୨ ଫୋନ୍ କଲ୍ ରୋକିଲା ଯୁଦ୍ଧ! ଶେଷପର୍ଯ୍ୟନ୍ତ ହାର୍ ମାନିଲାନି ଇରାନ
ଓ୍ବାଶିଂଟନ୍,୨୪।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କତାରର ସୁପାରିଶରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରାମ ମଧ୍ୟସ୍ଥତା କରିଛନ୍ତି। ଇରାନ କତାର ଉପରେ ମିଶାଇଲ୍ ମାଡ଼ କରିବା ମାତ୍ରେ କତାରର ଆମୀର ଏବଂ ପ୍ରଧାନମନ୍ତ୍ରୀ ଆମେରିକାର ସହାୟତା ଲୋଡିଥିଲେ। କତାରର...
କୁମ୍ଭୀର କାନ୍ଦଣା କାନ୍ଦି ଫେରିଥିବା ବିଲାଓ୍ବଲଙ୍କୁ ଶହବାଜ କଲେ ଖୁବ ପ୍ରଶଂସା, ହେଲେ ମୋଦିଙ୍କୁ ନେଇ କହିଲେ…
ଇସଲାମାବାଦ,୨୪।୬: ପ୍ରଧାନମନ୍ତ୍ରୀ ଶହବାଜ ସରିଫ ସୋମବାର (ଜୁନ ୨୩, ୨୦୨୫) ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ଅଧ୍ୟକ୍ଷ ବିଲାୱାଲ ଭୁଟ୍ଟୋ-ଜରଦାରୀ ଏବଂ ତାଙ୍କ ନେତୃତ୍ୱରେ ପରିଚାଳିତ କୂଟନୈତିକ ପ୍ରତିନିଧିମଣ୍ଡଳର ପ୍ରଶଂସା କରିଛନ୍ତି, ଯେଉଁମାନେ ସାରା ବିଶ୍ୱରେ ଭାରତ ବିରୁଦ୍ଧରେ ମିଥ୍ୟା...
ଆମେରିକାର ସାମରିକ ଘାଟି ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ପରେ ଅଲି ଖାମେନେଇ ଦେଲେ ବଡ଼ ବୟାନ, ଯାହା ଶୁଣି ସାରା ବିଶ୍ୱ ଚକିତ
ତେହରାନ,୨୪।୬: ଯଦିଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ଘୋଷଣା କରିଛନ୍ତି, କିନ୍ତୁ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ମନୋଭାବ ନରମ ହୋଇନାହିଁ। ଟ୍ରମ୍ପଙ୍କ ଯୁଦ୍ଧବିରତି ଘୋଷଣାର ମାତ୍ର କିଛି ଘଣ୍ଟା...
ଧରାପଡ଼ିଲା ଟ୍ରମ୍ପଙ୍କ ମିଛ! ଯୁଦ୍ଧ ବିରତି ଘୋଷଣା ପରେ ଇରାନ ଆକ୍ରମଣରେ ଦୋହଲିଗଲା ଇସ୍ରାଏଲ
ଜେରୁଜେଲମ,୨୪।୬: ମଙ୍ଗଳବାର ଇସ୍ରାଏଲୀ ସେନା ଏହାର ନାଗରିକମାନଙ୍କୁ ସତର୍କ କରାଇ ଦେଇଛି ଯେ ଇରାନରୁ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି (Israel Iran War)। ଏହା ସହିତ, ଜେରୁଜେଲମ ଏବଂ ତେଲ ଅଭିଭରେ ମଧ୍ୟ ବିସ୍ଫୋରଣର ଶବ୍ଦ ଶୁଣାଯାଇଛି। ଏହି ଆକ୍ରମଣ...
ଇରାନ ଆଣବିକ ସ୍ଥଳ, ଜେଲରେ ଇସ୍ରାଏଲ୍ର ଆକ୍ରମଣ
ତେଲ୍ ଆଭିଭ୍/ତେହରାନ,୨୪ା୬: ଇରାନର ୩ଟି ନ୍ୟୁକ୍ଲିୟର ଫାସିଲିଟି ଉପରେ ଆମେରିକା ଜୋର୍ଦାର ଆକ୍ରମଣ କରିବାର ଦିନକ ପରେ ସୋମବାର ଇସ୍ରାଏଲ୍ ପୁନର୍ବାର ତେହରାନ୍ର ଆଣବିକ ସ୍ଥଳକୁ ଟାର୍ଗେଟ କରିଛି। ଆମେରିକା ରବିବାର ଇରାନର ୩ ଆଣବିକ ସ୍ଥଳ ଉପରେ ଶକ୍ତିଶାଳୀ ବଙ୍କର...
ଟ୍ରମ୍ପଙ୍କ ଯୁଦ୍ଧବିରତି ଘୋଷଣା ପରେ ଆସିଲା ଇରାନର ଆଶ୍ଚର୍ଯ୍ୟଜନକ ପ୍ରତିକ୍ରିୟା: ବିଶ୍ୱରେ ଖେଳିଗଲା…
ତେହେରାନ,୨୪।୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ପାଇଁ ରାଜିନାମା ହୋଇଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଦାବି କରିଛନ୍ତି। କିନ୍ତୁ ଇରାନ ଏହା ଉପରେ ଏକ ଆଶ୍ଚର୍ଯ୍ୟଜନକ ବୟାନ ଦେଇଛି। ଏହା କହିଛି, ଟ୍ରମ୍ପ ମିଛ କହୁଛନ୍ତି।...
