ବାଂଲାଦେଶ କରୁଛି ବଡ଼ ଯୁଦ୍ଧ ପ୍ରସ୍ତୁତି, ଜାଣନ୍ତୁ କାହାସହ?
ଢାକା, ୩୦।୪: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ବାଂଲାଦେଶ ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ରିପୋର୍ଟ ପ୍ରକାଶ ପାଇଛି। ଏକ ସାମ୍ପ୍ରତିକ ଖବର ଅନୁଯାୟୀ, ବାଂଲାଦେଶ ସେନା ମୁଖ୍ୟ ଜେନେରାଲ ଓାକାର ଉଜ ଜମାନ...
ଯୁଦ୍ଧ ଘୋଷଣା ପୂର୍ବରୁ ଇମ୍ରାନ ଖାନ୍ଙ୍କ ବଡ଼ ବୟାନ, ଥରିଥରି ମୋଦିଙ୍କୁ କହିଲେ…
ଲାହୋର, ୩୦।୪: ପାକିସ୍ତାନ ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ “ଅତ୍ୟନ୍ତ ଦୁଃଖଦ ଓ ଯନ୍ତ୍ରଣାଦାୟକ” ବୋଲି ବର୍ଣ୍ଣନା କରିଛନ୍ତି। ଏହି ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ...
କାନାଡାରେ ମିଳିଲା ନିଖୋଜ ଭାରତୀୟ ଛାତ୍ରୀଙ୍କ ମୃତଦେହ
ଓଟ୍ଟାଓ୍ବା,୩୦।୪ (ପି.ଟି.):କାନାଡାରେ ଜଣେ ଭାରତୀୟ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତା ଛାତ୍ରୀଙ୍କ ନାମ ବଂଶିକା (୨୧) ହୋଇଥିବାବେଳେ ସେ ପଞ୍ଜାବର ଆମ୍ ଆଦ୍ମୀ ପାର୍ଟି (ଆପ୍) ନେତା ଦବିନ୍ଦର ସୈନୀଙ୍କ ଝିଅ ବୋଲି ଜଣାପଡ଼ିଛି। ଓଣ୍ଟାରିଓ ରାଜ୍ୟର ଏକ ସମୁଦ୍ର...
Pahalgam Attackରେ ପାକିସ୍ତାନ ସହ ଏମାନଙ୍କର ଅଛି ବଡ଼ କନେକ୍ସନ, ଭାରତ ହାତରେ ଲାଗିଲା ସାଂଘାତିକ ପ୍ରମାଣ
ଶ୍ରୀନଗର, ୩୦।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ଏପ୍ରିଲ ୨୨ ତାରିଖରେ ଘଟିଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ଏହି ଆକ୍ରମର ପଛରେ ଭାରତ ହାତରେ ସାଂଘାତିକ ପ୍ରମାଣ ଲାଗିଛି। ଏହା ପଛରେ ପାକିସ୍ତାନ...
Baba Vanga on India-Pakistan: ଧ୍ୱଂସ ହୋଇଯିବ ପାକିସ୍ତାନ! ଯୁଦ୍ଧ ହେଲେ ମାନଚିତ୍ରରୁ ହଜିଯିବ…ପୁଣି ଭୟଙ୍କର ଭବିଷ୍ୟବାଣୀ କଲେ ବାବା ଭେଙ୍ଗା
ନୂଆଦିଲ୍ଲୀ,୩୦ା୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ଗତ ସପ୍ତାହରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ଆକ୍ରମଣରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବା ବେଳେ ଏହା ପଛରେ...
India Pakistan: ଟାର୍ଗେଟ ଫିକ୍ସ କଲା ସେନା, ଆଜି ରାତି ଅଧରେ ବଡ଼ ଆଟାକ୍!
ନୂଆଦିଲ୍ଲୀ,୩୦।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନର ଯୋଜନା ପ୍ଲାନିଂ ପ୍ରସ୍ତୁତ କରିଛି। ଏହି ଆକ୍ରମଣରେ ୨୬ରୁ ଅଧିକ ନିରୀହ ଲୋକଙ୍କର ମୃତ୍ୟୁ ଘଟିଥିଲା, ଯେଉଁଥିରେ ଅଧିକାଂଶ...
ଭାରତ-ପାକିସ୍ତାନ ବିବାଦ ମଧ୍ୟରେ ଏଣ୍ଟ୍ରି କଲା ଆମେରିକା: କହିଲା – ‘ସାରା ବିଶ୍ୱ ଦେଖୁଛି’
ଓ୍ବାଶିଂଟନ୍,୩୦।୪: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଜାରି ରହିଛି। ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଭୟରେ ଅଛି। ସେ ଭାରତର ପରବର୍ତ୍ତୀ ପଦକ୍ଷେପକୁ ଭୟ କରୁଛନ୍ତି। ଏବେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆମେରିକା ପ୍ରବେଶ...
