ଅନ୍ତର୍ଜାତୀୟ

ବିଚାରପତିଙ୍କୁ ନେଇ ଟିପ୍ପଣୀ ମାମଲା, ଇମ୍ରାନଙ୍କ ବିରୋଧରେ ଓ୍ବାରେଣ୍ଟ ଜାରି…

ଇସଲାମାବାଦ,୧।୧୦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କର ସମସ୍ୟା ବଢ଼ିବାରେ ଲାଗିଛି। ଏବେ ତାଙ୍କ ବିରୋଧରେ ଗିରଫ ଓ୍ବାରେଣ୍ଟ ଜାରି ହୋଇଛି। ବିଚାରପତିଙ୍କୁ ନେଇ ଟିପ୍ପଣୀ…

2 years ago

ପାଉଣ୍ଡକୁ ଡଲାର ତୁଳନାରେ କରାଯିବ ସଶକ୍ତ, କହିଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ…

ଲଣ୍ଡନ,୧।୧୦ : ଗତ କିଛି ଦିନ ମଧ୍ୟରେ ଆମେରିକୀୟ ଡଲାର ତୁଳନାରେ ବ୍ରିଟିଶ ପାଉଣ୍ଡ ହ୍ରାସ ପାଇଛି। ବ୍ରିଟିଶ ପ୍ରଧାନମନ୍ତ୍ରୀ ଲିଜ ଟ୍ରସ ତାଙ୍କ ସରକାରଙ୍କ ମିନି…

2 years ago

‘ଆତଙ୍କବାଦ ରାଜନୈତିକ ହୋଇପାରିବ ନାହିଁ’

ଓ୍ବାଶିଂଟନ/ନୂଆଦିଲ୍ଲୀ,୧ା୧୦: ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ନିକଟରେ ଆମେରିକାରୁ ଫେରିଛନ୍ତି। ତାଙ୍କ ଗସ୍ତ ସମୟରେ ସେ ଅନେକ ଥର ଭାରତର ପତାକା ଉତ୍ତୋଳନ କରିଥିଲେ।…

2 years ago

ପୁଟିନଙ୍କ ପାଇଁ ଲଢ଼େଇ କରିବେ ହେଭିଓ୍ବେଟ ଚାମ୍ପିୟନ ନିକୋଲାଇ…

ମସ୍କୋ, ୧।୧୦ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ବିରୋଧରେ ଯୁଦ୍ଧକୁ ତୀବ୍ର କରିବା ପାଇଁ ଦେଶରେ ସୈନ୍ୟ ସଂଗ୍ରହ କରିବା ସମ୍ପର୍କରେ ଘୋଷଣା କରିଛନ୍ତି।…

2 years ago

ଶାନ୍ତିର କୌଣସି ବାଟ ଛାଡି ନାହାନ୍ତି ପୁଟିନ: ଆମେରିକା ସମୀକ୍ଷକଙ୍କ ମତ…

ଓ୍ବାଶିଂଟନ,୧।୧୦ : ଆମେରିକାର ସମୀକ୍ଷକମାନଙ୍କ ମଧ୍ୟରେ ଏକ ସାଧାରଣ ମତ ପ୍ରକାଶ ପାଇଛି ଯେ ୟୁକ୍ରେନର ଚାରିଟି ଅଞ୍ଚଳକୁ ରୁଷିଆରେ ଯୋଡିବା ପାଇଁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ…

2 years ago

ଷ୍ଟାଡିୟମରେ ଥିଲେ ୭୭ ହଜାର ଲୋକ, ହଠାତ୍‌ ଭୁଶୁଡ଼ି ପଡ଼ିଲା ଗ୍ୟାଲେରି

ସାଣ୍ଟିଆଗୋ,୧ା୧୦: ମ୍ୟାଚ୍‌ ସମୟରେ ପ୍ରଶଂସକଙ୍କ କ୍ରେଜ୍‌ ବେଳେବେଳେ ସମସ୍ତ ସୀମା ଅତିକ୍ରମ କରେ। ଦକ୍ଷିଣ ଆମେରିକାର ଚିଲିରେ ଶୁକ୍ରବାର ଏକ ଫୁଟବଲ ମ୍ୟାଚ୍‌ ସମୟରେ ସେମିତି ଏକ…

2 years ago

ବୁର୍କିନା ଫାସୋରେ ୯ ମାସରେ ଦ୍ୱିତୀୟ କ୍ଷମତା ଦଖଲ…

ଓଗାଡୋଗୁ, ୧।୧୦ : ଗତ ୯ ମାସ ମଧ୍ୟରେ ବୁର୍କିନା ଫାସୋରେ ଦ୍ୱିତୀୟ ଥର ପାଇଁ କ୍ଷମତା ଦଖଲ ହୋଇଛି। ସୈନ୍ୟବାହିନୀ ଶୁକ୍ରବାର ବିଳମ୍ବିତ ରାତିରେ ଦେଶର…

2 years ago

ବଲଟିକ ସାଗରରେ ମିଥେନ ଲିକ୍‌ ନେଇ ଜାତିସଂଘର ଚିନ୍ତା ପ୍ରକଟ, ପ୍ରତିଘଣ୍ଟାରେ ୨୩ ହଜାର କିଲୋଗ୍ରାମ୍‌ ହେଉଛି ଲିକ୍‌…

ଜେନେଭା, ୧।୧୦ : ପାଇପଲାଇନ ଭାଙ୍ଗିବା ପରେ ବଲଟିକ ସାଗରରେ ମି;ଥନ ଗ୍ୟାସର ଲିକ ରେକର୍ଡ ସ୍ତରରେ ପହଞ୍ଚିଛି। ପରିବେଶବିତମାନଙ୍କ ସହିତ ମିଳିତ ଜାତିସଂଘ ମଧ୍ୟ ଏନେଇ…

2 years ago

ପୁଣିଥରେ ୨ଟି ବାଲେଷ୍ଟିକ ମିଶାଇଲ ପରୀକ୍ଷା କଲା ଉତ୍ତର କୋରିଆ

ସିଓଲ, ୧ ।୧୦: ଉତ୍ତର କୋରିଆ ତା’ର ପୁରୁଣା ପ୍ରକୃତି ଛାଡି ପାରୁନାହିଁ । ଆମେରିକା ରାଷ୍ଟ୍ରପତି କମଲା ହାରିସଙ୍କ ଦକ୍ଷିଣ କୋରିଆ ଗସ୍ତ ଓ ଆମେରିକା…

2 years ago

ଚାଇନାର ରାଷ୍ଟ୍ରୀୟ ଦିବସରେ ନିଜର ଶକ୍ତି ପ୍ରଦର୍ଶନ କରିବେ ଶି ଜିନପିଙ୍ଗ

ବେଜିଂ,୧ ।୧୦: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାକୁ ବାରମ୍ବାର ଆଖି ଦେଖାଉଥିବା ଓ ପଡୋଶୀଙ୍କୁ ଅଶନିଶ୍ୱାସି କରୁଥିବା ଦେଶ ଚାଇନାର ଆଜି ହେଉଛି ରାଷ୍ଟ୍ରୀୟ ଦିବସ…

2 years ago