ଅନ୍ତର୍ଜାତୀୟ

ଏହି ଭାରତୀୟ ବଂଶୋଭବ ମହାକାଶଚାରୀଙ୍କୁ ବାୟୁସେନା ବ୍ରିଗେଡିୟର ଜେନେରାଲ ପଦରେ ମିଳିବ ନିଯୁକ୍ତି

ଓ୍ବାଶିଂଟନ,୨୭ା୧: ବାୟୁସେନା ବ୍ରିଗେଡିୟର ଜେନେରାଲ ପଦରେ ନିଯୁକ୍ତି ପାଇଁ ଭାରତୀୟ-ଆମେରିକୀୟ ମହାକାଶଚାରୀ ରାଜା ଜେ ଚାରିଙ୍କୁ ରାଷ୍ଟ୍ରପତି ଜୋ ବାଇଡେନ ମନୋନୀତ କରିଛନ୍ତି। ଗୁରୁବାର ଏନେଇ ନାମାଙ୍କନପତ୍ର…

3 years ago

ଚାଇନାର ଆର୍ଥିକ ମାନ୍ଦାବସ୍ଥା ସମଗ୍ର ବିଶ୍ୱରେ ପକାଇବ ପ୍ରଭାବ

ବେଜିଂ,୨୭ା୧: ଚାଇନାର ଜାତୀୟ ପରିସଂଖ୍ୟାନ ବ୍ୟୁରୋ (ନ୍ୟାଶନାଲ ଷ୍ଟାଟିଷ୍ଟିକ୍ସ ବ୍ୟୁରୋ) ଅନୁଯାୟୀ, ଚାଇନାର ବାର୍ଷିକ ଜିଡିପି ଅଭିବୃଦ୍ଧି (ମୋଟ୍‌ ଘରୋଇ ଉତ୍ପାଦର ଅଭିବୃଦ୍ଧି) ୩ ପ୍ରତିଶତକୁ ଖସି…

3 years ago

ଦକ୍ଷିଣ ଆଫ୍ରିକାରୁ ଭାରତ ଆସିବ ୧୦୦ ଚିତା ବାଘ

କେପଟାଉନ୍‌/ନୂଆଦିଲ୍ଲୀ,୨୭।୧: ନାମିବ୍ୟା ପରେ ଦକ୍ଷିଣ ଆଫ୍ରିକାରୁ ୧୦୦ରୁ ଅଧିକ ଚିତା ବାଘ ଭାରତକୁ ଆସିବ ବୋଲି ଜଣାପଡିଛି। ଏନେଇ ଦୁଇ ଦେଶ ମଧ୍ୟରେ ଏକ ରାଜିନାମା ହୋଇଥିବା…

3 years ago

୩୦୦୦ରୁ ଅଧିକ ଆଫଗାନ ଶରଣାର୍ଥୀଙ୍କୁ ବିଦା କଲା ଇରାନ

କାବୁଲ,୨୭ ।୧: ଇରାନ ୩୦୦୦ରୁ ଅଧିକ ଆଫଗାନ ଶରଣାର୍ଥୀଙ୍କୁ ନିଜ ଦେଶରୁ ବାହାର କରିଦେଇଥିବା ଜଣାପଡିଛି । ମିଡିଆ ରିପୋର୍ଟ ଅନୁଯାୟୀ, ନିକଟରେ ଏହି ଶରଣାର୍ଥୀଙ୍କୁ ଇସଲାମ…

3 years ago

ପାକିସ୍ତାନରେ ବିଦ୍ୟୁତ ସହ ଜଳ ସମସ୍ୟା ବି ଉତ୍କଟ

ଇସଲାମାବାଦ,୨୭ା୧: ପାକିସ୍ତାନରେ ଘୋର ବିଦ୍ୟୁତ ସମସ୍ୟା ଦେଖିବାକୁ ମିଳିଛି। ପାକିସ୍ତାନରେ ଆର୍ଥିକ ସଙ୍କଟ ମଧ୍ୟରେ ଏହି ସମସ୍ୟା ଦେଖାଦେଇଥିବାରୁ ଦେଶରେ ଉତ୍ତେଜନା ଦେଖାଦେଇଛି। କିନ୍ତୁ ଆଜିକାଲି ପାକିସ୍ତାନ…

