ଗ୍‌ଙ୍କ ସମେତ ଗଣତନ୍ତ୍ର ସପକ୍ଷବାଦୀ ୩ ନେତାଙ୍କୁ ଶୁକ୍ରବାର ଗିରଫ କରାଯାଇଛି। ୨୩ ବର୍ଷୀୟ ଓ୍ବୋଙ୍ଗ୍‌ ହେଉଛନ୍ତି ୨୦୧୪ ଅମ୍ବ୍ରେଲା ରିଭୋଲ୍ୟୁଶନ୍‌ର ନେତୃତ୍ୱ ନେଇଥିବା...

ମୋଦିଙ୍କୁ ତ ଅଟକାଇ ପାରୁନ ‘କଶ୍ମୀର ଆଓ୍ବାର’ର ଅର୍ଥ କ’ଣ ବୋଲି ଇମ୍ରାନଙ୍କୁ ପ୍ରଶ୍ନ କଲେ ପାକିସ୍ତାନ ଜନତା

ଇସ୍‌ଲାମାବାଦ,୩୦।୮: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଭାରତ ବିରୋଧି ଅନେକ ପଦକ୍ଷେପ ନେଉଥିବା ବେଳେ ଶୁକ୍ରବାର ଇମ୍ରାନଙ୍କ ସରକାର ଘୋଷଣା କରିଥିଲେ ‘କଶ୍ମୀର ଆଓ୍ବାର’। ଅର୍ଥାତ୍‌ ଦିନ ୧୨ଟାରୁ ୧୨ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ପାକିସ୍ତାନର ସମସ୍ତ କାର୍ଯ୍ୟାଳୟ, ହସ୍ପିଟାଲ...

ମୋଦିଙ୍କ ନାଁ ନେବାରୁ ପାକିସ୍ତାନ ନେତାଙ୍କୁ ଲାଗିଲା କରେଣ୍ଟ

ଇସ୍‌ଲାମାବାଦ.୩୦।୮: ଏବେ ଭାରତ ନାଁ ନେଉ ନେଉ ପାକିସ୍ତାନକୁ ଲାଗିଲାଣି କରେଣ୍ଟ। ଶୁକ୍ରବାର ପାକିସ୍ତାନର ରେଲ ମନ୍ତ୍ରୀ ଶେଖ୍‌ ରସିଦ୍‌ ଅହମ୍ମଦ ଏକ ଜନସଭାକୁ ସମ୍ବୋଧନ ଦେବା ସମୟରେ ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁ ଉଚ୍ଚାରଣ କରିଥିଲେ। ଆଉ ଏହି...

ଆଜି ‘କଶ୍ମୀର ଆଓ୍ବାର୍‌’ ପାଳିବ ପାକିସ୍ତାନ

ଇସ୍‌ଲାମାବାଦ, ୩୦-୮(ପି.ଟି.): ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ଆହ୍ବାନକ୍ରମେ ସେଠାରେ ଶୁକ୍ରବାର ‘କଶ୍ମୀର ଆଓ୍ବାର୍‌’ ପାଳନ କରାଯିବ। ପାକିସ୍ତାନର ଖେଳାଳି, କଳାକାର ଓ ବିଭିନ୍ନ ବର୍ଗର ଲୋକ ମଧ୍ୟାହ୍ନ ୧୨ରୁ ୩ ମିନିଟ୍‌ ଲାଗି ଛିଡ଼ାହୋଇ କଶ୍ମୀରବାସୀଙ୍କ ଲାଗି ଏକ...

ଇମ୍ରାନ୍‌ଙ୍କ ଅଫିସ ଉପରେ ଆଇଇଏସ୍‌ସିଓର ୪୧ ଲକ୍ଷ ବାକି:ବିଦ୍ୟୁତ୍‌ ସଂଯୋଗ କାଟିବାକୁ ଧମକ

ଇସ୍‌ଲାମାବାଦ,୩୦-୮(ପି.ଟି.):ଆର୍ଥତ୍କ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ପାଇଁ ଏକ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ଉପରେ ଇସ୍‌ଲାମାବାଦ ଇଲେକ୍ଟ୍ରିକ୍‌ ସପ୍ଲାଇ କମ୍ପାନୀ (ଆଇଇଏସ୍‌ସିଓ)ର ୪୧ ଲକ୍ଷ ଟଙ୍କା ବାକି ରହିଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri