ଅନ୍ତର୍ଜାତୀୟ

ପ୍ରଥମ କୋଭିଡ୍‌ ଟିକାର ସଫଳ ପରୀକ୍ଷା

ମସ୍କୋ,୧୩ା୭: ରୁଷିଆ ଦ୍ୱାରା ପ୍ରସ୍ତୁତ ବିଶ୍ୱର ପ୍ରଥମ କରୋନା ଟିକାର କ୍ଲିନିକାଲ ପରୀକ୍ଷା ସଫଳ ହୋଇଛି। ସେଚେନୋଭ୍‌ ଫାଷ୍ଟ ମସ୍କୋ ଷ୍ଟେଟ୍‌ ମେଡିକାଲ ୟୁନିଭର୍ସିଟିରେ ଏହାର ପରୀକ୍ଷା…

5 years ago

ଭୋଟ୍‌ ଦେଲେ ୫ ଲକ୍ଷ ହଂକଂବାସୀ

ହଂକଂ,୧୩ା୭: ଚାଇନା ପକ୍ଷରୁ ହଂକଂରେ ଲାଗୁ ହୋଇଥିବା ନୂତନ ସୁରକ୍ଷା ଆଇନକୁ ସେଠାରେ ଜୋର୍‌ଦାର ବିରୋଧ କରାଯାଇଛି। ଲକ୍ଷାଧିକ ହଂକଂ ନାଗରିକ ଚାଇନାର ଏହି ଆଇନ ବିରୋଧରେ…

5 years ago

ଜନ୍ମ ଦିନର ଉପହାର: ଜୁଲାଇ ୧୨ ତାରିଖ ଘୋଷଣା ହେଲା ‘ମଲାଲା ଦିବସ’

ଜେନେଭା,୧୨।୭: ମାତ୍ର ୧୭ ବର୍ଷ ବୟସରେ ନୋବେଲ ପୁରସ୍କାର ପାଇଥିବା ମଲାଲା ୟୁସୁଫଜାଇଙ୍କର ଆଜି ହେଉଛି ଜନ୍ମଦିନ। ଏହିଦିନ ଅବସରରେ ଜାତିସଂଘ ମଲାଲାଙ୍କୁ ସମ୍ମାନ ଜଣାଇ ଜୁଲାଇ…

5 years ago

ବଡ଼ ସହରରେ କାର୍‌ ଚଳାଇବା ମନା: ସରକାର ତିଆରି କରୁଛନ୍ତି ୧୪୦୦ କିମି ସାଇକେଲ ରାସ୍ତା

ପ୍ୟାରିସ୍‌, ୧୨।୭: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀର ବହୁ ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। କେତେକ ବଡ଼ ବଡ଼ ସହରରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କାର୍‌…

5 years ago

ପ୍ରଥମ ଥର ପାଇଁ ମାସ୍କ୍‌ ପିନ୍ଧିଲେ ଟ୍ରମ୍ପ୍‌

ଓ୍ବାଶିଂଟନ, ୧୨।୭: ଆମେରିକାରେ କରୋନା ମହାମାରୀ ସଂକ୍ରମଣ ନେଇ ଆତଙ୍କ ଜାରି ରହିଛି। ଆମେରିକାରେ କରୋନା ସଂକ୍ରମଣ ଖବର ଅପେକ୍ଷା ଏବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଏକ…

5 years ago

ସିଙ୍ଗାପୁର ନିର୍ବାଚନରେ ପିଏପିର ବିପୁଳ ବିଜୟ

ସିଙ୍ଗାପୁର/ନୂଆଦିଲ୍ଲୀ,୧୨ା୭: ସିଙ୍ଗାପୁରରେ ଶୁକ୍ରବାର ଅନୁଷ୍ଠିତ ସାଧାରଣ ନିର୍ବାଚନରେ ଶାସକ ପିପୁଲ୍ସ ଆକ୍ସନ ପାର୍ଟି (ପିଏପି) ବିପୁଳ ବିଜୟ ହାସଲ କରିଛି। ୯୩ ସଂସଦୀୟ ଆସନ ମଧ୍ୟରୁ ପ୍ରଧାନମନ୍ତ୍ରୀ…

5 years ago

କରୋନା ନେଇ ପୂର୍ବରୁ ଜାଣିଥିଲା ଚାଇନା

ହଂକଂ,୧୨ା୭: କରୋନା ମହାମାରୀ ସାରା ବିଶ୍ୱରେ ୧୨ ନିୟୁତରୁ ଅଧିକ ଲୋକଙ୍କୁ ସଂକ୍ରମିତ ହେଲାଣି। ଚାଇନା ଯେଉଁ ସମୟରେ ସଂକ୍ରମଣ ନେଇ ସୂଚନା ଦେଲା ତାହାର ବହୁ…

5 years ago

ବିଶ୍ୱ ଜନସଂଖ୍ୟା ଦିବସ: ଏଥର ମିହିଳାଙ୍କ ସ୍ବାସ୍ଥ୍ୟକୁ ନେଇ ରଖାଯାଇଛି ଥିମ୍‌

ଓ୍ବାଶିଂଟନ,୧୧।୭: ବିଶ୍ୱର ଅଧିକାଂଶ ଦେଶରେ ବୃଦ୍ଧି ପାଉଥିବା ଜନସଂଖ୍ୟା ଏବେ ଚିନ୍ତାର କାରଣ ପାଲଟିଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜୁଲାଇ ୧୧ରେ ପାଳନ କରାଯାଇଛି…

5 years ago

ଆମେରିକାରେ ସ୍ଥିତି ଅଣାୟତ୍ତ: ୨୪ ଘଣ୍ଟାରେ ୭୦ ହଜାର ନୂଆ ଆକ୍ରାନ୍ତ

ଓ୍ବାଶିଂଟନ, ୧୧।୭: କରୋନା ମହାମାରୀ ସଂକ୍ରମଣରେ ଆମେରିକାରେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିରେ ଏହା ପୃଥିବୀରେ ରେକର୍ଡ କରିଛି। ଗତ ୨୪…

5 years ago

ବାୟୁ ଚଳାଚଳ କରୁ ନ ଥିବା ହସ୍ପିଟାଲରେ କରୋନା ସଂକ୍ରମଣ ଆଶଙ୍କା ଅଧିକ

ଜେନେଭା,୧୧।୭: ପାଖାପାଖି ୩୨ ଦେଶର ୨୩୯ ବିଶେଷଜ୍ଞଙ୍କ ଦ୍ୱାରା କରାଯାଇଥିବା ଗବେଷଣାରୁ ଜଣାପଡିଥିଲା କି ବାୟୁ ଦ୍ୱାରା କରୋନା ସଂକ୍ରମଣ ହୋଇପାରେ। ପ୍ରଥମେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ)…

5 years ago