ଅନ୍ତର୍ଜାତୀୟ

ଚାଇନାକୁ ନେଇ ସାଂଘାତିକ କଥା କହିଦେଲେ ଟ୍ରମ୍ପ, ଭାରତର ବଢିଲା ଟେନଶନ! କରିଛି ହାଇଜ୍ୟାକ୍‌…

ୱାଶିଂଟନ, ୨।୫: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଦାବି କରି କହିଛନ୍ତି ଯେ ଆଫଗାନିସ୍ତାନର ବାଗରାମ ବିମାନ ଘାଟି ବର୍ତ୍ତମାନ ଚାଇନା ଅଧୀନରେ ରହିଛି। ମଇ ୧ ତାରିଖରେ ୱାଶିଂଟନରେ ଏକ କାର୍ଯ୍ୟକ୍ରମରେ ଟ୍ରମ୍ପ ଏକଥା କହିଛନ୍ତି।...

POK ରୁ ବଡ଼ ଖବର, ଖାଦ୍ୟ ମହଜୁଦ ରଖିବା ପାଇଁ ଜନତାଙ୍କୁ ନିର୍ଦ୍ଦେଶ ଦେଲେ ଶେହବାଜ, ହେବ କି ବଡ଼ ଯୁଦ୍ଧ!

ନୂଆଦିଲ୍ଲୀ,୨।୫: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ସାରା ଦେଶରେ ଉତ୍ତେଜନା ଦେଖିବାକୁ ମିଳିିଛି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ, ସମସ୍ତେ ପାକିସ୍ତାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି। ପୂରା ଦେଶ ଏକଠି ଭାରତ ସରକାରଙ୍କୁ...

କାଙ୍ଗାଳ ହେବାକୁ ଯାଉଛି ପାକିସ୍ତାନ! ପାକିସ୍ତାନ ଏୟାରଲାଇନ୍ସ କମ୍ପାନୀ PIAର ୬୦ ପ୍ରତିଶତ ଅଂଶ ବିକ୍ରି କରିବାକୁ ପ୍ରସ୍ତୁତ ହେଲେଣି ସରକାର

ଇସଲାମାବାଦ,୨।୫: ଆର୍ଥିକ ସଙ୍କଟରୁ ଟିକିଏ ମୁକୁଳିବା ପାଇଁ, ପାକିସ୍ତାନ ଏବେ ଏହାର ସରକାରୀ ସମ୍ପତ୍ତି ଏବଂ ବିମାନ କମ୍ପାନୀଗୁଡ଼ିକୁ ବିକ୍ରି କରିବାକୁ ପ୍ରସ୍ତୁତ ହେଉଛି, ଯାହା ପାକିସ୍ତାନ ସରକାରଙ୍କ ଶହବାଜ ସରିଫଙ୍କ ପାଇଁ ବିବାଦର କାରଣ ପାଲଟିଛି। ସୂଚନା ଅନୁଯାୟୀ,...

ଭାରତକୁ ଆମେରିକା ଦେଲା ଏମିତି ହତିଆର, ଧ୍ୱସଂ ହୋଇଯିବ ଇସଲାମବାଦ, ଚିନ୍ତାରେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ, ୨।୫: ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ପରିପ୍ରେକ୍ଷୀରେ ଆମେରିକା ଭାରତକୁ ୧୩୧ ନିୟୁତ ଡଲାର ମୂଲ୍ୟର ସାମରିକ ସାମଗ୍ରୀ ଓ ଲଜିଷ୍ଟିକ...

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଉପରେ ସବୁଠାରୁ ବଡ଼ ଷ୍ଟ୍ରାଇକ୍‌ କଲେ ମୋଦି, ପାକ୍‌ରେ ହଲଚଲ

ନୂଆଦିଲ୍ଲୀ, ୨।୫: ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସରକାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲକୁ ବ୍ଲକ କରିଛନ୍ତି। ତେବେ ପହଲଗାମ ଆକ୍ରମଣକୁ ନେଇ ଭାରତରେ ଅସେନ୍ତାଷ ଜୋର ଧରିଛି।...

କଶ୍ମୀରରେ ବନ୍ୟା ପାକିସ୍ତାନ ପାଇଁ ପାଲଟିବ କାଳ! ଧୋଇଯିବ Pok

ନୂଆଦିଲ୍ଲୀ,୨।୫: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତର କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନ ଭୟଭୀତ। ପାକିସ୍ତାନ ବର୍ତ୍ତମାନ ଅନେକ ପ୍ରସଙ୍ଗରେ ଆକ୍ରମଣର ସମ୍ମୁଖୀନ ହେଉଛି। ଗୋଟିଏ ପଟେ ଭାରତ ପାକିସ୍ତାନ ସମ୍ପର୍କରେ ଅନେକ କଠୋର ନିଷ୍ପତ୍ତି ନେଇଛି ଏବଂ ଅନ୍ୟପଟେ ପଡ଼ୋଶୀ ଦେଶ...

ପାକିସ୍ତାନରେ ୧୨ଦିନ ପାଇଁ ଲକ୍‌ଡାଉନ ଘୋଷଣା, ଯୁଦ୍ଧ ପାଇଁ…

ଇସଲାମବାଦ,୨।୫: ପାକିସ୍ତାନରେ ଲକ୍‌ଡାଉନ ଘୋଷଣା ହୋଇଛି। ପାକ୍‌ର ଖୈବର ପଖତୁନଖୱା ପ୍ରଦେଶର ଖୈବର ଜିଲାରେ ମଙ୍କିପକ୍ସ ଭୂତାଣୁ ସଂକ୍ରମଣର ଏକ ମାମଲା ଚିହ୍ନଟ ହେବା ପରେ ୧୨ ଦିନିଆ ସ୍ମାର୍ଟ ଲକଡାଉନ ଘୋଷଣା କରିଛି। ଏହି ନିଷ୍ପତ୍ତି ଭୂତାଣୁର ସମ୍ଭାବ୍ୟ...

ପୁଣି ଧମକାଇଲା ପାକିସ୍ତାନ, କହିଲା ସିନ୍ଧୁ ନଦୀରେ ରକ୍ତ ବୁହାଇବୁ, Bilawal Bhuttoଙ୍କ ଯୁଦ୍ଧ ଧମକୁ ନେଇ ଚର୍ଚ୍ଚା

ଇସଲାମାବାଦ,୨।୫: ସିନ୍ଧୁ ଜଳ ଚୁକ୍ତିନାମାକୁ ନେଇ ପାକିସ୍ତାନରେ ରାଜନୈତିକ ଉଷ୍ମତା ଶୀର୍ଷରେ ପହଞ୍ଚିଛି। ଏହି ସମୟରେ, ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ଅଧ୍ୟକ୍ଷ ଏବଂ ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜରଦାରୀ ଭାରତ ବିରୋଧରେ ଯୁଦ୍ଧ ଧମକ ଦେଇଛନ୍ତି।...

ଭାରତ ନା ପାକିସ୍ତାନ, କାହାପଟେ ଉତ୍ତର କୋରିଆ? ନାଁ ଜାଣିଲେ ହୋଇଯିବେ କାବା!

ପ୍ୟୋଙ୍ଗୟାଙ୍ଗ,୨।୫: ଉତ୍ତର କୋରିଆର ସର୍ବୋଚ୍ଚ ନେତା କିମ ଜୋଙ୍ଗ ଉନଙ୍କ ନୀତି ଓ କୂଟନୀତି ସର୍ବଦା ବିଶ୍ୱର ଧ୍ୟାନ ଆକର୍ଷଣ କରିଥାଏ। ଭାରତ ଓ ପାକିସ୍ତାନ ମଧ୍ୟରେ ଦୀର୍ଘ ଦିନର ବିବାଦ ମଧ୍ୟରେ ଏକ ପ୍ରଶ୍ନ ଉଠୁଛି: କିମ ଜୋଙ୍ଗ...

ଜେଲରେ ବନ୍ଦୀ ଇମରାନ ଖାନଙ୍କଠାରୁ ସାହାଯ୍ୟ ମାଗିଲେ ପାକିସ୍ତାନର ସେନା ମୁଖ୍ୟ ଓ ପ୍ରଧାନମନ୍ତ୍ରୀ; ଚାଲିଛି ବଡ ଯୋଜନା

ନୂଆଦିଲ୍ଲୀ,୨ା୫: ପାକିସ୍ତାନରେ ବର୍ତ୍ତମାନର ପରିସ୍ଥିତି ରାଜନୈତିକ ସମୀକରଣରେ ନାଟକୀୟ ପରିବର୍ତ୍ତନର ସଙ୍କେତ ଦେଉଛି। ଭାରତ ସହିତ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ବୃଦ୍ଧି ପାଉଥିବା ଉତ୍ତେଜନା ଏବଂ ସମ୍ଭାବ୍ୟ ସାମରିକ ପ୍ରତିକ୍ରିୟା ମଧ୍ୟରେ ପାକିସ୍ତାନ ସେନା ମୁଖ୍ୟ ଆସିମ ମୁନିର...

ହାସିନାଙ୍କ ପରି ହେବ ୟୁନୁସ୍‌ଙ୍କ ଅବସ୍ଥା, ଚୌକି ହଟାଇବାକୁ ଲଣ୍ଡନରୁ ଫେରୁଛନ୍ତି ଏହି ମହିଳା

ଢାକା,୨ା୫: ନିର୍ବାଚନ ନ କରି ୭ ମାସ ଧରି ବାଂଲାଦେଶର ସିଂହାସନରେ ବସିଥିବା ମହମ୍ମଦ ୟୁନୁସ୍‌ଙ୍କ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି। ପ୍ରକୃତରେ ଲଣ୍ଡନରେ ଚିକିତ୍ସାଧୀନ ଖଲିଦା ଜିଆ ଦେଶକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି। ଖଲିଆ ସୋମବାର (୫ମଇ) ଲଣ୍ଡନରୁ...

ନିଜ ଭୁଲକୁ ସ୍ବୀକାର କରୁଛନ୍ତି ପାକିସ୍ତାନ ପ୍ରତିରକ୍ଷାମନ୍ତ୍ରୀ, କହିଲେ ଆମେ ଆତଙ୍କବାଦୀଙ୍କୁ ପାଳି…

ଇସଲାମାବାଦ,୨।୫: ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫଙ୍କ ପରେ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ଅଧ୍ୟକ୍ଷ ବିଲାୱାଲ ଭୁଟ୍ଟୋଙ୍କ ବୟାନ ସାମ୍ନାକୁ ଆସିଛି। ଆତଙ୍କବାଦ ଉପରେ ଖ୍ବାଜା ଆସିଫଙ୍କ ବୟାନକୁ ବିଲାୱଲ ଭୁଟ୍ଟୋ ନିଶ୍ଚିତ କରିଛନ୍ତି। ପହଲଗାମ ଆକ୍ରମଣ ପରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri