ଅନ୍ତର୍ଜାତୀୟ

ଭିସା ନିୟମ ବଦଳାଇଲା ଆମେରିକା: ଏବେ ସାର୍ବଜନୀନ କରିବାକୁ ହେବ ସୋସିଆଲ ମିଡିଆ ଆକାଉଣ୍ଟ, ପରିଚୟକୁ…

ନୂଆଦିଲ୍ଲୀ,୨୪।୬: ଆମେରିକା ଭିସା ଯାଞ୍ଚ ପ୍ରକ୍ରିୟାରେ ସୁରକ୍ଷା କଡ଼ାକଡ଼ି କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛି। ଏହା ଅଧୀନରେ, ଏବେ F, M, ଏବଂ J କାଟେଗୋରୀର ଅଣ-ପ୍ରବାସୀ ଭିସା ପାଇଁ ଆବେଦନ କରୁଥିବା ସମସ୍ତ ଆବେଦନକାରୀଙ୍କୁ ସେମାନଙ୍କର ସମସ୍ତ…

ପୁଣି ହେବ କି ଭାରତ-ପାକିସ୍ତାନ ଯୁଦ୍ଧ? ଟ୍ରମ୍ପଙ୍କ ଡିଲ୍‌କୁ ମନା କରିଦେଲେ ମୋଦି!

ନୂଆଦିଲ୍ଲୀ,୨୪।୬: ଭାରତ ଏବଂ ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟ ଚୁକ୍ତି ଆଲୋଚନାରେ ଏକ ବଡ଼ ପ୍ରତିବନ୍ଧକ ଦେଖାଦେଇଛି। ଆମେରିକା ଭାରତରେ ମକା ଏବଂ ସୋୟାବିନ ଭଳି କୃଷି ଉତ୍ପାଦ ଉପରେ କମ ଶୁଳ୍କ ଦାବି କରୁଛି, କିନ୍ତୁ ଭାରତ ସରକାର ଏଥିପାଇଁ…

ଯୁଦ୍ଧବିରତି ପରେ ଇସ୍ରାଏଲକୁ ଟ୍ରମ୍ପଙ୍କ ଚେତାବନୀ, ଦେଲେ କଡା ନିର୍ଦ୍ଦେଶ…

ନୂଆଦିଲ୍ଲୀ,୨୪।୬: ମଙ୍ଗଳବାର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲକୁ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ ସେମାନେ “ବୋମା ଫୋପାଡ଼ନ୍ତୁ ନାହିଁ” ଏବଂ ତୁରନ୍ତ ତାଙ୍କ ପାଇଲଟମାନଙ୍କୁ ଘରକୁ ଫେରାଇ ଆଣନ୍ତୁ। ଏହି ଚେତାବନୀ ଏକ ସମୟରେ ଆସିଛି ଯେତେବେଳେ ଇରାନ…

ଆକାଶପଥରେ ଏମିତି ଜିନିଷ କରିଦେଲା ପାକିସ୍ତାନ! ଭାରତୀୟ ବିମାନ ପାଇଁ…

ଇସଲାମବାଦ,୨୪।୬: ସୋମବାର ଦିନ ପାକିସ୍ତାନ କର୍ତ୍ତୃପକ୍ଷ ଭାରତୀୟ ବିମାନ ପାଇଁ ଆକାଶ ସୀମା ପ୍ରତିବନ୍ଧକକୁ ଆଉ ଏକ ମାସ ପାଇଁ ବୃଦ୍ଧି କରିବାର ଘୋଷଣା କରିଛନ୍ତି। ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା…

ପାକିସ୍ତାନକୁ ଛାଡିବନି ଇରାନ! ବୁଝିଗଲା ଭିତିରି ପ୍ଲାନ

ଇସଲାମବାଦ,୨୪।୬: ପାକିସ୍ତାନ, ଯିଏ ଏପର୍ଯ୍ୟନ୍ତ ଇରାନର ଆତ୍ମରକ୍ଷା ଅଧିକାର ବିଷୟରେ କହୁଥିଲା ଏବଂ ଅନ୍ତର୍ଜାତୀୟ ମଞ୍ଚରେ ଏହାର ସ୍ବର ଉଠାଇବାକୁ ଦାବି କରୁଥିଲା, ସେ ୟୁ-ଟର୍ଣ୍ଣ ନେଇଛି। ଏବେ ସେହି ପାକିସ୍ତାନ ଇରାନର ଆକ୍ରମଣକୁ ନିନ୍ଦା କରୁଛି। ପାକିସ୍ତାନ କତାରରେ ଆମେରିକାର…

ପାକିସ୍ତାନ ସ୍ବରରେ ସ୍ବର ମିଶାଇଲେ ତୁର୍କୀରେ ଏକାଠି ହୋଇଥିବା ୫୭ ମୁସଲିମ ଦେଶ, ଭାରତକୁ ନେଇ କହିଲେ ଏମିତି କଥା

ଅଙ୍କାରା,୨୪।୬: ତୁର୍କୀର ଇସ୍ତାନବୁଲରେ ଅନୁଷ୍ଠିତ ଇସଲାମିକ ସହଯୋଗ ସଂଗଠନ (OIC)ର ଦୁଇଦିନିଆ ବୈଠକ ପୁଣିଥରେ ପାକିସ୍ତାନର ପକ୍ଷପାତୀ କୂଟନୀତି ପାଇଁ ଏକ ମଞ୍ଚ ପାଲଟିଛି। ୫୭ ଟି ମୁସଲିମ ଦେଶର ସଂଗଠନ OIC ର ବୈଦେଶିକ ମନ୍ତ୍ରୀ ପରିଷଦ (CFM) ଏହାର…

