ଅନ୍ତର୍ଜାତୀୟ

ପୁଣି କରୋନା ତଥ୍ୟ ଲୁଚାଉଛି ଚାଇନା

ବେଜିଂ,୨୩।୧୨: ଚାଇନାରେ କରୋନା ସଂକ୍ରମଣ ଅନିୟନ୍ତ୍ରିତ ହୋଇପଡିଛି। ଡାକ୍ତରଖାନାରେ ସଂକ୍ରମିତ ରୋଗୀମାନଙ୍କ ପାଇଁ ଆଉ ବେଡ୍‌ ମିଳୁନାହିଁ। ଦିନକୁ ଦିନ ନୂଆ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଏକ ଆକଳନ ଅନୁଯାୟୀ, ବର୍ତ୍ତମାନ ଚାଇନାରେ ୫୪ ଲକ୍ଷରୁ ଅଧିକ କରୋନା…

ଚାଇନାରେ କରୋନା ବିସ୍ଫୋରଣକୁ ଦେଖି ଡରିଗଲାଣି ଆମେରିକା

ୱାଶିଂଟନ,୨୩ ।୧୨: ଚାଇନାରେ କରୋନା ସଂକ୍ରମଣ ବେଳକୁ ବେଳ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦେଖି ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କନ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ସରକାରଙ୍କୁ କୋଭିଡ ସମ୍ପର୍କିତ ସମସ୍ତ ଡାଟା ଶେୟାର କରିବାକୁ ଅନୁରୋଧ…

ପଦରୁ ହଟିଲେ ଇମ୍ରାନଙ୍କ ନିକଟତର ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ପରଭେଜ ଇଲାହି

ଇସଲାମାବାଦ,୨୩ ।୧୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ନିକଟତମ ତଥା ପଞ୍ଜାବ ପ୍ରାନ୍ତର ମୁଖ୍ୟମନ୍ତ୍ରୀ ଚୌଧୁରୀ ପରଭେଜ ଇଲାହିଙ୍କ ଉପରେ ଖଣ୍ଡା ଝୁଲିଛି । ରାଜ୍ୟପାଳ ବଲିଗୁର ରହମାନ ଶୁକ୍ରବାର ତାଙ୍କୁ ବିଶ୍ୱାସ ମତ ହାସଲ କରିବାକୁ ଆଦେଶ ପାଳନ…

ପରମାଣୁ ଶକ୍ତିର ବ୍ୟବହାର ବୃଦ୍ଧି ପାଇଁ ନୂତନ ନୀତି ଗ୍ରହଣ କଲା ଜାପାନ

ଟୋକିଓ,୨୩ ।୧୨: ସାରା ବିଶ୍ୱରେ ଇନ୍ଧନ ଅଭାବ ମଧ୍ୟରେ ସ୍ଥିର ବିଦ୍ୟୁତ ଯୋଗାଣକୁ ସୁନିଶ୍ଚିତ କରିବାକୁ ଏବଂ କାର୍ବନ ନିର୍ଗମନକୁ ହ୍ରାସ କରିବାକୁ ପରମାଣୁ ଶକ୍ତିର ଅଧିକ ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଜାପାନ ଏକ ନୂତନ ନୀତି ଗ୍ରହଣ କରିଛି…

ଆମେ ଶାନ୍ତି ଚାହୁଁ: ଜେଲେନ୍‌ସ୍କି

ଓ୍ବାଶିଂଟନ୍‌, ୨୩।୧୨: ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୧୦ ମାସରୁ ଊର୍ଦ୍ଧ୍ୱ ଦିନ ବିତିଯାଇଥିବାବେଳେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ବୁଧବାର ଆମେରିକା ଗସ୍ତ କରିଛନ୍ତି। ଜେଲେନ୍‌ସ୍କି ଆମେରିକା କଂଗ୍ରେସକୁ ସମ୍ବୋଧିତ କରି କହିଛନ୍ତି, ଆମେ ଶାନ୍ତି ଚାହୁଁ। ଶାନ୍ତି ପ୍ରତିଷ୍ଠା…

ଇସ୍ରାଏଲ୍‌ରେ ନୂଆ ସରକାର ଗଢ଼ିଲେ ନେତାନ୍ୟାହୁ

ଜେରୁଜେଲମ୍‌,୨୩ା୧୨:ଇସ୍ରାଏଲ୍‌ର ବରିଷ୍ଠ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ନୂଆ ସରକାର ଗଢ଼ିବାରେ ସଫଳ ହୋଇଛନ୍ତି। ଏ ସମ୍ପର୍କରେ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ସେ ବୁଧବାର ରାଷ୍ଟ୍ରପତି ଆଇଜାକ୍‌ ହେର୍‌ଜୋଗ୍‌ଙ୍କ ସହ ସରକାର ଗଠନ ନେଇ…

