ପଢ଼ା ଛାଡ଼ି ବିଛା ଧରୁଥିଲେ ଯୁବକ, ଏବେ କୋଟି କୋଟି ଟଙ୍କାର ମାଲିକ
ଫଳ ଏବଂ ପନିପରିବା ଚାଷ କରୁଥିବା କୃଷକମାନଙ୍କ ବ୍ୟବସାୟ ସଫଳତା ବିଷୟରେ ଆପଣ ଶୁଣିଥିବେ। ମାତ୍ର ବିଶ୍ୱରେ ଜଣେ ଏପରି ଯୁବକ ଅଛନ୍ତି, ଯିଏକି କଙ୍କଡ଼ା ବିଛାର ବିଷ ବିକ୍ରିକରି ଧନୀ ହୋଇଛନ୍ତି। ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ...
ଆମେରିକାରେ ଫାଇଜରକୁ ମଞ୍ଜୁରୀ ଲାଗି ସୁପାରିସ
ଓ୍ବାଶିଂଟନ, ୧୨।୧୨(ପି.ଟି.): ଫାଇଜର ନିର୍ମିତ କୋଭିଡ୍-୧୯ ଟିକାକୁ ଜରୁରୀ ବ୍ୟବହାର ନିମନ୍ତେ ମଞ୍ଜୁରୀ ଦେବାକୁ ଆମେରିକା ସରକାରଙ୍କ ସ୍ବତନ୍ତ୍ର ପରାମର୍ଶଦାତା କମିଟି ସୁପାରିସ କରିଛି। ଗୁରୁବାର ୮ ଘଣ୍ଟାର ସର୍ବସାଧାରଣ ଶୁଣାଣି ପରେ ଖାଦ୍ୟ ଓ ଔଷଧ ପ୍ରଶାସନ (ଏଫ୍ଡିଏ)ର...
ଭାରତ ଉଜବେକିସ୍ତାନ ଘନିଷ୍ଠ ବନ୍ଧୁ: ଉଜବେକିସ୍ତାନ ରାଷ୍ଟ୍ରପତି
ତାସକେଣ୍ଡ,୧୧ ।୧୨: ଉଜବେକିସ୍ତାନର ରାଷ୍ଟ୍ରପତି ଶାଭକତ ମିରଜିଓୟେଭ ଶୁକ୍ରବାର କହିଛନ୍ତି, ଭାରତ ହେଉଛି ଏକ ଭାରସାଯୋଗ୍ୟ ଓ ଘନିଷ୍ଠ ବନ୍ଧୁ । ଏହାସହ କୋଭିଡ-୧୯ ପାଣ୍ଡାମିକ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଭଳି ଭାବେ ଉଜବେକିସ୍ତାନକୁ ସାହାଯ୍ୟ କରିଛନ୍ତି ସେଥିପାଇଁ...
ଅଷ୍ଟ୍ରେଲିଆରେ ବନ୍ଦ ହେଲା କରୋନା ଟିକା ପରୀକ୍ଷଣ, ନଜର ଆସିଲେ ଏଚ୍ଆଇଭି ସଂକ୍ରମିତ
ମେଲବୋର୍ନ,୧୧ ।୧୨: ଅଷ୍ଟ୍ରେଲିଆରେ କରୋନା ମହାମାରୀକୁ ରୋକିବାକୁ ବିକଶିତ କରାଯାଇଥିବା ଏକ ଟିକାର କ୍ଲିନିକାଲ ଟ୍ରାଏଲକୁ ବନ୍ଦ କରି ଦିଆଯାଇଥିବା ସୂଚନା ମିଳିଛି । ଏହି ଟିକା ଦେବା ପରେ ଅଂଶଗ୍ରହଣକାରୀ ପରେ ଏଚ୍ଆଇଭିରେ ସଂକ୍ରମିତ ହୋଇଥିବା ଦେଖାଯିବାରୁ ଏହାକୁ...
ମହାମାରୀ ସହ କାଟିବାକୁ ପଡିବ ନୂଆବର୍ଷ: ବିଲ୍ ଗେଟ୍ସ
ୱାଶିଂଟନ,୧୧ ।୧୨: କରୋନା ମହାମାରୀକୁ ନେଇ କମ୍ପୁଟର ଜଗତର ଅଗ୍ରଣୀ କମ୍ପାନୀ ମାଇକ୍ରୋସପ୍ଟର ଫାଉଣ୍ଡର ବିଲ୍ ଗେଟ୍ସ ଏକ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ନୂଆବର୍ଷ ବା ୨୦୨୧କୁ ଆମକୁ କରୋନା ମହାମାରୀ ମଧ୍ୟରେ କାଟିବାକୁ ପଡିବ ।...
ଚାର୍ଜରେ ଲାଗିଥିଲା ଆଇଫୋନ୍ ବାର୍ଥଟବ୍ରେ ପଡ଼ିଯିବାରୁ , ଘଟିଲା ଏମିତି
ରୁଷିଆର ଆର୍ଖଙ୍ଗଲେସ୍କରେ ଜଣେ ୨୪ ବର୍ଷୀୟା ଯୁବତୀ ଓଲେସିଆ ସେମେନୋଭାଙ୍କ ଏକ ବାର୍ଥ ଟବ୍ରୁ କରେଣ୍ଟ ଲାଗି ମୃତ୍ୟୁ ଘଟିଛି। ଓଲେସିଆଙ୍କ ଆଇଫୋନ ଚାର୍ଜ କରୁଥିଲେ। ହଠାତ୍ ଫୋନ ତାଙ୍କ ବାର୍ଥଟବ୍ରେ ଖସି ପଡ଼ିଥିଲା। ଓଲେସିଆ ସେହି ସମୟରେ ଗାଧୋଉଥିଲେ...
ବିଶ୍ୱର ସବୁଠୁ ଥଣ୍ଡା ଦେଶ
ବିଶ୍ୱରେ ଏମିତି କିଛି ସ୍ଥାନ ଅଛି, ଯେଉଁଠି ଅଧିକ ଶୀତ ଅନୁଭୂତ ହୋଇଥାଏ। ଏହି ସ୍ଥାନଗୁଡ଼ିକରେ ତାପମାତ୍ରା ବେଳେବେଳେ ଶୂନ ରହିଥାଏ। ଫଳରେ ପ୍ରବଳ ତୁଷାରପାତ ହୁଏ। ଯାହା ଜନଜୀବନରେ ବାଧା ସୃଷ୍ଟି କରିଥାଏ। ଜାଣନ୍ତୁ ଏସବୁ ସ୍ଥାନ ବିଷୟରେ…...
ଏଠାରେ ୭ ସନ୍ତାନ ଜନ୍ମ ଦେଲେ ମହିଳାଙ୍କୁ ମିଳେ ସ୍ବର୍ଣ୍ଣ ପଦକ: ସାରା ଜୀବନ ରହିବା, ଖାଇବା ମାଗଣା
ବିଶ୍ୱରେ ଜନସଂଖ୍ୟା ବୃଦ୍ଧିକୁ ନେଇ ସମସ୍ତେ ଚିନ୍ତାରେ। ଜନସଂଖ୍ୟା ବୃଦ୍ଧି ଯୋଗୁ ଅନେକ ପ୍ରକାରର ସମସ୍ୟା ଦେଖିଦେଉଛି। ଗ୍ଲୋବାଏ ଓ୍ବାର୍ମି, ପ୍ରଦୂଷଣ ହାର ବୃଦ୍ଧି ଆଦି ଏଥିରେ ଅନ୍ତର୍ଭୁକ୍ତ। ଅନେକ ଦେଶ ବିଶେଷକରି ଚାଇନା ଜନସଂଖ୍ୟା ନିୟନ୍ତ୍ରଣ କରିବା ପାଇଁ...
ଫାଇଜର ଟିକାକୁ ଆମେରିକାରେ ସବୁଜ ସଙ୍କେତ
ୱାଶିଂଟନ,୧୧।୧୨: ଫାଇଜର ପ୍ରସ୍ତୁତ କରିଥିବା ଟିକା ଖୁବ୍ଶୀଘ୍ର ଆମେରିକାରେ ଜରୁରୀକାଳୀନ ଅନୁମୋଦନ ପାଇପାରେ। ପ୍ରାଥମିକ ଅବସ୍ଥାରେ ଆମେରିକାର ବିଶେଷଜ୍ଞ ଟିମ ଫାଇଜର ଟିକାର ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି। ଆମେରିକାର ଖାଦ୍ୟ ଏବଂ ଡ୍ରଗ୍ ଆଡମିନଷ୍ଟ୍ରେସନ କମିଟି...
ଆଫଗାନ ଟିଭି ସାମ୍ବାଦିକାଙ୍କୁ ହତ୍ୟା
ଜଲାଲବାଦ(ଆଫଗାନିସ୍ଥାନ),୧୦।୧୨- ମହିଳା ସାମ୍ବାଦିକ ଓ ତାଙ୍କ ଡ୍ରାଇଭରଙ୍କୁ ଗୁରୁବାର ଜଣେ ବନ୍ଧୁକଧାରୀ ଗୁଳି କରି ହତ୍ୟା କରିଛନ୍ତି। ନାନ୍ଗାରହାର ପ୍ରଦେଶ ଗର୍ଭନରଙ୍କ ପ୍ରବକ୍ତା ଅଟଉଲା ଖୋଗାନି ଓ ସ୍ଥାନୀୟ ମେଡିକାଲ ଏହା ସ୍ପଷ୍ଟ କରିଛନ୍ତି। ଚଳିତ ମାସରେ ଆଫଗାନିସ୍ତାନ ଜର୍ନାଲିଷ୍ଟଙ୍କୁ...
ଭାକ୍ସିନ ନେବା ପରେ ୨ ମାସ ପାଇଁ ଛାଡ଼ିବାକୁ ପଡ଼ିବ ମଦ
ନୂଆଦିଲ୍ଲୀ,୧୦।୧୨- ରୁଷିଆରେ ପ୍ରସ୍ତୁତ ସ୍ପୁଟନିକ ଭି କୋଭିଡ୍-୧୯ ଭାକ୍ସିନ ନେବା ପରେ ୨ ମାସ ପାଇଁ ମଦ ଛାଡ଼ିବାକୁ ପଡ଼ିବ। ଏ ନେଇ ରୁଷିଆନ ଅଫିସିଆଲ ପରାମର୍ଶ ଦେଇଥିବା ନ୍ୟୁୟର୍କ ପୋଷ୍ଟରେ ଏକ ରିପୋର୍ଟ ପ୍ରକାଶ ପାଇଛି। ମଣିଷଙ୍କ ଶରୀରରେ...
ମିସ୍ ଥାଇଲାଣ୍ଡ ପାଇଁ ଚାଲିଥିଲା ଫଟୋସୁଟ୍: ଅଚାନକ ପାଣିରେ ଖସିପଡିଲେ ମଡେଲ
ବ୍ୟାକଂକ,୧୦।୧୨: ନିକଟରେ ଥାଇଲାଣ୍ଡରେ ମିସ୍ ଥାଇଲାଣ୍ଡ ପ୍ରତିଯୋଗିତାରେ ଅନେକ ମଡେଲଙ୍କ ଏକ ଫଟୋସୁଟ୍ ଚାଲିଥିଲା। ହେଲେ ସେହି ସମୟରେ ହଠାତ୍ ଏକ ଦୁର୍ଘଟଣା ଘଟିଥିଲା। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ମିସ୍ ଥାଇଲାଣ୍ଡ ପ୍ରତିଯୋଗିତା...
Archives


