ଅନ୍ତର୍ଜାତୀୟ

ଆମେରିକାରେ ରହିବା ଲୋଭ: ନିଜ ସନ୍ତାନଙ୍କୁ ବର୍ଡରରେ ଛାଡି ଚାଲିଯାଉଛନ୍ତି ମାତାପିତା, ତିନି ବର୍ଷରେ ମାମଲାରେ ୨୩୩ ପ୍ରତିଶତ ବୃଦ୍ଧି…

ଓ୍ବାଶିଂଟନ,୧୬।୧୨ : ଆମେରିକାରେ ବସବାସ କରିବା ଏକ କଷ୍ଟସାଧ୍ୟ ପ୍ରକ୍ରିୟା ଭାବରେ ବିବେଚନା କରାଯାଉଛି। ଏନେଇ ଲୋକଙ୍କୁ ଅନେକ କାଗଜପତ୍ର ଦେଇ ଯିବାକୁ ପଡିଥାଏ। ତଥାପି, ଅନେକ…

3 years ago

୮୬ ବର୍ଷ ବୟସରେ କୁଏତର ଏମିର ଶେଖ ନୱାଫ ଅଲ ଅହମ୍ମଦ ଅଲ ସାବଙ୍କ ଦେହାନ୍ତ

ନୂଆଦିଲ୍ଲୀ,୧୬ା୧୨: କୁଏତ ମୁଖ୍ୟ ଏମିର ଶେଖ ନୱାଫ ଅଲ ଅହମ୍ମଦ ଅଲ ସାବଙ୍କ ୮୬ ବର୍ଷ ବୟସରେ ଦେହାନ୍ତ ହୋଇଛି। ଦେଶର ଜାତୀୟ ଟିଭି ଚ୍ୟାନେଲରେ ଏହି…

3 years ago

ତୃତୀୟ ବିଶ୍ୱଯୁଦ୍ଧ ଘନେଇଲା: ଗାଜା ଯୁଦ୍ଧର ନିଆଁ ବ୍ୟାପିଲା ଲେବାନନ ସୀମାରୁ ୟେମେନ, ଲୋହିତ ସାଗରରେ ସ୍ଥିତି ମୁହାଁମୁହିଁ…

ଜେରୁଜେଲମ,୧୬।୧୨ : ଇସ୍ରାଏଲର ଲଗାତାର ବୋମା ମାଡ ଯୋଗୁଁ ଗାଜାରେ ବହୁକୋଠା ଭାଙ୍ଗିଯାଇଛି। ଗାଜା ଏବେ ସମତଳ ଭୂମି ହୋଇପଡ଼ିଛି। ଭଙ୍ଗାକୋଠାର ଆବର୍ଜନା ଗଦା ହେବାରେ ଲାଗିଛି।…

3 years ago

ଗାଈର ଗୋବରରେ ମହାକାଶ ଯିବ ରକେଟ, ପ୍ରଥମ ଥର ରକେଟ ଇଞ୍ଜିନରେ ଏଲବିଏମର ସଫଳ ପ୍ରୟୋଗ

ଟୋକିଓ,୧୬।୧୨: ଜଳବାୟୁ ପରିବର୍ତ୍ତନ ସମସ୍ୟାର ସମାଧାନ ପାଇଁ ସାରା ବିଶ୍ୱରେ ଆଲୋଚନା ଜାରି ରହିଛି। ଏଥିପାଇଁ ଗ୍ଲୋବାଲ ଓ୍ବାର୍ମିଂକୁ କମ୍‌ କରିବାକୁ ହେଲେ କାର୍ବନ ଉତ୍ସର୍ଜନର ପରିମାଣ…

3 years ago

ବିଳାସପୂର୍ଣ୍ଣ ଜୀବନ ବିତାଇବା ପାଇଁ କମ୍ପାନୀରୁ ୩୨କୋଟି ଟଙ୍କା ଠକିଲେ ଫେସବୁକର ବରିଷ୍ଠ ଅଧିକାରୀ

ଓ୍ବାଶିଂଟନ୍‌,୧୬।୧୨: ଫେସବୁକର ଜଣେ ଅଧିକାରୀ ନିଜ କମ୍ପାନୀରୁ କୋଟିଏ ଟଙ୍କାର ଠକେଇରେ ଅଭିଯୁକ୍ତ ହୋଇଛନ୍ତି। ଫେସବୁକର ବିବିଧତା, ସମାନତାର ପୂର୍ବତନ ଗ୍ଲୋବାଲ ହେଡ ବାରବରା ଫୁର୍ଲୋ ସ୍ମାଇଲ୍ସ…

3 years ago

ଲିଫ୍ଟରେ ଫସି ଗଲେ ଲୋକେ, ରାସ୍ତାରେ ନାହିଁ ବିଜୁଳି, ଅନ୍ଧାରରେ ବୁଡିଗଲା ଆମେରିକାର ଆର୍ଥିକ ରାଜଧାନୀ

ଓ୍ବାଶିଂଟନ,୧୬।୧୨: ଆମେରିକାର ନ୍ୟୁୟର୍କ ସିଟି ଗୁରୁବାର ରାତିରେ ଅନ୍ଧକାରରେବୁଡି ଯାଇଥିଲା। କଥାହେଲା, ନ୍ୟୁୟର୍କର ବ୍ରୁକଲିନ ସ୍ଥିତ କୋନ ଏଡିସନ ପାୱାର ପ୍ଲାଣ୍ଟରେ ଏକ ତ୍ରୁଟି ଯୋଗୁଁ ସହରର…

3 years ago

ପାଞ୍ଚ ଘଣ୍ଟା ପର୍ଯ୍ୟନ୍ତ ଖବରଦାତାଙ୍କ ଶରୀରରୁ ବହି ଚାଲିଥିଲା ରକ୍ତ, ମିଳିଲା ନାହିଁ କୌଣସି ସାହାଯ୍ୟ

ଜେରୁଜେଲମ,୧୬।୧୨: ଗାଜାରେ ଇସ୍ରାଏଲର ଆକ୍ରମଣରେ କତାରର ନ୍ୟୁଜ ଚ୍ୟାନେଲ ଅଲ-ଜଜିରାର ଜଣେ କ୍ୟାମେରାମ୍ୟାନଙ୍କ ମୃତ୍ୟୁ ଘଟିଛି। ଏହି ଆକ୍ରମଣରେ ନିହତ ହୋଇଥିବା ଭିଡିଓ ଜର୍ନାଲିଷ୍ଟ ସମେର ଅବୁଦାକା…

3 years ago

କରୋନା ଭାଇରସର ନୂଆ ଭାରିଏଣ୍ଟ ଜେଏନ.୧ର ଶିକାର ହେଲେଣି ୭ ଜଣ

ବେଜିଂ,୧୬।୧୨: ଚାଇନାରେ କୋଭିଡ ଦ୍ୱାରା ହୋଇଥିବା ବିନାଶକୁ ଅଧିକ ସମୟ ଅତିବାହିତ ହୋଇନାହିଁ, ଏହି ସମୟରେ କୋଭିଡ ସବ-ଭାରିଆଣ୍ଟ ଜେଏନ.୧ ର ସାତୋଟି ନୂଆ ମାମଲା ରିପୋର୍ଟ…

3 years ago

୧୦ ଦିନ ହେବ ଜେଲରୁ ନିଖୋଜ ଅଛନ୍ତି ପୁଟିନଙ୍କ ସମାଲୋଚକ ନଭଲନି, ରୁଷିଆ ଅଧିକାରୀଙ୍କ ପାଖରେ ନାହିଁ କୌଣସି ସୂଚନା

ମସ୍କୋ,୧୬।୧୨: ବର୍ତ୍ତମାନ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମୁଖ୍ୟ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ଆଲେକ୍ସାଇ ନଭଲନିଙ୍କ ବିଷୟରେ କିଛି ଖବର ନାହିଁ। ତାଙ୍କ ଓକିଲ କହିଛନ୍ତି ଯେ ଡିସେମ୍ବର…

3 years ago

ଲେଉଟୁଛି କରୋନା, ସିଙ୍ଗାପୁରରେ ୫୬ ହଜାର ମାମଲା ରେକର୍ଡ, ଲୋକଙ୍କୁ ମାସ୍କ ପିନ୍ଧିବାକୁ ଅପିଲ

ସିଙ୍ଗାପୁର,୧୬।୧୨: କରୋନା ମହାମାରୀ ପୁଣି ଥରେ ଭୟଭୀତ କରୁଛି। ସିଙ୍ଗାପୁରରେ କରୋନା ମାମଲା ୫୬ ହଜାର ଅତିକ୍ରମ କରିଛି। ଗତ ସପ୍ତାହର ଏହି ମାମଲା ରେକର୍ଡ କରାଯାଇଛି।…

3 years ago