୧୨ ଦିନ ପରେ ଇରାନ-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ବନ୍ଦ: ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ
ଓ୍ବାଶିଂଟନ,୨୪।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ ହୋଇଥିବା ନେଇ ଘୋଷଣା କରିଛନ୍ତି। ଏହି ଘୋଷଣା ସମ୍ପର୍କରେ ଇରାନ କିମ୍ବା ଇସ୍ରାଏଲ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ପ୍ରତିକ୍ରିୟା ଆସିନାହିଁ। ସୂତ୍ର...
ଏଥର ବିଶ୍ୱଯୁଦ୍ଧ ନିଶ୍ଚିତ! ଆମେରିକା ବାୟୁସେନା ଘାଟି ଉପରେ ମିସାଇଲ ମାଡ଼ କଲା ଇରାନ
ନୂଆଦିଲ୍ଲୀ, ୨୩।୬: କାତାରର ରାଜଧାନୀ ଦୋହାରେ ସୋମବାର ବିସ୍ଫୋରଣର ଶବ୍ଦ ଶୁଣାଯାଇଛି। ରିଉଟର୍ସ ରିପୋର୍ଟ ଅନୁଯାୟୀ, କାତାରରେ ଥିବା ଆମେରିକା ପରିଚାଳିତ ଆଲ ଉଦେଇଦ ବାୟୁସେନା ଘାଟିକୁ ଲକ୍ଷ୍ୟ କରି ଇରାନ ମିସାଇଲ ଆକ୍ରମଣ ଆରମ୍ଭ କରିଥିବା ଜଣାପଡ଼ିଛି। ଆମେରିକୀୟ...
ପାକିସ୍ତାନର ଯୁଦ୍ଧ ଧମକ: ଭଲରେ ପାଣି ଦିଅ ନହେଲେ… ଭାରତକୁ ଚେତାବନୀ ଦେଲେ ବିଲାୱାଲ ଭୁଟ୍ଟୋ
ଇସଲାମାବାଦ, ୨୩।୬: ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ମୁଖ୍ୟ ବିଲାୱାଲ ଭୁଟ୍ଟୋ ସୋମବାର ଚେତାବନୀ ଦେଇଛନ୍ତି ଯେ, ଯଦି ଭାରତ ସିନ୍ଧୁ ଜଳ ଚୁକ୍ତି (ଆଇଡବ୍ଲୁଟି) ଅନୁଯାୟୀ ପାକିସ୍ତାନକୁ ତା’ ଅଂଶର ପାଣି...
ଇରାନକୁ ନିରାଶ କଲା ରୁଷିଆ, ଖାମେନେଇ ଆମେରିକା ବିରୁଦ୍ଧରେ ଅଧିକ ସମର୍ଥନ ପାଇଁ ପୁଟିନଙ୍କୁ ଲେଖିଲେ ଚିଠି
ନୂଆଦିଲ୍ଲୀ,୨୩।୬: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇ ଆମେରିକାର ସାମ୍ପ୍ରତିକ ସାମରିକ କାର୍ଯ୍ୟାନୁଷ୍ଠାନ ପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଅଧିକ ସମର୍ଥନ ପାଇଁ ଏକ ଚିଠି ଲେଖିଥିବା ରିପୋର୍ଟରୁ ଜଣାପଡ଼ିଛି। ଇରାନର ବୈଦେଶିକ ମନ୍ତ୍ରୀ ଅବ୍ବାସ ଆରାଘଚିଙ୍କୁ...
ଯୁଦ୍ଧ ମଧ୍ୟରେ ତେଲ ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ ବଡ଼ ନିଷ୍ପତି ନେଲା ମଧ୍ୟପ୍ରାଚ୍ୟର ଏହି ଦେଶ…
ନୂଆଦିଲ୍ଲୀ,୨୩ା୬: ଓମାନ ଉପସାଗରୀୟ ରାଷ୍ଟ୍ରମାନଙ୍କ ମଧ୍ୟରେ ପ୍ରଥମ ଦେଶ ଭାବେ ଆୟକର ଲାଗୁ କରିବାକୁ ଯାଉଛି, ଯାହା ତେଲ ଉପରେ ନିର୍ଭରଶୀଳତା ହ୍ରାସ କରି ସରକାରୀ ରାଜସ୍ୱର ନୂଆ ଉତ୍ସ ସୃଷ୍ଟି କରିବାରେ ଏକ ଐତିହାସିକ ପଦକ୍ଷେପ। ଏହି ନିଷ୍ପତ୍ତି...
ଆମେରିକାକୁ ଛାଡିବୁନି, ପ୍ରତିଶୋଧ ନେବୁ: UNSCରେ ଇରାନୀ ରାଜଦୂତଙ୍କ ବଡ଼ ଘୋଷଣା
ଓ୍ବାଶିଂଟନ,୨୩।୬: ଆମେରିକା ଇରାନର ପରମାଣୁ ସ୍ଥାନରେ ବଙ୍କର୍ ବଷ୍ଟର ବୋମା ସହିତ ଆକ୍ରମଣ କରିଛି। ଏହାପରେ ଏବେ ଦୁଇଟି ପ୍ରଶ୍ନ ଉଠାଯାଉଛି। ପ୍ରଥମତଃ, ଇରାନ କଣ ଆମେରିକା ବିରୋଧରେ ପ୍ରତିଶୋଧ ନେବ ଏବଂ ଦ୍ୱିତୀୟତଃ, ଇରାନ କେବେ ଆକ୍ରମଣ କରିବ?...
Archives