3 years ago

ଭାରତର ପ୍ରଶଂସା କଲେ ସାଧାରଣତନ୍ତ୍ର ଦିବସରେ ପ୍ରବାସୀ ସମ୍ମାନ ପୁରସ୍କାର ବିଜେତା

ଜୋହାନସବର୍ଗ,୨୭ ।୧: ଦକ୍ଷିଣ ଆଫ୍ରିକାର ଜୋହାନସବର୍ଗରେ ଭାରତର ମହାବାଣିଜ୍ୟଦୂତାବାସରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି । ଏହି ଅବସରରେ ଜୋହାନସବର୍ଗରେ ଭାରତର ମହାବାଣିଜ୍ୟଦୂତ ମହେଶ କୁମାର…

3 years ago

ଭାରତ-ଚାଇନା ସୀମା ଉପରେ ତୀକ୍ଷ୍ଣ ନଜର ରଖିଛି ଆମେରିକା

ଓ୍ବାଶିଂଟନ,୨୭ା୧: ଭାରତ ଏବଂ ଚାଇନା ମଧ୍ୟରେ ଚାଲିଥିବା ସୀମା ବିବାଦକୁ ନେଇ ପରିସ୍ଥିତି ଉପରେ ସେ ତୀକ୍ଷ୍ଣ ନଜର ରଖିଛି ବୋଲି ଆମେରିକା କହିଛି। ଆମେରିକାର ବୈଦେଶିକ…

3 years ago

ଭାରତ-ଚାଇନା ସ୍ଥିତି ଉପରେ ଆମେରିକାର ନଜର, କହିଲା ଦୁଇ ଦେଶ ସୀମାରୁ ପଛକୁ ହଟିବାକୁ ନେଇ ଆମେ ଖୁସି

ୱାଶିଂଟନ,୨୭ ।୧: ଭାରତ-ଚାଇନା ସୀମା ସ୍ଥିତି ଉପରେ ଆମେରିକାର ବୈଦେଶିକ ବିଭାଗର ମୁଖ୍ୟ ଉପ ପ୍ରବକ୍ତା ବେଦାନ୍ତ ପଟେଲ କହିଛନ୍ତି ଆମେ ସୀମା ସଂଘର୍ଷର ସ୍ଥିତି ଉପରେ…

3 years ago

ରୁଷିଆ ମିଶାଇଲ୍‌ ମାଡ଼ରେ ୟୁକ୍ରେନର ୧୧ ମୃତ୍ୟୁ: ଆମେରିକାର ନିନ୍ଦା

କିଭ୍‌,୨୭।୧: ଜର୍ମାନୀ ଏବଂ ଆମେରିକା ୟୁକ୍ରେନକୁ ଦଶହଜାର ଟ୍ୟାଙ୍କ ପଠାଇବେ ବୋଲି ଘୋଷଣା କରିବାର ଗୋଟିଏ ଦିନ ପରେ ରୁଷିଆ ୟୁକ୍ରେନ ଉପରେ ପୁଣି ମିଶାଇଲ ଏବଂ…

3 years ago

୧୦ ଆତଙ୍କବାଦୀ ନିପାତ

ଓ୍ବାଶିଂଟନ୍‌,୨୭।୧: ଆମେରିକାର ସୈନ୍ୟବାହିନୀ ଉତ୍ତର ସୋମାଲିଆରେ ଇସଲାମିକ ଷ୍ଟେଟ ଆତଙ୍କବାଦୀ ବିଲାଲ ଅଲ-ସୁଦାନୀ ଏବଂ ତାଙ୍କର ପ୍ରାୟ ୧୦ ସହଯୋଗୀଙ୍କୁ ନିପାତ କରିଛନ୍ତି। ବାଇଡେନ ପ୍ରଶାସନର ଦୁଇ…

3 years ago