ଅନ୍ତର୍ଜାତୀୟ

ପାକିସ୍ତାନ ପ୍ରଧାନମନ୍ତ୍ରୀ କରୋନା ପଜିଟିଭ୍‌, ଗୋଟିଏ ଦିନ ତଳେ ବିଦେଶ ଗସ୍ତରୁ ଫେରିଥିଲେ…

ଇସଲାମାବାଦ,୧୫।୧୧ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହେବାଜ ସରିଫ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଏହାକୁ ପାକିସ୍ତାନର ସୂଚନା ମନ୍ତ୍ରୀ ମରିୟମ ଔରଙ୍ଗଜେବ ଟୁଇଟ କରି ସୂଚନା ଦେଇଛନ୍ତି।…

4 years ago

ଇସ୍‌ଲାମିକ୍‌ ଆଇନ କାର୍ଯ୍ୟ କରିବାକୁ ତାଲିବାନ୍‌ ସରକାରଙ୍କ ନିର୍ଦ୍ଦେଶ

କାବୁଲ,୧୫ା୧୧: ତାଲିବାନ୍‌ର ପ୍ରଥମ ପାଳି ଶାସନ ବେଳେ ଆଫାଗାନିସ୍ତାନବାସୀ ଅଣନିଃଶ୍ୱାସୀ ହୋଇପଡିଥିଲେ। ତାଲିବାନ୍‌ର ଦ୍ୱିତୀୟ ଶାସନ ପାଳିରେ ମଧ୍ୟ ଫେରୁଛି ବର୍ବରତା। ୨୦୨୧ ଅଗଷ୍ଟ ୧୫ରେ କାବୁଲ…

4 years ago

ଜେଲନସ୍କିଙ୍କ ବଡ ବୟାନ, ଖେରସନରେ ରୁଷିଆ ସେନା ପଛକୁ ହଟିବା ଯୁଦ୍ଧ ଶେଷ ହେବାର ଆରମ୍ଭ

କ୍ୱିଭ,୧୫ ।୧୧: ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲନସ୍କି କହିଛନ୍ତି ଖେରସନରୁ ରୁଷିଆ ସେନା ପଛକୁ ହଟିଯିବା ଯୁଦ୍ଧ ଶେଷର ଆରମ୍ଭ । ଏହା ପୂର୍ବରୁ ଖେରସନ ସହରରୁ…

4 years ago

ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଭେଟିଲେ ମୋଦି

ବାଲି,୧୫।୧୧: ଜି-୨୦ ଶିଖର ସମ୍ମିଳନୀରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡୋନେସିଆର ବାଲିରେ ପହଞ୍ଚିଛନ୍ତି। ଏଠାରେ ସେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଭେଟିଛନ୍ତି। ବ୍ରିଟେନ…

4 years ago

କରୋନା ଆକ୍ରାନ୍ତ ହେଲେ କାମ୍ବୋଡିଆ ପ୍ରଧାନମନ୍ତ୍ରୀ, ନିକଟରେ ବିଶ୍ୱର ଅନେକ ନେତାଙ୍କୁ ଭେଟିଥିଲେ

ବାଲି,୧୫।୧୧: କାମ୍ବୋଡିଆ ପ୍ରଧାନମନ୍ତ୍ରୀ ହନ ସେନ କରୋନା ଆକ୍ରାନ୍ତ ହୋଇଛନ୍ତି। ନିକଟରେ ସେ ଅନେକ ଦେଶର ନେତାଙ୍କୁ ଭେଟିଥିଲେ। ହୁନ କାମ୍ବୋଡିଆର ନୋମ ପେନ୍‌ହରେ ଦକ୍ଷିଣ ପୂର୍ବ…

4 years ago

ଜି-୨୦ ଶିଖର ସମ୍ମିଳନୀ ଆରମ୍ଭ: ଯୁଦ୍ଧ ସଙ୍କଟ ଉପରେ ଆଲୋକପାତ କଲେ ମୋଦି

ବାଲି,୧୫।୧୧: ଇଣ୍ଡୋନେସିଆର ବାଲିରେ ଆଜିଠାରୁ ଜି-୨୦ ଶିଖର ସମ୍ମିଳନୀ ଆରମ୍ଭ ହୋଇଛି। ଏହି ସମ୍ମିଳନୀରେ ଭାରତର ପ୍ରତିନିଧିତ୍ୱ କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଅଭିଭାଷଣରେ ରୁଷିଆ…

4 years ago

ରୁଷିଆ ବିରୋଧରେ ମତଦାନରୁ ବିରତ ରହିଲା ଭାରତ

ନ୍ୟୁୟର୍କ,୧୫।୧୧: ୟୁକ୍ରେନ ଉପରେ ଆକ୍ରମଣ ପାଇଁ ରୁଷିଆକୁ ଦାୟୀ କରିବାକୁ ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ)ରେ ଆହ୍ବାନ ଦିଆଯାଇଛି। ଏହି ଆକ୍ରମଣ ଯୋଗୁ ୟୁକ୍ରେନରେ ହୋଇଥିବା…

4 years ago

୨୦୨୧ରେ ଅଧିକ ଉତ୍ତପ୍ତ ଥିଲା ଏସିଆ

ଶର୍ମ ଏଲ୍‌-ଶେଖ,୧୫।୧୧:ବିଶ୍ୱର ହାରାହାରି ଉତ୍ତାପଠାରୁ ଏସୀୟ ଅଞ୍ଚଳ ୨୦୨୧ରେ ଦ୍ରୁତ ଉତ୍ତପ୍ତ ହୋଇଥିଲା। ଏହାର ପରିଣାମ ସ୍ବରୂପ ବନ୍ୟା, ଅନାବୃଷ୍ଟି ଆଦି ଭୀଷଣ ପାଗ ଯୋଗୁ ସେହିବର୍ଷ…

4 years ago

ଜଳବାୟୁ ପରିବର୍ତ୍ତନ ପ୍ରଦର୍ଶନ ସୂଚକାଙ୍କ: ଅଷ୍ଟମରେ ଭାରତ

ଶର୍ମ ଏଲ୍‌-ଶେଖ୍‌,୧୫ା୧୧: ଇଜିପ୍ଟର ଶର୍ମ ଏଲ୍‌-ଶେଖ୍‌ରେ ଜାତିସଂଘ ପକ୍ଷରୁ ଚାଲିଥିବା ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ୨୭ତମ ସମ୍ମିଳନୀରେ ବିଶ୍ୱନେତାମାନେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରୁଛନ୍ତି। କୋପ୍‌-୨୭…

4 years ago

ଲକ୍ଷ୍ମଣରେଖା ଡିଅଁ ନାହିଁ

ନୁସା ଡୁଆ(ଇଣ୍ଡୋନେସିଆ),୧୫।୧୧:ଇଣ୍ଡୋନେସିଆର ନୁସା ଡୁଆରେ ସୋମବାର ଆରମ୍ଭ ହୋଇଥିବା ଜି୨୦ ସମିଟ୍‌ ଅବସରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ତାଙ୍କ ଚାଇନା ପ୍ରତିପକ୍ଷ ଶି ଜିନ୍‌ପିଙ୍ଗଙ୍କୁ ଭେଟି…

4 years ago