ଆଗାମୀ ୨୪ ଘଣ୍ଟା ମଧ୍ୟରେ ହୋଇପାରେ ଆକ୍ରମଣ: ମୋଦିଙ୍କ ନିଷ୍ପତ୍ତି ଦେଖି ଭୟଭୀତ ପାକିସ୍ତାନ
ଇସଲାମାବାଦ୍,୩୦।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନାର ବାତାବରଣ ରହିଛି। ପ୍ରଧାନମନ୍ତ୍ରୀ ମୋଦୀ ମଙ୍ଗଳବାର ତିନି ସେନାର ମୁଖ୍ୟଙ୍କ ସହ ଏକ ବୈଠକ କରିଥିଲେ। ଏହାର ସିଧାସଳଖ ପ୍ରଭାବ ପାକିସ୍ତାନରେ ଦେଖିବାକୁ ମିଳିଥିଲା। ପାକିସ୍ତାନର...
ପୁଣି ପରମାଣୁ ବୋମା ଧମକ ଦେଲା ପାକିସ୍ତାନ: ମରିୟମ କହିଲେ, ଭୟ କରନି, ଆମ ପାଖରେ ବଡ଼ ଅସ୍ତ୍ର ଅଛି
ଇସଲାମାବାଦ୍,୩୦।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏବେ ବି ଉତ୍ତେଜନା ରହିଛି। ଭାରତ ପାକିସ୍ତାନ ବିରୋଧରେ ଅନେକ କଠୋର ପଦକ୍ଷେପ ନେଇଛି। ଏହାର ଜବାବରେ, ପାକିସ୍ତାନ ଅନେକ ଥର ପରମାଣୁ ବୋମା ମାଡ଼ ଧମକ...
ଆମେରିକାରେ ସ୍ତ୍ରୀ, ପୁଅଙ୍କୁ ହତ୍ୟା ପରେ ଭାରତୀୟ ବ୍ୟବସାୟୀଙ୍କ ଆତ୍ମହତ୍ୟା
ଓ୍ବାଶିଂଟନ,୩୦ା୪:ଆମେରିକାରେ ରହୁଥିବା ଭାରତୀୟ ପ୍ରଯୁକ୍ତି ଉଦ୍ୟୋଗୀ ହର୍ଷବର୍ଦ୍ଧନ ଏସ୍. କିକ୍କେରି ନିଜ ଘରେ ସ୍ତ୍ରୀ ଶ୍ୱେତା ପନ୍ୟମ ଓ ୧୪ ବର୍ଷର ପୁଅଙ୍କୁ ଗୁଳିକରି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି। ଗତ ୨୪ ତାରିଖରେ ଓ୍ବାଶିଂଟନର ନ୍ୟୁକାଷ୍ଟଲ୍ରେ...
ଅଧାରୁ ମାଷ୍ଟର ଡିଗ୍ରୀ ଛାଡ଼ି ଷ୍ଟ୍ରିଟ୍ ଭେଣ୍ଡର: ଦୈନିକ ୮ ହଜାର ରୋଜଗାର
ବେଜିଂ:ଅଧ୍ୟୟନରେ ପାରଙ୍ଗମ ଥିବା ଚାଇନାର ଫେଇ ୟୁ (୨୪)ମାଷ୍ଟର ଡିଗ୍ରୀ ପଢ଼ା ଅଧାରୁ ଛାଡ଼ି ଷ୍ଟ୍ରିଟ୍ ଫୁଡ୍ଷ୍ଟଲ୍ ଖୋଲି ଜୀବିକା ନିର୍ବାହ କରୁଛନ୍ତି। ଗରିବ ପରିବାରରୁ ଆସିଥିବା ଫେଇ ଚାଇନାର ପ୍ରତିଷ୍ଠିତ ସିଚୁଆନ ୟୁନିଭର୍ସିଟିରୁ ପବ୍ଲିକ୍ ହେଲ୍ଥରେ ଗ୍ରାଜୁଏଶନ କରିଥିଲେ।...
ଭାରତ ନା ପାକିସ୍ତାନ; କାହାର ସେନା ପାଆନ୍ତି ଅଧିକ ଦରମା?
ନୂଆଦିଲ୍ଲୀ,୨୯।୪: ପହଲଗାମ ଆକ୍ରମଣକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ରହିଛି। ବର୍ଡରରେ ଦୁଇସେନା ମୁହାଁମୁହିଁ ଅବସ୍ଥାରେ ଅଛନ୍ତି। ତେବେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦି ଏକ ବଡ଼ ମିଟିଂ କରିଛନ୍ତି। ଯେଉଁଥିରେ ୩ସେନାକୁ ଟାଇମ୍ ଓ ଟାର୍ଗେଟ ଫିକ୍ସ...
Archives