ଅସ୍ତ୍ରବିରତିକୁ ନେଇ ମୁହଁ ଖୋଲିଲା ଇସ୍ରାଏଲ: ଟ୍ରମ୍ପଙ୍କୁ ଥ୍ୟାଙ୍କ୍‌ ୟୁ, ଇରାନକୁ ଚେତାବନୀ

ଜେରୁଜେଲମ,୨୪।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଉପସ୍ଥାପିତ ଇରାନ-ଇସ୍ରାଏଲ ଯୁଦ୍ଧବିରତି ପ୍ରସ୍ତାବକୁ ଗ୍ରହଣ କରିଛନ୍ତି ଇସ୍ରାଏଲ ସରକାର। ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ଯଦି ଇରାନ ଏହି ଅସ୍ତ୍ରବିରତି ଉଲ୍ଲଂଘନ କରେ,…

୨ ଫୋନ୍‌ କଲ୍‌ ରୋକିଲା ଯୁଦ୍ଧ! ଶେଷପର୍ଯ୍ୟନ୍ତ ହାର୍‌ ମାନିଲାନି ଇରାନ

ଓ୍ବାଶିଂଟନ୍‌,୨୪।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କତାରର ସୁପାରିଶରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରାମ ମଧ୍ୟସ୍ଥତା କରିଛନ୍ତି। ଇରାନ କତାର ଉପରେ ମିଶାଇଲ୍‌ ମାଡ଼ କରିବା ମାତ୍ରେ କତାରର ଆମୀର ଏବଂ ପ୍ରଧାନମନ୍ତ୍ରୀ ଆମେରିକାର ସହାୟତା ଲୋଡିଥିଲେ। କତାରର ସୁପାରିଶରେ…

କୁମ୍ଭୀର କାନ୍ଦଣା କାନ୍ଦି ଫେରିଥିବା ବିଲାଓ୍ବଲଙ୍କୁ ଶହବାଜ କଲେ ଖୁବ ପ୍ରଶଂସା, ହେଲେ ମୋଦିଙ୍କୁ ନେଇ କହିଲେ…

ଇସଲାମାବାଦ,୨୪।୬: ପ୍ରଧାନମନ୍ତ୍ରୀ ଶହବାଜ ସରିଫ ସୋମବାର (ଜୁନ ୨୩, ୨୦୨୫) ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ଅଧ୍ୟକ୍ଷ ବିଲାୱାଲ ଭୁଟ୍ଟୋ-ଜରଦାରୀ ଏବଂ ତାଙ୍କ ନେତୃତ୍ୱରେ ପରିଚାଳିତ କୂଟନୈତିକ ପ୍ରତିନିଧିମଣ୍ଡଳର ପ୍ରଶଂସା କରିଛନ୍ତି, ଯେଉଁମାନେ ସାରା ବିଶ୍ୱରେ ଭାରତ ବିରୁଦ୍ଧରେ ମିଥ୍ୟା ପ୍ରଚାର…

ଆମେରିକାର ସାମରିକ ଘାଟି ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ପରେ ଅଲି ଖାମେନେଇ ଦେଲେ ବଡ଼ ବୟାନ, ଯାହା ଶୁଣି ସାରା ବିଶ୍ୱ ଚକିତ

ତେହରାନ,୨୪।୬: ଯଦିଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ଘୋଷଣା କରିଛନ୍ତି, କିନ୍ତୁ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ମନୋଭାବ ନରମ ହୋଇନାହିଁ। ଟ୍ରମ୍ପଙ୍କ ଯୁଦ୍ଧବିରତି ଘୋଷଣାର ମାତ୍ର କିଛି ଘଣ୍ଟା ପୂର୍ବରୁ…

ଧରାପଡ଼ିଲା ଟ୍ରମ୍ପଙ୍କ ମିଛ! ଯୁଦ୍ଧ ବିରତି ଘୋଷଣା ପରେ ଇରାନ ଆକ୍ରମଣରେ ଦୋହଲିଗଲା ଇସ୍ରାଏଲ

ଜେରୁଜେଲମ,୨୪।୬: ମଙ୍ଗଳବାର ଇସ୍ରାଏଲୀ ସେନା ଏହାର ନାଗରିକମାନଙ୍କୁ ସତର୍କ କରାଇ ଦେଇଛି ଯେ ଇରାନରୁ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି (Israel Iran War)। ଏହା ସହିତ, ଜେରୁଜେଲମ ଏବଂ ତେଲ ଅଭିଭରେ ମଧ୍ୟ ବିସ୍ଫୋରଣର ଶବ୍ଦ ଶୁଣାଯାଇଛି। ଏହି ଆକ୍ରମଣ ଏପରି…

ଇରାନ ଆଣବିକ ସ୍ଥଳ, ଜେଲରେ ଇସ୍ରାଏଲ୍‌ର ଆକ୍ରମଣ

ତେଲ୍‌ ଆଭିଭ୍‌/ତେହରାନ,୨୪ା୬: ଇରାନର ୩ଟି ନ୍ୟୁକ୍ଲିୟର ଫାସିଲିଟି ଉପରେ ଆମେରିକା ଜୋର୍‌ଦାର ଆକ୍ରମଣ କରିବାର ଦିନକ ପରେ ସୋମବାର ଇସ୍ରାଏଲ୍‌ ପୁନର୍ବାର ତେହରାନ୍‌ର ଆଣବିକ ସ୍ଥଳକୁ ଟାର୍ଗେଟ କରିଛି। ଆମେରିକା ରବିବାର ଇରାନର ୩ ଆଣବିକ ସ୍ଥଳ ଉପରେ ଶକ୍ତିଶାଳୀ ବଙ୍କର ବଷ୍ଟର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri