ଅନ୍ତର୍ଜାତୀୟ

ଗାବୋନ୍‌ରେ ସାମରିକ ବିଦ୍ରୋହ, ରାଷ୍ଟ୍ରପତି ଗୃହବନ୍ଦୀ

ଲିବ୍ରେଭିଲେ,୩୧ା୮: ଆଫ୍ରିକୀୟ ରାଷ୍ଟ୍ର ଗାବୋନ ନିର୍ବାଚନରେ ରାଷ୍ଟ୍ରପତି ଅଲୀ ବୋଙ୍ଗୋ ଅଣ୍ଡିମ୍ବାଙ୍କ ବିଜୟ ପରେ ବୁଧବାର ସାମରିକ ବିଦ୍ରୋହ ଦେଖିବାକୁ ମିଳିଛି। ସେନା ରାଷ୍ଟ୍ରପତିଙ୍କୁ ଗୃହବନ୍ଦୀ କରି…

2 years ago

ବ୍ରିଟେନର ନୂଆ କ୍ୟାନ୍‌ସର ଟିକା, କମାଇବ ରୋଗୀଙ୍କ ଚିକିତ୍ସା ଅବଧି

ଲଣ୍ଡନ,୩୧।୮: ବ୍ରିଟେନ ସରକାର ଏଭଳି ଏକ ଟିକା ପ୍ରସ୍ତୁତ କରିଛନ୍ତି, ଯାହା କ୍ୟାନସର ଚିକିତ୍ସାରେ ଅଧିକ ଫଳପ୍ରଦ ହେବ। ଏହି ଟିକା କ୍ୟାନସର ରୋଗୀଙ୍କ ଚିକିତ୍ସା ଅବଧିକୁ…

2 years ago

ବର୍ଷକ ମଧ୍ୟରେ କାନାଡା ଯାଇଛନ୍ତି ୧୫୦୦୦ ଭାରତୀୟ, କାରଣ ଜାଣିଲେ…

ଓଟାଓ୍ବା,୩୦ା୮: ଭାରତରେ ଚାକିରି ସଙ୍କଟ ମଧ୍ୟରେ ଗତ ଏକ ବର୍ଷରେ ୧୫୦୦୦ରୁ ଅଧିକ ବୈଷୟିକ କର୍ମଚାରୀ କାନାଡାରେ ପହଞ୍ଚଛନ୍ତି। ରିପୋର୍ଟ ଅନୁଯାୟୀ, ଏପ୍ରିଲ ୨୦୨୨ରୁ ମାର୍ଚ୍ଚ ୨୦୨୩…

2 years ago

ଆସୁଛି ବଡ଼ ବିପର୍ଯ୍ୟୟ

ଓ୍ବାଶିଂଟନ,୩୦ା୮: ସମ୍ଭାବ୍ୟ ଝଡ଼ ‘ଇଡାଲିଆ’ ଫ୍ଲୋରିଡ଼ାଠାରେ ବ୍ୟାପକ କ୍ଷତି ଘଟାଇବାର ଆଶଙ୍କା ସୃଷ୍ଟି ହୋଇଛି। ଏହି ଘୂର୍ଣ୍ଣିବଳୟ ବିପଦପୂର୍ଣ୍ଣ ବର୍ଗ-୪କୁ ବୃଦ୍ଧି ପାଇଛି। ଏହାର ପ୍ରଭାବରେ ପ୍ରବଳରୁ…

2 years ago

ଏକ ଲକ୍ଷ ବର୍ଷ ଯାଏଁ ଚନ୍ଦ୍ରପୃଷ୍ଠରେ ରହିପାରିବେ ୮୦୦କୋଟି ଲୋକ, “ରେଗୋଲିଥ”ରୁ ମିଳିପାରେ ୬୩୦କି.ଗ୍ରା ଅମ୍ଲଜାନ

ଓ୍ବାଶିଂଟନ୍‌,୩୦।୮: ଚନ୍ଦ୍ରାବତରଣ କରିଛି ଭାରତର ମୁନ ମିଶନ ଚନ୍ଦ୍ରାୟାନ ୩। ତେବେ ଲ୍ୟାଣ୍ଡିଂର ୭ଦିନ ପରେ ଖୁସି ଖବର  ଦେଇଛନ୍ତି ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞା।…

2 years ago

ମସ୍କୋ ଉପରେ ସବୁଠୁ ବଡ଼ ଡ୍ରୋନ୍‌ ଆକ୍ରମଣ କଲା ୟୁକ୍ରେନ

କିଭ୍‌,୩୦ା୮: ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ୧୮ ମାସ ଧରି ଚାଲିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସମାଧାନ ହୋଇପାରି ନାହିଁ। ଏହି ଯୁଦ୍ଧ ମଧ୍ୟରେ ରୁଷିଆ ବର୍ତ୍ତମାନ ୟୁକ୍ରେନ…

2 years ago

ମହାକାଶରେ ଦିନ-ରାତି କିପରି ଜାଣନ୍ତି ମହାକାଶଚାରୀ, ୨୪ ଘଣ୍ଟାରେ ଦେଖନ୍ତି ୧୬ଟି ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ

ପୃଥିବୀରେ ଦିନ ରାତି କିପରି ହୁଏ ଏବିଷୟରେ ନିଶ୍ଚେ ଅବଗତ ଥିବେ। ତେବେ ବର୍ତ୍ତମାନ ପ୍ରଶ୍ନ ଉଠିଛି ଯେ ପୃଥିବୀ ବାହାରେ ଅର୍ଥାତ୍‌ ମହାକାଶରେ ଦିନ ରାତି…

2 years ago

ମଙ୍ଗଳରେ ୫୦ବର୍ଷ ପୂର୍ବେ ମିଳିଥିଲା ଜୀବଜଗତର ସନ୍ଧାନ, ଭୁଲରେ ନଷ୍ଟ ହୋଇଯାଇଛି ପ୍ରମାଣ: ବୈଜ୍ଞାନିକଙ୍କ ଦାବି

ଓ୍ବାଶିଂଟନ୍‌,୩୦।୮: ମଙ୍ଗଳ ଗ୍ରହରେ ଜୀବଜଗତ ଥିବା ନେଇ ବହୁବାର ଦାବି କରାଯାଇ ଆସୁଛି। ତେବେ ଏପରି କୁହାଯାଇ ସାରଛି କି ମଙ୍ଗଳ ଗ୍ରହରେ ପୂର୍ବରୁ ଜୀବଜଗତ ଥିଲା…

2 years ago

‘ଚାଇନା ସହ ମୁକାବିଲା କରିବା ପାଇଁ ଭାରତ-ଆମେରିକା ସମ୍ପର୍କକୁ ମଜଭୁତ୍‌ କରିବା ଜରୁରୀ’

ଓ୍ବାଶିଂଟନ୍‌,୩୦।୮: ଆମେରିକାରେ ଆସନ୍ତା ବର୍ଷ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ନିଜର ଦାବିଦାରୀ ଉପସ୍ଥାପନ କରୁଥିବା ଭାରତୀୟ ମୂଳ ବିବେକ ରାମାସ୍ବାମୀ କହିଛନ୍ତି ଯେ, ଭାରତ-ଆମେରିକାର…

2 years ago

ମସଜିଦରେ ‘ଅଜାନ’ ପଢିବାକୁ ନେଇ ନୂଆ ଗାଇଡଲାଇନ ଜାରି କଲା ଆମେରିକା

ଓ୍ବାଶିଂଟନ୍‌,୩୦।୮: ଆମେରିକାର ନ୍ୟୁୟର୍କ ସହରରେ ଅଜାନକୁ ନେଇ ନୂଆ ଗାଇଡଲାଇନ ଜାରି କରାଯାଇଛି। ଅଜାନ ପ୍ରାର୍ଥନା କରିବା ସମୟରେ ମସଜିଦରେ ଅନୁମତି ନେବା ଆବଶ୍ୟକ ନାହିଁ ବୋଲି…

2 years ago