ବିକିନି କିଲରଙ୍କୁ ମୁକ୍ତ କରିବାକୁ ମନାକଲା ଜେଲ

କାଠମାଣ୍ଡୁ,୨୨ା୧୨:ବିକିନି କିଲର ଭାବେ ପରିଚିତ ସିରିଏଲ୍‌ କିଲର ଚାର୍ଲସ ଶୋଭରାଜଙ୍କୁ ମୁକ୍ତ କରିଦେବା ଲାଗି ନେପାଳ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ତାଙ୍କୁ ଛାଡ଼ିବା ଲାଗି ଜେଲ କର୍ତ୍ତୃପକ୍ଷ ମନା କରିଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ ଅସ୍ପଷ୍ଟ। କେଉଁ ମାମଲାରେ ତାଙ୍କୁ ମୁକ୍ତ କରାଯିବ,…

କାନ୍ଦୁଛନ୍ତି ଆଫଗାନ୍‌ ଛାତ୍ରୀ

କାବୁଲ, ୨୩।୧୨:ଆଫଗାନିସ୍ତାନରେ ତାଲିବାନ ଶାସକ ଲୋକଙ୍କ ପାଇଁ ବୋଝ ସାଜିଛନ୍ତି। ବିଶେଷକରି ମହିଳା ଓ ଝିଅମାନଙ୍କ କ୍ଷେତ୍ରରେ ଏହି କଠୋରପନ୍ଥୀ ସରକାର ଅଧିକ କଡ଼ା ନିୟମ ଲାଗୁ କରି ସେମାନଙ୍କୁ ନିର୍ଯାତିତ କରିବାରେ ଲାଗିଛନ୍ତି। ଗତ ମଙ୍ଗଳବାର ଆଫଗାନ୍‌ ଉଚ୍ଚଶିକ୍ଷା ମନ୍ତ୍ରଣାଳୟ…

ଚାଇନା ଅର୍ଥନୀତିକୁ ବଞ୍ଚାଇବାକୁ ଅଧିକାରୀଙ୍କ ନୂଆ ଆଦେଶ, କାମକୁ ଫେରିବେ ସଂକ୍ରମିତ

ବେଜିଂ,୨୩ ।୧୨: ଚାଇନାରେ କରୋନା ବିସ୍ଫୋରଣ ଉଗ୍ର ରୂପ ଧାରଣ କଲାଣି । ହେଲେ ଚାଇନା କମ୍ୟୁନିଷ୍ଟ ପ୍ରଶାସନ ଏହା ମାନିବାକୁ ପ୍ରସ୍ତୁତ ନୁହେଁ ଯେ ଦେଶରେ କୋଭିଡ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ଲଗାତାର ଭାବେ ବଢି ଚାଲିଛି ।…

ୟୁକ୍ରେନ୍‌ ସହ ବନ୍ଦ କରିବାକୁ ଚାହୁଁଛନ୍ତି ପୁଟିନ, କିନ୍ତୁ…

କିଭ୍‌,୨୩।୧୨: ୟୁକ୍ରେନରେ ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛି ରୁଷିଆ, କିନ୍ତୁ ଏଥିପାଇଁ କୂଟନୈତିକ ସମାଧାନର ଆବଶ୍ୟକତା ରହିଛି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି। ପୁଟିନ କହିଛନ୍ତି, ଆମର ଲକ୍ଷ୍ୟ ହେଉଛି ଏହି ବିବାଦର ଅନ୍ତ ଘଟାଇବା। ଆମେ ଏଥିପାଇଁ ଚେଷ୍ଟା…

ଚାଇନା ରାଷ୍ଟ୍ରପତି ଜିନପିଙ୍ଗଙ୍କ ଇସ୍ତଫା ଦାବି କରି ସାରା ଦେଶରେ ବିରୋଧ ପ୍ରଦର୍ଶନ

ବେଜିଂ,୨୩ ।୧୨: ସି ଜିନପିଙ୍ଗ ଚାଇନାର ପ୍ରଥମ ରାଷ୍ଟ୍ରପତି ଯାହାଙ୍କ ବିରୋଧରେ ଲୋକେ ପଦ ଛାଡିବାକୁ ଦାବି କରିଛନ୍ତି । ତେବେ ଏହା ପ୍ରଥମ ଥର ନୁହେଁ ଯେ ଜିନପିଙ୍ଗ ଜନତାଙ୍କ କ୍ରୋଧର ଶିକାର ହୋଇଛନ୍ତି । ଏହା ପୂର୍ବରୁ ବି…

ଚାଇନାରେ କୋଭିଡ୍‌ର ଭୟଙ୍କର ରୂପ: ଦୈନିକ ସଂକ୍ରମଣ ୧୦ ଲକ୍ଷ ଟପିପାରେ

ବେଜିଂ,୨୨ା୧୨: ଚାଇନାରେ କୋଭିଡ୍‌ ସଂକ୍ରମଣ ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି। ଦୈନିକ ସଂକ୍ରମଣ ୧୦ ଲକ୍ଷ ଏବଂ ୨୪ ଘଣ୍ଟାରେ ୫,୦୦୦ ମୃତ୍ୟୁ ଘଟିପାରେ ବୋଲି ଆଶଙ୍କା କରାଯାଉଛି। ଏପରିକି ୧୪୦ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ ସ୍ଥିତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri