କ୍ରିକେଟ ବିଶ୍ୱକପ୍‌

ବାଲକୋନିରୁ ଧୋନୀଙ୍କ ଜର୍ସି ଦେଖାଇଲେ ଶାସ୍ତ୍ରୀ

ନୂଆଦିଲ୍ଲୀ,୧୪।୬: ଟ୍ରେଣ୍ଟବ୍ରିଜଠାରେ କ୍ରମାଗତ ବର୍ଷା ଯୋଗୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ୍‌ ଖେଳାଯାଇ ପାରି ନ ଥିଲା। ଏଥିଯୋଗୁ ଷ୍ଟାଡିୟମ୍‌ରେ ଉପସ୍ଥିତ ଦର୍ଶକ ପଡ଼ିଆରେ ନିଜ ଫେଭରାଇଟ୍‌ ଖେଳାଳିଙ୍କୁ ଦେଖିବାକୁ ସୁଯୋଗ ପାଇ ନ ଥିଲେ। କିନ୍ତୁ ପ୍ରଶଂସକଙ୍କୁ ଷ୍ଟାଡିୟମ…

ଫିଟ୍‌ ହେଲା ପରେ ମଧ୍ୟ ଧାଓ୍ବନଙ୍କ ସମସ୍ୟା ବଢ଼ିବ

ନୂଆଦିଲ୍ଲୀ,୧୪।୬: ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱକପ୍‌ ମ୍ୟାଚ୍‌ରେ ଶତକୀୟ ଇନିଂସବେଳେ ଶିଖର ଧାଓ୍ବନଙ୍କ ବାମହାତ ବୁଢ଼ା ଆଙ୍ଗୁଠିରେ ଆଘାତ ଲାଗିଥିଲା। ଏହି ସମସ୍ୟା ଦୂର ହେଲା ପରେ ଧାଓ୍ବନ ସଫଳତାର ସହ କ୍ରିକେଟକୁ ଫେରିବେ। ହେଲେ ବାମହାତୀ ଓପନରଙ୍କ ଫିଲ୍ଡିଂରେ ସମସ୍ୟା ଦେଖାଯିବ…

ଭାରତ ବିଶ୍ୱକପ୍‌ ଜିତିବା ସପକ୍ଷରେ ୧.୫ ବିଲିୟନ ପ୍ରଶଂସକ: ହାର୍ଦ୍ଦିକ

ନଟ୍ଟିଂହାମ,୧୩।୬(ପିଟି): କେବଳ ୧.୫ ବିଲିୟନ ପ୍ରଶଂସକ ଭାରତ ବିଶ୍ୱକପ୍‌ ଜିତିବ ବୋଲି ଆଶା କରୁଛନ୍ତି। ଏଥିଯୋଗୁ ଭାରତୀୟ ଦଳ ଉପରେ ଚାପ ରହିବ ନାହିଁ ବୋଲି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଇସିସି ପକ୍ଷରୁ ଅପ୍‌ଲୋଡ୍‌ କରାଯାଇଥିବା ଏକ ଭିଡିଓରେ କହିଛନ୍ତି। ବିଶ୍ୱକପ୍‌…

ଗୁଗୁଲ ମୁଖ୍ୟଙ୍କ ଭବିଷ୍ୟବାଣୀ: ଫାଇନାଲ ଖେଳିବ ଭାରତ

ଓ୍ବାଶିଂଟନ,୧୩।୬(ପିଟି): ଭାରତ ଓ ଇଂଲଣ୍ଡ ମଧ୍ୟରେ ଚଳିତ ଆଇସିସି ବିଶ୍ୱକପ୍‌ ଫାଇନାଲ ଖେଳାଯିବ ବୋଲି ଗୁଗୁଲର ଇଣ୍ଡୋ-ଆମେରିକାନ ସିଇଓ ସୁନ୍ଦର ପିଚାଇ ଗୁରୁବାର ଭବିଷ୍ୟବାଣୀ କରିଛନ୍ତି। ଏହି ମୁକାବିଲାକୁ ମେନ୍‌ ଇନ୍‌ ବ୍ଲ୍ୟୁ ଦଳ ଜିତିବା ସପକ୍ଷରେ ରହିଛନ୍ତି ବୋଲି ସେ…

ଭାରତ ମ୍ୟାଚ୍‌ ପୂର୍ବରୁ ପାକିସ୍ତାନର ଫିଲ୍ଡିଂ ଚିନ୍ତା

ଟଣ୍ଟନ,୧୩।୬(ପିଟି): ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ଅତ୍ୟନ୍ତ ସାଧାରଣ ଫିଲ୍ଡିଂ ପରେ ପାକିସ୍ତାନ ଦଳର ଅଧିନାୟକ ସର୍ଫରାଜ ଅହମ୍ମଦ ଦଳୀୟ ଖେଳାଳିଙ୍କୁ ଚେତାବନୀ ଦେଇଛନ୍ତି। ଆମେ ସମସ୍ତ ବିଭାଗରେ ବହୁ ତ୍ରୁଟି କରିଥିଲୁ। ଆମ ଫିଲ୍ଡରଙ୍କ ପ୍ରଦର୍ଶନରେ ମୁଁ ଦୁଃଖିତ। ଆମେ ଆଶାନୁଯାୟୀ…

ଅମିର ପ୍ରଥମ

ଟଣ୍ଟନ,୧୩।୬: ପେସର ମହମ୍ମଦ ଅମିର ପ୍ରଥମ ପାକିସ୍ତାନ ବୋଲର ଭାବେ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ୫ ଉଇକେଟ ନେଇଛନ୍ତି। ଏଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ଅମିର କ୍ୟାରିୟରର ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ କରିଛନ୍ତି। ସେ ସମ୍ପୂର୍ଣ୍ଣ ୧୦ ଓଭର ବୋଲିଂ…

ବର୍ଷା ଯୋଗୁ ଟସ୍‌ରେ ବିଳମ୍ବ

ନଟ୍ଟିଂହାମ,୧୩।୬: ଏଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍‌ ଲାଗି ଟସ୍‌ରେ ବିଳମ୍ବ ହୋଇଛି। ଓଦା ଆଉଟ୍‌ ଫିଲ୍ଡ ଓ ପରେ ବର୍ଷା ଯୋଗୁ ଏପର୍ଯ୍ୟନ୍ତ ଟସ୍‌ ପଡ଼ିପାରି ନାହିଁ। ଏବେ ବର୍ଷା ବନ୍ଦ ହୋଇଯାଇଥିବାରୁ ଗ୍ରାଉଣ୍ଡରୁ ସମସ୍ତ…

ଆଣ୍ଟିଗୁଆରୁ ଭାରତର ଟେଷ୍ଟ ଚାମ୍ପିୟନଶିପ୍‌ ଅଭିଯାନ

ଆଣ୍ଟିଗୁଆ,୧୩।୬: ଆଣ୍ଟିଗୁଆର ସାର ଭିଭିଆନ ରିଚାଡର୍‌ସ ଷ୍ଟାଡିୟମ୍‌ରୁ ଭାରତୀୟ ଦଳର ତା’ର ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲୁଟିସି) ଆୟୋଜନ କରିିବ। ଏଠାରେ ଆୟୋଜକ ଓ୍ବେଷ୍ଟଇଣ୍ଡିଜ ସହ ଶୀର୍ଷ ର଼୍ୟାଙ୍କଧାରୀ ଭାରତ ଅଗଷ୍ଟ ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ଟେଷ୍ଟ ମ୍ୟାଚ୍‌…

ବିଶ୍ୱ ରେକର୍ଡ ନିକଟରେ କୋହଲି

ନୂଆଦିଲ୍ଲୀ,୧୩।୬: ଶିଖର ଧାଓ୍ବନଙ୍କ ଅନୁପସ୍ଥିତି ଅଧିନାୟକ ବିରାଟ କୋହଲିଙ୍କ କାନ୍ଧ ଉପରେ ଆହୁରି ଦାୟିତ୍ୱ ବୃଦ୍ଧି ପାଇଛି। ଏଭଳି ସ୍ଥିତିରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ କୋହଲି ଅତ୍ୟଧିକ ଚାପର ସମ୍ମୁଖୀନ ହୋଇପାରନ୍ତି। ଏହି ମ୍ୟାଚ୍‌ରେ ତାଙ୍କ ନିକଟରେ ଏକ ବିଶ୍ୱ ରେକର୍ଡ…

ଆଇସିସି ବିଶ୍ୱକପ୍‌: ଟିମ୍‌ ଇଣ୍ଡିଆର ମିଶନ ନ୍ୟୁଜିଲାଣ୍ଡ

ନଟିଂହାମ,୧୩।୬(ପି.ଟି.)- ଚଳିତ ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ର ଦ୍ୱାଦଶ ସଂସ୍କରଣରେ ଭାରତ ତା’ର ତୃତୀୟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ଭେଟିବ। ସ୍ଥାନୀୟ ଟ୍ରେଣ୍ଟ ବ୍ରିଜ୍‌ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ବିଭିନ୍ନ ଦୃଷ୍ଟିକୋଣରୁ ନ୍ୟୁଜିଲାଣ୍ଡ ଅପେକ୍ଷା ଭାରତ ପାଇଁ ଗୁରୁତ୍ୱ…

ଆଇସିସି ବିଶ୍ୱକପ୍‌: ପାକିସ୍ତାନକୁ ହରାଇଲା ଅଷ୍ଟ୍ରେଲିଆ

ଟଣ୍ଟନ,୧୩।୬(ଏଏଫ୍‌ପି)- ଚଳିତ ବିଶ୍ୱକପ୍‌ର ୧୭ତମ ମ୍ୟାଚ୍‌ରେ ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆ ୪୧ ରନରେ ପାକିସ୍ତାନକୁ ପରାସ୍ତ କରିଛି। ସ୍ଥାନୀୟ କୁପର ଆସୋସିଏଟ କାଉଣ୍ଟି ଗ୍ରାଉଣ୍ଡରେ ବୁଧବାର ଖେଳାଯାଇଥିବା ମ୍ୟାଚରେ ପାକିସ୍ତାନ ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି…

ପନ୍ତଙ୍କୁ ଡାକରା

ନୂଆଦିଲ୍ଲୀ, ୧୨।୬: ଦିଲ୍ଲୀ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ବୁଧବାର ଇଂଲଣ୍ଡରେ ପହଞ୍ଚତ୍ଛନ୍ତି। ତାଙ୍କୁ ବ୍ୟାକ୍‌ଅପ ଖେଳାଳି ଭାବେ ଭାରତୀୟ ଦଳରେ ଯୋଗଦେବା ପାଇଁ ଡାକରା ଦିଆଯାଇଛି ବୋଲି ସୂତ୍ରରୁ ଜଣାପଡ଼ିଛି। ଆହତ ସମସ୍ୟା ଦେଇ ଗତି କରୁଥିବା ଶିଖର ଧାଓ୍ବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?