ଅନ୍ତର୍ଜାତୀୟ

ନଭେମ୍ବର ୧୭ରେ ଶକ୍ତିଶାଳୀ ରକେଟ୍‌ ଲଞ୍ଚ କରିବେ ଏଲନ ମସ୍କ

ଓ୍ବାଶିଂଟନ,୧୨।୧୧: ସ୍ପେସଏକ୍ସ ମାଲିକ ଏଲନ ମସ୍କ ପୁଣି ଥରେ ନିଜର ସୁପର ହେଭି ରକେଟ ଷ୍ଟାରଶିପ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛନ୍ତି। ସେ ଏହାକୁ ୧୭ ନଭେମ୍ବରରେ…

3 years ago

ଜେଲ୍‌ ଯିବେ ଇମ୍ରାନ ଖାନ୍‌ଙ୍କ ସ୍ତ୍ରୀ ବୁଶ୍ରା ବିବି!

ଇସଲାମାବାଦ,୧୨।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଡୁଆ ତୁଟି ନ ଥିବା ବେଳେ ଆଉ ଏକ ବିବାଦ ମୁଣ୍ଡ ଟେକିଛି। ତାଙ୍କ ସ୍ତ୍ରୀ ବୁଶ୍ରା ବିବିଙ୍କ…

3 years ago

ଖାସ୍‌ ଅନ୍ଦାଜରେ ଦିଓ୍ବାଲୀ ଶୁଭେଚ୍ଛା ଜଣାଇଲେ ଋଷି ସୁନକ, କହିଲେ ଆପଣଙ୍କ ପ୍ରଥମ ଧର୍ମପରାୟଣ ହିନ୍ଦୁ ପ୍ରଧାନମନ୍ତ୍ରୀ

ଇଂଲଣ୍ଡ,୧୨।୧୧: କେବଳ ଭାରତରେ ନୁହେଁ ସାରା ବିଶ୍ୱରେ ଧୁମଧାମରେ ଆଲୋକର ପର୍ବ ଦୀପାବଳି ଉତ୍ସବ ପାଳନ ଆରମ୍ଭ ହୋଇଛି। ଏନେଇ ପ୍ରଧାନମନ୍ତ୍ରୀ ପରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା…

3 years ago

ଭାରତ ଚାପରେ ପନ୍ନୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା କାନାଡା

ଅଟାଓ୍ବା,୧୨।୧୧: ଭାରତ-କାନାଡା ବିବାଦ ଖରାପ ସ୍ଥିତି ଦେଇ ଗତି କରୁଛି। ହେଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଗତ କିଛିଦିନର ରହିଥିବା ବ୍ୟବହାରରେ ପରିବର୍ତ୍ତନ ଦେଖିବାକୁ ମିଳିଛି।…

3 years ago

ଯୁଦ୍ଧ ମଧ୍ୟରେ ମାନବିକତା ଦେଖାଇଲା ଇସ୍ରାଏଲ, ଗାଜାରେ ଶିଶୁମାନଙ୍କ ସୁରକ୍ଷା ପାଇଁ ନେଲା ପଦକ୍ଷେପ

ନୂଆଦିଲ୍ଲୀ, ୧୨ା୧୧: ଗାଜାର ମୁଖ୍ୟ ହସପିଟାଲ ନିକଟରେ ହାମାସ ସହିତ ଘମାଘୋଟ ଯୁଦ୍ଧ ମଧ୍ୟରେ ଇସ୍ରାଏଲ ମାନବିକ ଦେଖାଇ ବଡ଼ ପଦକ୍ଷେପ ନେଇଛି। ଯୁଦ୍ଧରେ ହସପିଟାଲରେ ଥିବା…

3 years ago

ଦୀପାବଳି ପର୍ବର ମହତ୍ୱ ଆମେ ବୁଝୁ: ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି

କେପଟାଉନ,୧୨।୧୧: ଆଜି ସମଗ୍ର ଭାରତରେ ଦୀପାବଳି ପାଳନ କରାଯାଉଛି। ଏହି ପର୍ବ ପାଇଁ କେବଳ ଦେଶରେ ନୁହେଁ, ବିଶ୍ୱର ଅନେକ ଦେଶରେ ମଧ୍ୟ ଏହାର କ୍ରେଜ୍‌ ରହିଛି।…

3 years ago

ଜାତିସଂଘରେ ପୁଣି ଇସ୍ରାଏଲ ବିରୋଧରେ ପ୍ରସ୍ତାବ ଆଗତ: ଏଥର ଭାରତ ନେଲା ଆଶ୍ଚର୍ଯ୍ୟଜନକ ପଦକ୍ଷେପ

କାଲଫର୍ନିଆ,୧୨।୧୧: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପାଲେଷ୍ଟାଇନରେ ଇସ୍ରାଏଲ ବସତି ବିରୁଦ୍ଧରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ମିଳିତ ଜାତିସଂଘରେ ଆଗତ କରାଯାଇଥିଲା। ଏଥିରେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା…

3 years ago

ପୁଅ ଦେଖୁଛି କି ପର୍ନ ସାଇଟ୍‌: ବାଚସ୍ପତି ରଖୁଛନ୍ତି କଡ଼ା ନଜର…

ଓ୍ବାଶିଂଟନ,୧୨।୧୧ : ଆମେରିକାର ସଂସଦର ବାଚସ୍ପତି ମାଇକ ଜନସନ ତାଙ୍କ ପୁଅ ଉପରେ ସବୁବେଳେ ନଜର ରଖିଛନ୍ତି କି ସେ ପର୍ନ ସାଇଟ ଦେଖୁଛନ୍ତି କି ନାହିଁ।…

3 years ago

ତୁରନ୍ତ ଯୁଦ୍ଧ ବନ୍ଦ ପାଇଁ ଇସ୍ରାଏଲକୁ ଆହ୍ବାନ

ଜେରୁଜେଲମ୍‌,୧୧ା୧୧: ହମାସ୍‌ ବିରୋଧରେ ଇସ୍ରାଏଲର ସଂଗ୍ରାମ ଜାରି ରହିଛି। ଏହି ସମୟରେ ସାଉଦି ଆରବ ଏବଂ ମୁସଲମାନ ଦେଶ ଗାଜାରେ ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ ଆହ୍ବାନ…

3 years ago

ବ୍ରିଟେନରେ ଦୀପାବଳି ପାର୍ଟି ଦେଲେ ସୁନକ, ଯୋଗଦେଲେ ବଲିଉଡ୍‌ର ଏହି ଷ୍ଟାର୍‌

ଲଣ୍ଡନ,୧୧ା୧୧: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଏବଂ ତାଙ୍କ ସ୍ତ୍ରୀ ଅକ୍ଷତା ମୂର୍ତ୍ତି ୧୦ ଡାଉନିଂ ଷ୍ଟ୍ରିଟ୍‌ରେ ଏକ ଦୀପାବଳି ପାର୍ଟିର ଆୟୋଜନ କରିଥିଲେ। ଏହି ପାର୍ଟିରେ…

3 years ago