ଅନ୍ତର୍ଜାତୀୟ

ଭାରତୀୟ ନାଗରିକଙ୍କୁ ତୁରନ୍ତ ଇରାନ ଛାଡ଼ିବାକୁ ଚେତାବନୀ, ପରିସ୍ଥିତି ଗମ୍ଭୀର କହି…

ନୂଆଦିଲ୍ଲୀ/ତେହରାନ,୨୩ା୨: ଇରାନରେ ବଢ଼ୁଥିବା ଉତ୍ତେଜନା ଏବଂ ସମ୍ପ୍ରତି ବିରୋଧ ପ୍ରଦର୍ଶନ ମଧ୍ୟରେ ତେହରାନର ଭାରତୀୟ ଦୂତାବାସ ସମସ୍ତ ଭାରତୀୟ ନାଗରିକଙ୍କୁ ତୁରନ୍ତ ଦେଶ ଛାଡ଼ିବାକୁ କଡ଼ା ପରାମର୍ଶ ଦେଇଛି। ସୋସିଆଲ ମିଡିଆ ‘ଏକ୍ସ’ରେ ଜାରି କରାଯାଇଥିବା ଏକ ପରାମର୍ଶରେ, ଦୂତାବାସ କହିଛି…

ଗୁରୁତର ଅଭିଯୋଗ, ୟୁନୁସଙ୍କ ପୋଲ୍‌ ଖୋଲିଲେ ବାଂଲାଦେଶ ରାଷ୍ଟ୍ରପତି, କହିଲେ…

ଢାକା,୨୩।୨: ବାଂଲାଦେଶରେ ସରକାର ପରିବର୍ତ୍ତନ ପରେ ଏକ ଆଶ୍ଚର୍ଯ୍ୟଜନକ କଥା ହୋଇଛି। ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ଏପରି ବୟାନ ଦେଇଛନ୍ତି ଯାହା ରାଜନୈତିକ ଝଡ଼ ସୃଷ୍ଟି କରିପାରେ। ସେ ପୂର୍ବତନ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କ ତାଙ୍କୁ ଦିଗହରା କରିଥିବା ଅଭିଯୋଗ…

କେତେ ଧନୀ ଥିଲେ ବିଶ୍ୱର ଡ୍ରଗ୍ସ ଲର୍ଡ ଏଲ ମେଞ୍ଚୋ? ପତ୍ନୀ, ତିନୋଟି ସନ୍ତାନଙ୍କୁ ନେଇ ଥିଲା ସୁନ୍ଦର ସଂସାର, ଏବେ କିଏ ହେବେ ଉତ୍ତରାଧିକାରୀ? ଜାଣନ୍ତୁ…

ମେକ୍ସିକୋ ସିଟି,୨୩।୨: ମେକ୍ସିକୋର ସବୁଠାରୁ ବିପଜ୍ଜନକ ଡ୍ରଗ୍ସ ମାଫିଆ, ନେମେସିଓ ରୁବେନ ଓସେଗୁଏରା ସର୍ଭାଣ୍ଟେସ, ଯାହାଙ୍କୁ ‘ଏଲ ମେଞ୍ଚୋ’ ନାମରେ ମଧ୍ୟ ଜଣାଶୁଣା, ତାଙ୍କ ସମ୍ପତ୍ତି ଏବଂ ପରିବାର ଉପରେ ଏବେ ନଜର ରଖାଯାଇଛି। ରବିବାର ମେକ୍ସିକୋ ସେନାର ଏକ ଅପରେସନରେ…

ଜେନେଭାରେ ହେବ ଆମେରିକା-ଇରାନ ପରମାଣୁ ଆଲୋଚନା

ଓ୍ବାଶିଂଟନ,୨୩।୨: ଆମେରିକା ଏବଂ ଇରାନ ମଧ୍ୟରେ ପରମାଣୁ ଆଲୋଚନା ପୁନର୍ବାର ଆରମ୍ଭ ହେବାକୁ ଯାଉଛି। ଏହି ଆଲୋଚନା ଜେନେଭାରେ ହେବ। ଓମାନର ବୈଦେଶିକ ମନ୍ତ୍ରୀ ବାଦର ଅଲ-ବୁସାଇଦି ରବିବାର ଏହାକୁ ନିଶ୍ଚିତ କରି କହିଛନ୍ତି ଯେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ଜେନେଭାରେ…

ଡ୍ରଗ୍ସ ମାଫିଙ୍କ ମୃତ୍ୟୁ ପରେ ମେକ୍ସିକୋରେ ବଢୁଛି ହିଂସା, ଆଡଭାଇଜରୀ ଜାରି କଲା ଭାରତୀୟ ଦୂତାବାସ

ମେକ୍ସିକୋ ସିଟି,୨୩।୨: ମେକ୍ସିକୋର ମୋଷ୍ଟ ଓ୍ବାଣ୍ଟେଡ ଡ୍ରଗ୍ସ ଚାଲାଣକାରୀ ଏଲ ମେଞ୍ଚୋଙ୍କ ମୃତ୍ୟୁ ପରେ ମେକ୍ସିକୋର ପରିସ୍ଥିତି ଆହୁରି ଖରାପ ହେବାରେ ଲାଗିଛି। ଏକ ସାମରିକ ଅଭିଯାନରେ ଏଲ ମେଞ୍ଚୋଙ୍କ ମୃତ୍ୟୁ ପରେ ମେକ୍ସିକୋ ରାଜ୍ୟରେ ଅଧିକାଂଶ ସ୍ଥାନରେ ହିଂସା ଦେଖାଦେଇଛି।…

ବଡ଼ ଦୁର୍ଘଟଣା, ନଦୀକୁ ଖସିଲା ବସ, ୬ ମହିଳାଙ୍କ ସମେତ ୧୮ ମୃତ

କାଠମାଣ୍ଡୁ,୨୩।୨: ସୋମବାର (୨୩ ଫେବୃଆରୀ) ନେପାଳର ଧାଡିଂ ଜିଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ବସ ନଦୀରେ ଖସି ପଡ଼ିବାରୁ ୧୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଗୁରୁତର ଆହତ ହୋଇଛନ୍ତି। ବସଟି ପୋଖରାରୁ…

ଟ୍ରମ୍ପ୍‌ଙ୍କ ଟାରିଫ୍‌ : ୬୦% ଆମେରିକୀୟ ଅସନ୍ତୁଷ୍ଟ

ଓ୍ବାଶିଂଟନ୍‌,୨୩ା୨: ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟଥର ଆମେରିକାର ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବା ପରେ ‘ମାଗା’(ମେକ୍‌ ଆମେରିକା ଗ୍ରେଟ୍‌ ଏଗେନ୍‌) ସଙ୍କଳ୍ପକୁ ଅଗ୍ରାଧିକାର ଦେଇ ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଆଗେଇଥିଲେ। ଏହି କ୍ରମରେ ସେ ବିଭିନ୍ନ ରାଷ୍ଟ୍ର ଉପରେ ଅଧିକ…

ଭାରତ-ଆମେରିକା ଟ୍ରେଡ୍‌ ଡିଲ୍‌: ଟାରିଫ୍‌ ଦ୍ୱନ୍ଦ୍ୱ, ଆଲୋଚନା ସ୍ଥଗିତ

ନୂଆଦିଲ୍ଲୀ/ ଓ୍ବାଶିଂଟନ୍‌, ୨୩ା୨ (ରଏଟର୍ସ/ଏଜେନ୍ସି):ଭାରତ ଓ ଆମେରିକା ମଧ୍ୟରେ ଓ୍ବାଶିଂଟନ୍‌ରେ ସୋମବାରଠାରୁ ୩ ଦିନ ଧରି ଅନ୍ତରୀଣ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ସମ୍ପର୍କରେ ଆଲୋଚନା କରାଯିବା ନେଇ ପୂର୍ବରୁ ସ୍ଥିର କରାଯାଇଥିଲା। ଉକ୍ତ ବୈଠକରେ ଯୋଗଦେବା ପାଇଁ ଭାରତରୁ ଏକ ଉଚ୍ଚସ୍ତରୀୟ…

ତାରିକ ରହମାନ ଆସିବା ପରେ ସୁଧୁରୁଛି ସମ୍ପର୍କ.., ବାଂଲାଦେଶ ପୁଣି ଭାରତ ପାଇଁ ଆରମ୍ଭ କରିବ ଏହି ସେବା, ତାରିଖ ଆସିଲା ସାମ୍ନାକୁ!

ନୂଆଦିଲ୍ଲୀ/ଢାକା,୨୨।୨: ନୂତନ ସରକାର ଗଠନ ହେବା ସହିତ, ବାଂଲାଦେଶ ଭାରତ ସହିତ ସମ୍ପର୍କ ଉନ୍ନତ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନେଇଛି। ବାଂଲାଦେଶ ବୈଦେଶିକ ମନ୍ତ୍ରଣାଳୟର ଜଣେ ଅଧିକାରୀ ରବିବାର କହିଛନ୍ତି ଯେ ସୋମବାରଠାରୁ ଭାରତରେ ଥିବା ବାଂଲାଦେଶୀ କୂଟନୈତିକ…

ଇରାନ ଉପରେ ଏହି ଦିନ ଆକ୍ରମଣ କରିବ ଆମେରିକା, ପୂର୍ବତନ CIA ଅଧିକାରୀ କହିଲେ…

ତେହରାନ,୨୨ା୨: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ଶୀର୍ଷରେ ପହଞ୍ଚିଛି। ଟ୍ରମ୍ପଙ୍କ ଧମକ ପରେ ଇରାନ ଏହାର ଜାତିସଂଘ ମିଶନ ମାଧ୍ୟମରେ ଏକ ଚେତାବନୀ ଜାରି କରିଛି, ଯେଉଁଥିରେ କୁହାଯାଇଛି, ଯଦି ଆକ୍ରମଣ ହୁଏ, ତେବେ ତେହରାନ ମଧ୍ୟପ୍ରାଚ୍ୟରେ ଥିବା ଆମେରିକୀୟ…

ଥାଳ ଧରି ବୁଲୁଛି ପାକିସ୍ତାନ, କିନ୍ତୁ ‘ରାଣୀ’ ମରିୟମ କିଣୁଛନ୍ତି ଏତେ ଟଙ୍କାର ବିମାନ, ଜାଣନ୍ତୁ ନୱାଜ ସରିଫଙ୍କ ରାଜକୁମାରୀ କେତେ ଧନୀ

ଇସଲାମାଦାଦ,୨୨।୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ମରିୟମ ନୱାଜ ବର୍ତ୍ତମାନ ଏକ ବିଳାସପୂର୍ଣ୍ଣ ବିମାନ କିଣିବାକୁ ନେଇ ଖବରରେ ଅଛନ୍ତି। ଏହି ବିମାନର ନାମ ଗଲ୍ଫଷ୍ଟ୍ରିମ G500 ଏବଂ ରାଜ୍ୟ ସରକାର ଏହାକୁ ପ୍ରାୟ…

ବର୍ଡରରେ ପାକିସ୍ତାନର ବଡ଼ ଏୟାରଷ୍ଟ୍ରାଇକ୍‌, ସକାଳୁ ସକାଳୁ ଥରିଲା…

ଇସଲାମବାଦ,୨୨।୨: ପାକିସ୍ତାନର ବଡ଼ ଏୟାର ଷ୍ଟ୍ରାଇକ୍‌। ଆଫଗାନିସ୍ତାନରେ ପାକିସ୍ତାନ ବଡ଼ ଷ୍ଟ୍ରାଇକ୍‌ କରିଥିବା ସମ୍ପର୍କରେ ସୂଚନା ମିଳିଛି। ରିପୋର୍ଟ ଅନୁଯାୟୀ ପାକିସ୍ତାନୀ ବାୟୁସେନା ଆଫଗାନିସ୍ତାନର ପାକତିକା ପ୍ରଦେଶର ବାରମଲ ଜିଲ୍ଲାରେ ଏକ ଧାର୍ମିକ ମଦ୍ରାସାକୁ ଟାର୍ଗେଟ କରିଛି। ପାକିସ୍ତାନୀ ଜେଟ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?