ଅନ୍ତର୍ଜାତୀୟ

ପୁଣିଥରେ ସମଗ୍ର ବିଶ୍ବକୁ ଟାରିଫ ଧମକ ଦେଲେ ଟ୍ରମ୍ପ, କହିଲେ- ସମର୍ଥନ ନ କଲେ…

ଓ୍ବାଶିଂଟନ୍‌,୧୭।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ବିଶ୍ୱକୁ ଟାରିଫ୍‌ ଲଗାଇ ଧମକ ଦେଇଛନ୍ତି। ଏଥର ଏହି ଧମକ ୟୁରୋପୀୟ ଦେଶଗୁଡ଼ିକ ପ୍ରତି ନିର୍ଦ୍ଦେଶିତ, କାରଣ ଗ୍ରୀନଲ୍ୟାଣ୍ଡକୁ ନେଇ ସେମାନଙ୍କ ସହିତ ଉତ୍ତେଜନା ବୃଦ୍ଧି ପାଇଛି। ରାଷ୍ଟ୍ରପତି ଟ୍ରମ୍ପ ଗ୍ରୀନଲ୍ୟାଣ୍ଡକୁ ମିଶାଇ…

ପୁଟିନଙ୍କ ହାତକୁ ଆସିଲା ‘ଜଳ ରାକ୍ଷସ’, ନିମିଷକେ ସମୁଦ୍ରକୁ ଗିଳିଦେବ: ଜାଣନ୍ତୁ ଏହା କ’ଣ

ମସ୍କୋ,୧୬।୧: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ସାମରିକ ବାହିନୀ ମଧ୍ୟରୁ ଅନ୍ୟତମ ରୁଷିଆ ଏହାର ସାମରିକ କ୍ଷମତାରେ ପୋସାଇଡନ ନାମକ ଏକ ଅସ୍ତ୍ର ଯୋଡିଛି। ଏହାକୁ ‘ଡୁମସଡେ ଡ୍ରୋନ’ ଏବଂ ‘ସମୁଦ୍ର ରାକ୍ଷସ’ ମଧ୍ୟ କୁହାଯାଏ। ଏହା କୌଣସି ସାଧାରଣ ଅସ୍ତ୍ର ନୁହେଁ,…

ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କ ଉପରେ ଆକ୍ରମଣ

ଢାକା,୧୬।୧: ବାଂଲାଦେଶରେ ଧାର୍ମିକ ସଂଖ୍ୟାଲଘୁଙ୍କ ବିରୁଦ୍ଧରେ ହିଂସାର ଘଟଣା ନିରନ୍ତର ସାମ୍ନାକୁ ଆସୁଛି। ସଦ୍ୟତମ ଘଟଣାଟି ସିଲହଟ ଜିଲାର ଗୋୱାଇଙ୍ଗଘାଟ ଉପଜିଲାରେ ଘଟିଛି, ଯେଉଁଠାରେ ଜଣେ ହିନ୍ଦୁ ଶିକ୍ଷକଙ୍କ ଘରକୁ ନିଆଁ ଲଗାଯାଇଛି। ଏହି ଘଟଣା ଅଞ୍ଚଳରେ ରହୁଥିବା ହିନ୍ଦୁ ସମ୍ପ୍ରଦାୟ…

Nobel Prize: ନିଜର ଆଓ୍ବାର୍ଡ ଟ୍ରମ୍ପଙ୍କୁ ଦେଇ ଦେଲେ ଜଣେ ନୋବେଲ ପୁରସ୍କାର ବିଜେତା, ଏହା କ’ଣ ପ୍ରକୃତରେ ସମ୍ଭବ? ଜାଣନ୍ତୁ କ’ଣ କହୁଛି ନିୟମ

ଓ୍ବାଶିଂଟନ,୧୬।୧: ଭେନେଜୁଏଲାର ବିରୋଧୀ ଦଳ ନେତା ମାରିଆ କୋରିନା ମାଚାଡୋ ଗୁରୁବାର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ତାଙ୍କର ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରିଥିଲେ। ମାଚାଡୋ ପୂର୍ବଦିନ ହ୍ବାଇଟ ହାଉସରେ ଟ୍ରମ୍ପଙ୍କୁ ଭେଟିଥିଲେ। ଏହି ସାକ୍ଷାତ ସମୟରେ ମାଚାଡୋ ତାଙ୍କର…

ଶେଷରେ ଟ୍ରମ୍ପଙ୍କୁ ମିଳିଲା ନୋବେଲ ଶାନ୍ତି ପୁରସ୍କାର, ଦେଲେ ଏପରି ପ୍ରତିକ୍ରିୟା

ନୂଆଦିଲ୍ଲୀ,୧୬ା୧: ବହୁ ପ୍ରତିକ୍ଷାର ଅନ୍ତ ଘଟି ଶେଷରେ ଅନ୍ଵେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିଛି। ଭେନେଜୁଏଲାର ବିରୋଧୀ ଦଳ ନେତ୍ରୀ ତଥା ନୋବେଲ ଶାନ୍ତି ପୁରସ୍କାର ବିଜେତା ମାରିଆ କୋରିନା ମାଚାଡୋ ଗୁରୁବାର ହ୍ୱାଇଟ ହାଉସରେ ଟ୍ରମ୍ପଙ୍କୁ…

ଇରାନ ଅଭିମୁଖେ ଆମେରିକାର ଯୁଦ୍ଧ ଜାହାଜ; ସବୁ ଧ୍ବଂସ କରିଦେବେ

ନୂଆଦିଲ୍ଲୀ,୧୫ା୧: ଇରାନ ଅଭିମୁଖେ ଦ୍ରୁତ ଗତିରେ ଯାଉଛି ଆମେରିକା ଯୁଦ୍ଧ ଜାହାଜ। ବଢୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ଆମେରିକା ପ୍ରତିରକ୍ଷା ମୁଖ୍ୟାଳୟ ‘ପେଣ୍ଟାଗନ୍’ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। ଦକ୍ଷିଣ ଚାଇନା ସାଗରରେ ମୁତୟନ ଥିବା ଆମେରିକାର ଏକ ଶକ୍ତିଶାଳୀ…

NATOର କଡ଼ା ପଦକ୍ଷେପ: ୬ ଦେଶର ସୈନ୍ୟ ହଠାତ୍‌ ପହଞ୍ଚିଲେ ଗ୍ରୀନ୍‌ଲାଣ୍ଡରେ, ଜାଣନ୍ତୁ କାହିଁକି…

ଓ୍ବାଶିଂଟନ,୧୫ା୧: ଗ୍ରୀନଲାଣ୍ଡର ସୁରକ୍ଷା ନେଇ ଅନ୍ତର୍ଜାତୀୟ ଚିନ୍ତା ତୀବ୍ର ହୋଇଛି। ଗ୍ରୀନଲାଣ୍ଡକୁ ଯେକୌଣସି ବାହ୍ୟ ଶତ୍ରୁ ଆକ୍ରମଣରୁ ରକ୍ଷା କରିବା ପାଇଁ ନାଟୋ ଦେଶମାନେ ସେମାନଙ୍କର ପ୍ରୟାସ ବୃଦ୍ଧି କରିଛନ୍ତି। ଏପର୍ଯ୍ୟନ୍ତ ଡେନମାର୍କର ଅନୁରୋଧକୁ ଗ୍ରହଣ କରି ୬ଟି ନାଟୋ ଦେଶ…

ଖାମେନେଇ ସରକାରଙ୍କ ବିରୋଧରେ ସବୁଠାରୁ ବଡ଼ ପ୍ରତିବାଦ: ଭାରତ ଉପରେ ପଡ଼ିବ ବଡ଼ ପ୍ରଭାବ, ବୃଦ୍ଧି ପାଇବ ମୁଦ୍ରାସ୍ଫୀତି!

ନୂଆଦିଲ୍ଲୀ,୧୫।୧: ଡିସେମ୍ବର ୨୦୨୫ରେ ଇରାନରେ ଆରମ୍ଭ ହୋଇଥିବା ପ୍ରତିବାଦ ଏବେ ସାରା ଦେଶରେ ବ୍ୟାପିଛି। ଏହା ୧୦୦ରୁ ଅଧିକ ସହରରେ ପହଞ୍ଚିଛି ଏବଂ ଇରାନ ସରକାରଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ୧୯୭୯ ଇସଲାମିକ ବିପ୍ଳବ ପରେ ଏଗୁଡ଼ିକୁ ସବୁଠାରୁ…

୪ ମହାକାଶଚାରୀଙ୍କୁ ଫେରାଇ ଆଣିଲା ନାସା

ଓ୍ବାଶିଂଟନ,୧୫ା୧: ନାସା ଅନ୍ତର୍ଜାତୀୟ ମହାକାଶ ଷ୍ଟେଶନ (ISS)ରୁ ପ୍ରଥମ ଥର ପାଇଁ ୪ ମହାକାଶଚାରୀଙ୍କୁ ଫେରାଇ ଆଣିଛି। ଜଣେ ମହାକାଶଚାରୀଙ୍କୁ ଚିକିତ୍ସା ଆବଶ୍ୟକ ଥିବାରୁ ବୁଧବାର ୪ କ୍ରୁ ମେମ୍ବର ସ୍ପେସଏକ୍ସ କ୍ରୁ ଡ୍ରାଗନ କ୍ୟାପସୁଲରେ ଷ୍ଟେଶନ ଛାଡ଼ିଥିଲେ। ନାସାର କମାଣ୍ଡର…

ଆମେରିକା-ଇରାନ ହେବ ଯୁଦ୍ଧ! ନଇଁବନି ତେହେରାନ, ଦେଲା ଧମକ

ତେହେରାନ,୧୫।୧: ଇରାନରେ ଚାଲିଥିବା ହିଂସାତ୍ମକ ପ୍ରତିବାଦ ଏବଂ ପ୍ରତିବାଦକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଖୋଲା ଧମକ ସତ୍ତ୍ୱେ ତେହେରାନ ଚୁପ୍‌ ବସିନି। ଇରାନ ସ୍ପଷ୍ଟ ଭାବରେ ଚେତାବନୀ ଦେଇଛି ଯେ, ଯଦି ଆମେରିକା ସାମରିକ…

ଏୟାରସ୍ପେସ ବନ୍ଦ କଲା ଇରାନ: ଆଡଭାଇଜରୀ ଜାରି କଲା ଏୟାର ଇଣ୍ଡିଆ, ଇଣ୍ଡିଗୋ

ନୂଆଦିଲ୍ଲୀ,୧୫।୧: ଇରାନରେ ଚାଲିଥିବା ଅଶାନ୍ତି ଏବେ ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ପ୍ରଭାବିତ କରୁଛି। ଇରାନର ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ବିମାନ କମ୍ପାନୀଗୁଡ଼ିକ ସେମାନଙ୍କର ରୁଟ ସଜାଡୁଛନ୍ତି। ଗୁରୁବାର ଏୟାର ଇଣ୍ଡିଆ ଯାତ୍ରୀମାନଙ୍କ ପାଇଁ ଏକ ଯାତ୍ରା ପରାମର୍ଶ ଜାରି କରିଛି।…

ଏବେ ଟ୍ରମ୍ପଙ୍କ Visa ବୋମା, ରୁଷିଆ-ଇରାନ ସମେତ ଏହି ୭୫ ଦେଶର ଲୋକଙ୍କୁ ଆମେରିକାରେ ନୋ ଏଣ୍ଟ୍ରି

ନୂଆଦିଲ୍ଲୀ,୧୪।୧: ଆମେରିକା ସରକାରଙ୍କ ବଡ଼ ପଦକ୍ଷେପ। ରୁଷିଆ-ଇରାନ ସମେତ ୭୫ ଦେଶର ନାଗରିକଙ୍କ ଭିସା ପ୍ରକ୍ରିୟାକୁ ଅସ୍ଥାୟୀ ଭାବରେ ଲଗାଗଲା ରୋକ। ଏହି ପଦକ୍ଷେପ ଜାନୁଆରୀ ୨୧, ୨୦୨୬ରୁ ଆରମ୍ଭ ହେବ ଏବଂ ଏହା ଅର୍ନିଦ୍ଦିଷ୍ଟ କାଳ ପାଇଁ ଜାରି ରହିବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?