ଅନ୍ତର୍ଜାତୀୟ

ଭାରତ ଜବାବ ଶୁଣି ରାଗିଗଲା ପାକିସ୍ତାନ: ପୁଣି ବିଷ ଓଗାଳିଲା

ଇସଲାମାବାଦ୍‌,୧୨।୮: ପାକିସ୍ତାନ ଏପର୍ଯ୍ୟନ୍ତ ଅନେକ ଥର ଭାରତକୁ ପରମାଣୁ ଆକ୍ରମଣର ଧମକ ଦେଇସାରିଛି। ଅପରେଶନ ସିନ୍ଦୂର ସମୟରେ ମଧ୍ୟ ଏହା ତାର କାର୍ଯ୍ୟକଳାପର ପର୍ଦ୍ଦାଫାସ କରିଛି। ଭାରତ ପାକିସ୍ତାନର ପରମାଣୁ ବ୍ଲାକମେଲର ଉଚିତ ଜବାବ ଦେଇଥିଲା। ଏବେ ପାକିସ୍ତାନ ଏହାର ପ୍ରତିକ୍ରିୟା…

ମଧ୍ୟବିତ୍ତ ପରିବାରକୁ ଖୁସିଖବର ଦେଲେ ଟ୍ରମ୍ପ, ଏତେ କମିଯିବ ସୁନା ଦର!

ଓ୍ବାଶିଂଟନ୍‌,୧୨।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍‌ ନିଷ୍ପତ୍ତିକୁ ନେଇ ସାରା ବିଶ୍ୱରେ ଆଲୋଚନା ହେଉଛି। ଏବେ ସେ ସୁନା ବିଷୟରେ ଏକ ବଡ଼ ବୟାନ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ସୋମବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼…

ସକାଳୁ ସକାଳୁ ବଡ଼ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ, ଲୋକଙ୍କୁ ମିଳିଲା ଆଶ୍ୱସ୍ତି, ସାରା ବିଶ୍ୱରେ…

ଓ୍ବାଶିଂଟନ୍‌,୧୨।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍‌ ନିଷ୍ପତ୍ତିକୁ ନେଇ ସାରା ବିଶ୍ୱରେ ଆଲୋଚନା ହେଉଛି। ଏବେ ସେ ସୁନା ବିଷୟରେ ଏକ ବଡ଼ ବୟାନ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୂଚନା ଦେଇଛନ୍ତି ଯେ…

ମୁନିର ଜଣେ ହିଟଲର୍‌, ୩୦ ମିନିଟ୍‌ରେ ତାଙ୍କୁ ଆମେରିକାରୁ ତଡ଼ିଦେବାର ଥିଲା: ପେଣ୍ଟାଗନ ଅଧିକାରୀ ଦେଲେ ବଡ଼ ବୟାନ

ଓ୍ବାଶିଂଟନ୍‌,୧୨।୮: ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଅପରେଶନ ସିନ୍ଦୂର ପରେ ସମ୍ପ୍ରତି ଦ୍ୱିତୀୟ ଥର ପାଇଁ ଆମେରିକା ଗସ୍ତ କରିଛନ୍ତି। ତାଙ୍କ ଗସ୍ତ ସମୟରେ, ଅସୀମ ମୁନିର କହିଥିଲେ ଯେ, ଯଦି କେହି ପାକିସ୍ତାନକୁ ବୁଡ଼ାଇବାକୁ ଚେଷ୍ଟା କରନ୍ତି, ତେବେ…

ମୋଦିଙ୍କୁ ଧମକ ଦେଲେ ବିଲାୱଲ ଭୁଟ୍ଟୋ: ଆମେ ଯୁଦ୍ଧ ପାଇଁ ପ୍ରସ୍ତୁତ

ଇସଲାମାବାଦ୍‌,୧୨।୮: ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିରଙ୍କ ପରେ, ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ମଧ୍ୟ ଭାରତକୁ ଯୁଦ୍ଧ ଧମକ ଦେଇଛନ୍ତି। ଭୁଟ୍ଟୋ କହିଛନ୍ତି,ଯଦି ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖେ ଏବଂ ଏକ ବନ୍ଧ ନିର୍ମାଣ…

ଭୟଭୀତ ହୋଇ ବଡ଼ ନିଷ୍ପତ୍ତି ନେଲେ ଟ୍ରମ୍ପ: ଟଳିଲା ଉତ୍ତେଜନା

ଓ୍ବାଶିଟନ୍‌,୧୧।୮: ଟାରିଫ୍‌ ଯୁଦ୍ଧ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ଆମେରିକା ଚାଇନା ଉପରେ ଟାରିଫ ସ୍ଥଗିତକୁ ଆହୁରି ବୃଦ୍ଧି କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ଉପରେ ଟାରିଫ୍‌ ସ୍ଥଗିତ ରଖିବାର ନିଷ୍ପତ୍ତିକୁ ୯୦ ଦିନ ପାଇଁ…

ଭାରତର ରୁଷିଆ ତୈଳ କ୍ରୟ ଉପରେ ଆମେରିକାର ଟାରିଫ ମସ୍କୋ ପାଇଁ ବଡ଼ ଝଟକା, ଟ୍ରମ୍ପ କହିଲେ

ନୂଆଦିଲ୍ଲୀ,୧୨ା୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଦାବି କରିଛନ୍ତି ଯେ ଭାରତର ରୁଷିଆଠାରୁ ତୈଳ କ୍ରୟ ଉପରେ ଆମେରିକା ଦ୍ୱାରା ଲଗାଯାଇଥିବା ଟାରିଫ ମସ୍କୋର ଅର୍ଥନୀତି ପାଇଁ ଏକ “ବଡ଼ ଆଘାତ” ହୋଇଛି। ଆଲାସ୍କାରେ ଆଗାମୀ ସପ୍ତାହରେ ରୁଷ ରାଷ୍ଟ୍ରପତି…

ଆମେରିକାର ମଣ୍ଟାନା ବିମାନବନ୍ଦରରେ ବିମାନ ଦୁର୍ଘଟଣା, ପାର୍କ କରାଯାଇଥିବା ବିମାନ ସହ ହେଲା ଧକ୍କା

ନୂଆଦିଲ୍ଲୀ,୧୨ା୮: ଆମେରିକାର ମଣ୍ଟାନା ରାଜ୍ୟର କାଲିସ୍ପେଲ ସିଟି ବିମାନବନ୍ଦରରେ ସୋମବାର ଏକ ଛୋଟ ବିମାନ ଅବତରଣ ସମୟରେ ପାର୍କ କରାଯାଇଥିବା ଅନ୍ୟ ଏକ ବିମାନ ସହ ଧକ୍କା ହେବା ଫଳରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। କିନ୍ତୁ ଏହି ଘଟଣାରେ କୌଣସି…

ବାଲୋଚିସ୍ତାନ ଲିବରେସନ ଆର୍ମୀକୁ ଆତଙ୍କବାଦୀ ସଂଗଠନ ଘୋଷଣା କଲା ଆମେରିକା

ନୂଆଦିଲ୍ଲୀ,୧୨ା୮: ଆମେରିକା ସୋମବାର ବାଲୋଚିସ୍ତାନ ଲିବରେସନ ଆର୍ମୀ (ବିଏଲଏ) ଏବଂ ଏହାର ସହଯୋଗୀ ମଜିଦ ବ୍ରିଗେଡ଼କୁ ବିଦେଶୀ ଆତଙ୍କବାଦୀ ସଂଗଠନ (ଏଫଟିଓ) ଭାବେ ଘୋଷଣା କରିଛି। ମଜିଦ ବ୍ରିଗେଡ଼କୁ ମଧ୍ୟ ବିଏଲଏର ପୂର୍ବ ନିର୍ଦ୍ଦିଷ୍ଟ ବିଶ୍ୱବ୍ୟାପୀ ଆତଙ୍କବାଦୀ (ଏସଡିଜିଟି) ସଂଗଠନ ଘୋଷଣା…

ଟ୍ରମ୍ପଙ୍କୁ ଲାଗିଲା ଜୋରଦାର ଝଟକା, ରାସ୍ତା ବଦଳାଇଲା ଏହି ପଡୋଶୀ ଦେଶ, ଆମେରିକା ପାଇଁ ବଢିଲା ସମସ୍ୟା

ଓ୍ବାଶିଂଟନ୍‌,୧୧।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ତାଙ୍କ ନିଜ ଘନିଷ୍ଠ ଦେଶ ଜୋରଦାର୍‌ ଝଟକା ଦେଇଛି। ଫ୍ରାନ୍ସ, ବ୍ରିଟେନ ଏବଂ କାନାଡା ପରେ ଏବେ ଅଷ୍ଟ୍ରେଲିଆ ମଧ୍ୟ ଜାତିସଂଘ ସାଧାରଣ ସଭାରେ ପାଲେଷ୍ଟାଇନକୁ ମାନ୍ୟତା ଦେବାକୁ ନିଷ୍ପତ୍ତି ନେଇଛି। ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ…

ଭାରତକୁ ଗାତରେ ପକାଇବାକୁ ଭାବିଥିଲା ପାକିସ୍ତାନ, ଶେଷରେ ନିଜେ ପଡ଼ିଲା, ଜାଣନ୍ତୁ କିପରି

ଇସଲାମାବାଦ,୧୧।୮: ଭାରତୀୟ ବିମାନ ସେବା ପାଇଁ ଆକାଶ ମାର୍ଗ ବନ୍ଦ କରିବା ପାଇଁ ପାକିସ୍ତାନର ବିମାନବନ୍ଦର କର୍ତ୍ତୃପକ୍ଷ ଭାରୀ ମୂଲ୍ୟ ଦେଉଛି। ମାତ୍ର ଦୁଇ ମାସ ମଧ୍ୟରେ ପାକିସ୍ତାନକୁ ୪.୧ ବିଲିୟନ ଟଙ୍କା (୧୨୭ କୋଟି ଭାରତୀୟ ଟଙ୍କା) କ୍ଷତି ସହିବାକୁ…

ଟ୍ରମ୍ପଙ୍କ ବଡ଼ ନିଷ୍ପତ୍ତି: ୱାଶିଂଟନ ଡିସି ନିଜ କଣ୍ଟ୍ରୋଲକୁ ନେଲେ, ନ୍ୟାସନାଲ ଗାର୍ଡ ମୁତୟନ

ନୂଆଦିଲ୍ଲୀ,୧୧ା୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଘୋଷଣା କରିଛନ୍ତି ଯେ, ୱାଶିଂଟନ ଡିସିର ପୋଲିସକୁ ଫେଡେରାଲ ନିୟନ୍ତ୍ରଣରେ ନିଆଯିବ ଏବଂ ଅପରାଧ ବୃଦ୍ଧି ରୋକିବା ପାଇଁ ନ୍ୟାସନାଲ ଗାର୍ଡ ମୁତୟନ କରାଯିବ। ଏହା ସତ୍ତ୍ୱେ ସହରର ପୋଲିସ ତଥ୍ୟ ଅନୁଯାୟୀ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri